Daily Archives

October 1, 2017

ଦୀପାବଳୀ ପରେ ରାହୁଲ ଗାନ୍ଧି କଂଗ୍ରେସର ମୁଖ୍ୟ ଭାବେ ଦାୟିତ୍ୱ ନେଇପାରନ୍ତି: ସଚିନ ପାଇଲଟ

ନୂଆଦିଲ୍ଲୀ: ଦୀପାବଳୀ ପରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଦଳର ସମ୍ପୂର୍ଣ୍ଣ କାର୍ଯ୍ୟଭାର ହାତକୁ ନେଇ ପାରନ୍ତି ବୋଲି ରାଜସ୍ଥାନ କଂଗ୍ରେସ ପ୍ରମୁଖ ସଚିନ ପାଇଲଟ ରବିବାର କହିଛନ୍ତି। ସଚିନ ଏହା ବି କହିଛନ୍ତି, ଦଳର ଉପାଧ୍ୟକ୍ଷ ଭାବେ ରାହୁଲ ଆଧିକାଂଶ କାମ ତୁଲାଇ ସାରିଛନ୍ତି। ବର୍ତ୍ତମାନ ସମୟ…
ଅଧିକ ଖବର ଦେଖନ୍ତୁ...

ହେଲମେଟ ନଥିବାରୁ ପୁଲିସ ହାତରେ ଧରାପଡ଼ିଲେ ‘ରାବଣ’

ନୂଆଦିଲ୍ଲୀ: ଅଭିନେତା ମୁକେଶ ରିଷି ଚଳିତବର୍ଷ ଦିଲ୍ଲୀର ଲାଲାକିଲ୍ଲା ଠାରେ ଆୟୋଜିତ ହୋଇଥିବା ରାମଲିଲାରେ ରାବଣ ଭୂମିକାରେ ଅଭିନୟ କରୁଥିଲେ। ଶେଷ ଅଭିନୟ ପାଇଁ ସେ ବାଇକ୍‌ରେ ରାବଣ ବେଶ ଧରି ଲାଲାକିଲ୍ଲା ଠାରେ ପହଞ୍ଚିବା ପୂର୍ବରୁ ଦିଲ୍ଲୀ ପୁଲିସ ହାବୁଡରେ ପଡ଼ି ଯାଇଥିଲେ। କାରଣ ପାର୍ବଣ ସମୟ…
ଅଧିକ ଖବର ଦେଖନ୍ତୁ...

ଭାରତ-ଅଷ୍ଟ୍ରେଲିଆ ୫ମ ଦିନିକିଆ: ରୋହିତଙ୍କ ପରେ ରାହାଣେଙ୍କ ଅର୍ଦ୍ଧଶତକ, ଭାରତ ୦/୧୧୩

ନାଗପୁର: ଶେଷ ତଥା ୫ମ ଦିନିକିଆ ମ୍ୟାଚରେ ୨୪୩ରନ ବିଜୟ ଲକ୍ଷ୍ୟ ନେଇ ୨ୟ ପାଳି ଆରମ୍ଭ କରିଥିବା ଭାରତ ୨୦.୩ଓଭରରେ ୧୧୩ରନ୍‌ ସଂଗ୍ରହ କରିଛି। ଓପନର ରୋହିତ ଶର୍ମା କ୍ୟାରିୟରର ୧୬୯ତମ ମ୍ୟାଚରେ ୩୫ତମ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ୮୫ତମ ମ୍ୟାଚରେ ୬୪ଟି ବଲ ଖେଳି…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କ ଆମେଠି ଗସ୍ତକୁ ନେଇ ପ୍ରଶାସନ କହିଲେ ପୁଲିସ ବ୍ୟସ୍ତ ଅଛି, ପରେ ଆସନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ତାଙ୍କ ସଂସଦୀୟ କ୍ଷେତ୍ର ଆମେଠି ଯିବା ପାଇଁ ଅନୁମତି ମିଳି ନାହିଁ। ପ୍ରଶାସନ ପାର୍ବଣର ସମୟ ହେତୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ରାହୁଲଙ୍କ ଆମେଠି ଗସ୍ତକୁ ମନା କରି ଦେଇଛି। କଂଗ୍ରେସକୁ ପତ୍ର ଲେଖି ପ୍ରାଶସନ ପକ୍ଷରୁ କୁହାଯାଇଛିି,…
ଅଧିକ ଖବର ଦେଖନ୍ତୁ...

ଭାରତ-ଅଷ୍ଟ୍ରେଲିଆ ୫ମ ଦିନିକିଆ: ଓପନର ରୋହିତ-ରାହାଣେଙ୍କ ବ୍ୟାଟିଂ ଜାରି, ଭାରତ ସ୍କୋର ୭୦

ନାଗପୁର: ଶେଷ ତଥା ୫ମ ଦିନିକିଆ ମ୍ୟାଚରେ ୨୪୩ରନ ବିଜୟ ଲକ୍ଷ୍ୟ ନେଇ ୨ୟ ପାଳି ଆରମ୍ଭ କରିଥିବା ଭାରତ କୌଣସି ଓ୍ଵିକେଟ ନ ହରାଇ ୫୦ରନ୍‌ ସଂଗ୍ରହ କରିଛି। ୧୧.୪ଓଭର ଖେଳ ଶେଷ ବେଳକୁ ଭାରତ ୫୦ରନ୍‌ ପୂରା କରିଛି। ରିପୋର୍ଟ ଲେଖାଯିବା ବେଳକୁ ୧୪ ଓଭର ସମାପ୍ତ ହେବା ପରେ ଓପନର ରୋହିତ ଶର୍ମା(୩୫) ଓ…
ଅଧିକ ଖବର ଦେଖନ୍ତୁ...

ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଜାରି: ତଳ ତେଲେଙ୍ଗା ବଜାର-ବାମ୍ଫି ସାହି ମଧ୍ୟରେ ଗଣ୍ଡଗୋଳ, ପୁଲିସ ମୁତୟନ

କଟକ: ଐତିହାସିକ ସହର କଟକରେ ଶନିବାର ଠାରୁ ଭସାଣି ଆରମ୍ଭ ହୋଇ ଯାଇଥିବା ବେଳେ ସନ୍ଧ୍ୟାରେ ତଳ ତେଲେଙ୍ଗା ବଜାର ଓ ବାମ୍ଫି ସାହି ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ତେଲେଙ୍ଗା ବଜାରର ଯୁବକମାନଙ୍କ ଢେଲା ପଥର ମାଡ଼ରେ ବାମ୍ଫି ସାହି ପୂଜା କମିଟିର ସଭାପତି ଓ ଅନେକ ଯୁବକ ଆହତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ବାରବର୍ଷର ସମ୍ପର୍କ ଭାଙ୍ଗିବା ପରେ ନିଜକୁ ନିଜେ ବିବାହ କଲେ ମହିଳା

ଇଟଲୀ: ପୁରୁଷ ହେଉ ଅବା ନାରୀ ସମସ୍ତେ ନିଜନିଜ ବିବାହକୁ ନେଇ ବିଭିନ୍ନ ପ୍ରକାର ସ୍ୱପ୍ନ ଦେଖିଥାଆନ୍ତି। କିପରି ନିଜର ବିବାହକୁ ଖାସ୍‌ କରିବେ ସେ ନେଇ ବିଭିନ୍ନ ପ୍ରକାର ଆୟୋଜନ ମଧ୍ୟ କରିଥାଆନ୍ତି। ନିକଟରେ ବିବାହକୁ ନେଇ ଇଟଲିରେ ଏକ ଅଦ୍ଭୁଦ ବିବାହ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ…
ଅଧିକ ଖବର ଦେଖନ୍ତୁ...

ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଜାରି: ବର୍ଷା ସାଜିଲା ବାଧକ, ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ଶୋଭାଯାତ୍ରା

ଭୁବନେଶ୍ୱର/କଟକ: ଐତିହାସିକ ସହର କଟକରେ ଶନିବାର ଠାରୁ ଭସାଣି ଆରମ୍ଭ ହୋଇ ଯାଇଥିବା ବେଳେ, ରବିବାର ସଂନ୍ଧ୍ୟାରେ ଭୁବନେଶ୍ୱରରେ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଛି। କଟକର ଦେବୀଗଡ଼ା ଘାଟରେ ସନ୍ଧ୍ୟାରେ ଅନେକଗୁଡ଼ିଏ ମୂର୍ତ୍ତି ପହଞ୍ଚି ସାରିଛି। ଆହୁରି କିଛି ମୂର୍ତ୍ତି ଭସାଣ ପାଇଁ ଏଠାକୁ…
ଅଧିକ ଖବର ଦେଖନ୍ତୁ...

‘ବାହୁବଲୀ’କୁ ଟକ୍କର ଦେବ ୧୮୦କୋଟି ବଜେଟର ‘ଇଣ୍ଡିଆନ୍‌ -୨’ ସିନେମା

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ତଥା ନିର୍ଦ୍ଦେଶକ କମଲ ହାସନଙ୍କ ୧୯୯୭ରେ ରିଲିଜି ହୋଇଥିବା ଛବି ‘ଇଣ୍ଡିଆନ୍‌’ ସେ ସମୟରେ ବହୁତ ଲୋକପ୍ରିୟତା ହାସଲ କରିଥିଲା । କମଲ ହାସନ ‘ଇଣ୍ଡିଆନ୍‌’ର ସିକ୍ୱେଲ ତିଆରି କରିବା ପାଇଁ ଯୋଜନା କରୁଛନ୍ତି, ଏଥିପାଇଁ ପ୍ରଖ୍ୟାତ ନିର୍ଦ୍ଦେଶକ…
ଅଧିକ ଖବର ଦେଖନ୍ତୁ...

ବିଜୟ ପାଇଁ ଭାରତକୁ ୨୪୩ ରନ୍‌ ଟାର୍ଗେଟ, ଅକ୍ଷର ପଟେଲଙ୍କୁ ୩ଟି ଓ୍ଵିକେଟ

ନାଗପୁର: ଭାରତକୁ ୫ମ ଦିନିକିଆ ମ୍ୟାଚରେ ବିଜୟୀ ହେବାକୁ ୨୪୩ରନ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲିଆ। ମହାରାଷ୍ଟ୍ରର ନାଗପୁର ବିଦର୍ଭ ଷ୍ଟାଡିୟମରେ ରବିବାର ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୨୪୨ରନ୍‌ ସଂଗ୍ରହ କରିଛି।…
ଅଧିକ ଖବର ଦେଖନ୍ତୁ...