Daily Archives

October 1, 2017

ପ୍ରେମିକ ସହ ଫେରାର ହେବା ମହଙ୍ଗା ପଡ଼ିଲା, ବାପା-ଦାଦା ବିଦ୍ୟୁତ ଆଘତ ଦେଇ ଝିଅକୁ କଲେ ହତ୍ୟା

ହରିୟାଣା: ହରିୟାଣାର ପାନିପଥ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ପ୍ରେମିକ ସହ ଘରୁ ଫେରାର ହୋଇଥିବା ୧୭ ବର୍ଷୀୟା ଝିଅକୁ ନିଜ ପରିବାରଲୋକ ହତ୍ୟା କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ଝିଅର ପିତା ସୁରେଶ କୁମାର ଓ ଦାଦା ଶ୍ୟାମ ପଣ୍ଡିତଙ୍କୁ ପୁଲିସ ଗିରଫ କରିଛି ।…
ଅଧିକ ଖବର ଦେଖନ୍ତୁ...

ବିମାନ ଇନ୍ଧନ ଦର ବଢ଼ିଲା ୬%, ଏଲ୍‌ପିଜି ସିଲିଣ୍ଡର ପ୍ରତି ୧.୫୦ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ବିମାନ ଇନ୍ଧନ(ଆଭିଏସନ ଟରବାଇନ ଫୁଏଲ-ଏଟିଏଫ୍‌) ଦର ରବିବାର ୬ ପ୍ରତିଶତ ବଢ଼ିଥିବା ବେଳେ, ରୋଷେଇ ଗ୍ୟାସ ସିଲିଣ୍ଡର ପ୍ରତି ୧ଟଙ୍କା ୫୦ ପଇସା ବଢ଼ିଛି। ଦେଶର ବଡ଼ ତେଲ ବିପଣନ କମ୍ପାନି ‘ଇଣ୍ଡିଆନ ଅଏଲ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଛାଡ଼ିଥିବା ନାରାୟଣ ରାଣେ ଗଢ଼ିଲେ ନୂତନ ପାର୍ଟି ‘ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ’

ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଛାଡ଼ିଥିବା ନାରାୟଣ ରାଣେ ନିଜର ଏକ ରାଜନୈତିକ ଦଳ ଗଠନ କରିବେ ବୋଲି ରବିବାର ଘୋଷଣା କରିଛନ୍ତି। ମୁମ୍ବାଇରେ ରାଣେ ‘ମହାରାଷ୍ଟ୍ର ସ୍ୱଭିମାନ ପକ୍ଷ’ ନାମରେ ନୂତନ ପାର୍ଟି ଗଢ଼ିବେ ବୋଲି କହିଛନ୍ତି। ପାର୍ଟିର ଚିହ୍ନ କ’ଣ ହେବ ତାହା ଏଯାବତ୍‌…
ଅଧିକ ଖବର ଦେଖନ୍ତୁ...

ଝିଅ ଆରାଧ୍ୟାଙ୍କ ସହିତ ଏମିତି ଦୁର୍ଗାପୂଜା ମନାଇଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ସବୁଥର ଭଳି ଏଥର ମଧ୍ୟ ନିଜର ଝିଅ ଆରାଧ୍ୟା ବଚ୍ଚନଙ୍କ ସହିତ ଦୁର୍ଗାପୂଜା ମନାଇଛନ୍ତି ବଲିଉଡ଼୍‍ର ବିଉଟି ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ୍‌ ବଚ୍ଚନ। ଖବର ଅନୁସାରେ ଏହି ନିକଟରେ ବଚ୍ଚନ ପରିବାରର ବୋହୂ ତଥା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସୁପୁତ୍ର ଅଭିଷେକ୍‌ ବଚ୍ଚନଙ୍କର ପତ୍ନୀ…
ଅଧିକ ଖବର ଦେଖନ୍ତୁ...

ଭାରତ-ଅଷ୍ଟ୍ରେଲିଆ ୫ମ ଦିନିକିଆ: ଓ୍ଵାର୍ଣ୍ଣରଙ୍କ ପରେ ହ୍ୟାଣ୍ଡସ୍କମ ଆଉଟ, ଅଷ୍ଟ୍ରେଲିଆ ୪/୧୩୨

ନାଗପୁର: ଭାରତର ୪ର୍ଥ ଶିକାର ହୋଇଛନ୍ତି ଅଷ୍ଟ୍ରେଲିଆର ପିଟର ହ୍ୟାଣ୍ଡସ୍କମ(୧୩)। ସେ ଅକ୍ଷର ପଟେଲଙ୍କ ବଲକୁ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇ ପାଭଲିୟନକୁ ଫେରିଆସିଛନ୍ତି। ପୂର୍ବରୁ ଓପନର ଡାଭିଡ଼ ଓ୍ଵାର୍ଣ୍ଣର(୫୩) ରନ୍‌ ସଂଗ୍ରହ କରିବା ପରେ ଅକ୍ଷରଙ୍କ ବଲରେ ମନୀଷ ପାଣ୍ଡେଙ୍କୁ କ୍ୟାଚ ଦେଇ…
ଅଧିକ ଖବର ଦେଖନ୍ତୁ...

ଟୁଇନ ସିଟିରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଜାରି

ଭୁବନେଶ୍ୱର/କଟକ: ସ୍ମାର୍ଟ ସିଟି ‘ଭୁବନେଶ୍ୱର’ ଓ ସିଲଭର୍‌ ସିଟି ‘କଟକ’ରେ ରବିବାର ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଜାରି ରହିଛି। ଐତିହାସିକ ସହର କଟକରେ ଶନିବାର ଠାରୁ ଭସାଣି ଆରମ୍ଭ ହୋଇ ଯାଇଥିବା ବେଳେ, ରବିବାର ସଂନ୍ଧ୍ୟାରେ ଭୁବନେଶ୍ୱରରେ ଭସାଣି ଶୋଭାଯାତ୍ରା ଆରମ୍ଭ ହେବ। ଦଶହରା ଅବସରରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲିଠାରୁ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବିଜୁ ଜନତା ଦଳ ପକ୍ଷରୁ ଉଦ୍ୟମ କରାଯାଇଛି। ଏଥି ପାଇଁ ବିଜେଡ଼ି ପକ୍ଷରୁ ସୋମବାର ଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ…
ଅଧିକ ଖବର ଦେଖନ୍ତୁ...

ହାପୁର୍‌ର ଭୂତ୍‌ଓ୍ଵାଲା ମନ୍ଦିର

ହାପୁର୍‌: ଦେଉଳ ତୋଳୁଥିବା ଲୋକମାନଙ୍କୁ ମହାତ୍ମା ବା ଶାନ୍ତିଦୂତ ବୋଲି ସମ୍ମାନ ଦିଆଯାଏ। ରାକ୍ଷସଟାଏ ବା ଭୂତଟାଏ ମନ୍ଦିର ତୋଳିଥିବା କ୍ୱଚିତ୍‌ ଶୁଣିବାକୁ ମିଳେ। କିନ୍ତୁ, ହାପୁର ଅନ୍ତର୍ଗତ ଦତିୟାନା ଗାଁ’ର ସିମ୍‌ଭାଓଲିର ଶିବାଳୟ ଏକ ବ୍ୟତିକ୍ରମ। ସ୍ଥାନୀୟ ଅଞ୍ଚଳରେ ‘ଭୂତୋଁଓ୍ଵାଲା…
ଅଧିକ ଖବର ଦେଖନ୍ତୁ...

କିପରି ପତି-ପତ୍ନୀ ରହିବେ ସୁଖୀ ?

ପତି-ପତ୍ନୀ ମୁଦ୍ରାର ଦୁଇ ପାର୍ଶ୍ୱଭଳି। ଉଭୟଙ୍କ ଭିତରେ ଭଲ ବୁଝାମଣା ଥିଲେ ସେମାନଙ୍କର ଦାଂପତ୍ୟ ସୁଖମୟ । ସଂସାର ଚଳାଇବାଲାଗି ଉଭୟଙ୍କର ଯଥେଷ୍ଟ ଦାୟିତ୍ୱ ରହିଛି। ଏଣୁ ପତି ଏବଂ ପତ୍ନୀ ଦୁହେଁ ତାହା ସଂପାଦନ କରିବା ଉଚିତ। ଏହା  ଜରୁରି ନୁହେଁ ଯେ ଘରର ସବୁ ଦାୟିତ୍ୱ ପୁରୁଷମାନେ ହିଁ…
ଅଧିକ ଖବର ଦେଖନ୍ତୁ...

ଭାରତ-ଅଷ୍ଟ୍ରେଲିଆ ୫ମ ଦିନିକିଆ: ଟସ୍‌ ଜିଣି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, ଭାରତ କରିବ ବୋଲିଂ

ନାଗପୁର: ମହାରାଷ୍ଟ୍ରର ନାଗପୁର ବିଦର୍ଭ ଷ୍ଟାଡିୟମରେ ରବିବାର ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବୋଲିଂ କରିବ। ଟିମ୍‌ ଇଣ୍ଡିଆ ଶୃଙ୍ଖଳାକୁ ପ୍ରଥମରୁ ହିଁ ୩-୧ରେ ବିଜୟୀ ହୋଇ ସାରିଛି। ଏଥି ପାଇଁ ଭାରତ ଶେଷ ଦିନିକିଆରେ ବିଜୟୀ ହୋଇ…
ଅଧିକ ଖବର ଦେଖନ୍ତୁ...