Daily Archives

November 24, 2017

ନଓ୍ଵାଜଙ୍କୁ ‘ବିଶ୍ୱାସଘାତକ’ କହିଲା ହାଫିଜ୍‌

ଲାହୋର: ଗତକାଲି ଗୃହବନ୍ଦୀରୁ ମୁକ୍ତି ପାଇଥିବା ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ ଆଜି ଭାରତ-ପାକ୍‌ ସଂପର୍କ ନେଇ ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌୍‌ଙ୍କ ବିରୋଧରେ ବିଷୋଦଗାର କରିଛି। ନଓ୍ଵାଜ ଭାରତ ସହ ଶାନ୍ତି ଚାହୁଁଥିଲେ ଏବଂ ସେ ଜଣେ ବିଶ୍ୱାସଘାତକ ବୋଲି…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ୭ ଆହତ

ଜମନକିରା/ବୁର୍ଲା : ୫୩ ନମ୍ବର ଜାତୀୟ ରାଜପଥର ଜମନକିରା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଶୁକ୍ରବାର ସକାଳେ ଶ୍ରୀ ଓମ୍‌ ଯାତ୍ରୀବାହୀ ବସ୍‌ (ଓଆର୍‌ ୧୫ଏନ୍‌-୧୫୯୫) ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଯାତ୍ରୀ ବେନିଆ ମିଞ୍ଜଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଆଇଏନ୍‌ଏକ୍ସ ଦୁର୍ନୀତି ମାମଲାରେ ଇଡିର ଖୁଲାସା

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ କମ୍ପାନି ମାଧ୍ୟମରେ ଶିନାବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ଓ ପିଟର ମୁର୍ଖାଜୀ ୭୭୫ କୋଟି ଟଙ୍କା ବିଦେଶକୁ ପଠାଇଥିବା ଜଣାପଡ଼ିଛି। ଏନେଇ ଆଜି ଉଭୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଜେରା କରିଛି । ୨୦୦୯ରେ ଏହି କମ୍ପାନି ବିକ୍ରି ହେବା…
ଅଧିକ ଖବର ଦେଖନ୍ତୁ...

ବ୍ୟାପମ୍‌ ଦୁର୍ନୀତି: ୫୯୨ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବ୍ୟାପମ୍‌ ଦୁର୍ନୀତି ମାମଲାରେ ସିବିଆଇ ୫୯୨ଜଣ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି । ୨୦୧୨ ମସିହାର ପ୍ରି-ମେଡିକାଲ ଟେଷ୍ଟ ସମୟରେ ହୋଇଥିବା ଏହି ବ୍ୟାପମ୍‌ ଦୁର୍ନୀତି ମାମଲାରେ ୩୩୪ ଜଣ ଛାତ୍ରଛାତ୍ରୀ,୧୫୫ଜଣ ଅଭିଭାବକ, ୪୬ ଜଣ ପରୀକ୍ଷା ସମୀକ୍ଷକ,୨୨ଜଣ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ବସ୍‌ରେ ଯୁବକକୁ ଛୁରି ଭୁସି ହତ୍ୟା କଲେ ସ୍କୁଲ ଛାତ୍ର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ଜଣେ ଯୁବକଙ୍କୁ ଚଳନ୍ତା ବସ୍‌ରେ କିଛି ସ୍କୁଲ ଛାତ୍ର ଛୁରି ଭୁସି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଛୁରାମାଡ଼ ପରେ ଆହତ ଯୁବକଙ୍କୁ ଅତି ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟରେ ଗର୍ଜିଲେ ରାହୁଲ: ନିଜର ନୁହେଁ, ଲୋକଙ୍କ ‘ମନ୍‌ କି ବାତ୍‌’ ଶୁଣିବାକୁ ଚାହୁଁ

ଅହମଦାବାଦ୍‌: ଗୁଜରାଟ ନିର୍ବାଚନ ପାଖେଇ ଆସୁଥିବାବେଳେ ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ରୂପ ନେଇଛି। ଉଭୟ ଦଳ ଭୋଟ୍‌ଙ୍କୁ ମନାଇବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁଜରାଟର ପୋରବନ୍ଦରରୁ ୨ ଦିନିଆ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୧୫ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବ ଏବଂ ଏହା ଜାନୁଆରି ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଆଜି ଏ ସଂପର୍କରେ ଔପଚାରିକ ଭାବେ ଘୋଷଣା କରିଛନ୍ତି। ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସଂସଦ ଭବନ…
ଅଧିକ ଖବର ଦେଖନ୍ତୁ...

ଜୟପୁରରୁ ସୁଙ୍କି ଚାଲାଣ ବେଳେ ୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଅଟକ

ଜୟପୁର: ପଡ଼ୋଶୀ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରୁ ଅବକାରୀ ଓ ପୁଲିସ ବିଭାଗର କର୍ମଚାରୀମାନେ ୩୦ ହଜାର ଗଞ୍ଜେଇ ଗଛ ନଷ୍ଟ କରିବା ପରେ ଶୁକ୍ରବାର ବିଏସ୍‌ଏଫ ଯବାନମାନେ ଜୟପୁର ଅଞ୍ଚଳରେ ୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କୋରପୁଟ ଜିଲ୍ଲା ଜୟପୁର…
ଅଧିକ ଖବର ଦେଖନ୍ତୁ...