Daily Archives

December 1, 2017

ୟୁଟ୍ୟୁବ୍‌ରେ ଲିକ୍‌ ହେଉଛି କି ‘ପଦ୍ମାବତୀ’!

ମୁମ୍ବାଇ: ଫିଲ୍ମ ‘ପଦ୍ମାବତୀ’ ବିବାଦ ଏକ ରାଷ୍ଟ୍ରୀୟ ବିବାଦ ପାଲଟିଯାଇଛି। ଏବେ ବି କୌଣସି ସମାଧାନର ସୂତ୍ର ବାହାରିପାରିନି। ଦିନକୁ ଦିନ ଏହି ବିବାଦ ତୀବ୍ର ହେବାରେ ଲାଗିଛି। ତେଣୁ ଡିସେମ୍ବର ୧କୁ ରିଲିଜ ହେବାକୁ ଥିଲେ ମଧ୍ୟ ଫିଲ୍ମର ରିଲିଜକୁ ସ୍ଥଗିତ ରଖାଯାଇଛି। ରାଜସ୍ଥାନର କରଣୀ ସେନା…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ଚାରିଚକିଆ ଗାଡ଼ି ପାଇଁ ଫାଷ୍ଟାଗ୍‌ ଲଗାଇବା ବାଧ୍ୟକତାମୂଳକ

ନୂଆଦିଲ୍ଲୀ : ଦେଶରେ ପରିବହନ ବ୍ୟବସ୍ଥାକୁ ଆହୁରି ସୁଗମ ଓ ଡିଜିଟାଲାଇଜଡ୍‌ କରିବାକୁ କେନ୍ଦ୍ର ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆଜିଠାରୁ ସବୁ ନୂଆ ଚାରିଚକିଆ ଯାନରେ ଫାଷ୍ଟଟାଗ୍‌ ଲଗାଇବା ବାଧ୍ୟତାମୂଳକ ହୋଇଯାଇଛି । ଏହା ଫଳରେ ଗାଡ଼ି ଟୋଲ ଗେଟ୍‌ ଦେଇ ଯିବାବେଳେ ଅଟକିବାକୁ ପଡିବ ନାହିଁ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଆତଙ୍କବାଦୀ ହମ୍‌ଲା: ୯ ମୃତ, ୩୨ ଆହତ

ପେଶଓ୍ଵାର:  ୫ ଜଣ ତାଲିବାନୀ ଆତଙ୍କବାଦୀ ବୁର୍ଖା ପରିଧାନ କରି ଶୁକ୍ରବାର ପାକିସ୍ତାନର ଉତ୍ତର-ପଶ୍ଚିମ ସହର ପେସ୍‌ଓ୍ଵାରରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଆହତ ହୋଇଛନ୍ତି। ଆକ୍ରମଣକାରୀମାନେ  ଅଟୋ-ରିକ୍ସାରେ ଆସି ଏକ ସରକାରୀ ଗବେଷଣା ସଂସ୍ଥା ଉପରକୁ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର: ଦାନଗଦି ଫାଣ୍ଡି ଅଞ୍ଚଳର ଦାନଗଦି ଗାଁରେ ଶୁକ୍ରବାର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବୀର ମହାକୁଡ଼ଙ୍କ ପୁଅ ବିଶ୍ୱଜିତ ମହାକୁଡ଼(୨୨) ବାଇକ ଯୋଗେ ଅପରାହ୍ନ ୨ଟାରେ ଘରକୁ ଫେରୁଥିବା ତାଙ୍କୁ ଏକ ନିଛାଟିଆ ସ୍ଥାନରେ ଆକ୍ରମଣ କରାଯାଇଥିଲା। ଆକ୍ରମଣର କାରଣ ସ୍ପଷ୍ଟ ହୋଇ ନାହିଁ।…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନା ପକ୍ଷରୁ ମୃତ ଘୋଷିତ ଶିଶୁ ଜୀବିତ ଥିବା ଜଣାପଡ଼ିଲା ! ମାମଲା ରୁଜୁ କଲା ପୁଲିସ୍‌

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଦିଲ୍ଲୀର ଏକ ନାମୀ ବେସରକାରୀ ଡାକ୍ତରଖାନା ନବଜାତ ଶିଶୁକୁ ମୃତ ଘୋଷଣା କରି ସାରିଥିବା ବେଳେ ଶିଶୁଟି ଜୀବିତ ଥିବା ଜଣା ପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ସ୍ଥାନୀୟ ଶାଲିମାର ବାଗ୍‌ରେ ଥିବା ମାକ୍ସ ସୁପର…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ପୁରୁଷ ହକି ବିଶ୍ୱ ଲିଗ ଫାଇନାଲ ଆରମ୍ଭ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଓଡ଼ିଶା ପୁରୁଷ ହକି ବିଶ୍ୱ ଲିଗ ଫାଇନାଲ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇ ଯାଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ପୁଲ-ବିରେ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ଚାଲିଛି। ସେହିଭଳି ରାତି ୭ଟା ୩୦ରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୨ୟ ମ୍ୟାଚ ଖେଳାଯିବାର…
ଅଧିକ ଖବର ଦେଖନ୍ତୁ...

ଡାଉନ୍‌ଲୋଡ କରନ୍ତୁ ଏହି ଆପ୍‌, ଟିଉନିଂ ଜରିଆରେ ହେବ କ୍ଳାନ୍ତି ଦୂର ଓ ମନ ଫୂର୍ତ୍ତି!

ଉଚ୍ଚ ଅଭିଳାଷ ରଖିବା ଆଦୌ ମନ୍ଦ କଥା ନୁହେଁ। ମାତ୍ର ଉଚ୍ଚ ଅଭିଳାଷ ଯେ ବ୍ୟକ୍ତିକୁ ମାନସିକ ଭାବେ ଦୁର୍ବଳ କରାଇପାରେ ଏକଥା ବି ସତ। ଆଜିକାଲିର ଉନ୍ନତ ଜୀବନ ଶୈଳୀ, ତତ୍‌କ୍ଷଣାତ ସଫଳତା ପାଇବାର ଲାଳସା, ପ୍ରତିଦ୍ୱନ୍ଦ୍ୱିତା ଆଦି ଯୋଗୁ ଅଧିକାଂଶ ଲୋକ ମାନସିକ ରୋଗର ଶିକାର ହୁଅନ୍ତି। ଏପରି ରୋଗ…
ଅଧିକ ଖବର ଦେଖନ୍ତୁ...

ଭାରତ ଯୋଗୁଁ ସାରା ଏସିଆରେ ପିଆଜ ଦର ବଢିଲା!

ନୂଆଦିଲ୍ଲୀ : ପିଆଜ ଦର କେବଳ ଭାରତରେ ନୁହେଁ, ସାରା ଏସିଆରେ ମଧ୍ୟ ବଢିଚାଲିଛି ଏବଂ ଏଥିଲାଗି ଭାରତକୁ ଦାୟୀ କରାଯାଉଛି । ଭାରତ ସରକାର ପିଆଜ ରପ୍ତାନି ଉପରେ କେତେକ କଟକଣା ଲଗାଇଥିବାରୁ ଏସିଆର ଅନେକ ଦେଶରେ ପିଆଜର ଅଭାବ ଦେଖାଦେଇଛି। ଏହା ଫଳରେ ଦର ହୁ ହୁ ହୋଇବଢିଚାଲିଛି । ଭାରତ ବିଶ୍ୱର…
ଅଧିକ ଖବର ଦେଖନ୍ତୁ...