Daily Archives

December 2, 2017

ଏଟିଏମ୍‌ ନେଣଦେଣ ବିଫଳ ହେଲେ ମିଳିବ ୧୦୦ ଟଙ୍କା କ୍ଷତିପୂରଣ

ମୁମ୍ବାଇ: ବର୍ତ୍ତମାନ ଟେକ୍ନୋଲୋଜି ଦ୍ୱାରା ଆମ ଜୀବନ ବହୁତ ସହଜ ହୋଇଯାଇଛି। କିନ୍ତୁ ବେଳେ ବେଳେ ଏହାର ବିଫଳତା ଆମ ଜୀବନକୁ ବ୍ୟାହତ କରିଥାଏ। ସେହିପରି ଟଙ୍କା ଦେଣନେଣ କାମକୁ ସହଜ କରିବା ପାଇଁ ଏଟିଏମ୍‌ ପ୍ରସ୍ତୁତ କରାଯାଇଛି କିନ୍ତୁ ବେଳେବେଳେ ଏଟିଏମ୍‌ର ଦେଣନେଣ ବିଫଳ ଦ୍ୱାରା ଆମେ ବହୁ…
ଅଧିକ ଖବର ଦେଖନ୍ତୁ...

ଅଧିନାୟକଙ୍କ ସଂଯୋଗ: ଦିଲ୍ଲୀରେ ବିରାଟ, ଆଡିଲେଡରେ ସ୍ମିଥଙ୍କ ୩୦୦୦ ରନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆର କ୍ୟାପ୍‌ଟେନ୍‌ ଷ୍ଟିଭେନ ସ୍ମିଥଙ୍କ ମଧ୍ୟରେ ଡିସେମ୍ବର ୨(ଶନିବାର) ଅପୂର୍ବ ସଂଯୋଗ ଦେଖିବାକୁ ମିଳିଛି। ଶ୍ରୀଲଙ୍କା ବିରୋଧରେ ୩ୟ ଟେଷ୍ଟ ମ୍ୟାଚରେ ଶନିବାର ବିରାଟ କୋହଲି ଅଧିନାୟକ ଭାବରେ ୩୦୦୦ ରନ୍‌ ପୂରା କରିଥିବା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ହକି ବିଶ୍ୱ ଲିଗ ଫାଇନାଲ: ଭାରତ-ଇଂଲଣ୍ଡ ମ୍ୟାଚକୁ ଦର୍ଶକଙ୍କ ଅପେକ୍ଷା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ରାତି ୭ଟା ୩୦ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଡ଼ିଶା ପୁରୁଷ ହକି ବିଶ୍ୱ ଲିଗର ୬ଷ୍ଠ ମ୍ୟାଚ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ୟ ମ୍ୟାଚ ଖେଳାଯାଇଥିଲା, ଯାହା କି ୧-୧ରେ ଡ୍ର ହୋଇଥିଲା। ଶୁକ୍ରବାର ରୋମାଞ୍ଚ ଖେଳ…
ଅଧିକ ଖବର ଦେଖନ୍ତୁ...

ଭାରତ-ଶ୍ରୀଲଙ୍କା ୩ୟ ଟେଷ୍ଟ: ବିଜୟ-ବିରାଟଙ୍କ ଶତକ, ଭାରତ ୪/୩୭୧

ନୂଆଦିଲ୍ଲୀ: ଓପନର ମୁରଲି ବିଜୟ(୧୫୫) ଓ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(ଅପରାଜିତ ୧୫୬)ଙ୍କ ପ୍ରଦର୍ଶନ ବଳରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟରେ ୩୭୧ରନ୍‌ ସଂଗ୍ରହ କରିଛି। ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଶ୍ରୀଲଙ୍କା ବିରୋଧରେ ୩ୟ ତଥା ଅନ୍ତିମ ଟେଷ୍ଟର…
ଅଧିକ ଖବର ଦେଖନ୍ତୁ...

ସଲୀଲ ପାରେଖ ଇନଫୋସିସ୍‌ର ନୂଆ ସିଇଓ

ବାଙ୍ଗାଲୋର : ସଲୀଲ ପାରେଖ୍‌ ଦେଶର ନଂ୨ ସଫ୍ଟଓ୍ଵାର କମ୍ପାନି ଇନଫୋସିସ୍‌ର ନୂଆ ସିଇଓ ତଥା ଏମଡି ନିଯୁକ୍ତ ହୋଇଛନ୍ତି । ସେ ଏବେ ସଫ୍ଟଓ୍ଵାର ସର୍ଭିସେସ୍‌ କମ୍ପାନି କ୍ୟାପଜେମିନିର ସିଇଓ ତଥା ବୋର୍ଡ ସଦସ୍ୟ ଅଛନ୍ତି । ଆସନ୍ତା ଜାନୁୟାରୀ ୧ରେ ସେ କ୍ୟାପଜେମିନି ଛାଡିବା ପରେ ୨ରେ ଇନଫୋସିସ୍‌ରେ…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଧକ୍କା କରି ନିଜ ଚାଲାଣ ନିଜେ କାଟିଲେ ଏସ୍‌ଆଇ

ଅନନ୍ତନାଗ: ଗତ ବୁଧବାରଦିନ ଆମ ରାଜ୍ୟର ଜଣେ ପୁଲିସ ବାବୁ ଦୁର୍ଘଟଣା ଘଟାଇ ଖସିଯିବାକୁ ଉଦ୍ୟମ କରିବା ଓ ପରେ ଗିରଫ ହେବା ଘଟଣା  ରାଜ୍ୟ ପୁଲିସ୍‌ ବିଭାଗର ମୁଣ୍ଡ ତଳକୁ କରିଦେଇଥିଲା । କିନ୍ତୁ ସାଧୁତାର ଏକ ବିରଳ ଉଦାହରଣ ରଖିଛନ୍ତି ଜମ୍ମୁ ଓ କାଶ୍ମୀରର ଜଣେ ପୁଲିସ୍‌ ସବଇନ୍ସପେକ୍ଟର ।…
ଅଧିକ ଖବର ଦେଖନ୍ତୁ...

ଚୀନ ସହାୟତାରେ ଗୁଜୁରାଟ, ରାଜସ୍ଥାନ ସୀମାନ୍ତରେ ବଙ୍କର ନିର୍ମାଣ କରିବ ପାକିସ୍ତାନ

ପେଶଓ୍ଵାର: ରାଜସ୍ଥାନ ଏବଂ ଗୁଜୁରାଟ ସୀମାନ୍ତରେ ପାକିସ୍ତାନକୁ ବଙ୍କର ନିର୍ମାଣ ପାଇଁ ଚୀନ ସହାୟତା କରୁଛି। ଚୀନ ସହାୟତାରେ ପାକିସ୍ତାନ ୩୫୦ରୁ ଊର୍ଧ୍ୱ ବଙ୍କର  ତିଅାରି  କରିଥିବା ଜାଣିବାକୁ ମିଳିଛି। ଏହି ବଙ୍କର ନିର୍ମାଣ ପାଇଁ ଏକ ଅନ୍ୟ ଧରଣର ପଥର ବ୍ୟବହୃତ ହୋଇଥିବାରୁ ଏହାକୁ ଚିହ୍ନିବା…
ଅଧିକ ଖବର ଦେଖନ୍ତୁ...

୧୮୨ ପୁଲିସ ଇନ୍ସପେକ୍ଟରଙ୍କ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ଓଡ଼ିଶା ପୁଲିସର ୧୮୨ଜଣ ଇନ୍ସପେକ୍ଟରଙ୍କ ଶନିବାର ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ହୋଇଛି। ସେହିପରି କମିସନରେଟ ପୁଲିସରେ ଥିବା ୧୨ଜଣ ଇନ୍ସପେକ୍ଟରଙ୍କୁ ଡିଏସପି ପଦ ମିଳିଛି। କିଶୋର ମୁଣ୍ଡ, ଅନୁପ କାନୁନଗୋଙ୍କୁ କମିସନରୋଟ ଏସିପି ପଦ ମିଳିଛି। ଶୁଭେନ୍ଦୁ ସିହ୍ନା, ମାନସ ଗଡ଼ନାୟକ,…
ଅଧିକ ଖବର ଦେଖନ୍ତୁ...

ବିବାହ ମଣ୍ଡପରେ ବରକୁ ମୋ’ ଗର୍ଭସ୍ଥ ସନ୍ତାନର ବାପା ବୋଲି କହିଲେ ମହିଳା

ମୈନପୁରୀ: ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାରେ ଏକ ବିବାହ କାର୍ଯ୍ୟକ୍ରମରେ ଜଣେ ମହିଳା ହଙ୍ଗାମା କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। ବର ବିବାହ ପାଇଁ କନ୍ୟା ଘରେ ଆସି ପହଞ୍ଚିସାରିଥିଲା। ଝିଅକୁ ବେଦୀକୁ ନେବା ପାଇଁ ପ୍ରସ୍ତୁତି ଚାଲିଥାଏ, ଏହି ସମୟରେ ମଣ୍ଡପ ଭିତରକୁ…
ଅଧିକ ଖବର ଦେଖନ୍ତୁ...

କୋହଲିଙ୍କ କୀର୍ତ୍ତିମାନ: ଦ୍ରୁତତମ ୧୬,୦୦୦ ଅନ୍ତର୍ଜାତୀୟ ରନ୍‌ ପରେ ୨୦ତମ ଟେଷ୍ଟ ଶତକ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଶନିବାର ଇତିହାସ ରଚିଛନ୍ତି। ୧୬,୦୦୦ ଅନ୍ତର୍ଜାତୀୟ ରନ୍‌ ସଂଗ୍ରହ ପରେ କୋହଲି ୨୦ତମ ଟେଷ୍ଟ ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ୟାରିୟରର ୬୩ତମ ମ୍ୟାଚରେ ୧୦୫ ଇନିଂସ ଖେଳୁଥିବା କୋହଲି ୫୦୦୦ ରନ୍‌…
ଅଧିକ ଖବର ଦେଖନ୍ତୁ...