Daily Archives

March 4, 2018

ଇଟାଲିର ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଡାଭିଡେ ଆଷ୍ଟୋରିଙ୍କ ମୃତଦେହ ହୋଟେଲ ରୁମ୍‌ରୁ ଉଦ୍ଧାର

ରୋମ୍‌: ଇଟାଲିର ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଡାଭିଡେ ଆଷ୍ଟୋରିଙ୍କ ମୃତଦେହ ଏକ ହୋଟେଲ ରୁମ୍‌ରୁ ଉଦ୍ଧାର କରାଯାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ଡାଭିଡେଙ୍କ କ୍ଲବ ‘ଫିଓରେନ୍ଥିନା’ କହିଛି, ଏହା ଶନିବାର-ରବିବାରର ଘଟଣା। ଅଧିନାୟକ ଡାଭିଡେ ଆଷ୍ଟୋରିଙ୍କ ହଠାତ ମୃତ୍ୟୁ ଖବର…
ଅଧିକ ଖବର ଦେଖନ୍ତୁ...

କ’ଣ ଜଣେ ଅବିବାହିତା ଯୁବତୀ ସ୍ତନ୍ୟପାନ ବିଜ୍ଞାପନ କରିପାରିବ ନାହିଁ? ପ୍ରଶ୍ନ ଆଣିଲେ ପତ୍ରିକାର ପ୍ରକାଶକ ତଥା ମଡେଲ…

କେରଳ: ଜଣେ ଶିଶୁକୁ ଦୁଗ୍ଧ ପାନ କରାଉଥିବା ଅବସ୍ଥାର ଏକ ଫଟୋକୁ କଭର୍‌ରେ ପ୍ରକାଶ କରିବା ପରେ ଏବେ ବିବାଦରେ ଫସିଥିବା ମାଲାୟାଲାମ ପତ୍ରିକା ଗୃହଲକ୍ଷ୍ମୀର ପ୍ରକାଶକ ତଥା ମଡେଲ୍‌ ଜିଲୁ ଜୋସେଫ୍‌ ଏ ବାବଦରେ ନିଜ ମୁହଁ ଖୋଲିଛନ୍ତି। ଜଣେ ଅବିବାହିତା ଝିଅ ସ୍ତନ୍ୟପାନକୁ ନେଇ ବିଜ୍ଞାପନରେ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପରେ ଫିଟିଲା ଗୁମର: ଶ୍ରୀଦେବୀଙ୍କ ନାଁରେ ୧୦୦ କୋଟି ଟଙ୍କାର ବୀମା ରାଶି

ମୁମ୍ବାଇ: ସୁପରଷ୍ଟାର୍‌ ଶ୍ରୀଦେବୀଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଥିବା ବେଳେ ଏବେ ତାଙ୍କ ବିଷୟରେ ଆଉ ଏକ ସତ୍ୟ ପ୍ରକାଶ ପାଇଛି। ଶ୍ରୀଦେବୀଙ୍କ ମୃତ୍ୟୁ ଦୁବାଇରେ ହେବା ପରଠାରୁ ନେଇ ତାଙ୍କ ମର ଶରୀର ମୁମ୍ବାଇରେ ପହଞ୍ଚିବା ପର୍ଯ୍ୟନ୍ତ ଘଟି ଯାଇଥିବା ଘଟଣା ସବୁ କୌଣସି ଏକ ଚଳଚ୍ଚିତ୍ର୍ରର…
ଅଧିକ ଖବର ଦେଖନ୍ତୁ...

ଏଯାବତ୍‌ କେତେ ସଂଖ୍ୟକ ବ୍ୟାଙ୍କ ଆକାଉଣ୍ଟ ଆଧାର ସହିତ ସଂଯୋଗ ହୋଇସାରିଛି ଜାଣନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ରସରକାର ଏଣିକି ପ୍ରତ୍ୟେକ କ୍ଷେତ୍ରରେ ଆଧାରକାର୍ଡ ବାଧ୍ୟତାମୂଳକ କରିଦେଇଛନ୍ତି। ଏଥିପାଇଁ ଲୋକମାନେ ଆଧାରକାର୍ଡ ବନାଇବାରେ ଲାଗିପଡ଼ିଛନ୍ତି। ତେବେ ସରକାର ବ୍ୟାଙ୍କ ଆକଉଣ୍ଟ, ମୋବାଇଲ ସିମ୍‌, ପାନ୍‌ ଓ ଡ୍ରାଇଭିଂ ଲାଇସେନ୍ସ ଆଦିରେ ଆଧାର ସଂଯୋଗ କରିବା ପାଇଁ ବି ସୂଚନା…
ଅଧିକ ଖବର ଦେଖନ୍ତୁ...

ମେଘାଳୟରେ ଏନ୍‌ପିପି ନେତୃତ୍ୱରେ ବିଜେପି ଗଢ଼ିବ ସରକାର, ୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କନରାଡ

ସିଲଂ: ସରକାର ଗଢ଼ିବାକୁ ନେଇ ମେଘାଳୟରେ ୩ଟି ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ଏନ୍‌ପିପି ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିବ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଗତ ଫେବ୍ରୁଆରି ୨୭ରେ ହୋଇଥିବା ବିଧାନସଭା ନିର୍ବାଚନରେ ୟୁନାଇଟେଡ ଡେମୋକ୍ରେଟିକ୍‌…
ଅଧିକ ଖବର ଦେଖନ୍ତୁ...

ଅବୈଧ୍ୟ ସମ୍ପର୍କ ପ୍ରଘଟ ହେଇଯିବା ଭୟରେ ୪ବର୍ଷର ପୁଅକୁ ହତ୍ୟା କଲା ମା’ 

କାପୁର୍‌ତାଲା: ଶୁକ୍ରବାର ତାଲଓ୍ଵାଣ୍ଡି ଚୌଧୁରୀଆନ୍‌ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମା’ ତାର ୪ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି। ଶିଶୁଟି ତା’ର ମାର ଅବୈଧ୍ୟ ସମ୍ପର୍କ ବିଷୟରେ କାଳେ କାହାକୁ କହିଦେବ ସେଥିପାଇଁ ମା’ ଭୟରେ ପୁଅକୁ ହତ୍ୟା…
ଅଧିକ ଖବର ଦେଖନ୍ତୁ...

ନାଗାଲାଣ୍ଡ: ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଲା ବିଜେପି ଓ ଏନ୍‌ଡିପିପି ମେଣ୍ଟ

କୋହିମା: ନାଗାଲାଣ୍ଡରେ ନୂତନ ସରକାର ଗଠନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଏହାର ମେଣ୍ଟ ସହଯୋଗୀ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି (ଏନ୍‌ଡିପିପି)ର ବରିଷ୍ଠ ନେତାମ।ନେ ଆଜି ରାଜ୍ୟପାଳ ପିବି ଆଚାର୍ଯ୍ୟଙ୍କୁ ଭେଟି ଦାବି ଜଣାଇଛନ୍ତି। ବିଜେପି ସାଧାରଣ…
ଅଧିକ ଖବର ଦେଖନ୍ତୁ...

ସୁଲତାନ୍‌ ଆଜଲାନ୍‌ ଶାହ କପ୍‌: ଭାରତ-ଇଂଲଣ୍ଡ ମ୍ୟାଚ୍‌ ୧-୧ରେ ଅମୀମାଂସିତ

ଇଫୋନ୍‌(ମାଲେସିଆ): ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଇଥିବା ୨୭ତମ ସୁଲତାନ୍‌ ଆଜଲାନ୍‌ ଶାହ କପ୍‌ର ରବିବାର ମ୍ୟାଚ୍‌ ଅମୀମାଂସିତ ଭାବରେ ଶେଷ ହୋଇଛି। ଭାରତ ପକ୍ଷରୁ ଶୈଳାନନ୍ଦ ଲାକ୍ରା ଇଂଲଣ୍ଡ ବିପକ୍ଷରେ ଗୋଟିଏ ଗୋଲ ଦେଇଥିବା ବେଳେ ଇଂଲଣ୍ଡର ମାର୍କ ଗ୍ଲେଗହୋର୍ଣ୍ଣ ଏକ ପେନାଲଟି ଗୋଲ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୨ ମିନିଟ୍‌ରେ ବଢ଼ିବ ସ୍ମରଣ ଶକ୍ତି, ଆପଣାନ୍ତୁ ଏହି ଉପାୟ

ସ୍ମରଣ ଶକ୍ତି ହ୍ରାସ ପାଇବା ଆଜିକାଲି ଯୁଗ ପାଇଁ ଏକ ସାଧାରଣ କଥା ପାଲଟି ଗଲାଣି। ବିଭିନ୍ନ ପ୍ରକାରର କାର୍ଯ୍ୟ ଚାପ ରହୁଥିବା ହେତୁ ସ୍ମରଣ ଶକ୍ତି କମିବା ବି ଯେପରି ଦେହସୁହା ହୋଇପଡ଼ିଲାଣି। ମାତ୍ର ସ୍ମରଣ ଶକ୍ତି କମ୍‌ ହେବା ଦ୍ୱାରା କେଉଁ ସବୁ ବଡ଼ ବଡ଼ ସମସ୍ୟା ସାମ୍ନାକୁ ଆସେ ତାହା ତ ଆପଣ…
ଅଧିକ ଖବର ଦେଖନ୍ତୁ...

ଆମେ ଯେଉଁଠି ୫ ଶହ ଦେଉଛୁ, ସେମାନେ ୨ ହଜାର ଦେଉଛନ୍ତି: ପ୍ରଦୀପ ମହାରଥୀ

ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନରେ ବିଜେଡି ଭୋଟ କିଣିଛି ବୋଲି କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ୍‌ ଓରାମ କହିବା ପରେ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ଆମର ଏସ୍‌ବିଆଇ ଥିବା ବେଳେ ତାଙ୍କର ଆରବିଆଇ ଅଛି। ମହରାଥୀ କହିଛନ୍ତି, ଆମେ…
ଅଧିକ ଖବର ଦେଖନ୍ତୁ...