Daily Archives

April 13, 2018

 ଯୁବତୀଙ୍କୁ ଦେଖି ରାସ୍ତା ମଝିରେ ଆପତ୍ତିଜନକ କାର୍ଯ୍ୟ କରୁଥିବା ଯୁବକଙ୍କ ଫଟୋ ଭାଇରାଲ

ପାକିସ୍ତାନ: ପାକିସ୍ତାନର ଲାହୋରରେ ଯୁବତୀଙ୍କୁ ଦେଖି ଆପତ୍ତିଜନକ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗମ୍ଭୀରର କଥା ଏହା ହେଉଛି କି, ଏହି ଯୁବକ ଜଣକ ରାସ୍ତା ମଝିରେ ଛିଡା ହୋଇ ଏଭଳି କାର୍ଯ୍ୟ କରୁଥିଲେ। ‘ପାକିସ୍ତାନ ସ୍ପିକ୍ସ’ ନାମରେ ଏହି ଫେସବୁକ୍‌…
ଅଧିକ ଖବର ଦେଖନ୍ତୁ...

ଆମ୍ବେଦକର ମୂର୍ତ୍ତିକୁ ସୁରକ୍ଷା ଦେବା ପାଇଁ ଏହି ଅଭିନବ ଉପାୟ ଅବଲମ୍ବନ କଲେ ଲୋକେ

ଲକ୍ଷ୍ନୌ: ସମ୍ବିଧାନ ନିର୍ମାତା ଆମ୍ବେଦକରଙ୍କ ମୂର୍ତ୍ତି ଉପରେ ହେଉଥିବା ବାରମ୍ବାର ଆକ୍ରମଣକୁ ରୋକିବାକୁ ଉତ୍ତରପ୍ରଦେଶର ବଦାୟୁଁରେ ଲୋକମାନେ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ସେମାନେ ମୂର୍ତ୍ତିକୁ ଏକ ଲୁହା ପିଞ୍ଜରାରେ ରଖି ଦେଇଛନ୍ତି । ବିଜେପି ତ୍ରିପୁରାରେ ଜିତିବା ପରେ ଦେଶରେ…
ଅଧିକ ଖବର ଦେଖନ୍ତୁ...

ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରୁଥିବା ବ୍ୟକ୍ତିଙ୍କୁ ସହଜରେ ହୋଇନଥାଏ ରୋଗ, ଜାଣନ୍ତୁ ସ୍ନାନ ସଂପର୍କିତ ୫…

ସୁସ୍ଥ ଶରୀର ସହିତ ଉତ୍ତମ ସୌନ୍ଦର୍ଯ୍ୟ ପାଇଁ ଦୈନନ୍ଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଗାଧୋଇବା ନିହାତି ଆବଶ୍ୟକ। ଗାଧୋଇବା ବ୍ୟକ୍ତିର ଶରୀର ଓ ସୌନ୍ଦର୍ଯ୍ୟ ପାଇଁ ଯେତିକି ଆବଶ୍ୟକ ମନକୁ ଶାନ୍ତ ରଖିବାରେ ମଧ୍ୟ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜ୍ୟୋତିର୍ବିଜ୍ଞାନ ଅନୁଯାୟୀ, ଗାଧୋଇବା ସମୟରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ନ୍ୟୁଜିଲାଣ୍ଡ ଠାରୁ ୩-୨ରେ ପରାସ୍ତ ହେବା ପରେ ଆସନ୍ତାକାଲି କାଂସ୍ୟ ପଦକ ପାଇଁ ଖେଳିବ ଭାରତ

ଗୋଲଡ୍‌କୋଷ୍ଟ: ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟ ଠାରେ ଚାଲିଥିବା ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ହକିରେ ଭାରତକୁ ୨-୩ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ସେମିଫାଇନାଲ ମୁକାବିଲାରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବା ପରେ ଭାରତ ଏପ୍ରିଲ ୧୪ରେ କାଂସ୍ୟ ପଦକ ପାଇଁ…
ଅଧିକ ଖବର ଦେଖନ୍ତୁ...

ଚା’-ଜଳଖିଆରେ ୩ ବର୍ଷରେ କୋଟିଏରୁ ଅଧିକ ଖର୍ଚ୍ଚ କରିଛି କେଜ୍ରିଓ୍ଵାଲଙ୍କ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଅଫିସ୍‌ ତିନିବର୍ଷର କାର୍ଯ୍ୟକାଳ ଭିତରେ ଚା- ଜଳଖିଆରେ ୧,୦୩,୦୪,୧୬୨ ଟଙ୍କା ଖର୍ଚ୍ଚ କରିଥିବା ଜାଣିବାକୁ ମିଳିଛି। ଜଣେ ସୂଚନା ଅଧିକାର କର୍ମୀ ଏ ସଂପର୍କିତ ସୂଚନା ଲାଗି ଆବେଦନ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୧୮: ଜାଣନ୍ତୁ କାହାକୁ କେଉଁ ପୁରସ୍କାର?

ମୁମ୍ବାଇ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୧୮ରେ ପ୍ରତିଭାଗୀମାନଙ୍କର ଅଭିନୟ ଦକ୍ଷତାକୁ ତଉଲା ଯାଇ ଅଭିନେତା ବିନୋଦ ଖାନା ଏବଂ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ମରଣୋତ୍ତର ଭାବେ ଯଥାକ୍ରମେ ସମ୍ମାନଜନକ ଦାଦା ସାହେବ ଫାଲେକ ପୁରସ୍କାର ଏବଂ ଶ୍ରେଷ୍ଠ ଅଭିନେତ୍ରୀ ମାନ୍ୟତା ଦିଆଯାଇଛି। ତାମିଲ୍‌,…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ସୁନ୍ଦରୀ ମାନୁଷିଙ୍କ କଥା ଶୁଣି କରୀନା ଆଉ ଥରେ ବିବାହ କରିବାକୁ ଚାହାନ୍ତି ବୋଲି କହିଛନ୍ତି

ନୂଆଦିଲ୍ଲୀ: ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଥିବା ପରେ ୨୦୧୬ମସିହାରେ ଅଭିନେତ୍ରୀ କରୀନା କପୁର ଖାନ୍‌ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ କରୀନା ପୁଣିଥରେ ବିବାହ କରିବାକୁ ଚାହୁଛନ୍ତି ବୋଲି କହୁଥିବାର ଏକ ଖବର ପ୍ରକାଶ ପାଇଛି। ଏହା ନା ଆମେ କହୁଛୁ, ନା କୌଣସି ଗୁଜବ।…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରେ ସୁପର୍ଣଖା ସହ ଦେଖା ହେବା ପରେ ଜାଣନ୍ତୁ କି ଉପଦେଶ ଦେଇଥିଲେ ମାଆ ସୀତା?

ରାମାୟଣ ବିଷୟରେ ଆପଣ ଅଳ୍ପ-ବହୁତ ନିଶ୍ଚୟ ଜାଣିଥିବେ। କିପରି ଭାବେ ସମାଜକୁ ସମ୍ମାନ ଦେଇ ପ୍ରଭୁ ଶ୍ରୀରାମ ଚନ୍ଦ୍ର ପତ୍ନୀ ସୀତାଙ୍କୁ ଜଙ୍ଗଲକୁ ଏକାକୀ ରହିବାକୁ ପଠାଇଥିଲେ ତାହା ବି ଆପଣ ଜାଣିଥିବେ। ରାବଣ ସହ ଯୁଦ୍ଧ କରି ଲଙ୍କାରୁ ମାଆ ସୀତାଙ୍କୁ ଫେରାଇ ଆଣିବା ପରେ ବି ରାମଚନ୍ଦ୍ର ମାଆ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ପଞ୍ଜାବ ବିପକ୍ଷରେ ଖାତା ଖୋଲିବାକୁ ଉଦ୍ୟମ କରିବ ବିରାଟଙ୍କ ରୋୟାଲ ଚ୍ୟାଲେଞ୍ଜର୍ସ

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୧୧ରେ ନିଜର ପ୍ରଥମ ମ୍ୟାଚ୍‌ରେ ହାରି ଥିବା ବିରାଟ କୋହଲିଙ୍କ ଟିମ୍‌ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ ଶୁକ୍ରବାର କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ବିରୋଧରେ ୨ୟ ମ୍ୟାଚ୍‌ ଖେଳି ଟୁର୍ଣ୍ଣାମେଣ୍ଟରେ ବିଜୟର ଖାତା ଖୋଲିବାକୁ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ବିବାହ ପାଇଁ ଦୀପିକା ଏପରି ଚଳାଇଛନ୍ତି ପ୍ରସ୍ତୁତି!

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିବାହକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଓ ଅଭିନେତା ରଣବୀର ସିଂହ ବିବାହ କରିବେ ବୋଲି ଖବର ଚହଳ ପକାଇଛି। ଚଳିତବର୍ଷ ଶେଷ ଆଡକୁ ଦୀପିକା ଓ ରଣବୀର…
ଅଧିକ ଖବର ଦେଖନ୍ତୁ...