Daily Archives

April 13, 2018

କାଠୁଆ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ସୁପ୍ରିମକୋର୍ଟ ତଦାରଖ କରିବେ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କାଠୁଆ ଗଣଦୁଷ୍କର୍ମ ମାମଲାର ଅନୁସନ୍ଧାନ ସୁପ୍ରିମକୋର୍ଟ ନିଜ ଆଡ଼ୁ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିସହ ସର୍ବୋଚ୍ଚ ଅଦାଲତ ଜମ୍ମୁ-କାଶ୍ମୀର ବାର୍‌ କାଉନ୍ସିଲ୍‌କୁ ନୋଟିସ୍‌ ପଠାଇ ଦୁଷ୍କର୍ମ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲକୁ ପ୍ରତିରୋଧ ନ…
ଅଧିକ ଖବର ଦେଖନ୍ତୁ...

ବିଜେପିର ଦୁଇ ବିଧାୟକ ଉପବାସ ସମୟରେ ଖାଉଥିବା ଧରାପଡିଲେ, ଭିଡିଓ ଭାଇରାଲ

ପୁନେ: କିଛି ଦିନ ତଳେ ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ପକ୍ଷରୁ ଏକ ଦିନ ଉପବାସ ପାଳନ କରାଯାଇଥିଲା । ଦେଶରେ ଦଳିତଙ୍କ ଉପରେ ହେଉ ଥିବା ଅତ୍ୟାଚାର ବିରୋଧରେ କରାଯାଉଥିବା ଏହି ଉପବାସ ପୂର୍ବରୁ ଦଳର କେତେକ ନେତା ଦିଲ୍ଲୀର ଏକ ରେସ୍ତୋରାଁରେ ଛୋଲେ ଭତୁରେ ଖାଉଥିବା ଜଣାପଡିବା ପରେ କଂଗ୍ରେସ ଦଳ…
ଅଧିକ ଖବର ଦେଖନ୍ତୁ...

ଉନ୍ନାଓ ଦୁଷ୍କର୍ମ ମାମଲା: ବିଜେପି ବିଧାୟକଙ୍କୁ ଗିରଫ କରିବା ପାଇଁ ସିବିଅାଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆହ୍ଲାବାଦ: ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟ ସିବିଆଇକୁ ଉତ୍ତରପ୍ରଦେଶର ଉନ୍ନାଓଠାରେ ୧୭ବର୍ଷର ବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି ବିଧାୟକ କୁଲଦୀପ ସିଂ ସେନ୍‌ଗର୍‌ଙ୍କୁ ଗିରଫ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ୨୦୧୮: ଦେଶପାଇଁ ୧୭ତମ ସ୍ୱର୍ଣ୍ଣ ପଦକ ଜିତିଲେ ବଜରଙ୍ଗ ପୁନିଆ, ପୂଜା ଧନଦା ପାଇଲେ ରୌପ୍ୟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଗୋଲ୍‌ଡ କୋଷ୍ଟ୍‍ରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ର ନବମ ଦିନରେ ଭାରତର ସ୍ୱର୍ଣ୍ଣ ପଦକ ଅଭିଯାନ ବଳବତ୍ତର ରହିଛି। ପୁରୁଷ ପ୍ରିଷ୍ଟାଇଲ୍‌ ୬୫ କିଲୋ ବର୍ଗ କୁସ୍ତିର ଅନ୍ତିମ ରାଉଣ୍ଡରେ ବିଜୟୀ  ହୋଇ ବଜରଙ୍ଗ ପୁନିଆ ଦେଶ ପାଇଁ ୧୭ତମ ସ୍ୱର୍ଣ୍ଣ ପଦକ…
ଅଧିକ ଖବର ଦେଖନ୍ତୁ...

ମୋତେ ଧୋକା ଦେଇଦେଲେ: ନିଜ ସରକାର ଉପରେ ବର୍ଷିଲେ ସିଦ୍ଧୁ

ଚଣ୍ଡିଗଡ଼: ସୁପ୍ରିମକୋର୍ଟରେ ପଂଜାବ ସରକାରଙ୍କ ସତ୍ୟପାଠ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ । ସେମାନଙ୍କୁ ଭରଷା କରିଥିଲି, ମୋତେ ପଛରୁ ଛୁରୀ ମାରିଦେଲେ । ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ସିଦ୍ଧୁ ୩୦ ବର୍ଷ ତଳର ଏକ ଗାଡ଼ି ଚଢାଇ ହତ୍ୟା ମାମଲାରେ…
ଅଧିକ ଖବର ଦେଖନ୍ତୁ...

ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ

ଗଞ୍ଜାମ: ଭଞ୍ଜନଗର କୁଲାଡ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଟୁକୁନା ପ୍ରଧାନ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଟୁକୁନା ପ୍ରଧାନ, ସୁନିଲ ଗୌଡ଼ ଓ ଝଅଁର ପ୍ରଧାନ ଗୋଟିଏ ବାଇକ୍‌ରେ କୁଲାଡରୁ ଗରୁଡ ଛକ ନିକଟ ଦେଇ…
ଅଧିକ ଖବର ଦେଖନ୍ତୁ...

ବାସ୍‌ ଟିକିଏ ଗନ୍ଧ କର୍ପୂର! ଦୂର କରିପାରେ ଘରର ଅନେକ ସମସ୍ୟା

ପ୍ରତି ଭାରତୀୟଙ୍କ ଘରେ ଘରେ ପରିଚିତ କର୍ପୂର। କେହି କେହି ଏହାକୁ ମଶା ଭଗାଇବାକୁ ବ୍ୟବହାର କରିଥାନ୍ତି ତ କେହି କେହି କପଡ଼ାକୁ ପିମ୍ପୁଡ଼ି, ଉଇରୁ ରକ୍ଷା କରିବାକୁ ବ୍ୟବହାର କରିଥାନ୍ତି। କେବଳ ସେତିକ ନୁହେଁ ରୁମ୍‌ ଫ୍ରେସନର୍‌ରୁ ନେଇ ତୈଳ ଆଦି ବିଭିନ୍ନ କ୍ଷେତ୍ରରେ ଏହି କର୍ପୂର ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲ ଉପଭୋକ୍ତା ଏୟାରଟେଲ୍‌ ୪ଜିକୁ ଅପଗ୍ରେଡ୍‌ କଲେ ମିଳିବ ୩୦ ଜିବି ମାଗଣା

ଭୁବନେଶ୍ୱର : ଭାରତୀ ଏୟାରଟେଲ୍‌ ପକ୍ଷରୁ ଏୟାରଟେଲ୍‌ର ୨ଜି ଏବଂ ୩ଜି ବ୍ୟବହାରକାରୀଙ୍କ ପାଇଁ ୪ଜି ସ୍ମାର୍ଟଫୋନ ନେବା ଆହୁରି ସହଜ କରାଯାଇଛି । ଏୟାରଟେଲ୍‌ ୪ଜି ସ୍ମାର୍ଟଫୋନ୍‌ ନେଉଥିବା ୨ଜି ଏବଂ ୩ଜି ଗ୍ରାହକମାନେ ୩୦ ଜିବି ମାଗଣା ଡାଟା ପାଇପାରିବେ । ସେହିପରି ଏହି ପଦକ୍ଷେପ ଅନ୍ତର୍ଗତ,…
ଅଧିକ ଖବର ଦେଖନ୍ତୁ...

ତମାଣ୍ଡୋରେ ସିରିଜ ଦୁର୍ଘଟଣା: ରୋଡ୍‌ ଡିଭାଇଡର ଡେଇଁ ଦ୍ରୁତଗତିରେ ଯାଉଥିବା କାର୍‌ ତିନିଟି ଗାଡ଼ିକୁ ଧକ୍କା ଦେଲା

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ନିକଟରେ ଗୋହିରାରେ ସିରିଜ ଦୁର୍ଘଟଣା ଘଟିଛି। ଶୁକ୍ରବାର ଅପରାହ୍ନରେ ରୋଡ୍‌ ଡିଭାଇଡର ଡେଇଁ ଏକ କାର୍‌ ଏକାସଙ୍ଗେ ତିନିଟି ଗାଡ଼ିକୁ ଧକ୍କା ଦେଇଥିଲା। ଏହି ଧକ୍କା ଫଳରେ ୪ଟି ଗାଡ଼ି ଭାଙ୍ଗି ଚୁରମାର୍‌ ହୋଇଯାଇଛି। ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି। ଆହତଙ୍କୁ…
ଅଧିକ ଖବର ଦେଖନ୍ତୁ...

ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ପୁଲିସ, ୭ଡକାୟତ ଗିରଫ, ୩ ଫେରାର

ଯାଜପୁର: ଗତକାଲି ଆର୍ଥାତ୍‌ ଗୁରୁବାର ରାତି ପ୍ରାୟ ୧୧ ପାଖାପାଖି ହେବ ୧୬ ନମ୍ବର ଜାତୀୟ ରାଜପଥରେ ଧର୍ମଶାଳା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ୮ରୁ ୧୦ଜଣ ଯୁବକ ଦେଉଳି ହିଲ୍‌ ଟପ୍‌ ଜାରକାରେ ଡକାୟତି ଉଦ୍ୟମ କରିବା ପାଇଁ ଯୋଜନା କରୁଥିବା କଥା ସମ୍ପର୍କରେ ସୂଚନା ପାଇଥିଲା। ଏହାପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...