Daily Archives

July 5, 2018

ପୁରୀ: ମୁକ୍ତାକାଶ ରଙ୍ଗମଞ୍ଚରୁ ଅଜଣା ଯୁବକଙ୍କ ମୃତଦେହ ଠାବ

ପୁରୀ:  ପୁରୀ ସହରର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଜଣେ ଯୁବକଙ୍କ ମୃତଦେହ ଆଜି ସକାଳୁ ଠାବ କରାଯାଇଛି। ଯୁବକଙ୍କ ପାଖରେ କୌଣସି କାଗଜପତ୍ର ନ ଥିବାରୁ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସନ୍ଦେହ ପ୍ରକାଶ ପାଉଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ…
ଅଧିକ ଖବର ଦେଖନ୍ତୁ...

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଆଗୁଆ ଜାମିନ ପାଇଲେ ଶଶି ଥରୁର

ନୂଆଦିଲ୍ଲୀ: ପତ୍ନୀ ସୁନନ୍ଦା ପୁଷ୍କରଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ଗୁରୁବାର ଦିନ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ଏହି କଂଗ୍ରେସ ନେତାଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଦେବାକୁ ପଡ଼ିଛି। ଏହାଛଡ଼ା ସେ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଦୁର୍ଘଟଣା, ଯୁବକ ଗୁରୁତର

ପାତ୍ରପୁର : ଜରଡ଼ା ଥାନା ମନ୍ଦରଡ଼ା ପଞ୍ଚାୟତ ଅନ୍ତର୍ଗତ ବୁଡ଼ିଘାଟି ନିକଟରେ ବାଇକ୍‌ ଦୁର୍ଘଟଣାରେ ଜଣେ ମୁମ୍ବାଇ ଫେରନ୍ତା ଯୁବକ ଗୁରୁତର ହୋଇଛନ୍ତିି । ଆହତ ହୋଇଥିବା ଯୁବକ ଜଣକ ହେଲେ ହରଡ଼ାମଡ଼ା ଗ୍ରାମର ଆପନା ଗୌଡ଼ଙ୍କ ବଡ଼ପୁଅ ସୁଦାମ । ବୁଧବାର ମୁମ୍ବାଇରୁ ଫେରିବା ପରେ ମଧ୍ୟାହ୍ଣରେ କୌଣସି…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ଅବହେଳାରୁ ନାବାଳକର ମୃତ୍ୟୁ:ପିଆର୍‌ଏମ୍‌ ମେଡ଼ିକାଲ୍‌ କଲେଜ ପରିସରରେ ଉତ୍ତେଜନା

ବାରିପଦା: ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଏବଂ ହସ୍ପିଟାଲ୍‌ରେ ଚିକିତ୍ସା ଅଭାବରୁ ଜଣେ ୮ ବର୍ଷ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆଜି ଅପରାହ୍ନରେ ମେଡ଼ିକାଲ୍‌ କଲେଜ ପରିସରରେ ମୃତ ବାଳକଙ୍କ ସଂପର୍କୀୟ ଏବଂ ସ୍ଥାନୀୟ ଲୋକେ ହଙ୍ଗାମା ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ:ମହିଳାଙ୍କ ଗୋଡ଼ଧରି ଭୁଲ ମଗିଲା ଅଭିଯୁକ୍ତ

ଚାନ୍ଦବାଲି/ଘଣ୍ଟେଶ୍ୱର: ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସେହି ଗାଁର ଜଣେ ଯୁବକ ପାଇଁ ଖୁବ ମହଙ୍ଗା ପଡ଼ିଛି। ଉତ୍ତ୍ୟକ୍ତ ଗ୍ରାମବାସୀ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକକୁ ମହିଳାଙ୍କ ପାଦ ଧରି ଭୁଲ ମାଗିବାକୁ ବାଧ୍ୟ କରିବା ସହିତ ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ…
ଅଧିକ ଖବର ଦେଖନ୍ତୁ...

ବିହନ ନିଗମ ବାଲେଶ୍ୱର ଶାଖାରେ ମହାଦୁର୍ନୀତି-୨

କାଗଜକଲମରେ ଚାଲିଛି ଶହ ଶହ ହେକ୍ଟର ଚାଷ ନକଲି ବିହନ, ପ୍ଲାଣ୍ଟ ଓ କାଗଜପତ୍ର ସଜାଡ଼ିବାକୁ ଜୋର୍‌ଦାର ପ୍ରୟାସ ତଦନ୍ତ ପାଇଁ ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ବାଲେଶ୍ୱର: ଓଡ଼ିଶା ବିହନ ନିଗମ ବାଲେଶ୍ୱର ଆଞ୍ଚଳିକ ଶାଖାରେ ମହାଦୁର୍ନୀତି ଖବର ‘ସମ୍ବାଦ’ରେ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କୁ ମାଡ଼ମାରି ଜେଲ ଗଲା ଯୁବକ

ବିଂଝାରପୁର : ଶିକ୍ଷକଙ୍କୁ ମାଡ଼ ମାରି ଜଣେ ଯୁବକ ଜେଲ୍‌ ଯାଇଛି। ଅନ୍ୟପକ୍ଷରେ ଗିରଫ ଯୁବକଙ୍କ ପିତା ଶିକ୍ଷକଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ ବିଂଝାରପୁର ଥାନା କଲ୍ୟାଣପୁରସ୍ଥ ବାଳିକା ଉଚ୍ଚ ବିଦ୍ୟାଲୟର ଶିକ୍ଷକ ମାନସ କୁମାର ନାୟକଙ୍କୁ ସେହି ଗ୍ରାମର କିଷନ୍‌…
ଅଧିକ ଖବର ଦେଖନ୍ତୁ...

ଅବିବାହିତା ମାଆଙ୍କ  ସନ୍ତାନ ବିକ୍ରି, ମିସନରାଜି ଅଫ ଚାରିଟିର ଜଣେ ଗିରଫ, ୨ ଅଟକ

ରାଞ୍ଚି:   କୁମାରୀ ମାଆମାନଙ୍କ ସନ୍ତାନଙ୍କୁ ଅନ୍ୟତ୍ର ବିକ୍ରି କରିଦେବା ଅଭିଯୋଗରେ ମଦର ଟେରେସାଙ୍କ ନାମରେ ପରିଚାଳିତ ରାଞ୍ଚିର ଜେଲ ରୋଡ୍‌ରେ ଥିବା ମିସନାରିଜ୍‌ ଅଫ ଚାରିଟିର ଜଣେ  ମହିଳାଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ନନ୍‌ (ସନ୍ୟାସିନୀ)ଙ୍କୁ ଅଟକ ରଖି ପଚରା ଉଚରା…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ:କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଭାପୁର: ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଢେଙ୍କାନାଳ ସଦର ଥାନା ବାଲ୍ୟାମ୍ବା ନିକଟ ଭେଡ଼ାତୋଟାଠାରେ ଆଜି ପୂର୍ବାହ୍‌ଣରେ ଅଜଣା ଗାଡ଼ି ଧକ୍‌କାରେ ଜଣେ ମହିଳାଙ୍କର ପ୍ରାଣହାନି ଘଟିଛି। ମୃତ ମହିଳା ହେଉଛନ୍ତି କାକୁଡ଼ିଭାଗ ଗାଁର ଲୋଭା ସ୍ୱାଇଁ(୫୫)। ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ…
ଅଧିକ ଖବର ଦେଖନ୍ତୁ...

ସିଆଇଏସ୍‌ଏଫ୍‌ ଅଭ୍ୟାସ:ଗୁଳି ବାଜି ମହିଳା ଗୁରୁତର

ଅନୁଗୁଳ: ଶରଧାପୁର ଫାୟାରିଂ ରେଞ୍ଜ୍‌ରେ ଯବାନଙ୍କ ଗୁଳିଗୋଳା ଅଭ୍ୟାସ ବେଳେ ଅଘଟଣ ଘଟିଛି। ଜଣେ ମହିଳାଙ୍କ ଦେହରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି। ତେବେ ଗୁଳିଟି କାନ୍ଥରେ ବାଜି ପରେ ଛାତିରେ ବାଜିଥିବାରୁ ଗଭୀର କ୍ଷତ ହୋଇନାହିଁ। ସେ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଅନୁଗୁଳ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...