Daily Archives

July 6, 2018

ଯୁବବର୍ଗଙ୍କ ପାଇଁ ଭୋଡ଼ାଫୋନ ଘୋଷଣା କଲା ଆମାଜନ ପ୍ରାଇମ ଅଫର

ନୂଆଦିଲ୍ଲୀ : ଭୋଡ଼ାଫୋନ ଇଣ୍ଡିଆ ଓ ଆମାଜନ ’ୟୁଥ ଅଫର ଅନ ଆମାଜନ ପ୍ରାଇମ’ ଅଫର ଘୋଷଣା କରିଛି । ଏହି ଯୋଜନାରେ ୧୮ ରୁ ୨୪ ବର୍ଷ ବୟସ ମଧ୍ୟରେ ଥିବା ପ୍ରିପେଡ଼ ଗ୍ରାହକଙ୍କୁ ଆମାଜନ ପ୍ରାଇମ ବାର୍ଷିକ ସଦସ୍ୟତାରେ ୫୦% ରିହାତି ମିଳିବ । ଫଳରେ ଭୋଡ଼ାଫୋନାର ଯୁବ ଗ୍ରାହକ ଏଣିକି ସମସ୍ତ ପ୍ରାଇମ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶରେ ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ବନ୍ଦ, ୧୫ ଜୁଲାଇରୁ ଲାଗୁ ହେବ ରୋକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ବ୍ୟବହାର ହେଉଥିବା ୫୦ ମାଇକ୍ରନ୍‌ରୁ ଅଧିକ ଥିବା ପଲିଥିନ୍‌ର ବ୍ୟବହାର ଉପରେ ରୋକ ଲଗାଇଛନ୍ତି । ଶୁକ୍ରବାର ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏହା ୧୫ ଜୁଲାଇରୁ ଲାଗୁ ହେବ । ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମହାରାଷ୍ଟ୍ର ଭଳିି…
ଅଧିକ ଖବର ଦେଖନ୍ତୁ...

ପରିବାରର ଦୁଇ ପିଲାଙ୍କୁ ଆତ୍ମହତ୍ୟା ଲାଗି ବାଧ୍ୟ କରାଯାଇଥିଲା: ସିସିଟିଭି ଫୁଟେଜ୍‌ ପରୀକ୍ଷା ପରେ ପୁଲିସ୍‌ର ଅନୁମାନ

ନୂଆଦିଲ୍ଲୀ: ଦିଲ୍ଲୀର ବୁରାଡ଼ି ଗଣଆତ୍ମହତ୍ୟା ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାର ତଦନ୍ତ ଚଳାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଆତ୍ମହତ୍ୟା କରିଥିବା ପରିବାରର ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣ ପିଲା ଏହାର ବିରୋଧ କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେମାନେ ଏପରି…
ଅଧିକ ଖବର ଦେଖନ୍ତୁ...

ଗୁଗଲ୍‌ କହୁଛି ଏହି ୧୦ଟି ମୋବାଇଲ ଆପ୍‌ ନିଶ୍ଚୟ ଡାଉନ୍‌ଲୋଡ୍‌ କରନ୍ତୁ, ଏହା ଦ୍ୱାରା ଆପଣ ଅନେକ ସମସ୍ୟାର ସମାଧାନ କରି…

ଗୁଗଲ୍‌ ତା’ର ତ୍ରୈମାସିକ ଆଣ୍ଡ୍ରଏଡ୍‌ ଏକ୍ସେଲେନ୍ସ୍‌ ଆପ୍ସ୍‍ ଲିଷ୍ଟ୍‍ରେ ୧୦ଟି ଆପ୍‌ ପ୍ରକାଶ କରିଛି, ଯାହା ଗୁଗଲ୍‌ ପ୍ଲେ ଷ୍ଟୋର୍‌ରେ ଉବଲବ୍ଧ। ଏହି ଆପ୍‌ଗୁଡ଼ିକର ନିଜସ୍ୱ କ୍ୱାଲିଟି ଯୋଗୁଁ ଏମାନେ ଏହି ଲିଷ୍ଟ୍‍ରେ ସ୍ଥାନ ପାଇଛନ୍ତି। ଏହି ଆପ୍‌ଗୁଡ଼ିକରୁ ଆପଣ ନୂଆ ଭାଷା, ବ୍ୟାବସାୟିକ…
ଅଧିକ ଖବର ଦେଖନ୍ତୁ...

ଅତ୍ୟାଧୁନିକ ଏଆଇପି ଟେକ୍ନୋଲୋଜି ଦେବାକୁ ଋଷ ପ୍ରସ୍ତୁତ: ଶକ୍ତିଶାଳୀ ହେବ ଭାରତର ନୌଶକ୍ତି

ନୂଆଦିଲ୍ଲୀ: ଭାରତର ସାମରିକ ଶକ୍ତି ଆହୁରି ଶକ୍ତିଶାଳୀ ହେବ । ଭାରତୀୟ ସେନା ଆସନ୍ନ ବିପଦକୁ ମୁକାବିଲା କରିବା ଲକ୍ଷ୍ୟରେ ସାମରିକ ଶକ୍ତିକୁ ଅଧିକ ମଜବୁତ କରିବାରେ ଲାଗିଛି । ବାୟୁସେନା ଭଳି ନୌସେନା ମଧ୍ୟ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଉଛି । କିପରି ଭାବରେ ନୂତନ ଟେକ୍ନୋଲୋଜିକୁ ଆପଣାଇ…
ଅଧିକ ଖବର ଦେଖନ୍ତୁ...

ଗ୍ୟାଙ୍ଗଷ୍ଟାର ଟିଟୋ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ପୁଲିସ ଚଢଉ

କେନ୍ଦ୍ରାପଡା: ଏନକାଉଣ୍ଟର କରି ଧରିବା ପରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ଟିଟୋର ଘର ଓ ବ୍ୟାବସାୟିକ ଅନୁଷ୍ଠାନ ଉପରେ ପୁଲିସ ପକ୍ଷରୁ ଚଢାଉ କରାଯାଇଛି । ଏଥିସହ ଟିଟୋର ସଂପର୍କୀୟମାନଙ୍କ ଘର ଉପରେ ମଧ୍ୟ ଚଢାଉ ହେଉଛି ବୋଲି ଜଣାପଡ଼ିଛି। ଏଡିଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ରେଳଧାରଣା ଉପରେ ପଡ଼ିଛି ଯୁବତୀଙ୍କ ଖଣ୍ଡବିଖଣ୍ଡିତ ଶବ

ସମ୍ବଲପୁର: ସିଟି ଷ୍ଟେସନ୍‌ର ଲାଇନ୍‌ ନମ୍ବର ୫ ଉପରେ ଜଣେ ଯୁବତୀଙ୍କ ଖଣ୍ଡିତ ଶବ ପଡ଼ି ରହିଥିବା ଦେଖା ଯାଇଛି। ମୃତ ଯୁବତୀଙ୍କର ପରିଚୟ ମଳିନାହିଁ। ଧଳା ସାର୍ଟ ଓ କଳା ପ୍ୟାଣ୍ଟ୍‌ ପରିହିତା ଉକ୍ତ ଯୁବତୀଙ୍କର ଶବ ଅଣ୍ଟାରୁ ଦୁଇ ଗଡ଼ ହୋଇ ଯାଇଛି। ଯୁବତୀଙ୍କ ଖଣ୍ଡିତ ଶବ ପଡ଼ିଥିବା ଖବର…
ଅଧିକ ଖବର ଦେଖନ୍ତୁ...

କୋଣାର୍କ: ଗୁଳୁଗୁଳି ଯୋଗୁଁ କୋଣାର୍କ ହାଇସ୍କୁଲ୍‌ର ୨୦ ଛାତ୍ରୀ ଅଚେତ

କୋଣାର୍କ: ଶୁକ୍ରବାର ପୂର୍ବାହ୍ନରେ ଭୀଷଣ ଗୁଳୁଗୁଳି ଯୋଗୁଁ କୋଣାର୍କ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିବା ୨୦ ଜଣ ଛାତ୍ରୀ ଅଚେତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ୧୦ଟା ବେଳେ ଛାତ୍ରଛାତ୍ରୀମାନେ ପ୍ରାର୍ଥନା ପରେ କ୍ଲାସ୍‌ରେ ବସିଥିଲେ ଓ ପ୍ରଥମ ପିରିୟଡ୍‌ ଶେଷ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତି କି ! କେବଳ ଏହି ଦ୍ରବ୍ୟ ଖାଇଲେ ୭୦ ପ୍ରତିଶତ ରୋଗରୁ ମୁକ୍ତି ମିଳିଥାଏ

ଚୁନକୁ ଆମେ ସାଧାରଣତଃ ପାନରେ ଲଗାଇ ଖାଇଥାଉ। ଏକ ଗବେଷଣାରୁ ଜଣାଯାଇଛି ଯେ,କେବଳ ଚୁନ ହିଁ ବ୍ୟକ୍ତି ଶରୀରରେ ଦେଖାଯାଉଥିବା ୭୦ ପ୍ରତିଶତ ରୋଗକୁ ଠିକ୍‌ କରି ଦେଇଥାଏ।ଏଥିରେ ଥିବା ଆଣ୍ଟିବାୟୋଟିକ୍‌, ଆଣ୍ଟିଫୋଙ୍ଗାଲ୍‌ ଏବଂ ଆଣ୍ଟିଇନଫ୍ଲୋମୋଟୋରି ତତ୍ତ୍ୱ ବିଭିନ୍ନ ପ୍ରକାରର ରୋଗ ଦାଉରୁ…
ଅଧିକ ଖବର ଦେଖନ୍ତୁ...

ସନ୍ନି ଲିଓନ୍‌ଙ୍କ ବାୟୋପିକ୍‌ରେ କ’ଣ ଦେଖିବାକୁ ପାଇବେ ଦର୍ଶକ ?

ମୁମ୍ବାଇ: ବଲିଉଡ୍‌ ନାୟିକା ସନ୍ନି ଲିଓନ୍‌ଙ୍କ ବାୟୋପିକ୍‌କୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର୍‌ ଧରିଛି। ଏହି ସିନେମାର ଶୀର୍ଷକ ରହିଛି ‘କରଣଜିତ୍‌ କୌର୍‌: ଦ ଅନ୍‌ଟୋଲ୍‌ଡ ଷ୍ଟୋରି ଅଫ୍‌ ସନ୍ନି ଲିଓନ୍‌’।ଏହା ଏକ ଓ୍ଵବ୍‌ ସିରିଜ୍‌।ଏହାକୁ ଦର୍ଶକ ଉତ୍କାଣ୍ଠାର ସହିତ ଅପେକ୍ଷା…
ଅଧିକ ଖବର ଦେଖନ୍ତୁ...