Daily Archives

July 6, 2018

ଯାଜପୁର: ଷ୍ଟୋଭ୍‌ ଫାଟିବାରୁ ପୋଡ଼ିଯାଇ ନାବାଳିକା ମୃତ

ଯାଜପୁର: ଶୁକ୍ରବାର ସକାଳେ ଏକ ଜଳନ୍ତା କିରାସିନି ଷ୍ଟୋଭ୍‌ ବିସ୍ଫୋରଣ ଯୋଗୁଁ ପୋଡ଼ି ଯାଇ ଜଣେ କିଶୋରୀଙ୍କର ମୃତ୍ୟୁ ଘଟିଛି। ଆଜି ସକାଳ ପ୍ରାୟ ୮ଟା ବେଳେ ଯାଜପୁର ଜିଲ୍ଲା ଟାଉନ୍‌ ଥାନା ଅଧୀନ ବୈଦ୍ୟରାଜପୁର ଗ୍ରାମ ନିବାସୀ ହରିହର ସାହୁଙ୍କ ୧୬ ବର୍ଷୀୟ ଝିଅ ଲିପାରାଣୀ ଷ୍ଟୋଭ୍‌ ଲଗାଇ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୀକ୍ଷା ବୈଠକ ଶେଷ : ସେବାୟତଙ୍କ ସହଯୋଗ ଲୋଡ଼ିଲେ,ରଥଯାତ୍ରା ଶୃଙ୍ଖଳିତ…

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୁରୀରେ ରଥଯାତ୍ରା ଲାଗି ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରି ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଆହ୍ଵାନ କରିଥିଲେ। ଏଥିସହ ରଥଯାତ୍ରାକୁ ସୁଚାରୁ ରୂପେ ସଂପାଦନ କରିବାକୁ ସେବାୟତମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଏହି ପ୍ରସଙ୍ଗରେ କିଛି ନିଷ୍ପତ୍ତି ନେଇ ପାରୁନାହାନ୍ତି କରିନା

ମୁମ୍ବାଇ : ୨୦୧୮ର ଏକ ସୁପରହିଟ୍‌ ଫିଲ୍ମ ହେଲା ‘ବୀରେ-ଦି ଓ୍ଵଡିଂ’। ଏଥିରେ କରିନା କପୁର ଖାନ୍‌, ସ୍ୱରା ଭାସ୍କର, ଶିଖା ତାଲସାନିୟା ଓ ସୋନମ କପୁର ଥିଲେ ମୁଖ୍ୟ ଭୂମିକାରେ। ଏହାର କଥାବସ୍ତୁ ଏହି ଚାରି ନାୟିକାଙ୍କ ଉପରେ କେନ୍ଦ୍ରିତ ଥିଲା। ଏମାନେ ସମସ୍ତେ ବାନ୍ଧବୀ ଭୂମିକାରେ ଅଭିନୟ…
ଅଧିକ ଖବର ଦେଖନ୍ତୁ...

ପୁରୀ: ମୁଖ୍ୟମନ୍ତ୍ରୀଙ୍କ କାର୍‌ ଉପରକୁ ଟମାଟୋ ଫିଙ୍ଗିଲେ ବିକ୍ଷୋଭକାରୀ

ପୁରୀ: ଶୁକ୍ରବାର ପୂର୍ବାହ୍ନରେ ପୁରୀ ଚକ୍ରତୀର୍ଥ ରୋଡ୍‌ସ୍ଥିତ ଆର୍‌ଟିଓ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍‌ ଉପରକୁ ଟମାଟୋ ଫିଙ୍ଗା ଯାଇଛି। ପୁରୀ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଅନ୍ତିମ ରଥଯାତ୍ରା ସମନ୍ଵୟ ବୈଠକରେ ଅଧ୍ୟକ୍ଷତା ମୁଖ୍ୟମନ୍ତ୍ରୀ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ନୀଳଗିରି: ଖଇରାବଣି ଗାଁରେ ପଶିଛି ଭାଲୁ; ଲୋକେ ଆତଙ୍କିତ

ନୀଳଗିରି: ଶୁକ୍ରବାର ପ୍ରତ୍ୟୁଷରେ ଖଇରାବଣି ଗାଁ’ରେ ଗୋଟାଏ ଭାଲୁ ପଶିଯାଇ ଏକ ବାଉଁଶମୋଟାରେ ବସି ରହି ଥିବାରୁ ଲୋକେ ବଡ଼ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅଣ୍ଡିରା ଭାଲୁଟି ନୀଳଗିରି-ମିତ୍ରପୁର ରାସ୍ତାକଡ଼ର ଗୋଟାଏ ବୁଦାମୂଳେ ଛପିଥିବା ଅବସ୍ଥାରେ ଆଜି ଭୋର୍‌ ବେଳା ପୋଖରୀପାଣି ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ରଣବୀର ସିଂହ ପ୍ରଥମେ ଚା’ ଆଣିବା କାମ କରୁଥିଲେ

ମୁମ୍ବାଇ : ଆଜି ହେଉଛି ବଲିଉଡର ଲୋକପ୍ରିୟ ନାୟକ ରଣବୀର ସିଂହଙ୍କ ଜନ୍ମଦିନ। ସେ ପ୍ରଖ୍ୟାତ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ବ୍ୟାଣ୍ଡ୍‌ ବାଜା ବାରାତ୍‌’ ଜରିଆରେ ପରଦାକୁ ଆସିଥିଲେ। ହେଲେ ଏହା ଆଗରୁ ରଣବୀରଙ୍କୁ କି କି କଷ୍ଟ କରିବାକୁ ପଡ଼ିଥିଲା, ତାହା ଶୁଣିଲେ ଆପଣ ସହଜରେ ବିଶ୍ୱାସ…
ଅଧିକ ଖବର ଦେଖନ୍ତୁ...

ନଈ ପହଁରି ଯାଉଥିବା ବାଘକୁ ଠେଙ୍ଗାରେ କେଞ୍ଚାକେଞ୍ଚି କରି ୧୨ ମତ୍ସ୍ୟଜୀବୀ ଗିରଫ

କୋଲକାତା: ନଈ ପହଁରି ଯାଉଥିବା ଗୋଟାଏ ମହାବଳ ବାଘକୁ ୧୨ ଜଣ କେଉଟ ବା ମତ୍ସ୍ୟଜୀବୀ ବାଉଁଶ ଠେଙ୍ଗାରେ କେଞ୍ଚାକେଞ୍ଚି କରୁଥିବା ଦୃଶ୍ୟର ଭିଡିଓ ଦେଖିବା ପରେ ଗୁରୁବାର ଦିନ ସୁନ୍ଦରବନ ଉପକୂଳୀୟ ପୁଲିସ ସେମାନଙ୍କୁ ଗିରଫ କରିଛି। ଜୁନ୍‌ ୨୯ ତାରିଖ ଦିନ ସେ କେଉଟମାନେ ଏକ ଟ୍ରଲର୍‌ରେ ନଈର…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ଚେଙ୍କ ଖାଇଥିବା ୨୮ ଦିନର ଶିଶୁ ମୃତ

ନବରଙ୍ଗପୁର: ଗୁରୁବାର ରାତି ୧୧ଟାରେ ଚେଙ୍କ ଖାଇଥିବା ଏକ ୨୮ ଦିନର ଶିଶୁପୁତ୍ରର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ଘଟଣାଟି ପାପଡ଼ାହାଣ୍ଡି ବ୍ଲକ୍‌ର ପଣ୍ଡିକଟ ପଞ୍ଚାୟତ ଅନ୍ତର୍ଗତ ପେଟଗୁଡ଼ା ଗାଁ’ରେ ଘଟିଛି। ୪ ଦିନ ଧରି ରାମ ଜାନିଙ୍କର ୨୮ ଦିନର ପୁଅ କାଶ ଓ…
ଅଧିକ ଖବର ଦେଖନ୍ତୁ...

ପାଞ୍ଚ ପତିଙ୍କୁ କିପରି ବଶୀଭୂତ କରିପାରିଥିଲେ ଦ୍ରୌପଦୀ ?

ଜଣେ ପତ୍ନୀ କିଭଳି ଭାବେ ନିଜର ପତ୍ନୀ ଧର୍ମ ପାଳନ କରିବା ଉଚିତ ଏହାର ସର୍ବଶ୍ରେଷ୍ଠ ଉଦାହରଣ ହେଉଛନ୍ତି ଦ୍ରୌପଦୀ। ଥରେ ସତ୍ୟଭାମା ଦ୍ରୌପଦୀଙ୍କ ନିକଟକୁ ଆସିଥିଲେ ଏବଂ ସେ ଦୁହେଁ ବାର୍ତ୍ତାଳାପରେ ମଗ୍ନ ଥିଲେ। ସତ୍ୟଭାମା କହିଲେ ‘ଭଉଣୀ! ଆପଣଙ୍କ ପାଞ୍ଚ ପତି ସର୍ବଦା ବଶରେ ରହୁଛନ୍ତି, କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଥାଇ ଗୁମ୍ଫା ଉଦ୍ଧାର କାର୍ଯ୍ୟ: ଅକ୍ସିଜେନ୍‌ ଟ୍ୟାଙ୍କ୍‌ ନେଇ ଯାଇଥିବା ବୁଡ଼ାଳିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଥାଇଲାଣ୍ଡ୍‌ର ଏକ ଗୁମ୍ଫାରେ ଗୋଟିଏ ପକ୍ଷ ହେବ ଅଟକି ରହିଥିବା ୧୨ ଜଣ ବାଳକ ଏବଂ ସେମାନଙ୍କର ଫୁଟ୍‌ବଲ୍‌ କୋଚ୍‌ଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ କର୍ମୀଙ୍କର ମୃତ୍ୟୁ ଘଟିଛି। ମୃତ ଉଦ୍ଧାରକାରୀ କର୍ମୀ ଜଣକ ହେଉଛନ୍ତି ପୂର୍ବତନ ଥାଇ ନେଭିର ସିଲ୍‌। ଅମ୍ଳଜାନ ଅଭାବରୁ…
ଅଧିକ ଖବର ଦେଖନ୍ତୁ...