Daily Archives

August 14, 2018

ଅନ୍‌ଲାଇନ୍‌ ବିରିୟାନି ଅର୍ଡର କରିବା ପରେ ବାହାରିଲା ମାଛି, ଅଭିଯୋଗ କରିବା ପରେ ଆଉ ଗୋଟେ ମାଛି ପଠାଇଦେଉଛି ବୋଲି…

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଫୁଡ଼୍‍ ଅର୍ଡ଼ର ସର୍ଭିିସ ମାମଲାରେ ଜୋମାଟୋକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି । ଲୋକମାନଙ୍କୁ ଦିଆଯାଉଥିବା ଖାଦ୍ୟାର ମାନ ଠିକ୍‌ ରହୁ ନାହିଁ ବୋଲି ଅନେକ ଥର ଅଭିଯୋଗ ଆସିଥିଲେ ମଧ୍ୟ ସେସବୁକୁ ସୁଧୁରିବାରେ କୌଣସି ପ୍ରକାରର ଆଗ୍ରହ ଦେଖାଉ ନାହିଁ ଜୋମାଟୋ । ଗତ…
ଅଧିକ ଖବର ଦେଖନ୍ତୁ...

ଶେଷ କେମୋ ଥେରାପି ପରେ ଗମ୍ଭୀର ହେଲା ଇର୍‌ଫାନ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା, ଅଧାରୁ ଛାଡ଼ିଲେ େଓ୍ଵବ୍‌ ସିରିଜ୍‌ର ସୁଟିଂ

ମୁମ୍ବାଇ : କିଛି ମାସ ତଳେ ଇର୍‌ଫାନ୍‌ ଖାନ୍‌ କର୍କଟ ରୋଗରେ ପୀଡ଼ିତ ହେବାର ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକା ଲାଗିଥିଲା । ପରେ ସେ ଲଣ୍ଡନ ଯାଇ ନିଜର ଚିକିତ୍ସା କରାଇଥିଲେ । ନିଜ ରୋଗକୁ ନେଇ ପ୍ରଶଂସକମାନଙ୍କୁ ସବୁ କିଛି ଜଣାଉଥଲେ ଇର୍‌ଫାନ୍‌। ତାଙ୍କ ପ୍ରଶଂସକମାନେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ କ୍ରିକେଟର ସନ୍ଦୀପ ପାଟିଲଙ୍କ କଟାକ୍ଷ: ବିରାଟଙ୍କ ଟିମ୍‌ ଇଂଲଣ୍ଡରେ ନେଉଛନ୍ତି ‘କଫି’ର ମଜା

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଟିମ୍‌ ଇଂଲଣ୍ଡରେ ‘କଫି’ର ମଜା ନେଉଛନ୍ତି। ଇଂଲଣ୍ଡ ବିପକ୍ଷରେ ଭାରତ ବର୍ମିଂହାମ ଓ ଲର୍ଡସ ଟେଷ୍ଟରେ ହାରିବା ପରେ ପାଟିଲ ଏଭଳି ମନ୍ତବ୍ୟ ଦେଇଛନ୍ତି। ପାଞ୍ଚ ଟେଷ୍ଟ ମ୍ୟାଚ୍‌ ଶୃଙ୍ଖଳାରେ ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରି ନାହିଁ।…
ଅଧିକ ଖବର ଦେଖନ୍ତୁ...

ଇଟାଲୀରେ ବି ବର୍ଷା ବିତ୍ପାତ, ପୋଲ ଭାଙ୍ଗି ୩୦ ମୃତ

ରୋମ : ପ୍ରବଳ ବର୍ଷା କେବଳ ଭାରତରେ ନୁହେଁ, ବିଶ୍ୱର ଅନ୍ୟକିଛି ଦେଶରେ ମଧ୍ୟ ତାଣ୍ଡବ ସୃଷ୍ଟି କରିଛି । ପ୍ରବଳ ବର୍ଷା ଯୋଗୁଁ ଇଟାଲୀର ଜିନୋଆ ସହରରେ ଥିବା ଏକ ପୋଲ ଭାଙ୍ଗିଯିବାରୁ ଅତିକମରେ ୩୦ ଲୋକ ପ୍ରାଣ ହରାଇଛନ୍ତି । ଆହୁରି ଅନେକ ଲୋକ ଗୁରୁତର ଆହତ ହୋଇଥିିବାରୁ ମୃତ୍ୟୁ ସଂଖ୍ୟା ଆହୁରି…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ଭିତ୍ତିଭୂମିର ଅଭାବ ଯୋଗୁଁ ହଷ୍ଟେଲ ଛାଡିଲେ ୯୮ ଜଣ ଛାତ୍ର

ଲକ୍ଷ୍ମୀପୁର: ରାତି ପାହିଲେ ବୁଧବାର ଦେଶ ୭୧ତମ ସ୍ୱାଧୀନତା ଦିବସ ପାଳନ କରିବ। ଏଥି ପାଇଁ ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟତ୍ରୀମାନେ ସ୍କୁଲ ଗୁଡିକରେ ସଜବାଜ କରିବା ପାଇଁ ଲାଗିପଡିଛନ୍ତି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର କୁସୁମଗୁଡା ଉନ୍ନିତ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୧୬ରୁ ଆରମ୍ଭ ହେବ ଜିଓଫୋନ-୨ର ବିକ୍ରି

ମୁମ୍ବାଇ : ଆସନ୍ତା ୧୬ ତାରିଖ ଦିନ ୧୨ଟାରୁ ଜିଓଫୋନ-୨ର ବିକ୍ରି ଆରମ୍ଭ ହେବ । ଏହା ମାଇଜିଓ ଆପ ଓ ଜିଓଡଟକମରେ ବିକ୍ରି କରାଯିବ । ପୂର୍ବରୁ କମ୍ପାନି ଘୋଷଣା କରିଥିଲା ଯେ ବିକ୍ରି ୧୫ତାରିଖରୁ ଆରମ୍ଭ ହେବ, କିନ୍ତୁ ଏବେ ତାହାକୁ ଗୋଟିଏ ଦିନ ଘୁଞ୍ଚାଇଦିଆଯାଇଛି । ଏହାର ମୂଲ୍ୟ ୨,୯୯୯ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଡେଲିଭରି ବୟକୁ ନିଜ ସହିତ ସମ୍ବନ୍ଧ ରଖିବାକୁ କହିବା ଏହି ଗ୍ରାହକଙ୍କୁ ମହଙ୍ଗା ପଡ଼ିଛି 

ନୂଆଦିଲ୍ଲୀ: ଚୀନର ନାଚାଙ୍ଗା ସହରରେ ଜଣେ ଗ୍ରାହକ ଫୁଡ ଡେଲିଭରି ବୟ ସହିତ ସମ୍ବନ୍ଧ ରଖିବାକୁ ଧମକ ଦେବା ମହଙ୍ଗା ପଡ଼ିଛି। ଡେଲିଭରି ବୟ ଗ୍ରାହକଙ୍କ ଏହି ଲଜ୍ଜାଜନକ ଘଟଣା ବିଷୟରେ ନିଜ ବୋସ୍‌ଙ୍କୁ ଜଣାଇ ଦେଇଥିଲା। ବୋସ୍‌ ସେହି ଗ୍ରାହକଙ୍କୁ ପାନେ ଦେବା ପାଇଁ କିଭଳି ଉପାୟ ଆପଣାଇଥିଲେ ଆସନ୍ତୁ…
ଅଧିକ ଖବର ଦେଖନ୍ତୁ...

ଆମ ସମାଜରେ ହିଂସାର କୌଣସି ସ୍ଥାନ ନାହିଁ : ରାଷ୍ଟ୍ରପତି

ନୂଆଦିଲ୍ଲୀ : ଭାରତ ଅନେକ ଐତିହାସିକ ସଫଳତା ହାସଲ କରିବାର ଦ୍ୱାର ଦେଶରେ ଥିବାବେଳେ ଆମେ ବିଭିନ୍ନ ବିବାଦୀୟ ଓ ଅନାବଶ୍ୟକ ପ୍ରସଙ୍ଗରେ ଛନ୍ଦି ହୋଇ ଏହି ସୁଯୋଗକୁ ହାତଛଡା କରିବା ଉଚିତ ନୁହେଁ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶ ଆସନ୍ତା କାଲି ୭୨ତମ ସ୍ୱାଧୀନତା ଦିବସ ପାଳନ…
ଅଧିକ ଖବର ଦେଖନ୍ତୁ...

ପାରାଦୀପ ବନ୍ଦର ପୋତାଶ୍ରୟରେ ଦୁର୍ଘଟଣା: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ପାରାଦୀପ: ଦକ୍ଷିଣ ଆଫ୍ରିକାରୁ ପାରାଦୀପ ଆସିଥିବା ଏକ ପୋତାଶ୍ରୟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ  ଜାହାଜ ‘ଏମ୍‌.ଭି. ଲାଡୋନା-୧’ରୁ ପାଣିକୁ ଖସିପଡ଼ି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ତାଙ୍କର ନାମ ହର୍ଣ୍ଣଲ ତନ୍ମୟ ବୋଲି ଜଣାପଡ଼ିଛି। ତନ୍ମୟ…
ଅଧିକ ଖବର ଦେଖନ୍ତୁ...

ଚୀନ ହାତମୁଠାକୁ ଚାଲିଯାଉଛି ଶ୍ରୀଲଙ୍କା, ପୁଣି ସାମରିକ ସହାୟତା ଆରମ୍ଭ କଲା ଆମେରିକା

କଲମ୍ବୋ : ଶ୍ରୀଲଙ୍କାରେ ଚୀନର ପ୍ରଭାବ ବଢୁଥିବାରୁ ଆମେରିକା ଚିନ୍ତିତ ହୋଇପଡିଛି । ସ୍ଥିତି ସଂପୂର୍ଣ୍ଣ ଖରାପ ହେବା ପୂର୍ବରୁ ଆମେରିକା କେତେକ ପଦକ୍ଷେପ ନେଇଛି । ଏହି ଯୋଜନା ଅନୁଯାୟୀ ଆମେରିକା ଶ୍ରୀଲଙ୍କାକୁ ପ୍ରାୟ ୩୯ ନିୟୁତ ଡଲାର ସାମରିକ ସହାୟତା ଆକାରରେ ପ୍ରଦାନ କରିବ । ଏହି ପାଣ୍ଠିକୁ…
ଅଧିକ ଖବର ଦେଖନ୍ତୁ...