Daily Archives

August 14, 2018

ଆଠ ହଜାର କବର ମଧ୍ୟରେ ଥିଲା ୨ବର୍ଷ ଶିଶୁର ମୃତଦେହ, ହଠାତ୍‌ ଆଖି ଖୋଲିଲା ତା’ପରେ…

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ କହିବାକୁ ଯାଉଛି ଯାହକୁ ଶୁଣିଲେ ଆପଣଙ୍କ ଭୃକୁଞ୍ଚନ ସୃଷ୍ଟି ହୋଇଯିବ। ଆପଣ ଏହି ଘଟଣାକୁ ହୁଏତ ବିଶ୍ୱାସ ନକରି ପାରନ୍ତି କିନ୍ତୁ ଏପରି ବାସ୍ତବରେ ଘଟିଛି। ଇଟାଲିର ଛୋଟ କସବେ ସିସଲିର ରାଜଧାନୀ ପେଲରମୋରର ଏକ…
ଅଧିକ ଖବର ଦେଖନ୍ତୁ...

ବିହାରରେ ପୁଣି ଏକ ଆଶ୍ରୟ କେନ୍ଦ୍ରରେ ବାଳିକାଙ୍କୁ ଯୌନ ଶୋଷଣ: ହାତଗୋଡ ମାଲିସ କରାଇବା ଆଳରେ ଅଶ୍ଳୀଳ କାର୍ଯ୍ୟ…

ହାଜିପୁର: ବିହାରର ସର୍ଟଷ୍ଟେହୋମ୍‌ ବା ମହିଳାଙ୍କ ଲାଗି ଉଦ୍ଦିଷ୍ଟ ଆଶ୍ରୟ କେନ୍ଦ୍ରଗୁଡ଼ିକରେ ଅନ୍ତେବାସୀଙ୍କ ଉପରେ ଚାଲିଥିବା ଯୌନ ନିର୍ଯାତନା ଘଟଣା ଗୋଟିଏ ପରେ ଗୋଟିଏ ବାହାରକୁ ଆସୁଛି।  ହାଜିପୁରରେ ଥିବା ଏକ ସର୍ଟଷ୍ଟେହୋମ୍‌ରେ ରହୁଥିବା ନାବାଳିକା ଓ ଯୁବତୀଙ୍କୁ ଜିଲ୍ଲା ପ୍ରୋବେସନ୍‌…
ଅଧିକ ଖବର ଦେଖନ୍ତୁ...

ଜାତୀୟ ପୁଲିସ ପଦକ: ଓଡ଼ିଶାରୁ ୨୯ ଜଣ ମନୋନୀତ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଘୋଷଣା ହୋଇଥିବା ଜାତୀୟ ପୁଲିସ ପଦକ ପାଇଁ ଓଡ଼ିଶାରୁ ୨୯ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ମନୋନୀତ ହୋଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ପ୍ରକାଶିତ ତାଲିକା ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏଏସ୍‌ପି ସରୋଜ କୁମାର…
ଅଧିକ ଖବର ଦେଖନ୍ତୁ...

କେଉଁ ୧୦ କଥାକୁ ବ୍ରତ ଭଳି ମାନୁଥିଲେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ?

: ଜୀବନ ତ କେବଳ ନିଜ ଶକ୍ତି ଓ ସାମର୍ଥ୍ୟ ବଳରେ ଜିଆ ଯାଏ। ଅନ୍ୟର କାନ୍ଧରରେ ତ ଯାହା ଶବ ଉଠେ। : ଶ୍ରମିକମାନେ ହିଁ ବାସ୍ତବରେ ସମାଜରେ ତିଷ୍ଟି ରହିପାରନ୍ତି। : ମୁଁ ଏପରି ଜଣେ କଏଦୀ, ଯିଏକି ବନ୍ଦୀ ଗୃହରେ ବ ସ୍ୱାଧୀନ ଓ ମୁକ୍ତ। : ବ୍ୟକ୍ତିକୁ ଅପଦସ୍ତ କରାଯାଇ କେବେ ତା’ର ବିଚାର ହତ୍ୟା…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୨୦ରେ ବିବାହ କରିବେ ରଣବୀର-ଦୀପିକା !

ମୁମ୍ବାଇ : କିଛି ମାସ ହେଲା ବଲିଉଡ୍‌ର ବାଜିରାଓ ମସ୍ତାନି ଦୀପିକା ଏବଂ ରଣବୀର ସିଂଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହେଁ କେବେ କେଉଁଠି ବିବାହ କରିବେ ସେ ଦିନକୁ ଅନାଇ ବସିଛନ୍ତି ଦୀପିକା-ରଣବୀରଙ୍କ ପ୍ରଶଂସକ । ପୂର୍ବରୁ ଦୁଇ ପ୍ରେମୀଯୁଗଳ ଇଟାଲୀରେ ବିବାହ କରିବେ ବୋଲି ଖବର…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତା ଦିବସରେ ରାଇଫଲମ୍ୟାନ୍‌ ସହିଦ ଔରଙ୍ଗଜେବ ଓ ମେଜର ଆଦିତ୍ୟ କୁମାର ପାଇବେ ଶୌର୍ଯ୍ୟ ଚକ୍ର ସମ୍ମାନ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ସୈନିକଙ୍କୁ ପ୍ରଦାନ କରାଯାଉଥିବା ଶୌର୍ଯ୍ୟ ଚକ୍ରର ଘୋଷଣା ମଙ୍ଗଳବାର କରି ଦିଆଯାଇଛି। ଭାରତ ସରକାର ଗାଢ଼ଓ୍ଵାଲ ରାଇଫଲର ମେଜର ଆଦିତ୍ୟ କୁମାର ଓ ରାଇଫଲମ୍ୟାନ୍‌ ସହିଦ ଔରଙ୍ଗଜେବଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ସାହସ ଓ…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ନିଶ୍ୱାସ ନେବା ଦ୍ୱାରା ଶରୀରକୁ ମିଳିଥାଏ ଏହି ସବୁ ଫାଇଦା

ନୂଆଦିଲ୍ଲୀ: ନିଶ୍ୱାସ ହେଉଛି ପ୍ରାଣ, ତେଣୁ ଅମ୍ଳଜାନକୁ ପ୍ରାଣବାୟୁ ବୋଲି କୁହାଯାଇଥାଏ। ଏଥିପାଇଁ ଜୀବନରେ ପ୍ରାଣାୟାମ ନିହାତି ଆବଶ୍ୟକ ବୋଲି କୁହାଯାଇଥାଏ। ସେଥିପାଇଁ ଯଦି ଆମେ ପ୍ରତ୍ୟେକ ନିଶ୍ୱାସ ଉପରେ ଧ୍ୟାନ ଦେବା ତେବେ ସୁସ୍ଥ ଜୀବନଶୈଳୀ ପାଇ ପାରିବା। ପ୍ରତ୍ୟେକଟି ନିଶ୍ୱାସ-ପ୍ରଶ୍ୱାସ…
ଅଧିକ ଖବର ଦେଖନ୍ତୁ...

ଆଉ ମାତ୍ର ଗୋଟିଏ ପରୀକ୍ଷା, ତାପରେ ସେନା ହାତକୁ ଆସିଯିବ ଭାରତର ମହାଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଗ୍ନି-୫

ନୂଆଦିଲ୍ଲୀ : ଆଉ ମାତ୍ର ଗୋଟିଏ ପରୀକ୍ଷା, ତାପରେ ସେନା ହାତକୁ ଆସିଯିବ ଭାରତର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଗ୍ନି-୫ । ଏହି ଶେଷ ପରୀକ୍ଷାଟି ଆସନ୍ତା ଅକ୍ଟୋବର ମାସରେ କରାଯାଇପାରେ । ଏହି ପ୍ରି-ଇଣ୍ଡକ୍ସନ ପରୀକ୍ଷଣ ପରେ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ଅଗ୍ନି…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ୭୧ତମ ସ୍ୱାଧୀନତା ଦିବସ, ଏଥର ପରେଡରେ ଭାଗ ନେବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାତି ପାହିଲେ ଭାରତ ୭୧ତମ ସ୍ୱାଧୀନତା ଦିବସ ପାଳନ କରିବ। ଏଥି ପାଇଁ ଦେଶର ଗାଁରୁ ସହର ପର୍ଯ୍ୟନ୍ତ ଜାତୀୟତା ପ୍ରୀତି ଦେଖାଯାଇଥିବା ବେଳେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି। ଛାତ୍ରଛାତ୍ରୀମାନେ ବୁଧବାର ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ପରେଡରେ…
ଅଧିକ ଖବର ଦେଖନ୍ତୁ...

‘ବାହୁବଳୀ’ ଜରିଆରେ ଛାଇଯିବା ପରେ କାହିଁକି ‘ପଦ୍ମାବତ୍‌’ ପାଇଁ ରିଜେକ୍ଟ ହେଲେ ପ୍ରଭାସ?

ମୁମ୍ବାଇ: ‘ପଦ୍ମାବତ୍‌’କୁ ଚଳିତବର୍ଷର ସବାଧିକ ଗ୍ରସିଂ ଚଳଚ୍ଚିତ୍ର ବୋଲି କହିଲେ ଭୁଲ୍‌ ହେବନାହିଁ। ଅଭିନେତ୍ରୀ ଦୀପିକା ପାଦୁକୋନ, ଅଭିନେତା ରଣବୀର ସିଂହ ଓ ସାହିଦ୍‌ କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ବହୁଳ ଲୋକପ୍ରିୟତା ହାସଲ କରିଛି। ଏପଟେ ‘ବାହୁବଳୀ’ର ଦୁଇଟି ଭାଗ ଜରିଆରେ…
ଅଧିକ ଖବର ଦେଖନ୍ତୁ...