Daily Archives

September 16, 2018

ବିଗ୍‌ ବସ୍‌-୧୨ର ପ୍ରତି ଅଧ୍ୟାୟ ପାଇଁ ସଲମାନଙ୍କୁ ୧୪ କୋଟି ମିଳିବା ସହ ନିର୍ମାତାଙ୍କ ତରଫରୁ ମିଳିଲା ବିଳାସପୂର୍ଣ୍ଣ…

ମୁମ୍ବାଇ: ସେପ୍ଟେମ୍ବର ୧୬ ରବିବାର ଦିନ ବିଗ୍‌ ବସ୍‌-୧୨ସିଜିନ୍‌ ଆରମ୍ଭ ହୋଇ ଯାଇଥିବା ବେଳେ ବିଗ୍‌ ବସ୍‌ ଘରକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି । ପ୍ରତିଯୋଗୀମାନଙ୍କର ଲିଷ୍ଟ ସାମ୍ନାକୁ ଆସିଥିବା ବେଳେ ଏବେ ସଲମାନ ପ୍ରତି ଅଧ୍ୟାୟ ପାଇଁ ୧୪କୋଟି ନେବେ ବୋଲି ଜଣା ପଡ଼ିଛି । ସୋ’ର ନିର୍ମତା…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଚୀନ ଉପକୂଳରେ ମାଡ ହେଲା ମହାବାତ୍ୟା ମାଂଖୁଟ, ପ୍ରଶାସନ ପକ୍ଷରୁ ଅତି ଗୁରୁତର ବିପଦ ସଂକେତ ଜାରି

ହଂକଂ : ଫିଲିପାଇନ୍ସରେ ଶତାଧିକ ଲୋକଙ୍କୁ ମାରିବା ପରେ ସୁପରଟାଇଫୁନ ମାଂଖୁଟ ଚୀନରେ ମାଡ ହୋଇଛି । ଏହାର ପ୍ରଭାବରେ ଦକ୍ଷିଣ ଚୀନର ଜନବହୁଳ ଗ୍ଵାଙ୍ଗଡଙ୍ଗ ରାଜ୍ୟରେ ପ୍ରବଳ ବେଗରେ ପବନ ବୋହିବା ସହ ଅନେକ କ୍ଷୟକ୍ଷତି ହୋଇଛି । ତେବେ ଏହି ବାତ୍ୟା ଆସିବା ଆଗରୁ ପ୍ରଶାସନ ପ୍ରାୟ ୨୪ ଲକ୍ଷ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ପଥପ୍ରାନ୍ତ ନାଟକ କଲେ କିନ୍ନର

ତିରୁବନନ୍ତପୁରମ୍‌: ନିକଟରେ କେରଳରେ ହୋଇଥିବା ବନ୍ୟା ହେତୁ କ୍ଷୟକ୍ଷତି ସହିଥିବା ବନ୍ୟ ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଏବେ ହାତ ମିଶାଇଛନ୍ତି କିନ୍ନରମାନେ। ସେମାନେ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ରାସ୍ତାରେ ନାଟକ ପଦର୍ଶଦ କରି ଟଙ୍କା ସଂଗ୍ରହ କରୁଥିବା ଘଟଣା ମାନବିକତାର…
ଅଧିକ ଖବର ଦେଖନ୍ତୁ...

ପୂର୍ବ-ଭାରତର ସୁରକ୍ଷାକୁ ନେଇ ଚିନ୍ତାରେ ସରକାର: ଆନ୍ଧ୍ରରେ ନିଜର ସାମରିକ ଘାଟି ପ୍ରତିଷ୍ଠା କରିବ ବାୟୁସେନା

ନୂଆଦିଲ୍ଲୀ: ସମଗ୍ର ଭାରତ ମହାସାଗରୀୟ ଅଂଚଳରେ ଚୀନର ପ୍ରଭାବ ବଢୁଥିବାରୁ ଭାରତର ପୂର୍ବ ଉପକୂଳ ଦିନକୁ ଦିନ ଅଧିକ ବିପଦସଂକୁଳ ହୋଇପଡୁଛି । ପୂର୍ବ ଉପକୂଳରେ ଦେଶର କେତେକ ଗୁରୁତ୍ୱପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ଯଥା ବାଲେଶ୍ୱର ଓ ଭଦ୍ରକରେ କ୍ଷେପଣାସ୍ତ୍ର ପରୀକ୍ଷା ଘାଟି, ଚିଲିକାରେ ନୌସେନା…
ଅଧିକ ଖବର ଦେଖନ୍ତୁ...

ସୋ’ ଆରମ୍ଭ ହେବା ପୂର୍ବରୁ ଖୋଲିଗଲା ବିଗ୍‌ ବସ୍‌ର ଅସଲ ମୁଖା, ଭାରତୀ ଏବଂ ହର୍ଷଙ୍କୁ ନେଇ ପ୍ରସାର କରାଯାଇଥିଲା ମିଛ…

ମୁମ୍ବାଇ: ସେପ୍ଟେମ୍ବର ୧୬ (ଆଜିଠାରୁ) ଆରମ୍ଭ ହୋଇଛି ଟେଲିଭିଜନ ଜଗତର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ’ ବିଗ୍‌ ବସ୍‌ । ମାସେ ପୂର୍ବରୁ ଏହି ସୋ’ର ପ୍ରତିଯୋଗୀମାନଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସୋ’ରେ ଯୋଡ଼ି ହିସାବରେ ପ୍ରତିଯୋଗୀମାନେ ଯୋଗ ଦେବେ ବୋଲି ଖବର ସାମ୍ନାକୁ ଆସିଥିଲା ।…
ଅଧିକ ଖବର ଦେଖନ୍ତୁ...

ଏହି ଯୋଜନା ଜରିଆରେ ଏଣିକି ମହିଳା ଓ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍ମାର୍ଟଫୋନ୍‌ ଓ ସିମ୍‌

ନୂଆଦିଲ୍ଲୀ: ଛତିଶଗଡ଼ ସରକାର ରାଜ୍ୟରେ ୫୦ ଲକ୍ଷ ମାଗଣା ସ୍ମାର୍ଟଫୋନ୍‌ ବିତରଣ ପାଇଁ ହ୍ୟାଣ୍ଡସେଟ ନିର୍ମାତା ମାଇକ୍ରୋମ୍ୟାକ୍ସ ଓ ରିଲାଏନ୍ସ ଜିଓକୁ ୧୫୦୦ କୋଟି ଟଙ୍କାର ଅର୍ଡର ଦେଇଛି। ସଞ୍ଚାର କ୍ରାନ୍ତି ଯୋଜନା (ଏସ୍‌କେଓ୍ଵାଇ) ଜରିଆରେ ରାଜ୍ୟ ସରକାର ମହିଳା ଓ ଛାତ୍ରଛାତ୍ରୀଙ୍କୁ ମଗଣା…
ଅଧିକ ଖବର ଦେଖନ୍ତୁ...

ରାମଦେବ କହୁଛନ୍ତି ଲୋକଙ୍କୁ ୩୫ ଟଙ୍କାରେ ତେଲ ଯୋଗାଇବେ, ଲୋକେ ତାଜୁବ

ନୂଆଦିଲ୍ଲୀ: ଦେଶରେ ତେଲଦର ବୃଦ୍ଧିକୁ ନେଇ ଜନସାଧାରଣ ଅତିଷ୍ଠ ହୋଇପଡିଥିବାବେଳେ ସରକାର ମଧ୍ୟ ଚିନ୍ତାରେ ଅଛନ୍ତି । ଏହି ସମୟରେ ବାବା ରାମଦେବ ଏପରି ଏକ କଥା କହିଛନ୍ତି, ଯେ ଲୋକେ ଭାବୁଛନ୍ତି ଯେ ସେ ପାଗଳ ହୋଇଗଲେଣି । ଏନଡିଟିଭିର ୟୁଥ କନକ୍ଲେଭରେ ଯୋଗଦେଇ ସେ କହିଛନ୍ତି ଯେ ସରକାର ଯଦି…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦରରେ ହଜିଲା ନିର୍ବାଚନ କମିସନଙ୍କ ବ୍ୟାଗ୍‌; ଖୋଜାଖୋଜି ପରେ କାର୍‌ରୁ ମିଳିଲା

ଜୟପୁର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ନିଜର ରାଜସ୍ତାନ ଯାତ୍ରା କାଳରେ ନିର୍ବାଚନ କମିସନର୍‌ ସୁନୀଲ ଆରୋରାଙ୍କ ବ୍ୟାଗ୍‌ ଜୟପୁର ବିମାନ ବନ୍ଦରରେ ଚୋରି ହେବା ଖବର ବ୍ୟାପିଯିବା ପରେ ସଂପୃକ୍ତ ଅଞ୍ଚଳରେ କିଛି ସମୟ ପାଇଁ ଖବରଟି ବେଶ୍‌ ଚର୍ଚ୍ଚା ପଲଟିଗଲା। ଏଏନ୍‌ଆଇରେ ପ୍ରକାଶ ପାଇଥିବା…
ଅଧିକ ଖବର ଦେଖନ୍ତୁ...

ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ ଲଞ୍ଚ କଲା ଏହି ନୂଆ ପ୍ଲାନ୍‌, ମିଳିବ ୧୦୫ଜିବି ଡାଟା

ନୂଆଦିଲ୍ଲୀ: ଜିଓ ଟେଲିକମ୍‌ ଇଣ୍ଡଷ୍ଟ୍ରିରେ ଦୁଇ ବର୍ଷ ପୂରା ହେବାକୁ ନେଇ ମାଗଣା ଡାଟା ଓ ଟଙ୍କା ଫେରସ୍ତ ଆଦି ଯୋଜନା ଦେବା ପାଇଁ ଘୋଷଣା କରିଥିଲା। ଏବେ ଜିଓର ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ନିଜର ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ନୂଆ ପ୍ୟାକ୍‌ ଲଞ୍ଚ କରିଛି। ଏହି ନୂତନ ଏୟାରଟେଲ ରିଚାର୍ଜ ମୂଲ୍ୟ…
ଅଧିକ ଖବର ଦେଖନ୍ତୁ...

ମାଂଖୁଟ ହେଲା ଚଳିତ ବର୍ଷର ସବୁଠୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼, ଫିଲିପାଇନ୍ସରେ ମୃତ୍ୟୁ ସଂଖ୍ୟା ୧୦୦ ଟପିବା ଆଶଙ୍କା

ମାନିଲା: ଗତ କାଲି ଫିଲିଫାଇନ୍ସ ଓ ଆଜି  ହଂକଂ ଓ ଚୀନରେ ବ୍ୟାପକ ତାଣ୍ଡବ ରଚାଇଛି ସୁପର ସାଇକ୍ଲୋନ ମାଂଖୁଟ । ଏହାକୁ ଚଳିତ ବର୍ଷର ସବୁଠୁ ଶକ୍ତିଶାଳୀ ସାଇକ୍ଲୋନ ବୋଲି କୁହାଯାଉଛି । ଏହି ସାମୁଦ୍ରିକ ମହାବାତ୍ୟା ଫଳରେ ଫିଲିପାଇନ୍ସରେ ମୃତ୍ୟୁ ସଂଖ୍ୟା ୩୬କୁ  ଛୁଇଁଛି । ଏମାନଙ୍କ ମଧ୍ୟରୁ ୩୨ଜଣ…
ଅଧିକ ଖବର ଦେଖନ୍ତୁ...