Daily Archives

September 25, 2018

ନିଶାଗ୍ରସ୍ତ ହୋଇ ଚଳାଉଥିଲେ ଗାଡ଼ି: ଧରାପଡ଼ି ଗିରଫ ହେଲେ ବଲିଉଡ୍‌ ଅଭିନେତା ଦଲିପ୍‌ ତାହିଲ

ମୁମ୍ବାଇ : ଲୋକପ୍ରିୟ ବଲିଉଡ୍‌ ଅଭିନେତା ଦଲିପ୍‌ ତାହିଲଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ । ରବିବାର ସେ ମଦ ପିଇ ଗାଡ଼ି ଚଳାଇବା ସହ ଏକ ଅଟୋକୁ ପଛପଟୁ ଧକ୍କା ଦେଇଥିଲେ । ଏହା ଦ୍ୱାରା ଅଟୋରେ ବସିଥିବା ଜେନିତା ଗାନ୍ଧି ଏବଂ ଗୌରବ ଚୁଗ୍‌ ଆହତ ହୋଇ ଏବେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହି…
ଅଧିକ ଖବର ଦେଖନ୍ତୁ...

ମୁକେଶ ଅମ୍ବାନିଙ୍କ ଝିଅ  ଇଶାଙ୍କ ବାର୍ଷିକ ଆୟ ବିଷୟରେ ଜାଣି ଉଡ଼ିଯିବ ଆପଣଙ୍କ ହୋସ, ଜାଣନ୍ତୁ ତାଙ୍କ ସଂପର୍କରେ କିଛି…

ମୁମ୍ବାଇ : ଦେଶରେ ହିଁ ନୁହେଁ, ବରଂ ଏସିଆ ମହାଦେଶରେ ଥିବା କୋଟିପତିଙ୍କ ସୂଚୀରେ ରହିଛି ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ନାଁ । ଏବେ ତାଙ୍କ ପଥ ଅନୁସରଣ କରି ସେ ଆଗକୁ ନେଇଥିବା ବ୍ୟବସାୟକୁ ଆହୁରି ଆଗକୁ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ତାଙ୍କ ଦୁଇ ପୁଅ ଏବଂ ଝିଅ ଇଶା ଅମ୍ବାନୀା ଗତ…
ଅଧିକ ଖବର ଦେଖନ୍ତୁ...

ଉଦ୍ଧାର ହେଲେ ହିମାଚଳ ବନ୍ୟାରେ ଫଶି ରହିଥିବା ୫୦ ଆଇଆଇଟି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ପ୍ରବଳ ବନ୍ୟାରେ ଫଶି ରହିଥିବା ପ୍ରାୟ  ୫୦ ଜଣ ଆଇଆଇଟି ରୁରକୀ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏହା ସହିତ ୫ ଜଣ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଓ ୨ ଜଣ ଜର୍ମାନ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ଜିଲ୍ଲା ପ୍ରଶାସନ ଓ ସୀମା ସଡ଼କ ସଂଗଠନ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ପାହାଡ଼ିଆ ଅଞ୍ଚଳକୁ ବୁଲି ଯିବାର ଯୋଜନା କରିପାରନ୍ତି। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଚନ୍ଦନେଶ୍ବର। ବୃଷ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ।…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ଗାଡ଼ି ଭିତରେ ଯୁବତୀଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା: ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟରୁ ନିଲମ୍ବିତ ହେଲେ…

ମିରଟ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ମିରଟରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ଏକ ପୁଲିସ୍‌ ଗାଡ଼ି ଭିତରେ ଜନୈକା ଯୁବତୀଙ୍କୁ ଚାପୁଡ଼ା ମାରିବା ସହ ତାଙ୍କୁ ଗାଳି ଗୁଲଜ କରିବା ଘଟଣା ତିନି ଜଣ ପୁଲିସ୍‌ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ଏସିଆ କପ: ରବୀନ୍ଦ୍ର ଜାଦେଜଙ୍କୁ ୩ ଓ୍ଵିକେଟ, ଭାରତକୁ ୨୫୩ ରନ୍‌ ଟାର୍ଗେଟ ଦେଲା ଆଫଗାନିସ୍ତାନ

ଦୁବାଇ: ଏସିଆ କପ୍‌ର ସୁପର-୪ ମୁକାବିଲାରେ ରବୀନ୍ଦ୍ର ଜାଦେଜା ଆଫଗାନିସ୍ତାନର ୩ ଜଣ ଖେଳାଳିଙ୍କୁ ଆଉଟ୍‌ କରିଛନ୍ତି। ଆଫଗାନିସ୍ତାନ ମହମ୍ମଦ ସାହଜାଦଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମଙ୍ଗଳବାର ଭାରତକୁ ୨୫୩ରନ୍‌ ଟାର୍ଗେଟ ଦେଇିଛି। ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୨୫୨…
ଅଧିକ ଖବର ଦେଖନ୍ତୁ...

ମାଳଦ୍ୱୀପରେ କ୍ଷମତା ପରିବର୍ତ୍ତନ ପଛରେ କଣ ଭାରତର ହାତ ଅଛି ?

ନୂଆଦିଲ୍ଲୀ :  ଭାରତ ମହାସାଗରୀୟ  କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ମାଳଦ୍ୱୀପରେ ନିର୍ବାଚନ ହୋଇ ବିରୋଧୀ ଦଳ କ୍ଷମତାକୁ ଆସିବା ନିଶ୍ଚିତ ହୋଇଯାଇଛି । ଏହା ସହିତ ଏକଛତ୍ରବାଦୀ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି । ତେବେ କାଲି ପର୍ଯ୍ୟନ୍ତ ଦେଶର ବିରୋଧୀ ଦଳ ନେତା,…
ଅଧିକ ଖବର ଦେଖନ୍ତୁ...

ସୁନନ୍ଦା ପୁଷ୍କର ଅପମୁତ୍ୟୁ ମାମଲା: ଅକ୍ଟୋବର ୯ରେ ସ୍ପଷ୍ଟ ହୋଇଯିବ କଂଗ୍ରେସ ସାଂସଦ ତଥା ସ୍ୱାମୀ ଶଶି ଥରୁର୍‌ ଦୋଷୀ ନା…

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିିତ ସୁନନ୍ଦା ପୁଷ୍କର ଅପମୁତ୍ୟୁ ମାମଲାର ଚୂଡ଼ାନ୍ତ ଶୁଣାଣି ଆସନ୍ତା ଅକ୍ଟୋବର ୯ ତାରିଖରେ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ବର୍ଷାଧିକ କାଳ ତଦନ୍ତ କରିବା ପରେ ଦିଲ୍ଲୀ ପୁଲିସ୍‌ ସୁନନ୍ଦା ପୁଷ୍କର ଅପମୁତ୍ୟୁ ଘଟଣାରେ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ବୁଦ୍ଧିମାନ ଲୋକେ ବିଳମ୍ବରେ ନିଦ୍ରା ଯାଆନ୍ତି, ଅଶାଳୀନ ଭାଷାର ବ୍ୟବହାର କରି ଥାଆନ୍ତି: ଗବେଷଣା

ଆପଣ ବିଳମ୍ବରେ ନିଦ୍ରା ଯାଆନ୍ତି କି? ଆପଣ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଅଶାଳୀନ ଶବ୍ଦର ବ୍ୟବହାର କରନ୍ତି କି? ଏହାକୁ ନେଇ ଏକ ନୂଆ ଗବେଷଣା କରାଯାଇଛି। ଏହି ଗବେଷଣା ରିପୋର୍ଟରେ ଦାବି କରାଯାଇଛି କି, ଏଭଳି ଲୋକ ସଚ୍ଚୋଟ ଓ ବୁଦ୍ଧିମାନ ହୋଇ ଥାଆନ୍ତି। ଏହି ଗବେଷଣାରେ ଏହା ବି କୁହାଯାଇଛି ଯେ,…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ରାମନାଥଙ୍କ ଠାରୁ ‘ଖେଳ ରତ୍ନ’ ପୁରସ୍କାର ଗ୍ରହଣ କଲେ ବିରାଟ-ମୀରାବାଇ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋହଲିଙ୍କ ଠାରୁ ମଙ୍ଗଳବାର ଟିମ୍‌ ଇଣ୍ଡିଆ କ୍ରିକେଟର ନିୟମିତ ଅଧିନାୟକ ବିରାଟ କୋହଲି ‘ରାଜୀବ ଗାନ୍ଧି ଖେଳରତ୍ନ’ ପୁରସ୍କାର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଭବ୍ୟ ସମାରୋହରେ ବିଶ୍ୱ ଚାମ୍ପିଅନ ଭାରୋତ୍ତୋଳକ ମୀରାବାଇ ଚାନୁ ମଧ୍ୟ ‘ରାଜୀବ…
ଅଧିକ ଖବର ଦେଖନ୍ତୁ...