Daily Archives

October 16, 2018

ଆଜିଠାରୁ ଆରମ୍ଭ ହେଉଛି ଏସବିଆଇ ୟୋନୋ ସପିଙ୍ଗ୍‌ ଫେଷ୍ଟିଭାଲ, ମିଳୁଛି ଆକର୍ଷଣୀୟ ରିହାତି

ମୁମ୍ବାଇ : ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରଥମ ପୂର୍ଣ୍ଣାଙ୍ଗ ଡିଜିଟାଲ ସେବା ପ୍ଲାଟଫର୍ମ ୟୋନୋ(ୟୁ ଓନଲି ନିଡ୍‌ ୱାନ) ଆପ୍‌ ୟୋନୋ ସପିଙ୍ଗ ଫେଷ୍ଟିଭାଲର ଶୁଭାରମ୍ଭ କରିଛି। ଏହା ଆଜିଠାରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସେବା ଆରମ୍ଭ ଫଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ସପିଙ୍ଗ…
ଅଧିକ ଖବର ଦେଖନ୍ତୁ...

ଗଛରେ ଯୁବତୀଙ୍କ ଆତ୍ମା ଥିବା କହି ଡରୁଥିଲେ ଲୋକେ, ପୁଲିସ ଯାଞ୍ଚ କରି ଖୋଲିଲା ଏହାର ରହସ୍ୟ

ଅହମ୍ମଦାବାଦ: ଗୁଜୁରାଟର ବନାସକାଣ୍ଠ ଜିଲ୍ଲାର ଅମିରଗଢ଼ ସହରରେ ଏଇ କିଛି ଦିନ ହେବ ଗଛରେ ଭୂତ ଥିବା ନେଇ ଏକ ଗୁଜବ ଘୁରି ବୁଲୁଛି। ଯାହାକୁ ନେଇ ଲୋକମାନଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି। ସ୍ଥାନୀୟ ଲୋକମାନେ ଏକ ସପ୍ତାହ ହେବ ଭୂତକୁ ଦେଖୁଥିବା କଥା ବି କହିଛନ୍ତି। ଯାହାକୁ ନେଇ ଚାରିଆଡେ…
ଅଧିକ ଖବର ଦେଖନ୍ତୁ...

ସକାଳରୁ ଜଣାପଡ଼େ ଦିନ କିପରି କଟିବ; ନିଜ ସକାଳକୁ ଏପରି କରନ୍ତୁ ଶୁଭସକାଳ

ଦିନଟି ଫୂର୍ତ୍ତିରେ କଟୁ ବୋଲି ଆପଣ ଚାହୁଁଛନ୍ତି କି? କଥାରେ ଅଛି ସକାଳରୁ ହିଁ ପୂରା ଦିନର ଅନୁମାନ ଲଗାଇ ହୋଇଥାଏ। ସକାଳୁ ଉଠି କିଛି ଏପରି କରନ୍ତୁ ଯାହା ଫଳରେ ଆପଣଙ୍କ ସକାଳ ଭଲରେ କଟିବା ସହ ପୂରା ଦିନଟି ବି ଏକଦମ୍‌ ଭଲରେ କଟିବ। -ସକାଳୁ ଉଠିବା ମାତ୍ରେ ଶୌଚ ସାରି ବାହାରେ ଖୋଲା ଆକାଶ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ଏନ୍‌କାଉଣ୍ଟରରେ ଜଣେ ନକ୍ସଲ ନିହତ

ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ମାଲଓ୍ଵାଡା ଜଙ୍ଗଲରେ ମଙ୍ଗଳବାର ଦ୍ୱିପହର ସମୟରେ ପୁଲିସ ଓ ନକ୍ସଲ ସହିତ ଗୁଳିବିନି ହୋଇଥିଲା। ଏହି ଗୁଳିବନିମୟରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ପୁଲିସ ନକ୍ସଲ ନିକଟରୁ ଗୋଟିଏ ରାଇଫଲ୍‌ ଜବତ କରିଛି। ପୁଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ…
ଅଧିକ ଖବର ଦେଖନ୍ତୁ...

ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ନାଁରେ ଆଉ ଏକ ‘#ମି ଠୁ’ ଅଭିଯୋଗ

ଭୁବନେଶ୍ୱର: ଚିତ୍ରଶିଳ୍ପୀ ଯଦୀନ ଦାସଙ୍କ ନାଁରେ ଆଉ ଏକ ‘#ମି ଠୁ’ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସାମ୍ବାଦିକା। ସୂଚନା ଅନୁସାରେ ସାମ୍ବାଦିକା ଅନୁଶ୍ରୀ ମଜୁମଦାର ଏହି ଅଭିଯୋଗ ଆଣିଛନ୍ତି। ଅନୁଶ୍ରୀଙ୍କ ଅଭିଯୋଗ ଅନୁସାରେ ଚିତ୍ରଶିଳ୍ପୀ ଯତୀନ ଦାସ କାମ ବାହାନାରେ ବାରମ୍ବାର ଫୋନ କରୁଥିଲେ।…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ନବୀନ ଆସ୍ତନ୍ତାକାଲି ଗସ୍ତ କରିବେ ଭଞ୍ଜନଗର ଓ ବାରଘର

ଭୁବନେଶ୍ୱର/ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ନବୀନ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଓ ଭଞ୍ଜନଗର ଯାଇ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଭଞ୍ଜନଗରରେ ମୁଖ୍ୟମନ୍ତ୍ରୀ ନବୀନ ବିଗତ ଦିନରେ ଦେଖାଯାଇଥିବା ଭୟଙ୍କର…
ଅଧିକ ଖବର ଦେଖନ୍ତୁ...

#ମି-ଠୁ ଜାଲରେ ଫସିଲେ ଓଡ଼ିଆ ଚିତ୍ରଶିଳ୍ପୀ ଯତୀନ ଦାସ, ସଂଗୀନ ଅଭିଯୋଗ ଆଣିଲେ ବିବାହିତା ମହିଳା

ଭୁବନେଶ୍ୱର : ମି-ଠୁ ଅଭିଯାନର ପରିସର ଦିନକୁ ଦିନ ବଢିବାରେ ଲାଗିଛି । ଏବେ ଏହି ତାଲିକାରେ ଦେଶର ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ନାଁ ଉଠିଛି । ୨୦୦୪ରେ ସେ ଜଣେ ବିବାହିତା ମହିଳାଙ୍କୁ ବଳପୂର୍ବକ ଚୁମ୍ବନ ଦେଇଥିବା ଅଭିଯୋଗ ଉଠିଛି । ନିଶା ବୋରା ନାମକ ଏହି ମହିଳା ଟ୍ଵିଟ୍ଟର ନିଜର ଏହି…
ଅଧିକ ଖବର ଦେଖନ୍ତୁ...

ଚାକିରିରୁ ଫେରିବା ପରେ ପତ୍ନୀ ଅନ୍ୟ ପୁରୁଷ ସହିତ ଫେରାର ହୋଇଯାଇଥିବା ଜାଣିବା ପରେ ସ୍ୱାମୀ ନକ୍ସଲ ସଙ୍ଗଠନରେ ସାମିଲ…

ମୁମ୍ବାଇ: ତେଲେଙ୍ଗାନାରେ ପୁଲିସ ଜଣେ ଏମିତି ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏକି ପତ୍ନୀଙ୍କଠାରୁ ପ୍ରତିଶୋଧ ନେବା ପାଇଁ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୩୮ ବର୍ଷୀୟ ଜକ୍କୁଲା ବାବୁଙ୍କୁ ପୁଲିସର ରାଜାନ୍ନା ସିରସିଲ୍ଲା ଜିଲ୍ଲାରୁ ଗିରଫ କରିଛି। ବାବୁ ଚଳିତ…
ଅଧିକ ଖବର ଦେଖନ୍ତୁ...

ସୋନା ମହାପାତ୍ରଙ୍କ ପରେ କୈଳାସ ଖେର୍‌ଙ୍କ ନାମରେ ଆଉ ଜଣେ କଣ୍ଠଶିଳ୍ପୀ ଆଣିଲେ ଯୌନ ଶୋଷଣ ଅଭିଯୋଗ

ମୁମ୍ବାଇ: ଯୌନ ଶୋଷଣ ସଂପର୍କରେ ଅନେକ ମହିଳା ନିଜର କାହାଣୀ କହୁଥିବା ବେଳେ ଏହି ଅଭିଯାନରେ ପ୍ରାୟତଃ ବଳି ପଡ଼ି ଯାଉଛନ୍ତି କେତେକ ନାମୀଦାମୀ ବ୍ୟକ୍ତିତ୍ୱ। ଅଭିଯୁକ୍ତଙ୍କ ତାଲିକାରେ ସୁବାଷ ଘାଇ, ରଜତ କପୁର, ଏବଂ ସଜିଦ୍‌ ଖାନ, ଅନ୍ନୁ ମଲ୍ଲିକ, ଆଲୋକ ନାଥ, ଚେତନ ଭଗତ, ନାନା ପାଟେକର ଆଦି…
ଅଧିକ ଖବର ଦେଖନ୍ତୁ...

ଧରାବତରଣ କଲେ ମା’ ଦୁର୍ଗତି ନାଶିନୀ, ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ବର : ମା’ ଦୁର୍ଗତି ନାଶିନୀ ଧରାବତରଣ କରିଛନ୍ତି। ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। କିଛିଦିନ ଧରି ସୁଦୃଶ୍ୟ ତୋରଣ ଦେଖିବାକୁ ବ୍ୟାକୁଳ ଥିବା ମନ ବି ତୋଷ ହୋଇଛି। ଆଖି ପାଉ ନଥିବା ସୁଉଚ୍ଚ ତୋରଣ ସାଙ୍ଗକୁ ସାଜସଜାରେ ମନ ପୂରି ଉଠିଛି। ଏନେଇ ପୂଜା ମଣ୍ଡପ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...