Daily Archives

October 16, 2018

ଜିପିଏଫ ସୁଧହାର ୦.୪% ବଢାଇଲେ କେନ୍ଦ୍ର ସରକାର, ୮% ହେଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀ, ରେଳ କର୍ମଚାରୀ ଓ ସେନା କର୍ମଚାରୀମାନଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଅକ୍ଟୋବର-ଡିସେମ୍ବର ତିନିମାସ ପାଇଁ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ ( ସାଧାରଣ ଭବିଷ୍ୟନିଧି ପାଣ୍ଠି) ବା ଜିପିଏଫ ପାଇଁ ସୁଧହାରକୁ ୦.୪ ପ୍ରତିଶତ ବୃଦ୍ଧି କରି ୮…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ତିତ୍‌ଲି’ ଓ ପରବର୍ତ୍ତୀ ବନ୍ୟାରେ ୨୬ଜଣଙ୍କ ମୃତ୍ୟୁ: ଏସ୍‌ଆର୍‌ସି

ଭୁବନେଶ୍ୱର: ବାତ୍ୟା ‘ତିତଲି’ ଓ ପରବର୍ତ୍ତି ବନ୍ୟାରେ ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୨୬ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମଙ୍ଗଳବାର ଏସ୍‌ଆର୍‌ସି ପକ୍ଷରୁ ପ୍ରକାଶ। ଗଜପତି ଜିଲ୍ଲାରେ ପାହାଡ ଧସି ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣଙ୍କ କାନ୍ଥ ପଡି ମୃତ୍ୟୁ ହୋଇଥିବା ଖବର ମିଳିଥିଲା।…
ଅଧିକ ଖବର ଦେଖନ୍ତୁ...

#ମିଠୁ ଅଭିଯୋଗ ପରେ ତନୁଶ୍ରୀ ନିଜ ସଂପର୍କରେ ଏମିତି କହିଲେ…

ମୁମ୍ବାଇ: ଦୀର୍ଘ ୧୦ ବର୍ଷ ତଳର ଏକ ଘଟଣାକୁ ମନେପକାଇ ସିନେ କଳାକାର ନାନା ପାଟେକରଙ୍କ ବିରୋଧରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ #ମିଠୁ ଅଭିଯୋଗ ଆଣିବା ପରେ ଏବେ ଏହା ପୂରା ଦେଶରେ ଏକ ଟ୍ରେଣ୍ଡ୍‌ ପାଲଟି ଯାଇଛି। ବିଭିନ୍ନ ମହଲରୁ ମହିଳା ଓ ପୁରୁଷମାନେ ବି ଏ ନେଇ ସ୍ୱର ଉଠାଉଛନ୍ତି। ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ସଂଯୋଗ ନଥିବା କାରଣରୁ ଅଳ୍ପକେ ବର୍ତିଲା ହିରାଖଣ୍ଡ ଟ୍ରେନ୍‌

ଲକ୍ଷ୍ମୀପୁର: ଜଗଦଲପୁରରୁ ଭୂବନେଶ୍ୱର ଅଭିମୁଖେ ଯାଉଥିବା ହିରାଖଣ୍ଡ ଟ୍ରେନ ସୋମବାର ରାତିରେ ପୁଣି ଥରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ସୋମବାର ରାତ୍ର ୮ଟା ୫୧ ମିନିଟ୍‌ରେ ଟିକିରି ଷ୍ଟେସନ୍‌ରୁ ରାଉଳି ଅଭିମୁଖେ ଛାଡିଥିଲା ହିରାଖଣ୍ଡ ଟ୍ରେନ୍‌। ରାତି ୯ଟା ୨୦ ସୁଧା ରାଉଳି…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲି ଖୋଲିବ ସାବ୍ରିମାଲା କ୍ଷେତ୍ର, ସ୍ଥିତି ବିଗିଡିବା ଆଶଙ୍କା, ଶାନ୍ତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ତିରୁଅନନ୍ତପୁରମ : କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବ୍ରିମାଲାରେ ମହିଳଙ୍କ ପ୍ରବେଶନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ନେଇ କେରଳରେ ନିୟମିତ ବିରୋଧ ପ୍ରଦର୍ଶନ କରାଯାଉଛି । ହିନ୍ଦୁବାଦୀ ସଂଗଠନଗୁଡ଼ିକ ଏହି ନିଷ୍ପତ୍ତିକୁ ପ୍ରବଳ ବିରୋଧ…
ଅଧିକ ଖବର ଦେଖନ୍ତୁ...

କଟକ ସହରରେ ୧୬୦ଟି ପୂଜା ମଣ୍ଡପରେ ଝଲସୁଛନ୍ତି ଜଗତ ଜନନୀ ମା’। ଖାନନଗରରେ ନୂଆ ସୁନା ମୁକୁଟ, ଚୌଧୁରୀ ବଜାରରେ ୨ ନୂଆ…

କଟକ: ବିଭିନ୍ନ ମେଢରେ ଶୋଭା ପାଉଛି ୬୧ କିଲୋରୁ ଅଧିକ ସୁନା, ୯୦ କ୍ବିଣ୍ଟାଲରୁ ଅଧିକ ଚାନ୍ଦି। ଆଜି ଷଷ୍ଠୀରୁ ପାରଂପରିକ ଭାବେ ବିଭିନ୍ନ ପୂଜା ମଣ୍ଡପରେ ଦଶହରା ପୂଜା ଆରମ୍ଭ ହୋଇଥିବା ବେଳେ ସୁନା, ଚାନ୍ଦିର ଚମକରେ ଝଲସୁଛି କଟକ ମହାନଗର। ୨୩ଟି ମେଢ ସଂପୂର୍ଣ୍ଣ ଚାନ୍ଦି ‌ବ୍ୟବହାର କରିଥିବା…
ଅଧିକ ଖବର ଦେଖନ୍ତୁ...

#ମିଠୁ ଅଭିଯାନରେ ସାମିଲ୍‌ ହେଲା ପୁରୁଷଙ୍କ ନାମ; ନିଜ ସହ ଘଟିଥିବା ଯୌନ ଶୋଷଣର କାହାଣୀ ବଖାଣିଲେ ଏହି ଅଭିନେତା

ମୁମ୍ବାଇ: ବର୍ତ୍ତମାନ ଚାଲିଥିବା #ମିଠୁ ଅଭିଯାନରେ ମହିଳାଙ୍କ ପରେ ଏବେ ସାମିଲ୍‌ ହୋଇଛି ପୁରୁଷଙ୍କ କାହାଣୀ। ବଲିଉଡ୍‌ ଅଭିନେତା ସକିବ୍‌ ସଲିମ୍‌ ନିଜର ଏକ #ମିଠୁ ମୁହୂର୍ତ୍ତ ସଂପର୍କରେ କହିଛନ୍ତି। ‘ରେସ୍‌୩’ ଚଳଚ୍ଚିତ୍ରରେ ସଲମାନଙ୍କ ଭାଇ ଭୂମିକା ନିଭାଇଥିବା ସକିବ୍‌ଙ୍କୁ ଯେତେବେଳେ ୨୧…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ: ରେଙ୍ଗାଳି ଶାଖା କେନାଲ ଭାଙ୍ଗି ଗାଁ ଭିତରକୁ ପଶିଲା ପାଣି

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ପଂଚାୟତ ବାଇସିଙ୍ଘ ଗ୍ରାମରେ ରେଙ୍ଗାଳି ଭଇରପୁର ଶାଖା କେନାଲ ଭାଙ୍ଗି ଗାଁ ଭିତରକୁ ପାଣି ପଶିଛି। ଫଳରେ ଲୋକେ ଆତଙ୍କିତ ହୋଇଛନ୍ତି। ଆଜି ସକାଳେ ଗାଁ ପାଖ ଦେଇ ଯାଇଥିବା କେନାଲରେ ଘାଇ ହୋଇଥିଲା ପରେ ପରେ ଏହା ୧୦ ଫୁଟ ଗଭୀର ଘାଇ…
ଅଧିକ ଖବର ଦେଖନ୍ତୁ...

ସହିଦ ଭଗତ ସିଂହ ଜୟନ୍ତୀ ପାଳିଲେ ବୋଲି କଲେଜରୁ ବିଦା ହେଲେ ଛାତ୍ରୀ

କୋଏମ୍ବାଟୁର: ତାମିଲନାଡୁର କୋଏମ୍ବାଟୁର ସରକାରୀ କଳା କଲେଜରେ ଏକ ଅଦ୍ଭୁତଜନକ ମାମଲା ଲୋକଲୋଚନକୁ ଆସିଛି। ଏଠାରେ ଜଣେ ଛାତ୍ରୀଙ୍କୁ ସହିଦ ଭଗତ ସିଂହଙ୍କ ଜୟନ୍ତୀ ପାଳନ କରିବାରୁ ବିଦା ହେବାକୁ ପଡ଼ିଛି। କଲେଜରେ ଇତିହାସ ବିଷୟରେ ପ୍ରଥମ ଛାତ୍ରୀଙ୍କୁ ବହିଷ୍କାର କରାଯାଇଛି। କାରଣ ଛାତ୍ରୀ ଗତ…
ଅଧିକ ଖବର ଦେଖନ୍ତୁ...

ନ୍ୟୁକ୍ଲିୟର ଟ୍ରାୟାଡ ଥିବା ବିଶ୍ୱର ୬ଷ୍ଠ ଦେଶ ହେଲା ଭାରତ : ଜଳ-ସ୍ଥଳ ଓ ଆକାଶ ମାର୍ଗରୁ ପରମାଣୁ ଆକ୍ରମଣ କରିପାରିବ 

ନୂଆଦିଲ୍ଲୀ : ଏକ ଅପରେସନାଲ ନ୍ୟୁକ୍ଲିୟର ଟ୍ରାୟାଡ କାର୍ଯ୍ୟକ୍ଷମ କରିବାରେ ଭାରତ ବିଶ୍ୱର ୬ଷ୍ଠ ଦେଶରେ ପରିଣତ ହୋଇଛି । ଏହାର ଅର୍ଥ ହେଉଛି ଭାରତ ସମୁଦ୍ର ମଧ୍ୟରୁ, ସ୍ଥଳଭାଗରୁ ଓ ଆକାଶମାର୍ଗରୁ ଆଣବିକ ଆକ୍ରମଣ କରିପାରିବ । ପୂର୍ବରୁ ଆମେରିକା, ଋଷିଆ, ଫ୍ରାନ୍ସ, ବ୍ରିଟେନ ଓ ଚୀନ ପାଖରେ ଏହି…
ଅଧିକ ଖବର ଦେଖନ୍ତୁ...