Daily Archives

November 2, 2018

ବାଘ ଧରିବାକୁ ହାତୀର ସାହାଯ୍ୟ ନିଅାଗଲା : ‘ସୁନ୍ଦରୀ’ ପାଇଁ ସାତକୋଶିଆ ଫେରିଲା ‘ଯଶୋଦା’

ଅନୁଗୁଳ: ବାଘକୁ ଧରିବା ଲାଗି ହାତୀ ପଠାଯାଇଛି ସାତକୋଶିଆ।  ବନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଛି। ଆତଙ୍କ ଖେଳାଇ ସାରା ରାଜ୍ୟରେ ଆଲୋଚନାର ପରିସରକୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ କରିବା ପାଇଁ ଚନ୍ଦକା ଗୋଡ଼ିବାରୀରୁ ହାତୀ ‘ଯଶୋଦା’କୁ  ସାତକୋଶିଆ ପଠାଯାଉଛି ।…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ହେବ ୧୦୦ ମିଟର ଉଚ୍ଚତା ବିଶିଷ୍ଟ ଭଗବାନ ରାମଙ୍କର ଭବ୍ୟ ପ୍ରତିମୂର୍ତ୍ତି; ଦୀପାବଳିରେ ଘୋଷଣା କରିପାରନ୍ତି…

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଅଯୋଧ୍ୟା ଠାରେ ଭଗବାନ ରାମଙ୍କର ଏକ ଭବ୍ୟ ପ୍ରତିମୂର୍ତ୍ତି ଉତ୍ତରପ୍ରଦେଶ ସରକାର ନିର୍ମାଣ କରିପାରନ୍ତି। ଅଯୋଧ୍ୟାରେ ରାମଙ୍କର ଏକ ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣ ସଂପର୍କିତ ଘୋଷଣା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ଦୀପାବଳି ଉତ୍ସବ ପାଳନ ଅବସରରେ…
ଅଧିକ ଖବର ଦେଖନ୍ତୁ...

ଅମିତାଭ ବଚନଙ୍କୁ ‘ଏଭରେଷ୍ଟ ମସଲା’ ବିଜ୍ଞାପନ ଲାଗି ଓକିଲ ସଂଘର ନୋଟିସ

ମୁମ୍ବାଇ : ଦିଲ୍ଳୀର ବାର କାଉନସିଲ ବିଗ ବି ଅମିତାଭ ବଚନଙ୍କ ନାମରେ ଲିଗାଲ ନୋଟିସ ପଠାଇଛି। ସେ ଏଭରେଷ୍ଟ ମସଲାର ବିଜ୍ଞାପନରେ ସେ ଓକିଲଙ୍କ ପୋଷାକରେ ଅଭିନୟ କରିଥିବାରୁ ତାଙ୍କୁ ଅଭିନୟ ପୂର୍ବରୁ ଆଇନଗତ ପରାମର୍ଶ ନେବାର ଥିଲା। କିନ୍ତୁ ସେ ସେପରି କରି ନାହାନ୍ତି। ଭବିଷ୍ୟତରେ ସେପରି ଆଉ ଭୁଲ…
ଅଧିକ ଖବର ଦେଖନ୍ତୁ...

ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର; କମ୍ପାନି ବାହାର କରିବାକୁ ଯାଉଛି ଏହି ସବୁ ଆକର୍ଷଣୀୟ ଫିଚର୍‌

ଗ୍ରାହକମାନଙ୍କୁ ଖୁସି କରାଇବାର ସୁଯୋଗ କେବେ ବି ହାତ ଛଡ଼ା କରେ ନାହିଁ ହ୍ଵାଟ୍‌୍‌ସଆପ୍‌। କିଛି ଦିନ ଅନ୍ତରରେ ଏକ ନୂଆ ଫିଚର୍‌ ଆଣିବାରେ ହ୍ଵାଟ୍‌ସଆପ ବେଶ୍‌ ଆଗରେ। ଆଗକୁ ହ୍ଵାଟ୍‌ସଆପ୍‌ ଆହୁରି କିଛି ଲୋକପ୍ରିୟ ଫିଚର୍‌ ନେଇ ଆସିବ ବୋଲି ଆଶା କରାଯାଉଛି। ଏକ ନୂଆ ଫିଚର୍‌ ‘ରିପ୍ଲାଏ…
ଅଧିକ ଖବର ଦେଖନ୍ତୁ...

ଭାରତରେ ତିଆରି ହେବ କାଲାସନିକୋଭ ରାଇଫଲ, ସେନାର ଇନସାସ ରାଇଫଲକୁ ବଦଳାଯିବ 

ନୂଆଦିଲ୍ଲୀ: ଭାରତରେ ନିର୍ମାଣ ହେବ ବିଶ୍ୱର ସବୁଠୁ ଲୋକପ୍ରିୟ ଆସାଲ୍ଟ ରାଇଫଲ କାଲାସନିକୋଭ ।  ଏ ନେଇ ଖୁବ ଶୀଘ୍ର ଭାରତ ଓ ଋଷିଆ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହେବ । ଏହି ଯୋଜନା ମାଧ୍ୟମରେ ପ୍ରାୟ ୬ ଲକ୍ଷ ୫୦ ହଜାର ଏକେ-୧୦୩ ଆସାଲ୍ଟ ରାଇଫଲ ନିର୍ମାଣ କରାଯିବ । ଏହାପରେ ଭାରତୀୟ ସେନାର…
ଅଧିକ ଖବର ଦେଖନ୍ତୁ...

ଆଇସିସି ଦିନିକିଆ ର‍୍ୟାଙ୍କିଙ୍ଗ୍‌: ୧ ନମ୍ବରରେ କୋହଲି ମଜବୁତ୍‌, କ୍ୟାରିୟରର ସବୁଠାରୁ ଭଲ ସ୍ଥାନ ପାଇଲେ ରୋହିତ ଶର୍ମା

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶୁକ୍ରବାର ସଦ୍ୟତମ ଦିନିକିଆ ର‍୍ୟାଙ୍କିଙ୍ଗ୍‌ ଜାରି କରିଛି। ଏଥିରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଓପନ୍‌ର ରୋହିତ ଶର୍ମାଙ୍କୁ ଅଧିକ ଲାଭ ହୋଇଛି। କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ଶୃଙ୍ଖଳାରେ ୪୫୩ ରନ୍‌ ସଂଗ୍ରହ କରି ନିଜର…
ଅଧିକ ଖବର ଦେଖନ୍ତୁ...

ସହିଦ ପରିବାରଙ୍କୁ ଜଣେ ବ୍ୟକ୍ତି ୨୦ ବର୍ଷ ଧରି ପତ୍ର ପ୍ରେରଣ କରୁଛନ୍ତି

ସୂରତ: ଦେଶର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇ ପ୍ରାଣ ହରାଇଥିବା ସହିଦ ପରିବାରଙ୍କୁ ଜଣେ ବ୍ୟକ୍ତି ନିୟମିତ ରୂପେ ଗତ ୨୦ ବର୍ଷ ଧରି ପତ୍ର ପ୍ରେରଣ କରୁଛନ୍ତି। ଗୁଜୁରାଟର ସୂରତର ଏହି ବ୍ୟକ୍ତିଜଣକ ହେଲେ ଜିତେନ୍ଦ୍ର କୁମାର ସିଂହ। ସେ ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୭ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶୁକ୍ରବାର ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଓଲୋଜିଷ୍ଟ କ୍ୟାଡର ପୁନର୍ଗଠନକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ସେହିଭଳି ସରକାର ଡିଟିସିସିର ୩୬ କୋଟି…
ଅଧିକ ଖବର ଦେଖନ୍ତୁ...

ହିରୋ ମୋଟୋକର୍ପର ଅକ୍ଟୋବର ବିକ୍ରି ୭ ଲକ୍ଷ ଟପିଲା

ବିଶ୍ୱର ବୃହତ୍‌ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ. ଚଳିତ ଅକ୍ଟୋବର ମାସରେ ଦ୍ୱିତୀୟଥର ପାଇଁ ୭ ଲକ୍ଷ ବିକ୍ରି ମାଇଲଖୁଣ୍ଟ ଅତିକ୍ରମ କରି ୭୩୪,୬୬୮ ୟୁନିଟ୍‌ ଛୁଇଁଛି। ଏହି ମାସରେ ଏହାର ବିକ୍ରିରେ ୧୬.୪% ବୃଦ୍ଧି ହୋଇଛି। ୨୦୧୭ ଅକ୍ଟୋବରରେ ଏହା ୬୩୧,୧୦୫  ୟୁନିଟ୍‌ ବିକ୍ରି…
ଅଧିକ ଖବର ଦେଖନ୍ତୁ...