Daily Archives

November 2, 2018

#ମି ଠୁ ଅଭିଯୋଗର ଜବାବ ରଖିଲେ ଏମ୍‌ ଜେ ଆକବର: ‘ସହମତି ଭିତ୍ତିରେ’ ପଲ୍ଲବୀ ମୋ ସହ ସଂପର୍କ ରଖିଥିଲେ

ନୂଆଦିଲ୍ଲୀ: ଆମେରିକାର ଓ୍ଵାଶିଂଟନସ୍ଥିତ ନ୍ୟାସନାଲ ପବ୍ଲିକ୍‌ ରେଡିଓ (ଏନ୍‌ପିଆର୍‌)ରେ ଚିଫ୍‌ ବିଜିନେସ୍‌ ଏଡିଟର ରୂପେ ଅବସ୍ଥାପିତ ଥିବା ଭାରତୀୟ ସାମ୍ବାଦିକା ପଲ୍ଲବୀ ଗୋଗୋଇ ଆଜି #ମି ଠୁ ଅଭିଯାନରେ ଅଂଶଗ୍ରହଣ କରି ଏମ୍‌ ଜେ ଆକବରଙ୍କ ଉପରେ ଦୁଷ୍କର୍ମର ଆରୋପ ଲଗାଇବା ପରେ ପଲ୍ଲବୀଙ୍କ…
ଅଧିକ ଖବର ଦେଖନ୍ତୁ...

ଆସାମରୁ ଆସିଲା ଲୋମଟାଙ୍କୁରା ଭିଡିଓ; ଅନ୍ତରଙ୍ଗ ମୁହୂର୍ତ୍ତରେ ଧରାପଡ଼ିବା ପରେ ପ୍ରେମିକ ଫେରାର୍‌, ମଝି ରାସ୍ତାରେ…

ଗୌହ୍ଵାଟୀ: ଆସାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୋସିଆଲ୍‌ ମିଡିଆରେ ଏକ ଲଜ୍ଜାକର ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀଙ୍କ ସହ କିଛି ସଂଘବଦ୍ଧ ଯୁବକ ମିଶି ଅସଦାଚରଣ କରୁଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଯୁବତୀ ଜଣକ ନିଜର ମୁସଲ୍‌ମାନ…
ଅଧିକ ଖବର ଦେଖନ୍ତୁ...

ଆମେରିକା ରାଜି : ଭାରତ ସମେତ ୮ଟି ଦେଶ ଇରାନରୁ କିଣିପାରିବେ ତେଲ, ତାଲିକାରେ ଚୀନ ବି ଅଛି

ୱାସିଂଟନ : ଭାରତ, ଜାପାନ ଓ ଦକ୍ଷିଣ କୋରିଆ ସମେତ ମୋଟ ୮ଟି ରାଷ୍ଟ୍ର ଇରାନରୁ ତେଲ କିଣିପାରିବେ । ଏଥିପାଇଁ ଆମେରିକା ନିଜ କଟକଣାକୁ କୋହଳ କରିବ । ଏସବୁ ରାଷ୍ଟ୍ରଙ୍କୁ ଆମେରିକା ନିଜର ସାମରିକ ସହଯୋଗୀ ଭାବେ ଦେଖୁଛି । ଏଣୁ ଏସବୁ ଦେଶମାନଙ୍କ ଅର୍ଥନୀତି ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ…
ଅଧିକ ଖବର ଦେଖନ୍ତୁ...

ଆନ୍ଦୋଳନ ଭଣ୍ଡୁର ଉଦ୍ୟମ ଅଭିଯୋଗରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ରୁ ୩ ଆଇନଜୀବୀ ବହିଷ୍କୃତ

କଟକ: ଗତ ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀଙ୍କ ଆନ୍ଦୋଳନକୁ ଭଣ୍ଡୁର ଉଦ୍ୟମ କରୁଥିବା ଓକିଲଙ୍କ ବିରୋଧରେ ହାଇକୋର୍ଟ ବାର ଆସୋସିଏସନ୍‌ ଶୁକ୍ରବାର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ଆସୋସିଏସନ୍‌ରୁ ୩ ଜଣ ଆଇନଜୀବୀଙ୍କୁ ବହିଷ୍କାର କରାଯାଇଛି। ବାର୍‌ ଆସୋସିଏସନ୍‌ର ସଂପାଦକ ସତ୍ୟବ୍ରତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ସଫଳ ଲୋକମାନଙ୍କ ଶାରୀରିକ ଭାଷା କିପରି? ଏମିତି ଢଙ୍ଗରେ ଗଢ଼ନ୍ତୁ ନିଜକୁ

ସଫଳ ବ୍ୟକ୍ତଙ୍କୁ ଦେଖିଲେ ପ୍ରେରଣା ମିଳେ। ସେମାନେ କିପରି ସଫଳ ସେ ସଂପର୍କରେ ଜାଣିବା ପାଇଁ ଉତ୍ସୁକତା ବଢ଼େ। ଆପଣ ଜାଣନ୍ତି କି ସଫଳ ହେବା ପାଇଁ ଶାରୀରିକ ଭାଷା ମଧ୍ୟ ଜରୁରୀ? ଆପଣ ଯେତେ ବି ଦକ୍ଷ ହୁଅନ୍ତୁ ନା କାହିଁକି ସାମ୍ନା ଲୋକ ସବୁବେଳେ ଶାରୀରିକ ଭାଷାରୁ ହିଁ ଚିହ୍ନିବାର ଇଚ୍ଛା…
ଅଧିକ ଖବର ଦେଖନ୍ତୁ...

ରାଫେଲ୍‌ ଡିଲ ଲାଗି ଲାଞ୍ଚର ପ୍ରଥମ କିସ୍ତି ଭାବେ ୨୮୪ କୋଟି ଟଙ୍କା ଅମ୍ବାନିଙ୍କ କମ୍ପାନିଙ୍କୁ ପ୍ରଦାନ କରିଛି ଦାସଲ୍ଟ…

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକ ସଙ୍ଗୀନ୍‌ ଅଭିଯୋଗ କରି କହିଛନ୍ତି ଯେ ରାଫେଲ ବିମାନର ନିର୍ମାଣକାରୀ କମ୍ପାନି ଦାସଲ୍ଟ ଏଭିଏସନ୍‌ ଲାଞ୍ଚ (କିକ୍‌ବ୍ୟାକ୍‌)ର ପ୍ରଥମ କିସ୍ତି ବାବଦରେ ୨୮୪ କୋଟି ଟଙ୍କା ଅନିଲ ଅମ୍ବାନୀଙ୍କ ରିଲାଏନ୍ସ…
ଅଧିକ ଖବର ଦେଖନ୍ତୁ...

ଆଇନଜୀବୀଙ୍କୁ ପୁଲିସ ମାଡ଼ମାରିବା ଘଟଣା: ୯ ଯାଏ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଜାରି ରହିବ

କଟକ: ଆଇନଜୀବୀଙ୍କୁ ପୁଲିସର ମାଡ଼ମାରିବା ଘଟଣାରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍‌ ଚଳିତ ମାସ ୯ ତାରିଖ ଯାଏ କାର୍ଯ୍ୟବନ୍ଦ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ୯ରେ ଘଟଣାର ତଦନ୍ତ ପ୍ରକାଶ ପାଇବାକୁ ଥିବାରୁ ସେଯାଏ କାର୍ଯ୍ୟବନ୍ଦ ରଖିବାକୁ ଆଇନଜୀବୀମାନେ ନିଷ୍ପତ୍ତି ନେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସପକ୍ଷରେ ସୁପ୍ରିମ୍‌କୋର୍ଟଙ୍କ ଉଲ୍ଳେଖନୀୟ ରାୟ; ଦେହଜୀବୀଙ୍କ ପାଖରେ ବି ରହିବ ବଳପୂର୍ବକ ସଂପର୍କକୁ ନା…

ନୂଆଦିଲ୍ଲୀ: ବଳପୂର୍ବକ ଶାରୀରିକ ସଂପର୍କ ସ୍ଥାପନ ନେଇ ସୁପ୍ରିମ୍‌କୋର୍ଟ ନିକଟରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏଣିକି ଆଉ ଦେହଜୀବୀଙ୍କ ସହ ବି ସେମାନଙ୍କ ଇଚ୍ଛା ବିରୋଧରେ କେହି ବଳପୂର୍ବକ ସଂପର୍କ କରିପାରିବେ ନାହିଁ। ଏପରି କଲେ ସେମାନେ ଆଇନର ସହାୟତା ନେଇପାରିବେ। ୨୦୦୯ ମସିହାରେ…
ଅଧିକ ଖବର ଦେଖନ୍ତୁ...

ଆଜିର ତେଲଦର : ପେଟ୍ରୋଲ ୧୯ ପଇସା ଓ ଡିଜେଲ ୧୪ ପଇସା କମିଲା

ନୂଆଦିଲ୍ଲୀ : ଗତ କାଲି ପରି ଆଜି ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ପେଟ୍ରୋଲ ଲିଟର ପିଛା ୧୯ ପଇସା ଓ ଡିଜେଲ ୧୪ ପଇସା ହ୍ରାସ ପାଇଛି । ଗତ କାଲି ପେଟ୍ରୋଲ ଦର ୧୮-୧୯ ପଇସା କମିଥିଲା, କିନ୍ତୁ ଡିଜେଲ ଦର କମି ନଥିଲା । ବିଗତ ୧୬ ଦିନ ମଧ୍ୟରେ କେବଳ ଗୋଟିଏ ଦିନ କୁ ଛାଡିଦେଲେ…
ଅଧିକ ଖବର ଦେଖନ୍ତୁ...

ଚିଦାମ୍ବରମ୍‌ ଓ ତାଙ୍କ ସଂପର୍କୀୟଙ୍କ ନାମରେ କଳାଧନ ଆଇନ୍‌ ଆଧାରରେ ଆୟକର ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଅପରାଧିକ…

ଚେନ୍ନାଇ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍‌ମ୍ବରମ୍‌ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ କଳାଧନ ଆଇନ୍‌ (ବ୍ଲାକ୍‌ ମନି ଆକ୍ଟ) ଅନୁଯାୟୀ ଆୟକର ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଏକ ଅପରାଧିକ ମାମଲାକୁ ଆଜି (ଶୁକ୍ରବାର) ମାଡ୍ରାସ୍‌ ହାଇକୋର୍ଟ…
ଅଧିକ ଖବର ଦେଖନ୍ତୁ...