Daily Archives

December 5, 2018

ନବରଙ୍ଗପୁର: ବଡମସିଗାଁ ଅଗ୍ନିକାଣ୍ଡରେ ପୋଡିଗଲା ୫୦ ଏକର ଜମିର ୩୫ ଟି ଧାନଗଦା  

ନବରଙ୍ଗପୁର: ନବରଙ୍ଗପୁର ବ୍ଲକର ବଡମସିଗାଁ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩୩ ଜଣ ଚାଷୀଙ୍କ ୩୫ ଗୋଟି ଧାନଗଦା ଜଳିଯାଇଛି। ବଡମସିଗାଁ ହାଇସ୍କୁଲ ନିକଟରେ ଧାନ ଅମଳ ପାଇଁ ଗଦେଇ ହୋଇଥିବା ଧାନ ଗଦା ଗୁଡିକ ରେ ନିଆଁ ଲାଗିଯାଇଥିଲା। ଗୋଟିଏ ପରେ ଗୋଟିଏ ଧାନ ଗଦା ହୁତ ହୁତ ହୋଇ ଜଳିବାରେ…
ଅଧିକ ଖବର ଦେଖନ୍ତୁ...

ମାରୁତି କାର କିଣିବେ ? ଏହି ମାସରେ କିଣିଦିଅନ୍ତୁ, କାରଣ ଜାନୁୟାରୀଠାରୁ ଦର ବଢିଯିବ

ନୂଆଦିଲ୍ଲୀ : ଆପଣ ମାରୁତି କାରଣ କିଣିବାକୁ ଯୋଜନା କରୁଛନ୍ତି କି ? ଏହି ଡିସେମ୍ବର ମାସରେ ହିଁ କିଣି ଦିଅନ୍ତୁ । କାରଣ ଆସନ୍ତା ଜାନୁୟାରୀମାସଠାରୁ ମାରୁତି ଦର ବଢାଇବାକୁ ଘୋଷଣା କରିଛି । ବିଭିନ୍ନ କଞ୍ଚାମାଲ ମହଙ୍ଗା ହେବା ଓ ଟଙ୍କା ଦୁର୍ବଳ ହେବା ଯୋଗୁଁ ଏହି ଦରବୃଦ୍ଧି କରାଯାଇଛି ବୋଲିି…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସର ଏରୋସ୍ପେସ୍‌ ଲ୍ୟାବ୍‌ରେ ବିସ୍ଫୋରଣ, ବୈଜ୍ଞାନିକ ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସର ଏରୋସ୍ପେସ୍‌ ଲ୍ୟାବ୍‌ରେ ବୁଧବାର ସଂଧ୍ୟାରେ ହାଇଡ୍ରୋଜେନ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ଏହି ବିସ୍ଫୋରଣରେ ଲ୍ୟାବ୍‌ ଭିତରେ ଥିବା ଜଣେ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି। ମୃତକ ବୈଜ୍ଞାନିକ ଜଣକ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ଅଜଣା ଗାଡି ମା‌ଡିଗଲା, ଜଣେ ମୃତ 

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକର ମଇଦଲପୁର ଘାଟି ନିକଟସ୍ଥ ଜାତୀୟ ରାଜପଥ ୨୬ରେ ଏକ ଅଜଣା ଗାଡି ମାଡି ଯାଇ ଜଣଙ୍କର ମୃତ୍ୟୁ ହୋଇଛି। ମୈଦଲପୁର ପଞ୍ଚାୟତର ତୁଳସିପଦର ଗ୍ରାମର ଭୀମ ସାନ୍ତା (୪୨) ମଇଦଲପୁର ରେ କାମ ସାରି ରାତ୍ର  ନିଜ ଗାଁ ତୁଳସିପଦରକୁ ଚାଲି ଚାଲି  ଘରକୁ ଫେରୁଥିଲେ। ସେ ଘରକୁ…
ଅଧିକ ଖବର ଦେଖନ୍ତୁ...

ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ: ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ବୁଧବାର ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ପୁଲିସକୁ ମାଡ଼ ମାରିବା ମାମଲାରେ ହାଇକୋର୍ଟ ଆଜି ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଦେବାଶିଷଙ୍କୁ ୧୫ ଦିନରେ ଥରେ ଘସିପୁରା ଥାନାରେ ହାଜର ହେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଏଣିକି ଆକାଶମାର୍ଗରୁ ଆପଣଙ୍କ ଘରେ ଓହ୍ଲାଇବ ମନପସନ୍ଦର ଖାଦ୍ୟ

ନୂଆଦିଲ୍ଲୀ : ଏଣିକି ଆପଣ ନିଜ ମନପସନ୍ଦର ଖାଦ୍ୟ ଖାଇବାକୁ ଇଚ୍ଛା କଲେ ତାହା ଆକାଶ ମାର୍ଗରୁ ସିଧାସଳଖ ଆପଣଙ୍କ ଘରେ ଓହ୍ଲାଇବ । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ ହେବାକୁ ଯାଉଛି । ଫୁଡ ଜେଲିଭରୀ କମ୍ପାନି ଜୋମାଟୋ ଏହା ସାକାର କରିବାକୁ ଯାଉଛି । ଜୋମାଟୋ ଆଗାମୀ ଦିନରେ ଡ୍ରୋନ ମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ନେଦରଲାଣ୍ଡସ୍‌ ବିରୋଧରେ ଜର୍ମାନୀ ୪-୧ରେ ବିଜୟୀ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ପଞ୍ଚଦଶ ମ୍ୟାଚରେ ନେଦରଲାଣ୍ଡସ୍‌ ବିରୋଧରେ ଜର୍ମାନୀ ୪-୧ ଗୋଲରେ ବିଜୟୀ ହୋଇଛି। ଆରମ୍ଭରୁ ସଫଳ ରଣନୀତି ପ୍ରସ୍ତୁତ କରିଥିବା ଜର୍ମାନୀ ବୁଧବାର ଆକ୍ରମଣାତ୍ମକ ଭାବରେ ଖେଳିଛି। କଳିଙ୍ଗ ଷ୍ଟାଡିୟମରେ ବୁଧବାର ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ମାଗଣା ପେଟ୍ରୋଲ୍‌ ଚାହାନ୍ତି? ଜାଣନ୍ତୁ ଭିମ୍‌ ଏସ୍‌ବିଆଇ ପେ ଆପ୍‌ ଦ୍ୱାରା କେମିତି ପାଇବେ ୫ ଲିଟର ମାଗଣା ପେଟ୍ରୋଲ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍‌ ଇଣ୍ଡିଆ ସ୍ୱପ୍ନକୁ ସମ୍ମାନ ଦେଇ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌(ଏସ୍‌ବିଆଇ) ଗ୍ରାହକମାନଙ୍କ ସକାଶେ ନିକଟରେ ଜାରି କରିଥିବା ଏକ ଆକର୍ଷଣୀୟ ଅଫର୍‌ର ଅବଧିକୁ ବଢ଼ାଇ ଦେଇଛି। ଗ୍ରାହକମାନେ ଭିମ୍‌ ଏସ୍‌ବିଆଇ ପେ ଆପ୍‌ ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ମହିଳା ବିଲ୍‌ ପାସ ପାଇଁ ସମର୍ଥନ ସଂଗ୍ରହ ଉଦ୍ୟମ: ୨୨ ରାଜନୈତିକ ଦଳଙ୍କୁ ଭେଟିବେ ବିଜେଡି ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର: ମହିଳା ବିଲ୍‌ ପାସ ନେଇ ସମର୍ଥନ ହାତେଇବାକୁ ବିଜୁ ଜନତା ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବିଜେଡି ପ୍ରତିନିଧି ମଣ୍ଡଳୀ ୨୨ ରାଜନୈତିକ ଦଳକୁ ଭେଟିବେ। ବିଜେଡି ପ୍ରତିନିଧି ମଣ୍ଡଳୀ ୭ ଜାତୀୟ ଦଳ ଓ ୧୫ ଆଞ୍ଚଳିକ ଦଳର ସମର୍ଥନ ପାଇଁ ଉଦ୍ୟମ କରିଛି। ତିନି ଜଣ ସାଂସଦ ଓ ଜଣେ ବିଧାୟକ…
ଅଧିକ ଖବର ଦେଖନ୍ତୁ...

ଷ୍ଟାଚ୍ୟୁ ଅଫ ୟୁନିଟି ଯୋଗୁଁ ମାଲାମାଲ ହେବେ ଗୁଜୁରାଟ ସରକାର, ୨୦୨୦ ସୁଦ୍ଧା ଗୁଜୁରାଟକୁ ଆସୁଥିବା ପର୍ଯ୍ୟଟକ ସଂଖ୍ୟା…

ଗାନ୍ଧିନଗର : ପ୍ରାୟ ୩ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରି ନିର୍ମଦା ନଦୀ ଉପରେ ବିଶ୍ୱର ବୃହତ୍ତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମାଣକୁ ନେଇ ଏ ପର୍ଯ୍ୟନ୍ତ ଦେଶରେ ବାଦବିବାଦ ଲାଗି ରହିଛି । ଏକ ମୂର୍ତ୍ତି ନିର୍ମାଣ ଲାଗି ଏତେ ଅର୍ଥ ଖର୍ଚ୍ଚ କରିବାକୁ ଅନେକ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...