Daily Archives

December 5, 2018

ମୃତ ମହିଳାଙ୍କ ଗର୍ଭାଶୟ ପ୍ରତିରୋପଣ ଜରିଆରେ ପ୍ରଥମ ଶିଶୁ: ଜାଣନ୍ତୁ ଏ ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କଥା

ପ୍ୟାରିସ୍‌: ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ ପ୍ରଥମ। ଜଣେ ମୃତ ମହିଳାଙ୍କ ଗର୍ଭାଶୟ ପ୍ରତ୍ୟାରୋପଣ ସାହାଯ୍ୟରେ ପ୍ୟାରିସ୍‌ର ଜଣେ ମହିଳା ଏକ ସୁସ୍ଥ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବ୍ରାଜିଲ୍‌ରେ ଏହି ଅପରେସନ ୨ ବର୍ଷ ତଳେ ହୋଇଥିଲା ଯଦିଓ ଘଟଣା ଏବେ ସାମ୍ନାକୁ ଆସିଛି। ଏକ ପତ୍ରିକାରେ ଏ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଅଭିବୃଦ୍ଧି ହାରଠୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ: ଅମର ପଟ୍ଟନାୟକ

ଭୁବନେଶ୍ୱର: ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିଛି। ଜାତୀୟ ଅଭିବୃଦ୍ଧି ହାର ୭.୧ ଥିବା ବେଳେ ଓଡ଼ିଶାର ୮.୨ ରହିଛି ବୋଲି ବୁଧବାର ବିଜେଡି ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ କହିଛନ୍ତି। ଜାତୀୟ ଅର୍ଥନୀତି ନିମ୍ନଗାମୀ ଓ ରାଜ୍ୟନୀତି ଅଭିବୃଦ୍ଧି ପ୍ରସଙ୍ଗରେ…
ଅଧିକ ଖବର ଦେଖନ୍ତୁ...

ଆଲୋକ ଓ ରାକେଶଙ୍କ ମଧ୍ୟରେ ଚାଲିଥିବା ବିଲେଇ କଳି ସିବିଆଇର ଭାବମୂର୍ତ୍ତିକୁ ନଷ୍ଟ କରି ଦେଇଥିଲା: କେନ୍ଦ୍ର କହିଲା…

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରେ ନମ୍ବର ୧ ଆଲୋକ ବର୍ମା ଓ ନମ୍ବର ୨ ରାକେଶ ଅସ୍ଥାନାଙ୍କ ମଧ୍ୟରେ ଯେଉଁ ବିଲେଇ କଳି ଚାଲିଥିଲା ସେଥିରେ ସିବିଆଇର ଭାବମୂର୍ତ୍ତି ସାଧାରଣରେ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଥିଲା। ଖାଲି ଏତିକି ନୁହେଁ; ସଂସ୍ଥାର ଦୁଇ ପ୍ରମୁଖଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ବଜାରରେ ଟିଭିଏସ୍‌ ଏକ୍ସଏଲ୍‌ ୧୦୦ ହେଭି ଡ୍ୟୁଟି ‘ଆଇ ଟଚ୍‌ ଷ୍ଟାର୍ଟ‘, ମୂଲ୍ୟ ୩୭ ହଜାର ଟଙ୍କା

ଭୁବନେଶ୍ୱର : ଟିଭିଏସ୍‌ ମୋଟର କଂପାନି ପକ୍ଷରୁ ଟିଭିଏସ୍‌ ଏକ୍ସଏଲ୍‌ ୧୦୦ ହେଭି ଡ୍ୟୁଟି ‘ଆଇ ଟଚ୍‌ ଷ୍ଟାର୍ଟ‘ ଓଡ଼ିଶାରେ ଉନ୍ମୋଚିତ ହୋଇଛି। ଏହି ଗାଡ଼ି ଅଭିନବ ଇଲେକ୍‌ଟ୍ରିକ୍‌ ଷ୍ଟାର୍ଟ ପ୍ରଯୁକ୍ତି ‘ଆଇ- ଟଚ୍‌ ଷ୍ଟାର୍ଟ‘ ଆସିଛି ଯାହା ଭାରତରେ ପ୍ରଥମ ଥର ପାଇଁ ଷ୍ଟାର୍ଟର ଜେନେରେଟର ସହିତ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ନାକଟିଦେଉଳରେ ଚାଷୀ ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ନାକଟିଦେଉଳ/ସମ୍ବଲପୁର: ନିୟନ୍ତ୍ରିତ ବଜାର କମିଟି ଜରିଆରେ ଚାଷୀଙ୍କ ଠାରୁ ଧାନ କିଣାକୁ ନେଇ ବୁଧବାର ଚାଷୀମାନେ ଆନ୍ଦୋଳନ କରିଛନ୍ତି। ମାରଓ୍ଵାଡ଼ିମୁଣ୍ଡା ଠାରେ ଥିବା ନିୟନ୍ତ୍ରିତ ବଜାର କମିଟିରେ ଚାଷୀମାନେ ଧାନ ଦେବାକୁ ଚାହୁଁଥିବା ବେଳେ ଏଥିରେ କିଛି ଦଲାଲ ହସ୍ତକ୍ଷେପ କରୁଛନ୍ତି। ଯାହା…
ଅଧିକ ଖବର ଦେଖନ୍ତୁ...

ଅଶ୍ଲୀଳ ଭିଡିଓ ଦେଖାରେ ଆସକ୍ତ ସ୍ୱାମୀକୁ ଶେଷରେ ଛାଡ଼ି ବାପଘର ପଳାଇବାକୁ ବାଧ୍ୟ ହେଲା ଗର୍ଭବତୀ ପତ୍ନୀ; ଜାଣନ୍ତୁ ଘଟଣା…

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଛି ଏକ ଅଭାବନୀୟ ଘଟଣା। ଜନୈକା ୪ ମାସର ଗର୍ଭବତୀ ଥିବା ୩୭ ବର୍ଷ ବୟସ୍କା ମହିଳା ଶେଷରେ ଅନୋନ୍ୟପାୟ ହୋଇ ଅଶ୍ଲୀଳ ଭିଡିଓ ଦେଖିବାରେ ଆସକ୍ତ ଥିବା ନିଜ ସ୍ୱାମୀକୁ ଛାଡ଼ି ବାପଘରକୁ ପଳାଇ ଯିବାକୁ ବାଧ୍ୟ ହୋଇଛି। ଅନ୍ୟ ପକ୍ଷରେ ସଂପୃକ୍ତ ବ୍ୟକ୍ତି ଜଣକ ଥାନାକୁ…
ଅଧିକ ଖବର ଦେଖନ୍ତୁ...

ଏଣିକି ଅାବେଦନର ମାତ୍ର ୪ ଘଣ୍ଟା ଭିତରେ ମିଳିବ ପାନ୍ କାର୍ଡ

ନୂଆଦିଲ୍ଲୀ :  ଡିସେମ୍ବର ୫ ତାରିଖରୁ ଦେଶରେ ପାନ କାର୍ଡକୁ ନେଇ ଅନେକ ନିୟମରେ ପରିବର୍ତ୍ତନ ହେଉଥିବା ବେଳେ ଏକ ଭଲ ଖବର ମଧ୍ୟ ରହିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏଣିକି ଖୁବ ଶୀଘ୍ର ଆପଣଙ୍କୁ ଆପଣଙ୍କ ପାନ୍ କାର୍ଡ ଆବେଦନ କରିବାର ମାତ୍ର ୪ ଘଣ୍ଟା ଭିତରେ ମିଳିଯିବ ।…
ଅଧିକ ଖବର ଦେଖନ୍ତୁ...

ଶସ୍ତା ହେବ ନାହିଁ ବ୍ୟାଙ୍କ କିସ୍ତି, ସୁଧହାର ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ଗତ ତିନିଦିନ ଧରି ଚାଲିଥିବା ରିଜର୍ଭ ବ୍ୟାଙ୍କ ମନିଟାରୀ କମିଟିର ବୈଠକ ଶେଷରେ ଏହି ଘୋଷଣା କରାଯାଇଛି । ଗତ ଅକ୍ଟୋବର ମାସରେ ଘୋଷିତ ଋଣନୀତି ସମୀକ୍ଷାରେ ମଧ୍ୟ ସୁଧହାର ଅପରିବର୍ତ୍ତିତ ରଖାଯାଇଥିଲା…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ଅଭିଯୁକ୍ତକୁ ଛାଡ଼ି ଦେବାକୁ କରିଥିବା ଚୁକ୍ତି ମହଙ୍ଗା ପଡ଼ିଲା; ଗିରଫ ହେଲେ ୪ ଖାକି ପୋଷାକଧାରୀ

ନୂଆଦିଲ୍ଲୀ: ଲାଞ୍ଚ ନେଇ ନିଜର ଖାକି ପୋଷାକରେ ଦାଗ ଲଗାଇଛନ୍ତି ଦିଲ୍ଲୀର କିଛି ପୁଲିସ୍‌ କର୍ମଚାରୀ। ସେମାନେ ଜଣେ ଅଭିଯୁକ୍ତକୁ ଛାଡ଼ି ଦେବା ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ୪ ଜଣ ପୁଲିସ୍‌ କର୍ମଚାରୀ ଜଣେ ଅଭିଯୁକ୍ତକୁ ଛାଡ଼ି ଦେବା ପାଇଁ ୧ କୋଟି…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ ସେଲ୍‌ଟର ହୋମ୍‌ କେଳେଙ୍କାରୀ ମାମଲା: ରେହମାନ୍‌ଙ୍କୁ ଆଉ ଦୁଇ ଦିନ ରିମାଣ୍ଡରେ ନେଲା ପୁଲିିସ୍‌

ଢେଙ୍କାନାଳ: ଢେଙ୍କାନାଳ ସେଲ୍‌ଟର ହୋମ୍‌ କେଳେଙ୍କାରୀ ମାମଲାରେ ‘ଗୁଡ଼ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍‌ସ ସେଣ୍ଟର’ର ମୁଖ୍ୟ ଫାୟାଜ୍‌ ରେହମାନ୍‌ ଓରଫ ଡାଡିଙ୍କୁ ପୁଲିସ୍‌ ଆଉ ଦୁଇ ଦିନ ରିମାଣ୍ଡରେ ନେଇଛି। ଫାୟାଜ୍‌ ରେହମାନଙ୍କୁ ପୂର୍ବରୁ ସଦର ଥାନା ପୁଲିସ୍‌ ଡିସେମ୍ବର ୪ରୁ ୨ ଦିନିଆ ରିମାଣ୍ଡରେ…
ଅଧିକ ଖବର ଦେଖନ୍ତୁ...