Daily Archives

December 5, 2018

ସାବରିମାଲା ମନ୍ଦିରରେ ଶିଶୁମାନଙ୍କୁ ଢ଼ାଲ ଭାବରେ ବ୍ୟବହାର କରାଯାଉଛି, କେରଳ ସରକାର ଏହାକୁ ବନ୍ଦ କରିବେ

ତିରୁବନନ୍ତପୁରମ୍‌ : କେରଳରେ ଥିବା ସାବରିମାଲା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶକୁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଏହାକୁ ଆୟପ୍ପା ଭକ୍ତମାନେ ବିରୋଧ କରୁଛନ୍ତି। ସାବରିମାଲା ମନ୍ଦିରର ପରମ୍ପରାକୁ ସମର୍ଥନ କରୁଥିବା ଲୋକେ ଏହାର ବିରୋଧ କରି ଦର୍ଶନ ଲାଗି ଆସୁଥିବା ୧୦ରୁ ୫୦ ବର୍ଷ…
ଅଧିକ ଖବର ଦେଖନ୍ତୁ...

କୋଇଲା ଦୁର୍ନୀତି : ପୂର୍ବତନ କୋଇଲା ସଚିବଙ୍କୁ ୩ ବର୍ଷ ଜେଲ

ନୂଆଦିଲ୍ଲୀ : ଦିଲ୍ଲୀର ପାତିଆଲା ହାଉସ କୋର୍ଟର ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି କୋଇଲା ଦୁର୍ନୀତି ମାମଲାରେ ଦଣ୍ଡବିଧାନ ଘୋଷଣା କରିଛନ୍ତି । ସ୍ୱତନ୍ତ୍ର ସିବିଆଇ ଜଜ୍‌ ଭାରତ ପରାଶର ଏହି ମାମଲରେ ଦୁର୍ନୀତି ଓ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ପୂର୍ବତନ କୋଇଲା ସଚିବ ଏଚସି ଗୁପ୍ତା, ପୂର୍ବ…
ଅଧିକ ଖବର ଦେଖନ୍ତୁ...

ବିନା ଇଞ୍ଜିନରେ ୬ କିଲୋମିଟର ଓଲଟା ଦୌଡିଲା ଟ୍ରେନ ! ଅଟକାଇବାକୁ ନାକେଦମ୍ ହେଲେ ରେଳ ଅଧିକାରୀ

ନୂଅାଦିଲ୍ଲୀ : ଆପଣ ଟ୍ରାକରେ ଟ୍ରେନ୍ ଚାଲୁଥିବାର ସବୁବେଳେ ଦେଖିବାକୁ ପାଇଥାନ୍ତି । କିନ୍ତୁ କେବେ ଏମିତି ଦୃଶ୍ୟ ଆପଣଙ୍କ ଆଖିରେ ପଡିଛି କି, ଯେଉଁଠି ଟ୍ରାକରେ ଟ୍ରେନ୍ ଓଲଟା ଗତି କରୁଥିବ । ରାଜସ୍ଥାନର ସିରୋହି ଜିଲ୍ଲା କିବରଲୀ ଷ୍ଟେସନରେ ଏମିତି  ଆଶ୍ଚର୍ଯ୍ୟ କରିଦେବା ଭଳି ଦୃଶ୍ୟ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ- କଶ୍ମୀରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ; ଜଣେ ଯବାନ ଗୁରୁତର

ଜମ୍ମୁ: ପାକିସ୍ତାନ ଆଜି (ବୁଧବାର) ପୁଣି ଥରେ କରିଛି ଅସ୍ତ୍ରବିରତି ଉଲ୍ଲଂଘନ। ଜମ୍ମୁ- କଶ୍ମୀରର ଉରି ସେକ୍ଟର ଅନ୍ତର୍ଗତ ବାରାମୂଲା ଜିଲ୍ଲାରେ ପାକିସ୍ତାନୀ ରେଞ୍ଜରମାନେ ଆଜି ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସେନା ଉପରକୁ ଗୁଳି ମାଡ଼ କରିବା ଫଳରେ ଭାରତୀୟ ସେନାର ଜଣେ ଯବାନ ଗୁରୁତର ଭାବେ…
ଅଧିକ ଖବର ଦେଖନ୍ତୁ...

କଟକଠାରେ ମୁଖ୍ୟମନ୍ତ୍ରୀ ନବୀନ ଲୋକାର୍ପଣ କଲେ ୩ କୋଟି ୬୦ ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ଅତ୍ୟାଧୁନିକ ‘ବର୍ଜ୍ୟଜଳ…

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଟକର ସିଡିଏଠାରେ ନିର୍ମିତ ‘ଓଡ଼ିଶା ସମନ୍ଵିତ ପରିମଳ ଉନ୍ନତିକରଣ ପ୍ରକଳ୍ପ’ ଅଧିନସ୍ଥ ‘ବର୍ଜ୍ୟଜଳ ବିଶୋଧନାଗାର’କୁ ଲୋକାର୍ପଣ କରିଛନ୍ତି। ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ‘ଓଡ଼ିଶା ଜଳ ଯୋଗାଣ ଓ ପରିମଣ ପରିଷଦ’…
ଅଧିକ ଖବର ଦେଖନ୍ତୁ...

‘ଆକୁଲା-୧’ ଆଣବିକ ଶକ୍ତି ସଂପନ୍ନ ବୁଡ଼ାଜାହାଜ ଋଷିଆ ଠାରୁ ଲିଜ୍‌ ସୂତ୍ରରେ ଆଣିବ ଭାରତ; ଖର୍ଚ୍ଚ କରିବ ୨୩ ହଜାର କୋଟି

ନୂଆଦିଲ୍ଲୀ: ଭାରତ ଋଷିଆ ଠାରୁ ଆଣବିକ ଶକ୍ତି ସଂପନ୍ନ ଏକ ବୁଡ଼ାଜାହାଜ (ସବ୍‌ମେରିନ୍‌) ଆଣିବା ପାଇଁ ଚଳାଇଥିବା ପ୍ରସ୍ତୁତି ଏବେ ଚୂଡ଼ାନ୍ତ ହେବା ସ୍ତରରେ ପହଞ୍ଚିଛି। ତେବେ, ‘ଆକୁଲା’ ସ୍ତରର ଏହି ଆଣବିକ ଶକ୍ତି ସଂପନ୍ନ ବୁଡ଼ାଜାହଜକୁ ଭାରତ ୨୩ ହଜାର କୋଟି ଟଙ୍କା ବିନିମୟରେ ଋଷିଆ ଠାରୁ ‘ଲିଜ୍‌’…
ଅଧିକ ଖବର ଦେଖନ୍ତୁ...

ପୁଣି ଗୁରୁଙ୍କ କଳା କାରନାମା: ୫୦ ବର୍ଷିୟ ଶିକ୍ଷକଙ୍କ ଅସଦାଚରଣର ଶିକାର ହେଲେ ୯ ବର୍ଷୀୟା ଛାତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡର ଜଣାଶୁଣା ପର୍ଯ୍ୟଟନସ୍ଥଳୀ ନୈନତାଲରୁ ଆସିଛି ଏକ ଦୁଃଖଦ ଖବର। ଜଣେ ଶିକ୍ଷକଙ୍କ ଦ୍ୱାରା ୯ ବର୍ଷୀୟା ଛାତ୍ରୀ ଅସଦାଚରଣର ଶିକାର ହୋଇଛନ୍ତି। ବେଶ୍‌ କିଛିି ଦିନ ଧରି ସ୍କୁଲ୍‌ରେ ଏକ୍ସଟ୍ରାକ୍ଲାସ କରିବା ଆଳରେ ୫୦ ବର୍ଷିୟ ଶିକ୍ଷକ ଜଣକ ଦୁଇଜଣ ଛାତ୍ରୀଙ୍କୁ ଡକାଇ…
ଅଧିକ ଖବର ଦେଖନ୍ତୁ...

#ମି ଠୁ : ଦୁଷ୍କର୍ମ ମାମଲା ରୁଜୁ ହେବା ପରେ ଆଲୋକ ନାଥଙ୍କ ପତ୍ତା ପାଉନି ପୁଲିସ୍‌

ମୁମ୍ବାଇ: ଗତ ମାସରେ ମୁମ୍ବାଇ ପୁଲିସ ବରିଷ୍ଠ ଅଭିନେତା ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିବା ପରେ ସେ ନିଖୋଜ ଥିବା ଜଣାପଡ଼ିଛି। ଲେଖିକା-ପ୍ରଯୋଜିକା ଭିନ୍‌ତା ନନ୍ଦା ଅକ୍ଟୋବର ୧୭ରେ ମୁମ୍ବାଇର ଓଶିଓ୍ଵାରା ପୁଲିସ ଷ୍ଟେସନରେ ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି…
ଅଧିକ ଖବର ଦେଖନ୍ତୁ...

ସବୁଠୁ ଅଧିକ ଶକ୍ତି ପ୍ରଦାନ କରିଥାଏ ଏହି ତରକାରି, ପ୍ରତିଦିନ ଏହାକୁ ଖାଇଲେ ୧୦ଟି ଫାଇଦା ମିଳିଥାଏ

ଅନେକ ପନିପରିବା ଏମିତି ଥାଏ ଯାହା ଶରୀର ପାଇଁ ଖୁବ୍‌ ଉପକାରୀ ହୋଇଥାଏ, କିନ୍ତୁ ଲୋକେ ଜାଣି ନ ଥାନ୍ତି। ଏମିତି ହିଁ ଏକ ପରିବା ହେଉଛି କାଙ୍କଡ଼। ଏହାକୁ ଦୈନିକ ଖାଇବା ଦ୍ୱାରା ଶରୀରକୁ ଶକ୍ତି ପହଞ୍ଚିଥାଏ। ଏଥିରେ ମାଂସ ଅପେକ୍ଷା ୫୦ ଗୁଣ ଅଧିକ ଶକ୍ତି ଓ ପ୍ରୋଟିନ୍‌ ମିଳିଥାଏ ବୋଲି ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର : ନକଲି ଟଙ୍କା ସହିତ ୩ ଅଟକ

ବାଲେଶ୍ୱର: ଆଜି ସକାଳେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରୁ ଲୋକ ୩ ଜଣ ସନ୍ଦିିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଛନ୍ତି। ସେମାନଙ୍କ ଠାରୁ କିଛି ନକଲିି ଟଙ୍କା ଜବତ କରାଯାଇଛି। ପୂର୍ବରୁ ମଧ୍ୟ ସେମାନେ ଏପରି ନକଲି ଟଙ୍କା କରାବାର କରିଥିବା ଅଭିଯୋଗ ହୋଇଛି।…
ଅଧିକ ଖବର ଦେଖନ୍ତୁ...