Daily Archives

December 9, 2018

ଏୟାରଟେଲ ଲଞ୍ଚ୍‌ କଲା ୨୮୯ଟଙ୍କାର ପ୍ଲାନ୍‌: ୪୮ଦିନ ପର୍ଯ୍ୟନ୍ତ ମାଗଣା କଲିଂ ସୁବିଧା ସହିତ ମିଳିବ ଏତିକି ଡାଟା

ନୂଆଦିଲ୍ଲୀ: ଟେଲିକମ୍‌ କମ୍ପାନି ଏୟାରଟେଲ ୨୮୯ଟଙ୍କାର ନୂଆ ପ୍ଲାନ୍‌ ଲଞ୍ଚ କରିଛି। କମ୍ପାନିର ଏହି ପ୍ଲାନ୍‌ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ରହିଛି । ପ୍ରତି ପ୍ଲାନ୍‌ ଭଳି ଏଥିରେ ଅସୀମିତ କଲ ମିଳିବ। କିନ୍ତୁ ଏହି ପ୍ଲାନ୍‌ରେ ମିଳୁଥିବା ଡାଟା ବହୁତ କମ୍‌ ରହିଛି। କମ୍ପାନି ଏହି ପ୍ଲାନ୍‌…
ଅଧିକ ଖବର ଦେଖନ୍ତୁ...

‘ବିଗ୍‌ବସ୍‌’ରୁ ବାହାରିବା ପରେ ଅନୁପଙ୍କ ପରି ଜସ୍‌ଲିନ୍‌ ବି ମିଛ କହିଲେ କି ସଂପର୍କକୁ? ଜାଣନ୍ତୁ କ’ଣ ପ୍ରକୃତ ସତ

ମୁମ୍ବାଇ: ‘ବିଗ୍‌ବସ୍‌’ ହାଉସ୍‌ରୁ ବାହାରି ଯାଇଛନ୍ତି ଜସ୍‌ଲିନ୍‌ ମାଥୁର୍‌। ଜସଲିନ୍‌ଙ୍କ ବାହାରିବା ନେଇ ଦର୍ଶକଙ୍କ ଭିତରେ ଅନେକ ଉତ୍ସୁକତା ରହିଥିଲା। ଭଜ୍ରନ ସମ୍ରାଟ ଅନୁପ ଜୋଲଟା ଓ ତାଙ୍କ ସଂପର୍କକୁ ନେଇ ଖୁବ୍‌ ଦ୍ୱନ୍ଦ୍ୱରେ ରହିଥିଲେ ଦର୍ଶକ। ଯଦିଓ ଜୋଲଟା ସାହେବ ବାହାରକୁ ବାହାରିବା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ: ଜର୍ମାନୀ ୫-୩ରେ ମାଲେସିଆ ବିପକ୍ଷରେ ବିଜୟୀ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ରବିବାର ମ୍ୟାଚରେ ଜର୍ମାନୀ ୫-୩ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରିଛନ୍ତି। ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୨୩ତମ ମ୍ୟାଚ ଆରମ୍ଭରୁ ରୋମାଞ୍ଚକ ଥିଲା। ‘ପୁଲ-ଡି’ର ଶୀର୍ଷ ସ୍ଥାନରେ ଥିବା ଜର୍ମାନୀକୁ ମାଲେସିଆର ଖେଳାଳିମାନେ କଡ଼ା ମୁକାବିଲା କରୁଥିଲେ।…
ଅଧିକ ଖବର ଦେଖନ୍ତୁ...

ପୁଲିସ ଓ କୁଖ୍ୟାତ ଅପରାଧିଙ୍କ ମଧ୍ୟରେ ଫେସ୍‌ବୁକ୍‌ରେ ଚାଲିଥିଲା ଏହି ଚାଟ୍‌, ଲୋକେ ପଢ଼ି ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ରିଚଲ୍ୟାଣ୍ଡ ପୁଲିସ ଡିପାର୍ଟମେଣ୍ଟ ଏକ ବିଜ୍ଞାପନ ଦେଇ ଘୋଷଣା କରିଥିଲା କି ଆନ୍‌ଥୋନି ଅକର୍ସ (୩୮)ଜଣେ କୁଖ୍ୟାତ ଅପରାଧୀ। ଓ୍ଵାସିଙ୍ଗଟନ୍‌ ଷ୍ଟେଟ୍‌ ଡିପୋର୍ଟମେଣ୍ଟ ତାକୁ ଖୋଜିବାରେ ଲାଗିଛି। ଏହି ବିଜ୍ଞାପନ ପରେ ଫେସ୍‌ବୁକ୍‌ରେ ଏମିତି କିଛି ଘଟଣା ଘଟିଲା ଯାହାକୁ ପଢ଼ି ଲୋକମାନେ…
ଅଧିକ ଖବର ଦେଖନ୍ତୁ...

ସମାଜବାଦୀ ପାର୍ଟି ଓ ବିଜେପି ମୁଖପାତ୍ର ପରସ୍ପରକୁ ମାଡ଼ ମାରୁଥିବା ବେଳର ଭିଡିଓ ହେଲା ଭାଇରାଲ୍‌

ନୂଆଦିଲ୍ଲୀ: ଏକ ବେସରକାରୀ ଖବର ଚ୍ୟାନେଲ୍‌ରେ ସମାଜବାଦୀ ପାର୍ଟିର ମୁଖପାତ୍ର ଅନୁରାଗ ଭଦୋରିଆ ଓ ବିଜେପି ମୁଖପାତ୍ର ଗୌରବ ଭାଟିଆ ପରସ୍ପରକୁ ମାଡ଼ ମାରୁଥିବାର ଦୃଶ୍ୟ ଦେଖାଦେବା ପରେ ଉଭୟ ଦଳ ପାଇଁ ଏହା ଏକ ଲଜ୍ଜାକର ବିଷୟ ପାଲଟିଛି। ଏହି ମାମଲାର ମୀମାଂସା କରିବା ପାଇଁ ପୁଲିସ୍‌କୁ ବି…
ଅଧିକ ଖବର ଦେଖନ୍ତୁ...

ଜାଡ଼ରେ ଥରିଲା କନ୍ଧମାଳ, ଫୁଲବାଣୀରେ ବର୍ଷର ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରି ରେକର୍ଡ

ଫୁଲବାଣୀ (ବଟକୃଷ୍ଣ ବିହାରୀ): କନ୍ଧମାଳ ଜିଲ୍ଲାର ଲୋକଙ୍କୁ ଶୀତ ଥରାଉଛି। ଶୀତ ସାଙ୍ଗକୁ କୁହୁଡ଼ି ଆହୁରି ଡରାଉଛି। ସୂର୍ଯ୍ୟକିରଣର ପ୍ରଭାବରେ ଯଦିଓ ଲୋକମାନେ ଦିନ ବେଳା ସାମାନ୍ୟ ଆଶ୍ୱସ୍ତି ପାଉଛନ୍ତି, ତଥାପି ସକାଳ ୯ଟା ପୂର୍ବରୁ ଏବଂ ସନ୍ଧ୍ୟା ୫ଟାରେ ପରେ ବଡ଼ କଷ୍ଟରେ ସମୟ ଅତିବାହିତ…
ଅଧିକ ଖବର ଦେଖନ୍ତୁ...

‘ଜିରୋ’ ସିନେମା ଗୀତକୁ ସୁନ୍ଦର କରିବା ପାଇଁ ଶାହାରୁଖ୍‌ଙ୍କୁ ସାହାଯ୍ୟ କରିଥିଲେ ତାଙ୍କ କନ୍ୟା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆଗାମୀ ଫିଲ୍ମ ‘ଜିରୋ’ର ପ୍ରମୋସନକୁ ନେଇ ବହୁତ ବ୍ୟସ୍ତ ଅଛନ୍ତି। ଶାହରୁଖଙ୍କ ଅଭିନୀତ ଏହି ବିଗ ବଜେଟ ଫିଲ୍ମ ‘ଜିରୋ’ ଆନନ୍ଦ. ଏଲ. ରାୟଙ୍କ ଦ୍ଵାରା ନିର୍ଦ୍ଦେଶିତ । ଏହା ଡିସେମ୍ବର ୨୧ ତାରିଖରେ ରିଲିଜ ହେବ । ଦର୍ଶକ ଫିଲ୍ମରେ ସଲମାନ ଖାନଙ୍କୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

‘ଆତଙ୍କବାଦର ଦମନ ପାଇଁ ଦରକାର ପଡ଼ିଲେ ଆଉ ଏକ ସର୍ଜିକାଲ୍‌ ଷ୍ଟାଇକ୍‌ କରିବାକୁ ଭାରତୀୟ ସେନା ପଛାଇବ ନାହିଁ’

ଡେରାଡୁନ୍‌: ଆବଶ୍ୟକ ପଡ଼ିଲେ ଆତଙ୍କବାଦର ଦମନ କରିବା ପାଇଁ ଆଉ ଏକ ସର୍ଜିକାଲ୍‌ ଷ୍ଟାଇକ୍‌ କରିବାକୁ ଭାରତୀୟ ସେନା ପଛଘୁଞ୍ଚା ଦେବ ନାହିଁ ବୋଲି ଭାଇସ୍‌ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ଲେଫ୍ଟେନାଣ୍ଟ ଜେନେରାଲ୍‌ ଦେବରାଜ ଅନ୍‌ବୁ କହିଛନ୍ତି। ସୀମାରେ ଆତଙ୍କବାଦୀମାନଙ୍କୁ ନିହତ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ରଣଜୀ ଟ୍ରଫି: ଶୁଭ୍ରାଂଶୁଙ୍କ ଲଢୁଆ ଶତକ ସତ୍ତ୍ୱେ ହାରିଲା ଓଡ଼ିଶା, ଝାଡ଼ଖଣ୍ଡ ୨ ରନ୍‌ରେ ବିଜୟୀ

ଭୁବନେଶ୍ୱର: ଶୁଭ୍ରାଂଶୁ ସେନାପତି (୧୫୭ ରନ୍‌)ଙ୍କ ଲଢୁଆ ଶତକ ସତ୍ତ୍ୱେ ରବିବାର ଓଡ଼ିଶା ୨ ରନ୍‌ରେ ପରାସ୍ତ ହୋଇଛି। ଝାଡ଼ଖଣ୍ଡର ରାଜଧାନୀ ରାଂଚିରେ ଖେଳାଯାଇଥିବା ରଣଜୀ ଟ୍ରଫିର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନିଜ ଦଳକୁ ବିଜୟୀ କରିବା ପାଇଁ ଶୁଭ୍ରାଂଶୁ ଯଥା ସମ୍ଭବ ଉଦ୍ୟମ କରିଥିଲେ କିନ୍ତୁ…
ଅଧିକ ଖବର ଦେଖନ୍ତୁ...

୧୪୧ ମିଟର ଉଚ୍ଚତାରେ ଗଡ଼ିବ ରେଳ, ନିର୍ମାଣ ହେବ ବିଶ୍ୱର ଉଚ୍ଚତମ ରେଳ ପୋଲ

ଇମ୍ଫାଲ: ମଣିପୁରରେ ବିଶ୍ୱର ଉଚ୍ଚତମ ରେଳ ପୋଲ ନିର୍ମାଣ ହେବାକୁ ଯାଉଛି । ଯାହା ଭାରତ ପ୍ରଗତିରେ ଆଉ ଏକ ପାଦ ଆଗେଇବ। ଏହି ବ୍ରିଜ ନିର୍ମାଣ ହେଲେ ୧୪୧ ମିଟର ଉଚ୍ଚତାରେ ଟ୍ରେନ ଗଡ଼ିିବ । ବ୍ରିଜର ଖମ୍ଭ ତିଆରି ସରିଥିବାବେଳେ ଏହା ପୂର୍ବତଟ ଦେଶ ସହ ଅନ୍ୟାନ୍ୟ ଦେଶକୁ ସଂଯୋଗ କରିବ । ଇଜି ନଦୀ…
ଅଧିକ ଖବର ଦେଖନ୍ତୁ...