Daily Archives

March 2, 2019

୨୦୨୦ ଅଲମ୍ପିକ୍‌ ପୂର୍ବରୁ ଭାରତକୁ ଶକ୍ତ ଧକ୍କା, ଡବଲସ୍‌ ବ୍ୟାଡମିଣ୍ଟନ୍‌ କୋଚ୍‌ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ମାଲେସିଆର ଟନ୍‌ କିମ୍‌ ହର୍‌ ବ୍ୟକ୍ତିଗତ କାରଣରୁ ଭାରତର ଟବଲସ୍‌ ବ୍ୟାଡମିଣ୍ଟନ୍‌ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। ଭାରତୀୟ ବ୍ୟାଡମିଣ୍ଟନ୍‌ ସଂଘ (ବାଇ) ସହିତ ଚୁକ୍ତି ଶେଷ ହେବାକୁ ଟନ୍‌ (୪୭ ବର୍ଷ)ଙ୍କ ଆହୁରି ଦେଢ ବର୍ଷ ବାକି ଥିଲା। ସେ ଜାପାନର ରାଜଧାନୀ ଟୋକିଓ ଠାରେ…
ଅଧିକ ଖବର ଦେଖନ୍ତୁ...

ପୁଣି ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌, ୩ଜଣଙ୍କୁ ନିଲମ୍ବନ କଲେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ

କଳାହାଣ୍ଡି: ପୁଣି ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ତିନିଜଣଙ୍କୁ ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ, ଆଜି ଥିବା ଗଣିତ ପରୀକ୍ଷାର ସେଟ୍‌-ଡିର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଭାଇରାଲ ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ଅଭିନନ୍ଦନଙ୍କ ଫେରିବା ପରେ ପରେ ପୁଞ୍ଚ୍‌ରେ ପାକ୍‌ର ଆକ୍ରମଣ: ୨ ଶିଶୁ, ମହିଳା ମୃତ

ପୁଞ୍ଚ୍‌: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲ୍ଲାସ୍ଥିତ ଝୁଲାସ ଅଞ୍ଚଳରେ ଶୁକ୍ରବାର ରାତିରେ ପାକିସ୍ତାନୀମାନେ ଗୋଳା ବର୍ଷଣ କରିବାରୁ ଜଣେ ମହିଳା ଓ ତାଙ୍କର ଦୁଇ ପିଲାଙ୍କର ମୃତ୍ୟୁ ଘଟିଛି। ଦୁଇ ପିଲାଙ୍କ ଭିତର ଜଣେ ୯ ମାସର ଶିଶୁ ଥିଲା ବୋଲି ଜାଣିବାକୁ ମିଳିଛି। ପାକିସ୍ତାନୀଙ୍କ ଆକ୍ରମଣରେ…
ଅଧିକ ଖବର ଦେଖନ୍ତୁ...

କେଶରେ ରୁପି ବନ୍ଦ କରିବା ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଆଜିକାଲି କେଶରେ ରୁପି ହେବା ଏକ ସାଧାରଣ କଥା, ବିଶେଷ କରି ଶୀତଦିନେ ଚର୍ମ ଶୁଷ୍କ ହୋଇଥିବାରୁ ଅଧିକ ରୁପି ହୋଇଥାଏ । ଏହା ଉଭୟ ମହିଳା ଓ ପୁରୁଷଙ୍କୁ ହୋଇଥାଏ। ବଜାରରେ ରୁପି ଛଡ଼େଇବା ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ମିଳୁଛି, ହେଲେ ସେହି ସବୁ ଜିନିଷର ବ୍ୟବହାର ପରେ ସମ୍ପୂର୍ଣ୍ଣ ରୂପେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ କହିଥିବା ମିଛ ଉପରୁ ପରଦା ଉଠାଇଲା ଏଫ୍‌-୧୬ ବିମାନ ନିର୍ମାତା ଲକ୍‌ହିଡ୍‌ ମାର୍ଟିନ୍‌

ନୂଆଦିଲ୍ଲୀ : ଏଫ୍‌-୧୬ ଲଢ଼ୁଆ ବିମାନ ତିଆରି କରୁଥିବା ଆମେରିକୀୟ କମ୍ପାନୀ ଲକ୍‌ହିଡ୍‌ ମାର୍ଟିନ୍‌ ଏବେ ପାକିସ୍ତାନ କହିଥିବା ଏକ ମିଛ ଉପରୁ ପରଦା ଉଠାଇଛି । ଉଇଙ୍ଗ୍‌ କମାଣ୍ଡର ଅଭିନନ୍ଦନ ମିଗ୍‌-୨୧ ଧରି ପାକିସ୍ତାନୀ ପାଇଲଟ୍‌ ଚଳାଉଥିବା ଏଫ୍‌-୧୬ଲଢ଼ୁଆ ବିମାନଙ୍କୁ ଧ୍ୱଂସ କରି ଦେଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ବାୟୁସେନାର ୱିଙ୍ଗ କମାଣ୍ଡର ଦେଶକୁ ବାହୁଡ଼ିଲେ, ଖୁସିରେ ନବଜାତ ଶିଶୁର ନାମ ‘ଅଭିନନ୍ଦନ’ ରଖି ପରିବାର ଲୋକେ କହିଲେ…

ଜୟପୁର: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବୀରତା ପାଇଁ ଦେଶ ସଲାମ୍‌ କରୁଛି। ଏମିତିରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଅବା ସାଧାରଣ ଜନତା, ସମସ୍ତେ ଅଭିନନ୍ଦନଙ୍କ ବୀରତା ପାଇଁ ତଥା ଶତ୍ରୁ ଦେଶରୁ ସୁରକ୍ଷିତ ଭାବେ ଭାରତକୁ ଫେରି ଆସିବାକୁ ନେଇ ପ୍ରଶଂସା କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦେଶପ୍ରେମ ପ୍ରତି ସନ୍ଦେହ ନାହିଁ! ଶତ୍ରୁ ଦେଶରେ ୬୦ ଘଣ୍ଟା ବିତାଇଥିବା ହେତୁ ପ୍ରୋଟୋକଲ୍‌ ଦୃଷ୍ଟିରୁ ‘ଡିବ୍ରିଫିଂ’ର…

ନୂଆଦିଲ୍ଲୀ: ପାକିସ୍ତାନରେ ଦୀର୍ଘ ୬୦ ଘଣ୍ଟା ବିତାଇବା ପରେ ଶେଷରେ ଗତକାଲି ରାତି ୯.୦୦ରେ ଦେଶକୁ ଫେରିଛନ୍ତି ବାୟୁସେନାର ବୀର ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନ। ସେ ଦେଶକୁ ଫେରି ଆଜି ସକାଳୁ ଭାରତୀୟ ବାୟୁସେନା ମୁଖ୍ୟ ବିଏସ୍‌ ଧନଓ୍ଵାଙ୍କୁ ଭେଟିଛନ୍ତି। ପାକିସ୍ତାନରେ ତାଙ୍କର ୬୦…
ଅଧିକ ଖବର ଦେଖନ୍ତୁ...

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମୌଲାନା ମସୁଦ ଅଝାରର କିଡନୀ ଖରାପ; ସେନା ହସପିଟାଲରେ ଚିକିତ୍ସିତ ହେଉଛି

ଇସଲାମାବାଦ୍: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଂସ୍ଥାପକ ମୌଲାନା ମସୁଦ ଅଝାରର  କିଡନୀ ଖରାପ ହୋଇଥିବାର ଖବର ଆସିଛି । କୁହାଯାଉଛି କି, ପାକିସ୍ତାନ ରାୱଲପିଣ୍ଡିସ୍ଥିତ ଆର୍ମି ହସପିଟାଲରେ ତାର ନିୟମିତ ଡାଇଲିସିସ୍ କରାଯାଉଛି । ପାକ୍ ସୁରକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହା…
ଅଧିକ ଖବର ଦେଖନ୍ତୁ...

ମେଡିକାଲ ଟେଷ୍ଟ ହେବା ପୂର୍ବରୁ ଦିଲ୍ଲୀରେ ପରିବାରକୁ ଭେଟିଥିଲେ ପାଇଲଟ୍‌ ଅଭିନନ୍ଦନ

ନୂଆଦିଲ୍ଲୀ : ଗତକାଲି ବୀର ପାଇଲଟ୍‌ ଅଭିନନ୍ଦନ ପାକିସ୍ତାନରୁ ଭାରତ ଫେରିବା ପରେ ସାରା ଦେଶ ତାଙ୍କୁ ସ୍ୱାଗତ କରିଥିଲା । ତାଙ୍କ ଫେରିବା ଖୁସିରେ ଭାରତବାସୀଙ୍କ ଖୁସି ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ଓ୍ଵାଘା-ଅଟାରୀ ସୀମାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ଦେଖା ଯାଇଥିଲା । ସେଠାରୁ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବାରାଣସୀରୁ ଲୋକସଭା ନିର୍ବାଚନ ଲଢିବେ ଶତ୍ରୁଘ୍ନ ସିହ୍ନା !

ନୂଆଦିଲ୍ଲୀ: ବିହାରର ପାଟନା ସାହିବ୍‌ ଆସନରୁ ଜିତି ଲୋକସଭା ସଦସ୍ୟ ହୋଇଥିବା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା ଏଥର ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିକଟରେ ଶତ୍ରୁଘ୍ନ୍ନ ସିହ୍ନା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ…
ଅଧିକ ଖବର ଦେଖନ୍ତୁ...