Daily Archives

April 7, 2019

ବିଜେପିର ପ୍ରଚାର ମ୍ୟୁଜିକ ଭିଡିଓ ରିଲିଜ୍‌: ‘ଚଲୋ ଫିର୍‌ ଏକ୍‌ ବାର ମୋଦୀ ସରକାର ବନାତେ ହେ’

ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ‘ଫିର୍‌ ଏକ୍‌ ବାର ମୋଦୀ ସାରକାର’ ଟ୍ୟାଗ୍‌ ଲାଇନ୍‌ ବ୍ୟବହାର କରି ଏକ ପ୍ରଚାର ମ୍ୟୁଜିକ୍‌ ଭିଡିଓ ଜାରି କରିଛି। ଏପର୍ଯ୍ୟନ୍ତ ବିଜେପିର ନିର୍ବାଚନୀ ଇସ୍ତହାର ପ୍ରକାଶ ପାଇନାହିଁ। ପ୍ରକାଶ ପାଇଥିବା ଗୀତର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଟିକେଟରେ ମୋରଡ଼ାରୁ ଲଢ଼ିବେ ପ୍ରଭାସ କର ମହାପାତ୍ର

ଭୁବନେଶ୍ୱର: ମୟୂରଭଂଜ ଜିଲ୍ଲାର ମୋରଡ଼ା ଆସନ ପାଇଁ କଂଗ୍ରେସ ରବିବାର ନିଜର ପ୍ରାର୍ଥୀ ଘୋଷଣା କରିଛି। ଏହି ଆସନରୁ କଂଗ୍ରେସ ଟିକେଟରେ ପ୍ରଭାସ କର ମହାପାତ୍ର ନିର୍ବାଚନ ଲଢ଼ିବେ। ଏହି ଆସନ ପାଇଁ ପୂର୍ବରୁ କଂଗ୍ରେସ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟରେ ବୁଝାମଣା ହୋଇଥିଲା। ମୋରଡ଼ାରେ କଳିଙ୍ଗ…
ଅଧିକ ଖବର ଦେଖନ୍ତୁ...

୨୦୨୫ ସୁଦ୍ଧା ମହାକାଶରେ ଭାରତର ୧୦୦ଟି ସାଟେଲାଇଟ ଥିବ

ନୂଆଦିଲ୍ଲୀ : ଆସନ୍ତା ୨୦୨୫ ସୁଦ୍ଧା ମହାକାଶରେ ଭାରତର ପ୍ରାୟ ୧୦୦ଟି ଉପଗ୍ରହ ପୃଥିବୀ ପରିକ୍ରମା କରୁଥିବ । ଏହି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଭାରତ ସରକାର । ଏ ସଂପର୍କରେ ରାଷ୍ଟ୍ରୀୟ ସୁରକ୍ଷା ଉପ-ପରାମର୍ଶଦାତା ପଙ୍କଜ ସରନ କହିଛନ୍ତି ଯେ ଏବେ ଆମର ୪୯ଟି ସାଟେଲାଇଟ ବା ଉପଗ୍ରହ ଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଜଟଣୀ: ମା ଜଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆରମ୍ଭ

ଜଟଣୀ: ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଉପକଣ୍ଠ କୁଦିଆରୀ ଗ୍ରାମରେ ଚଳିତ ମାସ ୫ ତାରିଖ ଠାରୁ ଗ୍ରାମଦେବୀ ମା ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ବହୁ ଆଡମ୍ବର ସହିତ ଆରମ୍ଭ ହୋଇଯାଇଛି। ଶୁକ୍ରବାର ମଧ୍ୟାହ୍ଣ ୨ଟା ୩୦ରେ ଜଳଯାତ୍ରା ପାଇଁ ବହୁ ସଂଖ୍ୟାରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ଟସ୍‌ ଜିଣି କୋଲକାତାର ବୋଲିଂ ନିଷ୍ପତ୍ତି, ରାଜସ୍ଥାନ କରୁଛି ବ୍ୟାଟିଂ

ଜୟପୁର: ରାଜସ୍ଥାନ ରୟାଲସ୍‌ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ରିବାବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୧ତମ ମୁକାବିଲା ହୋଇଛି। ଗୋଲାପି ସହର ଜୟପୁରସ୍ଥିତ ସଓ୍ଵାଇ ମାନସିଂ ଷ୍ଟାଡିୟମ୍‌ରେ କୋଲକାତା ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ ରାଜସ୍ଥାନ ବ୍ୟାଟିଂ କରୁଛି।…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ : କଂଗ୍ରେସର ସର୍ବାଧିକ ୫୯% ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି, ବିଜେଡ଼ିର…

ଭୁବନେଶ୍ୱର : ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ଓଡ଼ିଶା ଇଲେକ୍ସନ ଓ୍ଵାଚ ଓଡ଼ିଶାର ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ  କରିଛି । ଏହି ରିପୋର୍ଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ଅଧିନାୟକ ଶ୍ରେୟସ୍‌ଙ୍କ ଅର୍ଦ୍ଧଶତକ, ବେଙ୍ଗାଲୁରୁ ବିପକ୍ଷରେ ଦିଲ୍ଲୀ ୪ ଓ୍ଵିକେଟ୍‌ରେ ବିଜୟୀ

ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ରବିବାର ପୁଣି ଥରେ ହାରିବାକୁ ପଡ଼ିଛି। ଅଧିନାୟକ ଶ୍ରେୟସ୍‌ ଆୟାରଙ୍କ ଅର୍ଦ୍ଧଶତକ (୬୭ ରନ୍‌, ୫୦ ବଲ, ୮ ଚୌକା, ୨ ଛକା) ବଳରେ ଦିଲ୍ଲି କ୍ୟାପିଟାଲସ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦ତମ ମ୍ୟାଚ୍‌ରେ ୧୮.୫ ଓଭରରେ ୬…
ଅଧିକ ଖବର ଦେଖନ୍ତୁ...

କ’ଣ କହନ୍ତି ସିଭିଲ୍‌ ସର୍ଭିସ ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଜୁନେଦ୍‌?

ନୂଆଦିଲ୍ଲୀ: ଶୁକ୍ରବାର ସଂଧ୍ୟାରେ ସିଭିଲ୍‌ ସର୍ଭିସର ପରୀକ୍ଷା ଫଳଫଳ ପ୍ରକାଶ ପାଇଛି। ପରୀକ୍ଷାରେ ପ୍ରଥମ ଓ ଦ୍ୱିତୀୟ ଟପ୍ପରଙ୍କ ବିଷୟରେ ଆମେ ପୂର୍ବରୁ ଆଲୋଚନା କରି ସାରିଛେ। ତେବେ ତୃତୀୟ ସ୍ଥାନ ଅକ୍‌ତିଆର କରିଥିବା ଜୁନେଦ ଅହମ୍ମଦଙ୍କ ସଂପର୍କରେ ଆଜି ଆଲୋଚନା କରିବା। ଜୁନେଦ ୨୦୧୪…
ଅଧିକ ଖବର ଦେଖନ୍ତୁ...

ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାକୁ ମଡେଲ ରାଜ୍ୟରେ ପରିଣତ କରାଯିବ: ଅମିତ ଶାହା

ବରଗଡ଼: ଓଡ଼ିଶାରେ ସରକାର ବଦଳିବା ଦରକାର। ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଲେ ଓଡ଼ିଶାକୁ ମଡେଲ ରାଜ୍ୟରେ ପରିଣତ କରାଯିବ ବୋଲି ଅମିତ ଶାହା କହିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହା ବରଗଡ଼ରେ ରବିବାର ବିଜୟ ସଂକଳ୍ପ ସମାବେଶରେ ବିଜେଡିକୁ ପୋଡ଼ା ଟ୍ରାନ୍ସଫରମ ସହିତ ତୁଳନା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...