Daily Archives

April 17, 2019

ନବୀନଙ୍କ ସମେତ ଏହି ୧୫ ଜଣ ହେଭିୱେଟ ରାଜନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ଆସନ୍ତାକାଲି

ଭୁବନେଶ୍ୱର: ଲଗାତାର ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ପଞ୍ଚମ ଥର ଗାଦିରେ ବସିବେ କି ନାହିଁ ତାହା ଆସନ୍ତାକାଲି ନିର୍ଦ୍ଧାରଣ କରିବେ ଭୋଟର । ବିଜେଡି ସୁପ୍ରିମୋ ନବୀନ ଏଥର ହିଞ୍ଜିଳି ସାଂଗକୁ ବିଜେପୁର ବିଧାନସଭା ଆସନରୁ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି ଏବଂ ଦୁଇଟି ଯାକ…
ଅଧିକ ଖବର ଦେଖନ୍ତୁ...

ମମତାଙ୍କ ବାୟୋପିକ୍‌କୁ ନେଇ ବିବାଦ ତେଜିଲା: ସିପିଏମ୍‌ ପରେ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେଲା ବିଜେପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍‌ ନରେନ୍ଦ୍ର ମୋଦୀ’କୁ ବିରୋଧୀମାନେ ବିରୋଧ କରିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାୟୋପିକ୍‌ ‘ବାଘିନ: ଦ ବେଙ୍ଗଲ୍‌ ଟାଇଗ୍ରିସ୍‌’ ଚଳଚ୍ଚିତ୍ରର ପ୍ରଦର୍ଶନ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଭେଲୋର ନିର୍ବାଚନ ବାତିଲ ନିଷ୍ପତ୍ତିକୁ କାଏମ ରଖିଲେ ହାଇକୋର୍ଟ

ଚେନ୍ନାଇ : ତାମିଲନାଡୁର ଭେଲୋର ଲୋକସଭା ଆସନରେ ନିର୍ବାଚନ ସ୍ଥଗିତ ରଖିବାକୁ ନିର୍ବାଚନ ଆୟୋଗ ନେଇଥିବା ନିଷ୍ପତ୍ତିକୁ ମାଡ୍ରାସ ହାଇକୋର୍ଟ କାଏମ ରଖିଛନ୍ତି । ଜଷ୍ଟିସ ଏସ.ମଣିକୁମାର ଓ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କରେ ଏଆଇଡିଏମକେ ମେଣ୍ଟ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଖଣ୍ଡପଡାରେ ଜମୁଛି ପ୍ରଚାର : ଘରକୁ ଘର ବୁଲି ପ୍ରଚାର ଆରମ୍ଭ କଲେ ସୌମ୍ୟରଞ୍ଜନ

ଖଣ୍ଡପଡ଼ା: ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋର ଧରିଛି। ବିଜେଡିର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ବୁଧବାର ପଦଯାତ୍ରା କରି ଘର ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଖଣ୍ଡପଡ଼ା ବ୍ଲକ୍‌ର ବେଣାଜାଡିଆ, ସେରଜଙ୍ଗ…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ କରିବାକୁ ପ୍ରସ୍ତୁତ ଦେଶର ସବୁଠାରୁ ବୟସ୍କ, ୧୧୬ ବର୍ଷ ବୟସ୍କ ମତଦାତା ମହମ୍ମୁଦ୍‌ ଅଲ୍ଲୀ

କରିମ୍‌ଗଞ୍ଜ (ଆସାମ): ଆସାମରେ ୧୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ କରିବେ କରିମଗଞ୍ଜର ୧୧୬ ବର୍ଷ ବୟସ୍କ ମହମ୍ମୁଦ୍‌ ଅଲ୍ଲୀ। ମହମ୍ମୁଦ୍‌ ଅଲ୍ଲୀ ଜଣେ ସ୍ୱାଧୀନତା ସଂଗ୍ରାମୀ। ଆସନ୍ତା କାଲି ମହମ୍ମୁଦ୍‌ ଅଲ୍ଲୀ ନିଜର ମତଦାନ ଅଧିକାର ସାବ୍ୟସ୍ତ…
ଅଧିକ ଖବର ଦେଖନ୍ତୁ...

ଆଜି ରାତିରେ ଘରୋଇ ରୁଟରେ ବିମାନ ଚଳାଚଳ ବନ୍ଦ କରିପାରେ ଜେଟ୍‌ ଏୟାରୱେଜ୍

ନୂଆଦିଲ୍ଲୀ: ପ୍ରାୟ ୮ ହଜାର କୋଟି ଋଣ ସହ ଦେବାଳିଆ ସ୍ଥିତିରେ ପହଞ୍ଚିଥିବା ଘରୋଇ ବିମାନ ସେବା କମ୍ପାନି ଜେଟ ଏୟାରୱେଜ୍ ଆଜି ରାତି ପାଇଁ ନିଜର ସବୁ ଘରୋଇ ଫ୍ଲାଇଟ ସ୍ଥଗିତ ରଖିବାର ସମ୍ଭାବନା ରହିଛି । ଜରୁରୀ ଆବଶ୍ୟକତା ପାଇଁ କମ୍ପାନି ନିଜର ଋଣଦାତାମାନଙ୍କୁ ମାଗିଥିବା ୪୦୦ କୋଟି ଟଙ୍କା ନ…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କ କଟକ ରୋଡ୍‌ ସୋ’ : ମା’କଟକ ଚଣ୍ଡୀଙ୍କ ଦର୍ଶନ କରି ଆର୍ଶୀବାଦ ନେଲେ, ବୁଲି ବୁଲି ସହରବାସୀଙ୍କୁ ଭୋଟ ମାଗିଲେ

କଟକ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଟକ ସହରରରେ ରୋଡ ସୋ’ କରିଛନ୍ତି। ସହରର ବିଭିନ୍ନ ଅଞ୍ଚଳ ବୁଲି ଲୋକମାନଙ୍କୁ ଭୋଟ ପାଇଁ ନିବେଦନ କରିବା ସହିତ କଟକସ୍ଥିତ ଚଣ୍ଡୀମନ୍ଦିରରେ ପହଞ୍ଚି ମା’ ଚଣ୍ଡୀଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି। ନବୀନଙ୍କୁ ଦେଖିବା ଲାଗି ଚଣ୍ଡୀମନ୍ଦିର ପରିସରରେ…
ଅଧିକ ଖବର ଦେଖନ୍ତୁ...

‘ପିଏମ୍‌ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରକୁ ଆଜି ଦେଖିବେ ନିର୍ବାଚନ କମିସନ, ତା’ପରେ ହେବ ପ୍ରଦର୍ଶନ ନିଷ୍ପତ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍‌ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରକୁ ନିର୍ବାଚନ କମିସନ ଆନୁଷ୍ଠାନିକ ଭାବେ ଦେଖିବେ। ନିର୍ବାଚନ କମିସନଙ୍କ ଏକ ଦଳ ଏହି ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ଚଳଚ୍ଚିତ୍ର…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କୁ ଶରଦ ପାଓ୍ଵାରଙ୍କ ଟାର୍ଗେଟ – ମୋର ପରିବାର ଅଛି, ମୋଦିଙ୍କର ନାହିଁ, ପରିବାର କିପରି ଚଳାଯାଏ ସେ କିପରି…

ପୁଣେ: ମୋର ଜଣେ ପତ୍ନୀ ଅଛନ୍ତି, ଝିଅ-ଜ୍ୱାଇଁ ଅଛନ୍ତି, ପୁତୁରା-ଝିଆରୀ ଅଛନ୍ତି, କିନ୍ତୁ ନରେନ୍ଦ୍ର ମୋଦିଙ୍କର କେହି ନାହିଁ । କିପରି ସେ ଜାଣିବେ ପରିବାର କିପରି ଚଳାଯାଏ? ଏଣୁ ସେ ୟା ତା ପରିବାର ମାମଲାରେ ମୁଣ୍ଡ ପୁରାଉଛନ୍ତି, ବୋଲି କହିଛନ୍ତି ଏନସିପି ନେତା ଶରଦ ପାଓ୍ଵାର । କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ନିଜ ଦଳ ଉପରେ ବିରକ୍ତ ହେଲେ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ

ନୂଆଦିଲ୍ଲୀ: ମହିଳାଙ୍କ ସହ ଠିକ୍‌ ବ୍ୟବହାର କରୁନଥିବା ଲୋକମାନଙ୍କ ବିରୋଧରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଟ୍ଵିଟ୍‌ କରି କହିଛନ୍ତି ଯେ ‘ଏହା ଅତ୍ୟନ୍ତ ଦୁଃଖର କଥା…
ଅଧିକ ଖବର ଦେଖନ୍ତୁ...