Daily Archives

April 17, 2019

ଲଢ଼େଇରେ ଦୁଇ ପିଢ଼ିର ନାରୀନେତ୍ରୀ: ମାଳତୀ ବନାମ ନନ୍ଦିନୀ

ସେମାନେ ଥିଲେ ଦୁଇ ଭିନ୍ନ ଭିନ୍ନ ପିଢ଼ିର ପ୍ରତିନିଧି। ଠିକ୍‌ ମା’ ଝିଅ ପରି। ଜଣେ ସେବା ଓ ତ୍ୟାଗର ମହାନ ପ୍ରତିମା ମା’ ମାଳତୀ ଚୌଧୁରୀ ଏବଂ ଅନ୍ୟ ଜଣେ ଏଇ ମାଟିର ନନ୍ଦିନୀ, ନନ୍ଦିନୀ ଶତପଥୀ। ଜଣେ ସାହସିନୀ, ସମର୍ପିତା, ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର ଆଦ୍ୟାଶକ୍ତି ତ ଅନ୍ୟ ଜଣେ ନୂଆପିଢ଼ି…
ଅଧିକ ଖବର ଦେଖନ୍ତୁ...

ଜନ୍ମମାଟି କଟକରେ ରୋଡ ସୋ’ କଲେ ନବୀନ

ଭୁବନେଶ୍ୱର: ନିଜ ଜନ୍ମମାଟିରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କଟକ ସହରରେ ଜନ୍ମିତ ନବୀନ ହଜାର ବର୍ଷର ନଗରରେ ରୋଡ ସୋ’ କରିଛନ୍ତି। ନବୀନଙ୍କୁ ଦେଖିବା ଲାଗି ସହରର ବିଭିନ୍ନ ଛକରେ ଭିଡ ଦେଖିବାକୁ ମିଳିଛି। ଅପରାହ୍ନ ୪.୩୦ରେ ଆରମ୍ଭ ହୋଇଛି ରୋଡ ସୋ’। ଉଭୟ ବସର ଛାତ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ : ୩ ବିଜେପି ନେତାଙ୍କ ଘରୁ ମିଳିଲା ୮୩ ଲକ୍ଷ ଟଙ୍କା, ୫୬୦ ଗ୍ରାମ ସୁନା

କରଓ୍ଵାର: ଦେଶରେ ନିର୍ବାଚନ ଆରମ୍ଭ ହୋଇଯାଇଥିବାବେଳେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ନଗଦ ଟଙ୍କାର ବ୍ୟାପକ ବ୍ୟବହାର ହେଉଥିବା ନିର୍ବାଚନ ଆୟୋଗ ଓ ଆୟକର ବିଭାଗ ପାଖକୁ ସୂଚନା ମିଳିବାରେ ଲାଗିଛି । ଏଥିପାଇଁ ଆୟୋଗର ଦଳ ଓ ଆୟକର ବିଭାଗର ଫ୍ଲାଇଂ ସ୍କ୍ଵାଡ ବିଭିନ୍ନ ଅଞ୍ଚଳରେ ଚଢଉ ଜାରି…
ଅଧିକ ଖବର ଦେଖନ୍ତୁ...

ସେନା ବାହିନୀକୁ ସ୍ୱତନ୍ତ୍ର ଆର୍ଥିକ କ୍ଷମତା ପ୍ରଦାନ କଲେ କେନ୍ଦ୍ର ସରକାର; ଜରୁରୀ ଆବଶ୍ୟକତା ପୂରଣ ପାଇଁ କିଣି ପାରିବେ…

ନୂଆଦିଲ୍ଲୀ: ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲା ପରେ କେନ୍ଦ୍ର ସରକାର ଭାରତୀୟ ସେନା ବାହିନୀକୁ ଏକ ସ୍ୱତନ୍ତ୍ର ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ସେନା ବାହିନୀକୁ କେନ୍ଦ୍ର ସରକାର ପ୍ରଦାନ କରିଥିବା ଏହି ସ୍ୱତନ୍ତ୍ର ଆର୍ଥିକ କ୍ଷମତା ବଳରେ ଭାରତୀୟ ସେନାର ତିନି ବାହିନୀ- ସ୍ଥଳସେନା,…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ମାଓ ହିଂସା : ଗୁଳିମାଡରେ ମହିଳା ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ

ଫୁଲବାଣୀ: ନିର୍ବାଚନକୁ ବିରୋଧ କରୁଥିବା ମାଓବାଦୀମାନେ କନ୍ଧମାଳ ଜିଲ୍ଲାରେ ହିଂସାକାଣ୍ଡ  ଭିଆଇଥିବା ନଜରକୁ ଆସିଛି। ମିଳିଥିବା ସୂଚନା ଅନୁସାରେ,  କନ୍ଧମାଳ ଜିଲ୍ଲାର ଗୋଛାପଡ଼ା-ବାନ୍ଦାପାଡା ଠାରେ ମାଓବାଦୀଙ୍କ ଗୁଳିମାଡରେ ଜଣେ ମହିଳା ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଡିବେଟ୍‌ ସୋ’ରେ ସମାଜବାଦୀ ପାର୍ଟି-ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ମରାମରି ଏବଂ ଚୌକି ଫିଙ୍ଗା ଫୋପଡ଼ା

ଲକ୍ଷ୍ନୌ: ଏକ ରାଷ୍ଟ୍ରୀୟ ଚାନେଲରେ ଡିବେଟ୍‌ ସୋ’ ‘ଦଙ୍ଗଲ’ ର ସୁଟିଂ ଚାଲିଥିବାବେଳେ ସମାଜବାଦୀ ପାର୍ଟି ଓ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଖାଲି ସେତିକି ନୁହେଁ,ଉଭୟ ପକ୍ଷ ପରସ୍ପର ପ୍ରତି ଆକ୍ରମଣ ମଧ୍ୟ କରିଥିଲେ। ଉତ୍ତର ପ୍ରଦେଶର…
ଅଧିକ ଖବର ଦେଖନ୍ତୁ...

‘ଓ ଲମ୍‌ହେ’ ସ୍କ୍ରିନିଙ୍ଗ୍‌ ସମୟରେ କଙ୍ଗନାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ ମହେଶ ଭଟ୍ଟ : ରଙ୍ଗୋଲି ଚନ୍ଦେଲ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଭଉଣୀ ରଙ୍ଗୋଲିଙ୍କ ଟୁଇଟ୍‌ ଏବେ ଚାରିଆଡ଼େ ଚହଳ ପକାଇ ଦେଇଛି । ୨୦୦୬ମସିହାରେ ଘଟିଥିବା ଏକ ଘଟଣାକୁ ନେଇ ରଙ୍ଗୋଲି ମହେଶ ଭଟ୍ଟଙ୍କୁ ଟାର୍ଗେଟ କରିଥିବା ବେଳେ ତାଙ୍କର ହଠାତ୍‌ ଏଭଳି ଟୁଇଟ୍‌ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ବରଗଡ଼ରେ ଭାଗ୍ୟପରୀକ୍ଷା :ଲୋକସଭା ଆସନରେ ବ୍ୟାପକ ଅଦଳବଦଳ ପରେ ପରିମାଣ କେଉଁ ଦଳ ସପକ୍ଷରେ ଯିବ?

ଭୁବନେଶ୍ବର (ସୁବ୍ରତ ଦାସ) : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଥର ବହୁ ଓଲଟପାଲଟ ହୋଇଛି। ତେଣୁ ନିର୍ବାଚନ ଫଳାଫଳକୁ ସମସ୍ତେ ଉତ୍କଣ୍ଠା ସହିତ ଅପେକ୍ଷା କରି ରହିଛନ୍ତି। ଏହି ଲୋକସଭା ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ଅକ୍ତିଆରରେ ଥିଲା। ଦଳର ପ୍ରାର୍ଥୀ ପ୍ରଭାସ କୁମାର ସିଂହ ୩.୮୩…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ପରେ ଏବେ ରାଷ୍ଟ୍ରପତିଙ୍କୁ ଟାର୍ଗେଟ କଲା କଂଗ୍ରେସ, ତାଙ୍କ ଜାତି ପାଇଁ ତାଙ୍କୁ ରାଷ୍ଟ୍ରପତି କରାଯାଇଥିବା…

ନୂଆଦିଲ୍ଲୀ : ୨୦୧୯ର ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ସବୁ ଦଳ ପରସ୍ପର ବିରୋଧରେ ବୟାନବାଜି ଆରମ୍ଭ କରି ମତଦାତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗି ପଡ଼ିଛନ୍ତିି । ତେବେ ପୂର୍ବରୁ ଦଳ-ଦଳକୁ ଟାର୍ଗେଟ କରୁଥିବା ବେଳେ ଏବେ କଂଗ୍ରେସ ଦେଶର ରାଷ୍ଟ୍ରପତି ରାମ୍‌ନାଥ କୋବିନ୍ଦଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

ଡ୍ୟୁଟିରେ ଥିବା ଅଫିସରଙ୍କୁ ଅଶୋଭନୀୟ ଆଚରଣ ଅଭିଯୋଗରେ ଧର୍ମେନ୍ଦ୍ରଙ୍କ ବିରୋଧରେ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ…

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି । କେନ୍ଦ୍ରମନ୍ତ୍ରୀ ଅବାଧ ତଥା ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟାରେ ଅସହଯୋଗ କରିଥିବା ଅଭିଯୋଗ କରିଛି ବିଜେଡ଼ି । କେନ୍ଦ୍ରମନ୍ତ୍ରୀ ଗତକାଲି ଡ୍ୟୁଟିରେ ଥିବା ଅଫିସରଙ୍କୁ ଖରାପ…
ଅଧିକ ଖବର ଦେଖନ୍ତୁ...