Daily Archives

April 22, 2019

ଆଇପିଏଲ୍‌: ମେ’ ମାସ ୧୨ରେ ଖେଳାଯିବ ଫାଇନାଲ ମ୍ୟାଚ୍‌, ଏହି ଷ୍ଟାଡିୟମ୍‌ରେ ମୁକାବିଲା କରିବେ ୨ଟିମ୍‌

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ଫାଇନାଲ ମ୍ୟାଚ୍‌ ମେ’ ମାସ ୧୨ ତାରିଖରେ ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ। ଆଇପିଏଲ୍‌ର କ୍ୱାଲିଫାୟାର-୧ ଚେନ୍ନାଇ ଏବଂ କ୍ୱାଲିଫାୟର-୨ ଓ ଏଲିମିନେଟର ବିଶାଖାପାଟଣାରେ…
ଅଧିକ ଖବର ଦେଖନ୍ତୁ...

ପରମାଣୁ ବୋମା ଦୀପାବଳୀ ପାଇଁ ରଖିନୁ ବୋଲି ମୋଦୀଙ୍କ ବୟାନର ଜବାବ ଦେଲେ ମେହବୁବା, ପାକିସ୍ତାନ ବି ଇଦ୍‌ ପାଇଁ ରଖିନଥିବ

ଶ୍ରୀନଗର: ଭାରତ ପରମାଣୁ ବୋମା ଦୀପାବଳୀ ପାଳନ କରିବା ପାଇଁ ରଖିନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ କହିବାର ଠିକ୍‌ ପରଦିନ  ତାହାର ଜବାବ ରଖିଛନ୍ତି ପିଡିପି ମୁଖ୍ୟ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି। ସୋମବାର ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର…
ଅଧିକ ଖବର ଦେଖନ୍ତୁ...

୭ ସମ୍ବେଦନଶୀଳ ବିଧାନସଭା ନିର୍ବାଚନମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ

ଭୁବନେଶ୍ବର : ଆସନ୍ତାକାଲି ହେବାକୁଥିବା ୪୨ଟି ବିଧାନସଭା ଆସନ ମଧ୍ୟରୁ ୩୫ଟିରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ବାକି ୭ଟିରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ସୁରକ୍ଷା ଦୃଷ୍ଟିରୁ ମାଓ ଅଧ୍ୟୁଷିତ ସମ୍ବଲପୁର, କେନ୍ଦୁଝର ଓ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରରେ ଭୋଟ ଗୋଟିକ ୨୫୦୦ ଟଙ୍କାରେ ବିକ୍ରି ହେଉଛି : ଟିଡିପି ଏମପି

ହାଇଦ୍ରାବାଦ : ନିର୍ବାଚନ ଆୟୋଗଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ନିର୍ବାଚନରେ ଧନବଳ ଓ ବାହୁବଳର ପ୍ରାଦୁର୍ଭାବ ଦେଖାଦେଇଛି । ଫ୍ଲାଇଙ୍ଗ ସ୍କ୍ଵାଡ ବିଭିନ୍ନ ସ୍ଥାନରୁ ପୁଳା ପୁଳା ଟଙ୍କା ଜବତ କରୁଛି । କିନ୍ତୁ ଏହା ସତ୍ତ୍ୱେ ଭୋଟରମାନଙ୍କୁ ପ୍ରବଳ ଟଙ୍କା ବଣ୍ଟି ଚାଲିଛନ୍ତି ନେତାମାନେ ।…
ଅଧିକ ଖବର ଦେଖନ୍ତୁ...

ତିରୁପତି ମନ୍ଦିରର ୧୪୦୦କିଲୋ ସୁନାକୁ  ନିର୍ବାଚନ କମିସନ ଅଧିକାରୀ ଜବତ କରିଛନ୍ତି

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ଧାର୍ମିକସ୍ଥଳୀ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି)ର ସୁନାକୁ  ନିର୍ବାଚନ କମିସନଙ୍କ ଅଧିକାରୀ ତାମିଲନାଡୁରେ ଜବତ କରିଥିଲେ। ଏହି ସୁନା ଜବତ ହେବା ପରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରବିବାର ଯାଞ୍ଚ ଆଦେଶ ଦିଆଯାଇଛି। ଆନ୍ଧ୍ରପ୍ରଦେଶର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ଟସ୍‌ ଜିଣି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ରାଜସ୍ଥାନ କରୁଛି ବ୍ୟାଟିଂ

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୪୦ତମ ମ୍ୟାଚ୍‌ ସୋମବାର ରାଜସ୍ଥାନ ରୟାଲସ୍‌ ଏବଂ ଦିଲ୍ଲୀ କ୍ୟାପିଟାଲସ୍‌ ମଧ୍ୟରେ ଖେଳାଯାଉଛି। ଜୟପୁରସ୍ଥିତ ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ଟସ୍‌ ଜିଣି ଦିଲ୍ଲୀ କ୍ୟାପିଟାଲସ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ପ୍ରଚାରର ଶେଷ ଦିନରେ ପୁଣି ଚର୍ଚ୍ଚା ପାଲଟିଲେ ସମ୍ବିତ, ସୋସିଆଲ୍‌ ମିଡିଆରେ ଛାଇଲା ପୁରୀ ବିଜେପି…

ପୁରୀ: ନିର୍ବାଚନୀ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ପରେ ଓଡ଼ିଶାରୁ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ତାଙ୍କ ବିଷୟରେ କିଛି ନା କିଛି ଖବର ପ୍ରତିଦିନ ହସ୍ତଗତ ହେବାରେ ଲାଗିଛି। ପ୍ରଥମ ଦିନରୁ ହିଁ ଜଗନ୍ନାଥଙ୍କ…
ଅଧିକ ଖବର ଦେଖନ୍ତୁ...

କଟକ ଲୋକସଭା: ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା; ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ ଦଳୀୟ ସଂଗଠନର ସ୍ଥିତି ନେବ…

କଟକ (ପୁଷ୍ପମିତ୍ର ମହାନ୍ତି): ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟର ଅନ୍ୟତମ ସମ୍ମାନଜନକ ଆସନ କଟକର ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ଏହି ଆସନରୁ ବିଜୁ ଜନତା ଦଳ (ବିଜେଡି)ର ପ୍ରାର୍ଥୀ ଭାବେ ଗତ ଲୋକସଭାରେ ଏହି ଆସନରୁ ନିର୍ବାଚିତ ହୋଇଥିବା ସାଂସଦ ଭର୍ତ୍ତୃହରି ମହତାବ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

କଲମ୍ବୋ ସିରିୟଲ୍‌ ବିସ୍ଫୋରଣ ମୃତକଙ୍କ ଭିତରେ ଅଛନ୍ତି ୪ କର୍ଣ୍ଣାଟକ ଜେଡିଏସ୍‌ ଦଳର ନେତା

ବେଙ୍ଗାଲୁର: ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ରବିବାର ହୋଇଥିବା ସିରିଏଲ୍‌ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ପାଖାପାଖି ୩୦୦ ଲୋକଙ୍କ ଭିତରେ କର୍ଣ୍ଣାଟକ ଜେଡିଏସ୍‌ ଦଳର ୪ ନେତା ବି ଅଛନ୍ତି ବୋଲି ଜାଣିବାକୁ ମିଳିଛି। ୪ ଜଣ ନେତାଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ୩ୟ ପର୍ଯ୍ୟାୟ ଭୋଟ : ୪ ପୂର୍ବତନ ବ୍ୟୁରୋକ୍ରାଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ

ଭୁବନେଶ୍ୱର : ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ୩ୟ ପର୍ଯ୍ୟାୟ ନିର୍ବାଚନ । ଓଡ଼ିଶାର ୬ଟି ଲୋକସଭା ଆସନ ଓ ୪୨ଟି ବିଧାନସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ୬୧ ଜଣ ପ୍ରାର୍ଥୀ ଓ ୪୨ଟି ବିଧାନସଭା ଆସନ ପାଇଁ ୩୫୬ ଜଣ ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...