Daily Archives

April 23, 2019

ପୋଲିଂ ବୁଥ୍‌ ବାହାରେ ଭାଷଣ ଦେବାରୁ ମୋଦୀଙ୍କ ବିରୋଧରେ ନିର୍ବାଚନ କମିସନ ନିକଟରେ ଅଭିଯୋଗ ଆଣିଲା କଂଗ୍ରେସ

ଅହମ୍ମଦାବାଦ୍‌ : ମଙ୍ଗଳବାର ଅହମ୍ମଦାବାଦ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଭୋଟ୍‌ ଦେବା ପରେ ପୋଲିଂ ବୁଥ୍‌ ବାହାରେ ରାଜନୈତିକ ଭାଷଣ ଦେଇଥିଲେ । ଏ ନେଇ ଏବେ ଅଭିଯୋଗ ଆଣିଛି କଂଗ୍ରେସ । ମୋଦୀଜୀ ପୋଲିଂ ବୁଥ୍‌ ବାହାରେ ଏଭଳି ଭାଷଣ ଦେବା ପରେ କଂଗ୍ରେସ ଏବେ ନିର୍ବାଚନ କମିସନକୁ ଅଭିଯୋଗ କରିଥିବା…
ଅଧିକ ଖବର ଦେଖନ୍ତୁ...

ତୃତୀୟ ପର୍ଯ୍ୟାୟ ମତଦାନ ପରେ ତିନି ପ୍ରମୁଖ ଦଳର ଦାବି: ଆମେ ସରକାର ଗଢ଼ିବୁ 

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ଭୋଟ୍‌  ଗ୍ରହଣ ଶେଷ ହେବା ପରେ ଆଜି ରାଜ୍ୟର ପ୍ରମୁଖ ତିନୋଟି ଦଳ, ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ସରକାର ଗଢ଼ିବେ ବୋଲି ଦାବି କରିଛନ୍ତି । ବିଜୁ ଜନତା ଦଳର ନେତା ସୁବାସ ସିଂହ କହିଛନ୍ତି, ଆମେ ୨୦୧୪ରେ ଆମେ ୧୧୭ ବିଧାନସଭା ଆସନ ପାଇ…
ଅଧିକ ଖବର ଦେଖନ୍ତୁ...

ପୁରୀ: ନିର୍ବାଚନୀ ହିଂସାରେ ଜଣେ ଗୁରୁତର, ୪ ଆହତ

ପୁରୀ: ପୁରୀ ଗିରଳରେ ଜଣେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀ ଅଆକ୍ରମଣ କରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି। ଉକ୍ତ ବିଜେଡି କର୍ମୀଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ବିଜେଡି କର୍ମୀଙ୍କ ନାମ ରାଜେନ୍ଦ୍ର ବେହେରା ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଟସ୍‌ ଜିଣି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ହାଇଦ୍ରାବାଦ୍‌ର ବ୍ୟାଟିଂ ଜାରି

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୪୧ତମ ମ୍ୟାଚ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଜାରି ରହିଛି। ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ…
ଅଧିକ ଖବର ଦେଖନ୍ତୁ...

ପୋଲିଂ ବୁଥ୍‌ରେ କ୍ୟୁଟ ଫଟୋ: ମା’ କରୁଛନ୍ତି ମତଦାନ, ସୁରକ୍ଷାକର୍ମୀଙ୍କ କୋଳରେ ବସି ପ୍ରକ୍ରିୟା ଦେଖୁଛି ଶିଶୁ

ନୂଆଦିଲ୍ଲୀ: ମଙ୍ଗଳବାର ଦେଶରେ ୧୧୭ଟି ଲୋକସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିଲା। ଲକ୍ଷାଧିକ ମତଦାନ କେନ୍ଦ୍ରରେ ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ସୁରକ୍ଷାକର୍ମୀ ପୂରା ଦାୟିତ୍ୱ ସହିତ ନିଜ ଡିୟୁଟିରେ ଲାଗିଥିଲେ। କାରଣ ପ୍ରତ୍ୟେକ ମତଦାତା…
ଅଧିକ ଖବର ଦେଖନ୍ତୁ...

ଡିଲିଟ ହୋଇଗଲା ୧୪୦ଟି ଭୋଟ: ଦ୍ୱିତୀୟ ଥର ଆଗ୍ରାର ବୁଥ ନମ୍ବର ୪୫୫ରେ ହେବ ମତଦାନ

ଆଗ୍ରା: ନିର୍ବାଚନ କମିସନ୍‌ ଆଗ୍ରାର ବୁଥ୍‌ ନମ୍ବର ୪୫୫ରେ ଦ୍ୱିତୀୟ ଥର ମତଦାନ କରିବା ନେଇ ନିର୍ଣ୍ଣୟ ନେଇଛନ୍ତି। ଏହି ବୁଥ୍‌ରେ ନିୟୋଜିତ ହୋଇଥିବା ପିଠାସିନ୍‌ ଅଧିକାରୀ ଭୁଲ ବଟନ୍‌ ଦବାଇ ଦେଇଥିଲେ। ଫଳରେ ୧୪୦ଟି ଭୋଟ ଡିଲିଟ ହୋଇ ଯାଇଥିଲା। ଏହି ମାମଲାକୁ ଗୁରୁତ୍ୱର ସହ ନେଇ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ବିଦାୟୀ ବିଧାନସଭାର ୧୮ ସଦସ୍ୟଙ୍କ ଭାଗ୍ୟ ଇଭିଏମ୍‌ରେ କଏଦ : ପୁଣି ବିଧାନସଭା ଫେରିବା ଆଶାରେ ନେତା

ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୪୨ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ଶେଷ ହେବା ପରେ ବିଦାୟୀ ବିଧାନସଭାର ୧୮ ଜଣ ସଦସ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଯାଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣ ଶାସକ ବିଜୁ ଜନତା ଦଳର ସଭ୍ୟ ହୋଇଥିବା ବେଳେ ଦୁଇ ଜଣ ଭାରତୀୟ ଜନତା ପାର୍ଟିର ଏବଂ ଜଣେ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ପଶ୍ଚିମବଙ୍ଗରେ ହୋଇଛି ସର୍ବାଧିକ ମତଦାନ, ଓଡ଼ିଶାରେ ୫୭.୮୪% ମତଦାନ

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି। ୧୩ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରୁ ସମୁଦାୟ ୧୧୬ଟି ଲୋକସଭା ଆସନ ପାଇଁ ଆଜି ମତଦାନ ହୋଇଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଜାତୀୟ ସ୍ତରରେ ସମୁଦାୟ ୬୧.୩୧%…
ଅଧିକ ଖବର ଦେଖନ୍ତୁ...

ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ବିଜୁଳି ନଥିବାରୁ ଡିବିରି ଆଲୁଅରେ ଭୋଟ ଦେଲେ ମତଦାତା

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟର ନିର୍ବାଚନ ପାଇଁ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବିଧାନସଭା ଆସନର ବୁଥ ନମ୍ବର ୨୫୬ରେ ବିଦ୍ୟୁତ ନଥିବାରୁ ମତଦାତା ମାନେ ଡିବିରି ଆଲୋକରେ ମତଦାନ…
ଅଧିକ ଖବର ଦେଖନ୍ତୁ...

ବିରୋଧୀ ନଥିଲେ ମଇଦାନରେ; ନିର୍ବିରୋଧ ନିର୍ବାଚନର ନାୟକ ଡକ୍ଟର ହରେକୃଷ୍ଣ ମହତାବ

ଏହା ଏକ ଚମକାଇଦେଲା ଭଳି ଘଟଣା ଥିଲା। ଓଡ଼ିଶା ନିର୍ବାଚନ ଇତିହାସରେ ଏହି ଘଟଣାଟି ଘଟିଥିଲା ୧୯୬୨ରେ, ଯେତେବେଳେ ଏକ ଲୋକସଭା ନିର୍ବାଚନରେ କେହି ଜଣେ ବି ବିରୋଧୀ ପ୍ରାର୍ଥୀ ନ ଥିଲେ ମଇଦାନରେ। ଏହି ନିର୍ବାଚନରେ ରାଜ୍ୟର ଅନ୍ୟ ଲୋକସଭା ଆସନଗୁଡ଼ିକରେ ବେଶ୍‌ ପ୍ରତିଦ୍ଵନ୍ଦ୍ୱିତାମୂଳକ ଲଢ଼େଇ…
ଅଧିକ ଖବର ଦେଖନ୍ତୁ...