Daily Archives

April 23, 2019

ମାଗଣା କଲିଂ ପରେ ଏବେ ଜିଓ କରିବ ଆଉ ଏକ ବଡ଼ ଧମାକା, ଶସ୍ତାରେ ମିଳିବ ବ୍ରଡବ୍ୟାଣ୍ଡ-ଲ୍ୟାଣ୍ଡଲାଇନ୍‌-ଟିଭିର କମ୍ବୋ ଅଫର

ନୂଆଦିଲ୍ଲୀ: ଆପଣଙ୍କୁ ବ୍ରଡବ୍ୟାଣ୍ଡ, ଲ୍ୟାଣ୍ଡଲାଇନ୍‌ ଫୋନ୍‌ ଓ ଡିଟିଏଚ କନେକ୍‌ସନ୍‌ ପାଇଁ ଅଲଗା ଅଲଗା ବିଲ୍‌ ପୈଠ କରିବାକୁ ହୋଇଥାଏ। ସମସ୍ତଙ୍କ ବିଲ୍‌ ଅଲଗା ଅଲଗା ଭାବେ ପୈଠ କରିବା ପାଇଁ ଅସୁବିଧା ବି ହୋଇଥାଏ। ଏଥିସହିତ ଅଧିକ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏପରି କ୍ଷେତ୍ରରେ ଯଦି…
ଅଧିକ ଖବର ଦେଖନ୍ତୁ...

ତୃତୀୟ ପର୍ଯ୍ୟାୟ ମତଦାନ ସରିଲା : ୨୪ ପ୍ରଭାବଶାଳୀ ନେତାଙ୍କ ଭାଗ୍ୟ ଇଭିଏମରେ କଏଦ

ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ୨୪ ଜଣ ହେଭିେଓ୍ଵଟ୍‌ ରାଜନେତାଙ୍କର ଭାଗ୍ୟ ପରୀକ୍ଷା ହୋଇଯାଇଛି। ସେମାନଙ୍କ ମଧ୍ୟରେ ୬ ଜଣ ମନ୍ତ୍ରୀ, ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ,୪ ଜଣ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି, ଦୁଇଟି ପ୍ରମୁଖ ଓଡ଼ିଆ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଦିନରେ ‘ନ୍ୟାୟ’ ଟ୍ଵିଟ୍‌ କରି ଫସିଲେ ରାହୁଲ: ଅଦର୍ଶ ଅଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ତୁଷାର ଭେଲାପାଲି

ଓ୍ଵୟାନାଡ: କେରଳର ଓ୍ଵାୟାନାଡାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିବା ନେସନାଲ୍‌ ଡେମୋକ୍ରାଟିକ୍‌ ଆଲିଆନ୍ସ(ଏନ୍‌ଡିଏ)ର ଲୋକସଭା ପ୍ରାର୍ଥୀ ତୁଷାର ଭେଲାପାଲି ଓ୍ଵାୟାନାଡର ରିଟର୍ଣ୍ଣଂ ଅଧିକାରୀଙ୍କ ଆଗରେ ରାହୁଲଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିବ: ନିରଂଜନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିବ। ତୃତୀୟ ପର୍ଯ୍ୟାନୟ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ମଙ୍ଗଳବାର କହିଛନ୍ତି। କେନ୍ଦୁଝର ଜିଲ୍ଲାର ଘଷିପୁରା ଆସନରୁ ପ୍ରାର୍ଥୀ ନରଂଜନ କହିଛନ୍ତି, ମୁଁ ନିଶ୍ଚିତ ଜିତିବି…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀ ପାଇଁ ଏହି ୯ଟି ଜିଲ୍ଲାକୁ ଆଗୁଆ ସତର୍କ ସୂଚନା

ଭୁବନେଶ୍ୱର; ଆଜି ରାଜ୍ୟର ୯ଟି ଜିଲ୍ଲାକୁ ବଜ୍ରପାତ ନେଇ ପୂର୍ବାନୁମାନ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ ସହିତ କାଳବୈଶାଖୀର ଆଶଙ୍କା ରହିଥିବା ନେଇ ପାଣିପାଗ କେନ୍ଦ୍ର ରିାପାର୍ଟରୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ : ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ

ଭୁବନେଶ୍ୱର : ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ମୋଟାମୋଟି ଶେଷ ହୋଇଛି । ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ସମାପ୍ତ ହୋଇଛି । ତେବେ ଯେଉଁ ସବୁ ସ୍ଥାନରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି  ଓ  ଯେଉଁ ଠାରେ ମତଦାନ କେନ୍ଦ୍ରରେ ଭୋଟରଙ୍କ ଧାଡ଼ି ରହିଛି ସେଠାରେ…
ଅଧିକ ଖବର ଦେଖନ୍ତୁ...

କଲମ୍ବୋ ବିସ୍ଫୋରଣ ପଛର ସଂଦିଗ୍ଧ ଆତଙ୍କବାଦୀର ଭିଡିଓ ଭାଇରାଲ୍‌, କାନ୍ଧରେ ବିସ୍ଫୋରକ ବ୍ୟାଗ୍‌ ଧରି ଚର୍ଚକୁ ପଶୁଥିବାର…

କଲମ୍ବୋ: ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ବିସ୍ଫୋରଣର ଦୁଇ ଦିନ ପରେ ସାମ୍ନାକୁ ଆସିିଛି ପ୍ରଥମେ ବିସ୍ଫୋରଣ ଘଟିଥିବା ଚର୍ଚ୍ଚର ସିସିଟିଭି ଫୁଟେଜ୍‌। ସିସିଟିଭି ଫୁଟେଜ୍‌ରେ ଆତ୍ମଘାତୀ ବିସ୍ଫୋରଣକାରୀ ଜଣକ ନିଜ ପିଠିରେ ଏକ କଳା ବ୍ୟାଗ୍‌ ଲଦି ଯାଉଥିବା ବେଳର ଦୃଶ୍ୟ କଏଦ ହୋଇଛି। ଆକ୍ରମଣକାରୀ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମଗିରି: ଇଭିଏମ୍‌ ଭାଙ୍ଗିଲେ ମତଦାତା

ବ୍ରହ୍ମଗିରି: ଉତ୍ତେଜିତ ମତଦାତା ମଙ୍ଗଳବାର ଇଭିଏମ୍‌ ଭାଙ୍ଗିଛନ୍ତି। ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବିଧାନସଭା ଆସନର କମାଶସନରେ ଏହି ଅଭାବନୀୟ ଘଟଣା ଆଜି ଅପରାହ୍ଣରେ ଦେଖିବାକୁ ମିଳିଛି। ଗୋଟିଏକୁ ଭୋଟ ଦେଲେ ଆଉ ଗୋଟିଏକୁ ଯାଉଥିବା ଅଭିଯୋଗରେ ଆଣି କମାଶାସନ ୨୨୨…
ଅଧିକ ଖବର ଦେଖନ୍ତୁ...

୨୫ରେ ରାଜ୍ୟର ୯ଟି ବୁଥରେ ହେବ ସାନି ମତଦାନ

ଭୁବନେଶ୍ୱର: ଦିନକ ପରେ ଅର୍ଥାତ ଏପ୍ରିଲ ୨୫ରେ ରାଜ୍ୟର ସୁନ୍ଦରଗଡ଼, କନ୍ଧମାଳ, ବରଗଡ଼ ଓ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୯ଟି ବୁଥରେ ପୁନଃ ମତଦାନ ହେବ। ଏହି ୯ଟି ବୁଥରେ ଚଳିତ ମାସ ୧୮ ତାରିଖରେ ମତଦାନ ବେଳେ କୌଣସି କାରଣରୁ ତ୍ରୁଟି ଦେଖାଯାଇଥିଲା। ଏହାକୁ ଦୃଷ୍ଟିରେ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଓ ତୃଣମୂଳ କର୍ମୀଙ୍କ ମଧ୍ୟରେ ହିଂସା: ଛୁରାମାଡରେ ଜଣେ ମତଦାତାଙ୍କ ମୃତ୍ୟୁ, ଅନ୍ୟ ୭ଜଣ ଆହତ

କୋଲକାତା: ମଙ୍ଗଳବାର ଏପ୍ରିଲ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନରେ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ କଂଗ୍ରେସ ଓ ତୃଣମୂଳ କର୍ମୀଙ୍କ ମଧ୍ୟରେ ହିଂସା ସୃଷ୍ଟି ହୋଇଥିଲା। ଏହି ହିଂସାରେ ଜଣେ ମତଦାତା ଛୁରାମାଡର ଶିକାର ହୋଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏଥିରେ ଅନ୍ୟ…
ଅଧିକ ଖବର ଦେଖନ୍ତୁ...