Daily Archives

May 4, 2019

‘ଫନି’ ଏତେ ଉଗ୍ର ହେଲା କାହିଁକି

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ଫନି’ ଯେଉଁଭଳି ବିପର୍ଯ୍ୟୟ ଘଟାଇଲା ତାହା ମେ ମାସରେ କ୍ବଚିତ‌ ଦେଖିବାକୁ ମିଳେ। ଏହା ପାଣିପାଗ ବିଶେଷଜ୍ଞମାନଙ୍କୁ ମଧ୍ୟ ଚକିତ କରିଛି। କୁହାଯାଉଛି ଯେ ଗତ ୫୨ ବର୍ଷ ମଧ୍ୟରେ ମେ ମ‌ାସରେ ଏଭଳି ୯ଟି ସାମୁଦ୍ରିକ ଝଡ଼ ଦେଖିବାକୁ ମିଳିଛି। କିନ୍ତୁ ‘ଫନି’ ସେ‌ମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଛାରଖାର କରିଦେଲା ଅଧା ଓଡ଼ିଶା

ଭୁବନେଶ୍ବର: ପୁଣିଥରେ କରାଳ ରୂପ ଦେଖାଇଲା ପ୍ରକୃତି। ୧୯୯୯ର ମହାବାତ୍ୟା ଭଳି ରଚିଲା ପ୍ରଳୟ। ଛାରଖାର କରିଦେଲା ଅଧା ଓଡ଼ିଶା। ମାତ୍ର ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳର େଚହେରାକୁ ଏମିତି ବିବର୍ଣ୍ଣ କରିଦେଇଗଲା େଯ ଦାଗ ନିକଟ ଭବିଷ୍ୟତରେ…
ଅଧିକ ଖବର ଦେଖନ୍ତୁ...