Daily Archives

May 16, 2019

‘ଫନି’ ମୃତ୍ୟୁ ସଂଖ୍ୟାରେ କୌଣସି ବୃଦ୍ଧି ଘଟି ନାହିଁ; ଭୁବନେଶ୍ୱରରେ ୮୨% ଓ ପୁରୀ ସହରରେ ୪୫% ମୋବାଇଲ ଟାୱାର କାମ…

ଭୁବନେଶ୍ବର: ଫନି ପ୍ରଭାବିତ ଅଞ୍ଚଳରେ ରାଜ୍ୟ ସରକାର .ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ  ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ ଆଜି ସୂଚନା ଦେଇଛନ୍ତି । ଫନି ପ୍ରଭାବିତ  ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୯୩.୩୬ ପ୍ରତିଶତ ରିଲିଫ୍ ବଣ୍ଟନ…
ଅଧିକ ଖବର ଦେଖନ୍ତୁ...

ପୁରୀ ଜିଲ୍ଲାର ୪ ବ୍ଲକରେ ବିଦ୍ୟୁତ ଭିତ୍ତିଭୂମିର ପୁନରୁଦ୍ଧାର କାମ କଲା ଏନଟିପିସି

ଭୁବନେଶ୍ୱର: ନ୍ୟାସନାଲ ଥର୍ମାଲ ପାଓ୍ଵାର କର୍ପୋରେସନ (ଏନଟିପିସି) ପକ୍ଷରୁ ପୁରୀ ଜିଲ୍ଳାର ୪ଟି ବ୍ଲକରେ ବିଦ୍ୟୁତ ଭିତ୍ତିଭୂମି ଜନିତ ପୁନରୁଦ୍ଧାର କାମ କରୁଛି। କମ୍ପାନି ପକ୍ଷରୁ ଜିଲ୍ଲାର ନିମାପଡ଼ା, ପୁରୀସଦର, ଗୋପ ଓ ସତ୍ୟବାଦୀରେ ବାତ୍ୟା ‘ଫନି’ ଯୋଗୁଁ ଭୁଶୁଡ଼ି ପଡ଼ିଥିବା ବିଦ୍ୟୁତ୍‌…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ପଦକ୍ଷେପ : ଖୁବ ଶୀଘ୍ର ସପ୍ତାହକୁ ୨୪ ଘଣ୍ଟା ଓ ୭ଦିନ ହେବ ଅନଲାଇନ୍ ଫଣ୍ଡ୍ ଟ୍ରାନ୍ସଫର

ମୁମ୍ବାଇ:  ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କିଙ୍ଗ ସମୟ ପରେ ମଧ୍ୟ ଅନଲାଇନ୍ ଟଙ୍କା ନେଣଦେଣକୁ ସୁଗମ କରିବା ପାଇଁ ଏକ ବଡ ପଦକ୍ଷେପ ନେବାକୁ ଚିନ୍ତା କରୁଛି । ଆରବିଆଇ ନିଜ ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମର ଭିଜନ୍ ଡକ୍ୟୁମେଣ୍ଟ ୨୦୧୯-୨୧ରେ ଏହି ବିଷୟରେ ପ୍ରସ୍ତାବ ଦେଇଛି । ଏହି…
ଅଧିକ ଖବର ଦେଖନ୍ତୁ...

ବୋଫର୍ସ ମାମଲାରେ ସିବିଆଇର ‘ୟୁ ଟର୍ଣ୍ଣ’: ପୁନଃ ତଦନ୍ତ ପାଇଁ ଅନୁମତି ମାଗି ଅଦାଲତରେ ଆଗତ କରିଥିବା ଦରଖାସ୍ତକୁ କଲା…

ନୂଆଦିଲ୍ଲୀ: ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ବୋଫର୍ସ ମାମଲାରେ ‘ୟୁ ଟର୍ଣ୍ଣ’ ନେଇଛି ସିବିଆଇ। ବୋଫର୍ସ ଦୁର୍ନୀତିର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦିଲ୍ଲୀର ଏକ ଅଦାଲତରେ କରିଥିବା ଏକ ଆବେଦନକୁ ନିଜ ତରଫରୁ ଆଜି ପ୍ରତ୍ୟାହାର କରିନେଇଛି।…
ଅଧିକ ଖବର ଦେଖନ୍ତୁ...

ପୁଣି ବିବାଦରେ ଅନଲାଇନ ସପିଂ ସାଇଟ ଆମାଜନ, ହିନ୍ଦୁ ଦେବଦେବୀଙ୍କ ଫଟୋ ଥିବା ପାପୋଛ ବିକ୍ରି କରୁଥିବା ଅଭିଯୋଗ

ନୂଆଦିଲ୍ଲୀ : ବିଶ୍ୱର ବୃହତ୍ତମ ଇକମର୍ସ ସାଇଟ୍‌ ଆମାଜନ ପୁଣି ବିବାଦରେ ଫସିଯାଇଛି । ହିନ୍ଦୁ ମାନଙ୍କ ଆସ୍ଥା ଓ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଆରୋପ ଲାଗିଛି ଏହି କମ୍ପାନି ଉପରେ । ମିଳିଥିବା ସୂଚନା ଅନୁସାରେ ଆମାଜନ ସାଇଟରେ ହିନ୍ଦୁ ଦେବାଦେବୀଙ୍କ ଫଟୋଚିତ୍ର ଥିବା ଡୋରମାଟ (ପାପୋଛ)…
ଅଧିକ ଖବର ଦେଖନ୍ତୁ...

‘ଫନି’ ପ୍ରଭାବିତ ପୁରୀରେ ‘ସମ୍ବାଦ’ ପକ୍ଷରୁ ରିଲିଫ ବିତରଣ

ପୁରୀ: ‘ଫନି’ ବାତ୍ୟାରେ ସର୍ବାଧିକ ପ୍ରଭାବିତ ପୁରୀରେ ଆଜି ‘ସମ୍ବାଦ’ ଓ ‘ନାଲକୋ’ର ମିଳିତ ସହଯୋଗରେ ରିଲିଫ୍‌ ବଣ୍ଟନ କରାଯାଇଛି। ପୁରୀ ସହର ଓ ସଦର ଅଞ୍ଚଳର ବିଭିନ୍ନ ବସ୍ତି ଓ ଗାଁରେ ରିଲିଫ୍‌ ବିତରଣ କରାଯାଇଛି। ବଳିଆପଣ୍ଡା ଉପର ବସ୍ତି, ଲୋକନାଥ ରୋଡ ଲେପର୍ସି କଲୋନି, ଗଦାଧର ସ୍କୁଲ ପାଖ…
ଅଧିକ ଖବର ଦେଖନ୍ତୁ...

‘କଂଗ୍ରେସର ଏକମାତ୍ର ଲକ୍ଷ୍ୟ ବିଜେପି କ୍ଷମତାକୁ ନଆସୁ; କଂଗ୍ରେସକୁ ପ୍ରଧାନମନ୍ତ୍ରୀ ପଦ ନମିଳିଲେ ବି ଅସୁବିଧା ନାହିଁ’:…

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆହୁରି ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଥିବା ବେଳେ କେନ୍ଦ୍ରରେ କିଏ ଗଢ଼ିବ? ଆଉ କିଏ ହେବ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ତାକୁ ନେଇ ରାଜନୈତିକ ସ୍ତରରେ ଅଙ୍କକଷା ଆରମ୍ଭ ହୋଇଯାଇଛି। #NewsAlert -- @INCIndia has no problem if it…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ତଲସରା ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ

ରାଉରକେଲା: ତଲସରା ବିଧାନସଭା ଆସନରୁ ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ୯୦ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଯାଇଛି। ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଜଗଦାସ୍ଥିତ ସିଡବ୍ଲୁଏସ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରହ୍ଣରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

୭୦ ପାକିସ୍ତାନୀଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ବସାଇ ଘରକୁ ପଠାଇଦେଲା ଆମେରିକା, ଆମେରିକାରେ ବେଆଇନ କାର୍ଯ୍ୟକଳାପରେ…

ଇସ୍ଲାମାବାଦ : ଆମେରିକାରେ ବେଆଇନ ଭାବେ ରହୁଥିବା ଓ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ୭୦ ଜଣ ପାକିସ୍ତାନୀଙ୍କୁ  ପାକିସ୍ତାନ ପଠାଇଦେବାକୁ ଆମେରିକା ନିଷ୍ପତ୍ତି ନେଇଛି । ଏମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ବସାଇ ପାକିସ୍ତାନ ପଠାଇଦିଆଯିବ । ଏସଂପର୍କରେ ପାକିସ୍ତାନର ବୈଦେଶିକ…
ଅଧିକ ଖବର ଦେଖନ୍ତୁ...

କ୍ଷତିଗ୍ରସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ମରାମତି ପାଇଁ ମିଳିବ ୨ ଲକ୍ଷ ଟଙ୍କା: ନବୀନ

କେନ୍ଦ୍ରାପଡ଼ା: କ୍ଷତିଗ୍ରସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ମରାମତି ପାଇଁ ୨ ଲକ୍ଷ ଟଙ୍କା ସହାୟତା ମିଳିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), ଚାଷୀ ଓ ମତ୍ସ୍ୟଜୀବୀଙ୍କୁ ତୁରନ୍ତ ସହାୟତା ପ୍ୟାକେଜ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ଗୁରୁବାର କହିଛନ୍ତି। ରାଜ୍ୟ ସରକାରଙ୍କ ଯୋଜନାରେ…
ଅଧିକ ଖବର ଦେଖନ୍ତୁ...