Daily Archives

May 17, 2019

ସ୍ୱିଜରଲାଣ୍ଡରୁ ମିଳିଥିବା କଳାଧନ ସଂପର୍କିତ ସୂଚନା ସାର୍ବଜନୀନ କରିବାକୁ ମନା କଲେ ଭାରତ ସରକାର

ନୂଆଦିଲ୍ଲୀ : ସ୍ୱିଜରଲାଣ୍ଡରୁ ମିଳିଥିବା କଳାଧନ ସଂପର୍କିତ ସୂଚନାକୁ ସାର୍ବଜନୀନ କରିହେବ ନାହିଁ ବୋଲି ଭାରତ ସରକାର କହିଛନ୍ତି । ଏହି ସୂଚନା ପାଇବା ପାଇଁ ସୂଚନା ଅଧିକାର ଆଇନ ବଳରେ କରାଯାଇଥିବା ଏକ ଆବେଦନକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଖାରଜ କରିଦେଇଛି । ଅର୍ଥମନ୍ତ୍ରାଳୟ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ମୟୂରଭଂଜ: ବିଷଧର ସାପ କାମୁଡିବାରୁ ବାପ ମୃତ, ଗୁରୁତର ଝିଅକୁ ହସ୍‌ପିଟାଲ୍‌ରେ ଭର୍ତ୍ତି

ବାଙ୍ଗିରିପୋଷି: ବୁଡାମରା (ଉଦାଳି) ଗ୍ରାମରେ ଏକ ବିଷଧର ସାପ କାମୁଡାରେ ବାପ ମୁରଲି ଗୋଛାୟତ (୪୬)ଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଲିପ୍‌ସା ଗୋଛାୟତ (୧୩) ଗୁରୁତର ଥିବା ଜଣାପଡ଼ିଛି। ଘଟଣା ଗୁରୁବାର ରାତି ହୋଇଥିବା ବେଳେ ଉଭୟ ବାପ-ଝିଅ ସକାଳ ହେବା ପର୍ଯ୍ୟନ୍ତ ଜାଣି ପାରି ନଥିଲେ। ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କୁ ଟକ୍କର ଦେଇ ସାମ୍ବାଦିକ ସମ୍ମିଳନୀ କଲେ ରାହୁଲ, ପଚାରିଲେ ଆପଣ ମୋ ସହିତ ରାଫେଲ ପ୍ରସଙ୍ଗରେ ବିତର୍କ କରିଲେନି…

ନୂଆଦିଲ୍ଲୀ: ଚଳିତ ନିର୍ବାଚନ ଅନ୍ତିମ ପର୍ଯ୍ୟାୟର ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ଆଉ ଏହି ନିର୍ବାଚନୀ ପ୍ରଚାରର ଶେଷ ଦିନ ଆପେ ଆପେ ପାଲଟି ଯାଇଛି ଐତିହାସିକ ଦିନ । କାହିଁକି ନା ଯାହା ଗତ ୫ ବର୍ଷ ମଧ୍ୟରେ ଦେଖିବାକୁ ମିଳି ନଥିଲା, ତାହା ନିର୍ବାଚନୀ ପ୍ରଚାରର ଶେଷ ଦିନରେ ହିଁ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ତାପମାତ୍ରା: ୧୦ ସହରରେ ପାରା ୪୦ ଡିଗ୍ରୀ ଉପରେ, ଟିଟିଲାଗଡ଼ରେ ପାରା ସର୍ବାଧିକ ୪୫.୫ ଡିଗ୍ରି

ଭୁବନେଶ୍ୱର: ରାଜ୍ୟର ୧୦ଟି ସହରର ତାପମାତ୍ରା ଶୁକ୍ରବାର ଅସହ୍ୟ ହୋଇପଡ଼ିଛି। ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ରେ ଆଜି ସର୍ବାଧିକ ତାପମାତ୍ରା ୪୫.୫ ରେକର୍ଡ କରାଯାଇଛି। ବଲାଙ୍ଗୀର ସହରର ତାପମାତ୍ରା ଗୁରୁବାର ଅପେକ୍ଷା ଆଜି ଅଧିକ ରେକର୍ଡ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଅନ୍ତିମ ପର୍ଯ୍ୟାୟରେ ମତଦାନ ସଂପନ୍ନ କରାଇବାକୁ ପୋଲିଂ ପାର୍ଟି ଯାଇ ପହଞ୍ଚିଲେ ବିଶ୍ୱର ଉଚ୍ଚତମ ମତଦାନ କେନ୍ଦ୍ରରେ

ସିମ୍‌ଲା/ ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୧୯ ତାରିଖ ରବିବାର ଦିନ ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଥିିବାବେଳେ ମତଦାନ କାର୍ଯ୍ୟ ସଂପନ୍ନ କରିବା ଉଦ୍ଦେଶ୍ୟରେ ଏକ ପୋଲିଂ ଟିମ୍‌ ଆଜି ଅପରାହ୍ଣରେ ଯାଇ ପହଞ୍ଚିଛନ୍ତି ବିଶ୍ୱର ସର୍ବୋଚ୍ଚ ମତଦାନ…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ପ୍ରସବ ପରେ ଶ୍ରବଣ ଶକ୍ତି ହରାଇ ବସିଛନ୍ତି ଅଭିନେତ୍ରୀ ଛବି ମିତଲ

ମୁମ୍ବାଇ: ଦ୍ୱିତୀୟ ଥର ପାଇଁ ମାତୃତ୍ୱ ଲାଭ କରିଛନ୍ତି ଅଭିନେତ୍ରୀ ଛବି ମିତଲ୍‌। ଦ୍ୱିତୀୟ ଥର ମାତୃତ୍ୱ ଅନୁଭବ କରିବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏହି ଅଭିନେତ୍ରୀ। ଛବିଙ୍କ ନବଜାତ ଶିଶୁପୁତ୍ରକୁ ଏବେ ମାତ୍ର ୩ ଦିନ। ଏବେ ବି ଛବି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। କାରଣ ଏହି…
ଅଧିକ ଖବର ଦେଖନ୍ତୁ...

ଜେଏନ୍‌ୟୁ: ଆତ୍ମହତ୍ୟା କରିବା ପୂର୍ବରୁ ଏମ୍‌ଏ ପଡ଼ୁଥିବା ଛାତ୍ର ପ୍ରଫେସରଙ୍କୁ ଇ-ମେଲ କରି ଜଣାଇଥିଲେ

ନୂଆଦିଲ୍ଲୀ: ଜେଏନ୍‌ୟୁରେ ଏମ୍‌ଏ ପଢ଼ୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିବା ଖବର ସାମ୍ନାକୁ ଆସିଛି। ଏମ୍‌ଏ (ଇଂରାଜୀ)ର ଦ୍ୱିତୀୟ ବର୍ଷ ଛାତ୍ର ଋଷି ଥମାସ ଶୁକ୍ରବାର ୟୁନିଭର୍ସିଟି ଲାଇବ୍ରେରିରେ ଥିବା ସିଲିଂ ଫ୍ୟାନ୍‌ରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।  ଆତ୍ମହତ୍ୟା ପୂର୍ବରୁ ସେ ଇଂରାଜୀ…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତାଙ୍କ ବୟାନ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ବନ୍ଧ ନାହିଁ: ଅମିତ ଶାହା

ଭୁବନେଶ୍ୱର: ଗତ ୨ ଦିନ ମଧ୍ୟରେ ଅନନ୍ତ କୁମାର ହେଗଡେ, ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବଂ ନଳୀନ କଟିଲ ଦେଇଥିବା ବୟାନ ହେଉଛି ସେମାନଙ୍କର ନିଜସ୍ୱ ମନ୍ତବ୍ୟ । ଏହି ବିବାଦୀୟ ବୟାନ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ବନ୍ଧ ନାହିଁ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ସୌରଭ ଗାଙ୍ଗୁଲି ବିଶ୍ୱକପ୍‌ରେ କରିବେ କମେଣ୍ଟ୍ରି, ମାଇକେଲ କ୍ଲାର୍କ ତାଙ୍କୁ କରିବେ ସହଯୋଗ

ଲଣ୍ଡନ: ଇଂଲଣ୍ଡ ଏବଂ ୱେଲସ୍‌ରେ ମେ’ ମାସ ୩୦ରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କମେଣ୍ଟେଟର୍‌ ତାଲିକା ଜାରି କରିଛି। ଏଥି ସହତ ଆଇସିସି ନିଜର ବ୍ରୋଡକାଷ୍ଟର ରଣନୀତି ମଧ୍ୟ ପ୍ରସ୍ତୁତ କରିସାରିଛି। ଏହି ତାଲିକାରେ ଟିମ୍‌ ଇଣ୍ଡିଆର ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ପରଲୋକରେ ସମାଜସେବୀ ବାଉରୀବନ୍ଧୁ ବିଶ୍ୱାଳ

ଭୁବନେଶ୍ୱର: ବଡ଼ମ୍ବା-ଆଠଗଡ଼ ଅଞ୍ଚଳର ସମାଜସେବୀ ବାଉରୀବନ୍ଧୁ ବିଶ୍ୱାଳଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ବଡମ୍ବା ଅନ୍ତର୍ଗତ ମଙ୍ଗରାଜପୁରର ବାସିନ୍ଦା ବାଉରୀବନ୍ଧୁ ସ୍ଥାନୀୟ ଅଞ୍ଚଳରେ ଜଣେ ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ। ଚାକିରି ଜୀବନରୁ ଅବସର ନେବା ପରେ ସ୍ୱର୍ଗତ ବିଶ୍ୱାଳ…
ଅଧିକ ଖବର ଦେଖନ୍ତୁ...