Daily Archives

June 14, 2019

ବରଗଛରୁ ଝୁଲନ୍ତା ଶବ ଉଦ୍ଧାର

ଭଦ୍ରକ: ଶୁକ୍ରବାର ସକାଳେ ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନେରଡ଼ା ପଞ୍ଚାୟତର ବୋଇତେଇ ସାହିର ଦଶନ୍ଧିଆ ଗଡ଼ିଆ ଠାରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଜଣକ ହେଉଛନ୍ତି ନେରଡ଼ା ଗ୍ରାମର ପବନା ଦଳେଇ। ଗାମୁଛାରେ ଫାଶୀ ଲଗାଇ ସେ ଗୋଟାଏ ବରଗଛରେ ଓହଳିଥିବା ଲୋକେ…
ଅଧିକ ଖବର ଦେଖନ୍ତୁ...

ବିସ୍କେକରେ ରାଜନୈତିକ ପ୍ରୋଟୋକଲ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ଇମରାନ: ରାଷ୍ଟ୍ର ଅଧ୍ୟକ୍ଷଙ୍କ ସ୍ୱାଗତ ସମୟରେ ଅନ୍ୟମାନେ…

ବିସ୍କେକ୍ : କିର୍ଗିଜସ୍ତାନର ରାଜଧାନୀ ବିସ୍କେକରେ ଆୟୋଜିତ ସଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ରାଜନୈତିକ ପ୍ରୋଟୋକଲ ଭାଙ୍ଗିଛନ୍ତି । ସମ୍ମିଳନୀର ଉଦଘାଟନ ସମାରୋହରେ ପାକିସ୍ତାନ ତେହେରିକ-ଏ-ଇନସାଫ(ପିଟିଆଇ)ର ଅଫିସିଆଲ ଟ୍ୱିଟରରେ…
ଅଧିକ ଖବର ଦେଖନ୍ତୁ...

ନିସ୍ତୁକ ମାଡ଼ ମାରିବା ପରେ ମହିଳାମାନଙ୍କୁ ଉଲଗ୍ନ କରି ଗାଆଁରେ ବୁଲାଇଲେ କୁଖ୍ୟାତ ଡାକୁ

ଜୟପୁର: କୁଖ୍ୟାତ ଡାକୁ ଜଗନ ଗୁର୍ଜର ଓ ତାର ସହଯୋଗୀ ଧୋଲପୁର ଓ କରୌଲି ଜିଲ୍ଲାର ବିଭିନ୍ନ ଗାଆଁରେ ଲୋକମାନଙ୍କ ଉପସ୍ଥିତରେ ଗୁଳି ଚଳାଇଥିଲେ। ଏହା ପରେ ସେମାନେ ଗାଆଁରେ ଥିବା ବ୍ୟବସାୟୀ,ମହିଳା ଓ ଶିଶୁମାନଙ୍କୁ ପିଟିଥିଲେ । ତା ପରେ ମହିଳାମାନଙ୍କୁ ଉଲଗ୍ନ କରି ଗାଆଁ ରାସ୍ତାରେ ଚଲାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନ୍‌ସ୍‌ଡ୍‌ ପରୀକ୍ଷା ଫଳ; ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ଟପ୍ଟର୍‌

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରକାଶିତ ଜେଇଇ ଆଡ୍‌ଭାନ୍‌ସ୍‌ଡ୍‌ ଏକ୍‌ଜାମିନେସନ୍‌ ୨୦୧୯ର ପରୀକ୍ଷା ଫଳ ପ୍ରକାଶ ପାଇଛି। ମହାରାଷ୍ଟ୍ର ଅନ୍ତର୍ଗତ ବଲ୍ଲାରପୁରର କାର୍ତ୍ତିକେୟ ଗୁପ୍ତା ୩୭୨ ମାର୍କରୁ ୩୪୬ ସ୍କୋର୍‌ କରି ଏଥିରେ ଟପ୍ପର୍‌ ହୋଇଛନ୍ତି। ଏଥର କାର୍ତ୍ତିକେୟ ଦ୍ୱାଦଶ ଶ୍ରେଣୀ ବୋର୍ଡ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ଓ ପ୍ରେମିକାଙ୍କ ଶବ ଉଦ୍ଧାର; ହତ୍ୟା କି, ଆତ୍ମହତ୍ୟା ଜାଣିବାକୁ ତଦନ୍ତ ଆରମ୍ଭ କଲା ପୁଲିସ

କୋକସରା: ଶୁକ୍ରବାର ସକାଳେ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ୍‌ ଆମପାଣି ଥାନା ଡୁଡୁଠେଙ୍ଗା ଗ୍ରାମ ନିକଟବର୍ତ୍ତୀ ବିଲରେ ଜଣେ ପ୍ରେମିକ ଓ ତାଙ୍କ ପ୍ରେମିକାଙ୍କ ଶବ ଲୋକେ ଦେଖିଛନ୍ତି। ମୃତ ପ୍ରେମିକ ହେଉଛନ୍ତି ଡୁଡୁକାଠେଙ୍ଗା ଗ୍ରାମର ପୁରସ୍ତମ ଲହଜଲଙ୍କ ପୁଅ ନିରଞ୍ଜନ। ଗାଁ ପାଖର ଗୋଟାଏ…
ଅଧିକ ଖବର ଦେଖନ୍ତୁ...

ଝାଳଜନିତ ଦୁର୍ଗନ୍ଧ ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଆପଣାନ୍ତୁ ଏହିସବୁ ଘରୋଇ ଉପାୟ!

ଗରମ ଦିନରେ ଶରୀରରୁ ଝାଳ ବାହାରିବା ସହିତ ଝାଳଜନିତ ଦୁର୍ଗନ୍ଧ ଆସିବା ଅତ୍ୟନ୍ତ ସାଧାରଣ କଥା ଅଟେ। ଯେଉଁଥିରୁ ମୁକ୍ତି ପାଇବାକୁ ବ୍ୟକ୍ତି ତାହାର ଦୈନନ୍ଦିନ ଜୀବନରେ ଅନେକ ପ୍ରକାର ଡିଓ ବା ପର୍‌ଫ୍ୟୁମ୍‌ର ବ୍ୟବହାର ମଧ୍ୟ କରିଥାଏ। ହେଲେ ଡିଓ ହୁଏତ ତାଙ୍କର ଏହି ସମସ୍ୟାକୁ ଦୂର କରିଥାଏ ସତ…
ଅଧିକ ଖବର ଦେଖନ୍ତୁ...

ହାଣ୍ଡିଶାଳରୁ ଫେସନ ସୋ, ଗାଉଁଲି ମହିଳାଙ୍କୁ ମିଳିଲା ଅନ୍ତଃରାଷ୍ଟ୍ରୀୟ ପରିଚୟ

ଜୟପୁର: ଖଚାଖଚ ଡିଜାଇନରଙ୍କ ଭିଡ ମଧ୍ୟରେ ରା଼ମ୍ପରେ ଚାଲିଚାଲି ଆସିଥିଲେ କିଛି ମହିଳା | ଫେସନ ସୋରେ ଏଭଳି ଦୃଶ୍ୟ ଦେଖି କିଛି ସମୟ ପାଇଁ ଚକିତ ହୋଇପଡିଥିଲେ ଉପସ୍ଥିତ ଅନ୍ତର୍ଜାତୀୟ ତଥା ଜାତୀୟ ଫେସନ ଡିଜାଇନର | କାରଣ ପାରମ୍ପରିକ ରାଜସ୍ଥାନୀ ବେଶ ପୋଷାକରେ ନଜର ଆସିଥିଲେ ଗ୍ରାମ୍ୟ ମହିଳା |…
ଅଧିକ ଖବର ଦେଖନ୍ତୁ...

ରୁଷ୍‌ରୁ ଏସ୍‌-୪୦୦ କିଣିଲେ ସହଯୋଗ ସୀମିତ ହେବ, କିନ୍ତୁ ଭାରତକୁ ସାହାଯ୍ୟ କରିବାକୁ ଆମେ ପ୍ରସ୍ତୁତ: ଯୁକ୍ତରାଷ୍ଟ୍ର…

ଓ୍ଵାସିଂଟନ୍‌: ସଦ୍ୟତମ ପ୍ରଯୁକ୍ତିବିଦ୍ୟା ଏବଂ ଉପକରଣ ସମ୍ବଳିତ ଭାରତର ପ୍ରତିରକ୍ଷା ଆବଶ୍ୟକତା ପୂରଣ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି, କିନ୍ତୁ ନୂଆଦିଲ୍ଲୀ ରୁଷ୍‌ ଠାରୁ ଲଙ୍ଗ୍‌ ରେଞ୍ଜ୍‌ ଏସ୍‌- ୪୦୦ ମିସାଇଲ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌ ଖରିଦ କରୁଥିବାରୁ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଆଘାତରେ ୫ ଗାଈଗୋରୁଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକର ଏମଭି-୧୨୭ ଗ୍ରାମ ନିକଟରେ ଏକ କେନାଲ ନିକଟରେ ବିଦ୍ୟୁତ ଆଘାତରେ ୫ଟି ଗାଈଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଗ୍ରାମ ନିକଟସ୍ଥ ଏକ କେନାଲ ପାଖରେ ବିଦ୍ୟୁତ ତାର ଛିଣ୍ଡି ହୋଇ ପଡିଥିବା ବେଳେ ଏହି ତାର ସଂସ୍ପର୍ଶରେ ଗାଈମାନେ…
ଅଧିକ ଖବର ଦେଖନ୍ତୁ...

ଏସ ସିଓ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ମଧ୍ୟରେ…

ବିସ୍କେକ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂଘାଇ ସହଯୋଗ ସଂଗଠନ (ଏସ ସିଓ) ସମ୍ମିଳନୀରେ ଭାଗ ନେବାପାଇଁ ଗତକାଲି ଅପରାହ୍ନରେ କିର୍ଗିଜସ୍ତାନ ରାଜଧାନୀ ବିସ୍କେକରେ ପହଞ୍ଚିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ବିସ୍କେକ୍…
ଅଧିକ ଖବର ଦେଖନ୍ତୁ...