Daily Archives

July 2, 2019

ଇତିହାସ ପାଲଟିଲା ଜେଫ୍‌ ବେଜୋସ୍‌ଙ୍କ ଛାଡ଼ପତ୍ର ସେଟେଲ୍‌ମେଣ୍ଟ୍‌, ଭରଣପୋଷଣ ବାବଦରେ ପତ୍ନୀଙ୍କୁ ଦେଲେ ସର୍ବାଧିକ ରାଶି

ନୂଆଦିଲ୍ଲୀ: ବିଶ୍ୱର ଧନୀ ବ୍ୟକ୍ତି ତଥା ଇ-କମର୍ସ କମ୍ପାନି ‘ଆମାଜନ୍‌ର’ ନିର୍ମାତା ଜେଫ୍‌ ବେଜୋସ୍‌ ୨୬ ବର୍ଷ ବୈବାହିକ ଜୀବନ କାଟିବା ପରେ ପତ୍ନୀ ମ୍ୟାକ୍‌କେଞ୍ଜି ବେଜୋସ୍‌ଙ୍କୁ ଛାଡ଼ପତ୍ର ଦେବା ପ୍ରସଂଗ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। କାରଣ ଛାଡ଼ପତ୍ର ପରେ ସ୍ୱାମୀଙ୍କଠାରୁ ମହିଳାମାନେ…
ଅଧିକ ଖବର ଦେଖନ୍ତୁ...

ଭାରତକୁ ନାଟୋ ପରି ସାମରିକ ସହଯୋଗୀ ମାନ୍ୟତା ଦେବା ପାଇଁ ଆମେରିକୀୟ ସିନେଟରେ ବିଲ ପାଶ

ୱାସିଂଟନ : ଭାରତର ନାଟୋ ଦେଶ ପରି ଘନିଷ୍ଠ ସାମରିକ ସହଯୋଗୀ ଦେଶ ମାନ୍ୟତା ଦେବା ପାଇଁ ଆମେରିକା କଂଗ୍ରେସ (ସଂସଦ)ର ଉଚ୍ଚ ସଦନ ସିନେଟରେ ଏକ ବିଲ ପାଶ ହୋଇଛି । ଏହି ବିଲ ଆଇନରେ ପରିଣତ ହେବା ପରେ ଭାରତ ଦକ୍ଷିଣ କୋରିଆ, ଜାପାନ, ଇସ୍ରାଏଲ ପରି ଆମେରିକାର ପ୍ରମୁଖ ସାମରିକ ସହଯୋଗୀ ଦେଶ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ଲାଗି ଫୁଲରେ ସଜେଇ ହେଉଛି ଶ୍ରୀମନ୍ଦିର; ଲାଗିଛନ୍ତି ୨୦୦ କାରିଗର

ପୁରୀ : ଏଥର ରଥଯାତ୍ରାରେ ଦେଖିବାକୁ ମିଳିବ ଏକ ନୂଆ କଥା।  ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହେବ। ଆଜି ଫୁଲ ସଜା କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିରକୁ ବିଭିନ୍ନ ରଙ୍ଗର ଫୁଲରେ ସଜା ଯାଉଛି। ଏହି ଫୁଲ ସଜା ମନ୍ଦିର ପ୍ରଶାସନ କରି ନାହିଁ, ଭକ୍ତବତ୍ସଳ…
ଅଧିକ ଖବର ଦେଖନ୍ତୁ...

ଦଳୀୟ ସାଂସଦଙ୍କୁ ଚେତାବନୀ ଶୁଣାଇଲେ ପ୍ରଧାନମନ୍ତ୍ରୀ ମୋଦି; ସଂସଦରେ ଅନୁପସ୍ଥିତିକୁ ବରଦାସ୍ତ କରାଯିବ ନାହିଁ

ନୂଆଦିଲ୍ଲୀ: ସଂସଦରେ ଦଳୀୟ ସାଂସଦମାନଙ୍କର ଅନୁପସ୍ଥିତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦଳୀୟ ସାଂସଦମାନଙ୍କୁ ବେଶ କଡ଼ା ଓ କଠୋର ଶବ୍ଦରେ ଜଣାଇ ଦେଇଛନ୍ତି। ଆଜି ଆୟୋଜିତ ଭାରତୀୟ ଜନତା ପାର୍ଟି (ବିଜେପି) ସଂସଦୀୟ କମିଟି ବୈଠକରେ ଦଳୀୟ…
ଅଧିକ ଖବର ଦେଖନ୍ତୁ...

ବାଘଛାଲ ଜବତ ଘଟଣା: ବନ୍ଧା ହେଲେ ହାବିଲଦାର-ଜେଲ ଓ୍ଵାଡର, ଗିରଫ ସଂଖ୍ୟା ହେଲା ୯

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାର ବାରକୋଟରୁ ଗତ ୨୦ ତାରିଖରେ ବାଘ ଛାଲ ଜବତ ଘଟଣାରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ ମଙ୍ଗଳବାର ଜଣେ ହାବିଲଦାର ଓ ଅଜ୍ୟ ଜଣେ ଜେଲ ଓ୍ଵାର୍ଡରଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଦେବଗଡ଼ସ୍ଥିତ ୪ର୍ଥ ଆଇଆରବିଏନ୍‌ରେ ମୁତୟନ ହାବିଲଦାର ଲିକୁଲ କୁମାର ସାହୁ ଓ ରାଉରକେଲା…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ୫୦ ଘଣ୍ଟାର ଲୁଚକାଳି ଖେଳ ସରିଲା, ଉତ୍ତରାଖଣ୍ଡ ମେଡିକାଲ୍‌ କଲେଜ ଭିତରେ ପଶି ଆତଙ୍କ ଖେଳାଇଥିବା କଲରାପତରିଆ…

ଡେରାଡୁନ୍‌: ରବିବାର ଉତ୍ତରାଖଣ୍ଡ ମେଡିକାଲ୍‌ କଲେଜ ଭିତରେ ପଶି ୩ ଜଣ କାର୍ଯ୍ୟରତ କର୍ମଚାରୀଙ୍କୁ ଆକ୍ରମଣ କରି ଘାଇଲା କରିଥିବା କଲରାପତରିଆ ବାଘକୁ ଦୀର୍ଘ ୫୦ ଘଣ୍ଟା ପରେ ଶିକାର କରାଯାଇଛି। ବାଘଟି ରବିବାର ସଂଧ୍ୟାରେ ଏହି ସରକାରୀ ମେଡିକାଲ୍‌ କଲେଜ ଭିତରେ ପଶି ଯାଇ ୩ ଜଣଙ୍କୁ ଆକ୍ରମଣ କରି…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହେବ ଟାଟା ନାନୋ ? ଗତ ୬ ମାସରେ କୌଣସି ଉତ୍ପାଦନ ହୋଇନାହିଁ

ମୁମ୍ବାଇ : ଦିନେ ଭାରତୀୟ ବଜାରରେ ଚହଳ ସୃଷ୍ଟି କରିଥିବା ସବୁଠାରୁ ଶସ୍ତା କାର ଟାଟା ନାନୋ ଏବେ ଭାରତୀୟ ବଜାରରେ ଅଲୋଡା ହୋଇପଡିଛି । ବଜାରରେ ଏହି କାରକୁ କିଣିବାକୁ କେହି ଚାହୁଁନାହାନ୍ତି । ଗତ ଜାନୁୟାରୀ ଠାରୁ ଆଜି ସୁଦ୍ଧା ସାରା ଦେଶରେ ମାତ୍ର ଗୋଟିଏ ନାନୋ କାର ବିକ୍ରି ହୋଇଛି । ବଜାରରେ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ସହ ପଡ଼ିଆରେ ଗାଈ ଫୁଟ୍‌ବଲ ଖେଳୁଥିବା ବେଳର ଦୃଶ୍ୟ ଭାଇରାଲ୍‌ ! ହର୍ଷ ଭୋଗ୍‌ଲେଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରୁ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଭାଷ୍ୟକାର ହର୍ଷ ଭୋଗ୍‌ଲେ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଏକ ମଜାଦାର୍‌ ଭିଡିଓ ସେୟାର୍‌ କରିଛନ୍ତି। ଭିଡିଓଟିକୁ ସେୟାର୍‌ କରିବା ପରେ ଅନେକ ଟ୍ଵିଟ୍‌ରିୟାନ ମଜାଦାର୍‌ କମେଣ୍ଟ୍‌ ସବୁ ଦେବାରେ ଲାଗିଛନ୍ତି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଏକ…
ଅଧିକ ଖବର ଦେଖନ୍ତୁ...