Daily Archives

July 13, 2019

ଏହି କାରଣ ପାଇଁ ୩୫ହଜାର କୋଟିର ଜରିମାନା ଦେବାକୁ ଯାଉଛି ଫେସ୍‌ବୁକ୍‌

ନୂଆଦିଲ୍ଲୀ : ୟୁଏସ୍‌ ଫେଡେରାଲ ଟ୍ରେଡ୍‌ କମିସନ ଟେକ୍ନୋଲୋଜି କମ୍ପାନୀ ଫେସ୍‌ବୁକ୍‌ଠାରୁ ୫ବିଲିୟନ ଡଲାର ତଥା ୩୫ହଜାର କୋଟିର ଜରିମାନା ନେବାକୁ ଯାଉଥିବା ଜଣା ପଡ଼ିଛି । ଏ ପର୍ଯ୍ୟନ୍ତ କୌଣସି ଟେକ୍ନୋଲୋଜି କମ୍ପାନୀ ଉପରେ ଏତେ ଟଙ୍କାର ଜରିମାନା ଲାଗି ନଥିବା ଜଣା ପଡ଼ିଛି । ଏହା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଅଭିନୟ ଛାଡ଼ିବାର ୧୩ଦିନ ପରେ ପୁଣି ଫେସ୍‌ବୁକ୍‌ରେ ଲେଖିଲେ ଜାଇରା; ଯେମିତି ଜୀବନ ଚାହୁଁଥିଲି ମିଳିଲା ନାହିଁ

ମୁମ୍ବାଇ : ଜୁନ୍‌ ୩୦ରେ ଅଭିନେତ୍ରୀ ଜାଇରା ଓ୍ଵସିମ ଫେସ୍‌ବୁକ୍‌ରେ ଏକ ଭାବବିହ୍ଵଳ କଲା ଭଳି ପୋଷ୍ଟ କରି ବଲିଉଡ୍‌ ଛାଡ଼ୁଥିବା କଥା କହିଥିଲେ । ତାଙ୍କର ବଲିଉଡ୍‌ ଛାଡ଼ିବା ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ବଲିଉଡ୍‌ କଳାକାର ଆଶ୍ଚର୍ଯ୍ୟ ହେବା ସହ ଏହାକୁ ନେଇ ରାଜନୀତି ସରଗରମ ହୋଇଥିଲା ।…
ଅଧିକ ଖବର ଦେଖନ୍ତୁ...

ଗଂଜାମ: ୪ ଅନ୍ତଜିଲ୍ଲା ଡକାୟତ ଗିରଫ, ୧୨ ମୋବାଇଲ ସମେତ ବୋମା ଓ ମାରଣାସ୍ତ୍ର ଜବତ

ଭଞ୍ଜନଗର: ତାରସିଂ ଥାନା ଅନ୍ତର୍ଗତ ବାରଦଣ୍ଡା ଛକ ନିକଟରେ ପୁଲିସ ଏକ ଅନ୍ତଜିଲ୍ଲା ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ସେମାନଙ୍କ ଠାରୁ ୧୨ଟି ଦାମିକିଆ ମୋବାଇଲ ସମେତ ଅଫୁଟା ବୋମା ଓ ମାରଣାସ୍ତ୍ର ଜବତ କରିଛି। ଏହି ଗ୍ୟଙ୍ଗ ବହୁ ଦିନରୁ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସ୍ୱାସ୍ଥ୍ୟ ପ୍ରତି ସଜାଗ ରହନ୍ତୁ। ସୋମ ଓ ମଙ୍ଗଳବାର: କୌଣସି ମହତ୍ତ୍ୱପୂର୍ଣ୍ଣ ସମାଚାର ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଉନ୍ନତି ପାଇଁ ସୁଯୋଗ ମିଳିବ। ଶନିବାର: ପ୍ରେମ ସମ୍ବନ୍ଧ ଲାଗି ସମୟ ଭଲ। ରବିବାର: କାରବାରରେ ଲାଭ ମିଳିବ। ସୋମ ଓ ମଙ୍ଗଳବାର: କୌଣସି ନୂଆ କାମ ପାଇଁ…
ଅଧିକ ଖବର ଦେଖନ୍ତୁ...

ପୁରୀ: ସୁନାବେଶରେ ଝଲସୁଛନ୍ତି ଚତୁର୍ଦ୍ଦାମୂର୍ତ୍ତି, ବଡ଼ଦାଣ୍ଡରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉ ମାନେ ସୁନାବେଶରେ ଶନିବାର ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଏହି ମନଲୋଭା ବେଶ ୪ଟାରୁ ଆରମ୍ଭ ହୋଇଥିଲା, ଯାହାକି ରାତି ୧୧ଟା ଯାଏଁ ଜାରି ରହିବ । ଭଗବାନ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ପ୍ରାୟ ୨୦୦ କିଲୋ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ ଫାଇନାଲ: କ୍ରିକେଟର ଜନକ ଇଂଲଣ୍ଡକୁ ଭେଟିବ ନ୍ୟୁଜିଲାଣ୍ଡ, କେଉଁ ଟିମ ଅଧିକ ମଜବୁତ

ନୂଆଦିଲ୍ଲୀ: କ୍ରିକେଟ୍‌ ପ୍ରଶଂସକଙ୍କ ପାଇଁ ସବୁଠାରୁ ବଡ଼ ଉତ୍ସବ ଆଇସିସି ବିଶ୍ୱକପ୍‌ ୨୦୧୯ର ଫାଇନାଲ ମ୍ୟାଚ୍‌ ରବିବାର ଐତିହାସିକ ଲଡର୍ସ ଷ୍ଟାଡିୟମ୍‌ରେ ଖେଳାଯିବ। କ୍ରିକେଟ୍‌ର ଜନକ ତଥା ଆୟୋଜକ ଲଣ୍ଡନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ମୁକାବିଲା ହେବ। ସବୁଠାରୁ ବଡ଼ କଥା ଯେ, ଚଳିତ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ରୁ ଟିମ୍‌ ଇଣ୍ଡିଆର ବିଦାୟ ପଛର କାରଣ କହିଲେ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ

ନୂଆଦିଲ୍ଳୀ: ଆଇସିସି ବିଶ୍ୱକପ୍‌ ୨୦୧୯ରୁ ଭାରତୀୟ ଟିମ୍‌ ବାଦ୍‌ ପଡ଼ିବା କଥାକୁ ଏଯାଏ ବି ଗ୍ରହଣ କରିପାରୁ ନାହାନ୍ତି ଭାରତୀୟ କ୍ରିକେଟ୍‌ ପ୍ରେମୀ। ମାତ୍ର ଆଉ ଗୋଟାଏ ମ୍ୟାଚ୍‌ ଜିତିଥିଲେ ଫାଇନାଲ୍‌ରେ ପହଞ୍ଚିଥାନ୍ତା ଟିମ୍‌ ଇଣ୍ଡିଆ। ହେଲେ, କାହିଁକି ହାରିଗଲା ନ୍ୟୁଜିଲାଣ୍ଡ୍‌ଠାରୁ? ଏ…
ଅଧିକ ଖବର ଦେଖନ୍ତୁ...

ବିରଳ ଦୃଶ୍ୟ ! ବିଷ୍ଣୁଙ୍କ ଆସ୍ଥାନ ବୁଡ଼େଇଦେଲା ପାଣି

ଗୌହାଟୀ: ଘନଘନ ବର୍ଷା ସାଙ୍ଗକୁ ପ୍ରବଳ ବର୍ଷାରେ ବେହାଲ ହେଲାଣି ଆସାମ ସ୍ଥିତି | ତେବେ ବନ୍ୟା ସମୟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି | ଗୋୖହାଟୀର କାଳୀପୁତ୍ରରେ ଥିବା ଚକ୍ରେଶ୍ୱର ମନ୍ଦିର ମଧ୍ୟ ଦେଇ ବ୍ରହ୍ମପୁତ୍ରର ବନ୍ୟା ପାଣି ବୋହିଥିଲା |…
ଅଧିକ ଖବର ଦେଖନ୍ତୁ...

ଗୋଆର ମନ୍ତ୍ରିମଣ୍ଡଳରେ ଅଦଳବଦଳ ବିଧାନସଭା ମୌସୁମୀ ଅଧିବେଶନକୁ ପ୍ରଭାବିତ କରିବ ନାହିଁ: ବାଚସ୍ପତି

ପାଣାଜି: ଗୋଆର ଦଶ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେବାର ଦିନକ ପରେ ରାଜ୍ୟରେ ରାଜନୈତିକ ସଂକଟ ଉପୁଜିଛି। ଏ ନେଇ ବିଧାନସଭା ବାଚସ୍ପତି ରାଜେଶ ପାଟ୍‌ନେକର ନିଜର ମୁହଁ ଖୋଲିଛନ୍ତି। ସେ କହିଛନ୍ତି କି ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ମୌସୁମୀ ଅଧିବେଶନକୁ ପ୍ରଭାବିତ କରିବ ନାହିଁ।…
ଅଧିକ ଖବର ଦେଖନ୍ତୁ...

ଝିଆରୀ ପାଇଁ ବଳି ପଡିଲେ ବିଜେପି ନେତା !

ନୂଆଦିଲ୍ଲୀ: ନିଜ ଝିଆରୀ ପାଇଁ ପଦ ହରାଇଲେ ବିଜେପିର ସଂଗଠନ ସମ୍ପାଦକ ବୋଲି ଚର୍ଚ୍ଚା ଜୋର ଧରିଛି | ବିଜେପିର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଥିବା ରାମଲାଲଙ୍କୁ ତାଙ୍କ ପଦରୁ ହଟାଇଦିଆଯାଇଛି | ରାମଲାଲଙ୍କୁ ଏହି ପଦରୁ ହଟାଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଖିଳ ଭାରତୀୟ ସହ ସମ୍ପର୍କ ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...