Daily Archives

October 18, 2019

ବେଶ୍ୟାଳୟରୁ ଉଦ୍ଧାର କରାଯାଇଥିଲା ସାଢେ ତିନିବର୍ଷର କୁନି ଝିଅ, କେବିସିରେ ଦୁଷ୍କର୍ମର କଳା କାହାଣୀ କହିଲେ ସମାଜସେବୀ

ମୁମ୍ବାଇ: ୧୫ ବର୍ଷରେ ୮ ଜଣଙ୍କର କାମନାର ଶିକାର ହୋଇଥିଲେ ସୁନିତା କୃଷ୍ଣନ | ନିଜ ଜୀବନର ଏଭଳି ଏକ ଅଭୁଲା ତଥା ନିନ୍ଦନୀୟ କାହାଣୀକୁ କେବିସି ବା କୌନ ବନେଗା କରୋଡ଼ପତିରେ କହିଥିଲେ ଜଣାଶୁଣା ସମାଜସେବୀ ସୁନିତା କୃଷ୍ଣନ | ସୁନିତା ଏଭଳି ଜଣେ ମହିଳା ଯିଏ କି ୨୨ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ…
ଅଧିକ ଖବର ଦେଖନ୍ତୁ...

ଅମିତାଭ ବଚ୍ଚନ ସୁସ୍ଥ ଅଛନ୍ତି; ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି ହୋଇଥିଲେ ହସ୍ପିଟାଲରେ: ସ୍ପଷ୍ଟ କଲେ…

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ, ଗତ ମଙ୍ଗଳବାର ବିଳମ୍ବିତ ମଧ୍ୟରାତ୍ରରେ ହଠାତ୍‌ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଏହି ଖବରର ପ୍ରସାରଣ…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଅଲମ୍ପିକ କ୍ୱାଲିଫାୟର ପାଇଁ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଘୋଷିତ, ମହିଳା…

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧ ଓ ୨ ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଖେଳାଯିବାକୁ ଥିବା ଅଲମ୍ପିକ୍ସ ହକି କ୍ୱାଲିଫାୟର୍ସ ଲାଗି ଆଜି ୧୮ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି । ଏଥିରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଡିଫେଣ୍ଡର ଡିପ୍‌ ଗ୍ରେସ ଏକ୍କା,…
ଅଧିକ ଖବର ଦେଖନ୍ତୁ...

ଉଦଳା-ବାରିପଦା ରାସ୍ତାରେ ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଦୁର୍ଘଟଣାଗସ୍ତ

ବାରିପଦା : ଉଦଳାରୁ ବାରିପଦା ଯିବା ବାଟରେ ପୁରୁଣାପାଣି ନିକଟରେ ଗୁରୁବାର ଅପରାହ୍ନରେ ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଦୁଇଟି ଦୁର୍ଘଟଣାଗସ୍ତ ହୋଇଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ଗାଡ଼ି ଉଦଳାରୁ ବାରିପଦା ରାସ୍ତାରେ ଯିବା ସମୟରେ ଜଣେ…
ଅଧିକ ଖବର ଦେଖନ୍ତୁ...

ମହିନ୍ଦ୍ରା ଫାଇନାନ୍‌ସ ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର,: ମହିନ୍ଦ୍ରା ଫାଇନାନ୍‌ସର ୭୪ତମ ପ୍ରତିଷ୍ଠା ଦିବସ ଅବସରରେ ବାଲେଶ୍ୱର ସହଦେବଖୁଣ୍ଟା ବସଷ୍ଟାଣ୍ଡସ୍ଥିତ ଏହାର ଶାଖା କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ବାଲେଶ୍ୱର ରକ୍ତଭଣ୍ଡାର ଅଧିକାରୀ ଡ଼ା ବସନ୍ତ କୁମାର ଉପାଧ୍ୟାୟ…
ଅଧିକ ଖବର ଦେଖନ୍ତୁ...

ପାକିସ୍ଥାନ କ୍ରିକେଟ ଅଧିନାୟକ ପଦରୁ ହଟିଲେ ସର୍ଫରାଜ

ଇସଲାମବାଦ: ଶ୍ରୀଲଙ୍କା ଟିମଠାରୁ ଟ୍ୱେଣ୍ଟି-ଟ୍ୱେଣ୍ଟି ଶୃଙ୍ଖଳାରେ ଲଜ୍ଜ୍ୟାଜନକ ଭାବେ ପାକିସ୍ତାନ ହାରିବା ପରେ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ହଟାଇଦିଆଯାଇଛି | କେବଳ ସେତିକି ନୁହେଁ ଉଭୟ ଟେଷ୍ଟ ଓ ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟରୁ ତାଙ୍କୁ ବାହାର କରିଦିଆଯାଇଛି | ଏହାକୁ ନେଇ ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ଶ୍ରମିକ ଚାଲାଣ କରୁଥିବା ୫୦ ଏଜେଣ୍ଟ ଓ ଦାଦନ ଦଲାଲ ଗିରଫ

ଭୁବନେଶ୍ୱର: ବାହାର ରାଜ୍ୟକୁ ବିଭିନ୍ନ ସମୟରେ ବେଆଇନ ଭାବେ ଦଲାଲମାନେ ବିଭିନ୍ନ ଜିଲ୍ଲାରୁ ଶ୍ରମିକ ଚାଲାଣ କରିଥାଆନ୍ତି। ଏହି ଶ୍ରମିକମାନଙ୍କୁ ସେମାନେ ବିନା ପାରିଶ୍ରମିକରେ କାମରେ ନିୟୋଜିତ କରାଉଥିବା ଅନେକ ସମୟରେ ଅଭିଯୋଗ ଆସିଛି। ତେଣୁ ଶ୍ରମିକ ଚାଲାଣ କରୁଥିବା ଏହି ଦଲାଲ ଓ…
ଅଧିକ ଖବର ଦେଖନ୍ତୁ...

କଲେଜ ଅଧ୍ୟକ୍ଷଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ୧୮ ବର୍ଷ ବୟସ୍କା ପୀଡିତାର ଗର୍ଭପାତ କରାଇବାକୁ…

ମଦୁରାଇ: ଏକ ଦୁର୍ଭାଗ୍ୟପୂର୍ଣ୍ଣ ଓ ଲଜ୍ଜାଜନକ ଯୌନ ନିର୍ଯାତନା ଓ ଦୁଷ୍କର୍ମ ଘଟଣାର ଶିକାର ହୋଇ ଗର୍ଭବତୀ ହୋଇଥିବା ଜନୈକା ୧୮ ବର୍ଷ ବୟସ୍କା ପୀଡ଼ିତାର ଗର୍ଭପାତ କରାଇବା ପାଇଁ ଆଜି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ଶିବଗଙ୍ଗା ମେଡିକାଲ କଲେଜ ଡିନ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ…
ଅଧିକ ଖବର ଦେଖନ୍ତୁ...

ମଣିଷର ପରମ ଶତ୍ରୁ କିଏ ଓ ପରମ ମିତ୍ର କିଏ? ଅର୍ଜୁନଙ୍କ ଦ୍ୱନ୍ଦ୍ୱକୁ ଏପରି ଦୂର କଲେ ସଖା ଶ୍ରୀକୃଷ୍ଣ

ପୂର୍ବରୁ ଆମେ ଶ୍ରୀମଦ୍ଦ ଭଗବଦ୍‌ ଗୀତାର ଅନେକ ଶ୍ଳୋକ ବିଷୟରେ ଆଲୋଚନା କରିଛେ। ଜଣେ ମଣିଷର ଚରିତ୍ର ଗଠନ ପାଇଁ ହିନ୍ଦୁ ଧର୍ମର ମହାନ ଗ୍ରନ୍ଥ ଗୀତାର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ପ୍ରାୟତଃ ଅଳ୍ପବହୁତ ସମସ୍ତଙ୍କୁ ଜଣା। କର୍ମ କରି ଫଳର ଆଶା ନରଖିବା, ଦେହ ଜ୍ଞାନରୁ କିପରୁ ଊର୍ଧ୍ୱକୁ…
ଅଧିକ ଖବର ଦେଖନ୍ତୁ...

ଭାରତରେ ମର୍ସିଡିଜ ବେଞ୍ଜ ଲଞ୍ଚ କଲା ଜି-୩୫୦ ଡି

ନୂଆଦିଲ୍ଲୀ:ଜର୍ମାନୀ ଲକଜୁରୀ କାର ନିର୍ମାତା କମ୍ପାନୀ ମର୍ସିଡିଜ ବେଞ୍ଜ, ଭାରତରେ ଲଂଚ କରିଛି ଜି କ୍ଲାସ ଏସୟୁଭି । ଏହାର ଦାମ ରହିଛି ୧କୋଟି ୫୦ଲକ୍ଷ ଟଙ୍କା । ଏହା ୭.୪ ସେକେଣ୍ଡରେ ଶୂନରୁ ୧୦୦କିଲୋମିଟର ଘଣ୍ଟା ପ୍ରତି ବେଗ ଧରିପାରିବ ବୋଲି ଦାବି କରିଛି ମର୍ସିଡିଜ । ଏହାକୁ ଜି କ୍ଲାସର…
ଅଧିକ ଖବର ଦେଖନ୍ତୁ...