Daily Archives

November 6, 2019

ଜିଆର୍‌ପି ଥାନା ଅଧିକାରୀଙ୍କ ଅଜବ କାଣ୍ଡ: ଅଚେତ ଯାତ୍ରୀଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଶୁଙ୍ଘାଇଲେ ଚପଲ

ପଟ୍‌ନା : ବିହାରର ଜମୁଇ ରେଳ ଷ୍ଟେସନ ବାହାରେ ଜଣେ ଜିଆର୍‌ପି ଥାନାଧ୍ୟକ୍ଷ କରିଥିବା କାମ ଏବେ ବିବାଦରେ ରହିଛି । ଯାତ୍ରୀଙ୍କୁ ଅଚେତ୍‌ ଅବସ୍ଥାରେ ଦେଖି ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଗୋଡ଼ ମାରି ଉଠାଇବାକୁ ଚେଷ୍ଟା କରିବା ସହ ପିନ୍ଧିଥିବା ଚପଲ ଶୁଙ୍ଘାଇଥିଲେ ଥାନାଧ୍ୟକ୍ଷ । ଘଟଣା…
ଅଧିକ ଖବର ଦେଖନ୍ତୁ...

#ମି ଠୁ: ପୁଣି ଇଣ୍ଡିଆନ୍‌ ଆଇଡଲରୁ ବହିଷ୍କୃତ ହେବେ ଅନୁ ମଲିକ୍‌ !

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଅନୁ ମଲିକ୍‌ଙ୍କ ସମସ୍ୟା ଶେଷ ହେବାର ନାଁ ନେଉ ନାହିଁ । ଗତ ବର୍ଷ ତାଙ୍କ ଉପରେ #ମି ଠୁ ଅଭିଯାନରେ ଯୌନ ଅସଦାଚରଣର ଅଭିଯୋଗ ଲାଗିବା ପରେ ତାଙ୍କୁ ଇଣ୍ଡିଆନ୍‌ ଆଇଡୋଲର ସିଜିନ୍‌-୧୦ରୁ ବାହାରିବାକୁ ପଡ଼ିଥିଲା । ତାଙ୍କୁ ନେଇ ବଢ଼ୁଥିବା ବିବାଦକୁ…
ଅଧିକ ଖବର ଦେଖନ୍ତୁ...

ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର, ହସ୍‌ପିଟାଲରେ ଭର୍ତ୍ତି

ଖୋର୍ଦ୍ଧା: ଜଣେ ଯୁବତୀଙ୍କୁ ବୁଧବାର ସନ୍ଧ୍ୟାରେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ନିକଟରୁ ଯୁବତୀଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ କିଛି ଯୁବକ ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଭିଆଇପିଙ୍କ ପାଇଁ ଗୁଜୁରାଟ ସରକାର କିଣିଲେ ୧୯୧କୋଟି ଟଙ୍କାର ବିମାନ, ମିଳିବ ଏହି ସବୁ ସୁବିଧା

ଅହମଦାବାଦ୍‌ : ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭିଆଇପିମାନଙ୍କୁ ଏକ ବଡ଼ ଓ ଦାମୀ ଉପହାର ଦେଇଛନ୍ତିି । ଉପହାରଟିର ନାମ ବମ୍ବାର୍ଡିୟର ଚ୍ୟାଲେଞ୍ଜର ୬୫୦ବିମାନ ହୋଇଥିବା ବେଳେ ଏହାର ଦାମ୍‌ ରହିଛି ୧୯୧କୋଟି ଟଙ୍କା । ଯାହାର ଲାଭ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଶୁଭପ୍ରଦ ହେବ। ଅନ୍ୟ ଲୋକଙ୍କ ସାହାଯ୍ୟରେ କାମ ସ˚ପୂର୍ଣ୍ଣ ହେବ। ସମାଜରେ ମାନସମ୍ମାନ ପାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଶୁଭସ˚ଖ୍ୟା: ୨। ବୃଷ: ଭବିଷ୍ୟକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ। ବୈବାହିକ ଜୀବନ ଖୁସିଭରା ରହିବ।…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି ବାତ୍ୟା ବୁଲବୁଲ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟିହୋଇଥିବା ବାତ୍ୟା ବୁଲବୁଲ ପ୍ରକୋପରୁ ଓଡ଼ିଶା ବର୍ତ୍ତିଯିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି । ବିଭାଗ ପକ୍ଷରୁ ଜାରି ନୂଆ ବୁଲେଟିନ ଅନୁସାରେ ବୁଲବୁଲ ଧୀରେ ଧୀରେ ଉତ୍ତର ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଯାଉଛି । ତେବେ ଏହାର…
ଅଧିକ ଖବର ଦେଖନ୍ତୁ...

ଟିପୁ ସୁଲତାନ ଜୟନ୍ତୀ ପାଳନ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କର୍ଣ୍ଣାଟକ ସରକାରଙ୍କୁ ହାଇକୋର୍ଟଙ୍କ ପରାମର୍ଶ

ବାଙ୍ଗାଲୁରୁ : କର୍ଣ୍ଣାଟକରେ ଟିପୁ ସୁଲତାନ ଜୟନ୍ତୀ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କର୍ଣ୍ଣାଟକ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ତେବେ କୋର୍ଟ ନଭେମ୍ବର ୧୦ ତାରିଖରେ ପାଳନ ହେଉଥିବା ଟିପୁ ଜୟନ୍ତୀ ସମାରୋହ ବନ୍ଦ ନେଇ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଉପରେ…
ଅଧିକ ଖବର ଦେଖନ୍ତୁ...

ମେଟ୍ରୋରେ ପ୍ରେମୀଯୁଗଳଙ୍କ ଲିପ୍‌ଲକ୍‌ ଚୁମ୍ବନର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମେଟ୍ରୋରେ ପ୍ରେମୀଯୁଗଳଙ୍କ ଲିପ୍‌ଲକ୍‌ ଚୁମ୍ବନର ଭିଡିଓ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ପ୍ରେମୀଯୁଗଳ ମେଟ୍ରୋରେ ଲୋକମାନେ ଥିବା ସମୟରେ ସିଟ୍‌ରେ ବସି ଉଭୟ ଉଭୟଙ୍କୁ ଚୁମ୍ବନ ଦେଉଛନ୍ତି। ଏହି ସମୟରେ ତାଙ୍କ ସାମ୍ନାରେ…
ଅଧିକ ଖବର ଦେଖନ୍ତୁ...

ଆସିଲା ନୂଆ ବ୍ୟବସ୍ଥା, ଆପଣଙ୍କ ଅନୁମତି ବିନା କେହି ଆପଣଙ୍କୁ ହ୍ଵାଟ୍ସଆପ ଗ୍ରୁପରେ ସାମିଲ କରିପାରିବ ନାହିଁ

ନୂଆଦିଲ୍ଲୀ : ଆଜିକାଲି ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପରେ ସାମିଲ ହେବା ଏକ ସାଧାରଣ କଥା । ଜଣେ ଜଣେ ବ୍ୟକ୍ତି ୧୦-୨୦ଟି ଗ୍ରୁପର ସଦସ୍ୟ ରହୁଛନ୍ତି । ଏପରିକି ଲୋକମାନଙ୍କ ଅଜାଣତରେ ମଧ୍ୟ ସେମାନଙ୍କୁ ବିଭିନ୍ନ ଗ୍ରୁପରେ ସାମିଲ କରାଯାଉଛି ଓ ବିଭିନ୍ନ ଅଦରକାରୀ ମେସେଜ ସେୟାର କରାଯାଉଛି । ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ନୂଆଗାଁ ଥାନା ଚିକିଟିଗଡ଼ ରାଜସ୍ୱ ନୀରିକ୍ଷକ ଉଲ୍ଲାସ ଗୌଡ଼ଙ୍କ ବାଇକ ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ବୁଧବାର ଅଭିଯୋଗ ହୋଇଛି। ଏନେଇ ଶ୍ରୀ ଗୌଡ଼ ଏତଲା ଦେବା ପରେ ଥାନା ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଚିକିଟିପେଣ୍ଠ ଆନ୍ଧ୍ର ବ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...