Daily Archives

November 11, 2019

ଆହୁରି ୩ଟି ଟ୍ରେନରେ ଅଣସଂରକ୍ଷିତ ସ୍ଲିପର କ୍ଲାସ ଯାତ୍ରା ସୁବିଧା ଘୋଷଣା କଲା ପୂର୍ବତଟ ରେଳ

ଭୁବନେଶ୍ୱର: ସ୍ୱଳ୍ପ ଦୂରଗାମୀ ଯାତ୍ରା ପାଇଁ ଯାତ୍ରୀମାନଙ୍କୁ ଅଣସଂରକ୍ଷିତ ସ୍ଲିପର କ୍ଲାସ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ଆହୁରି ୩ଟି ଟ୍ରେନରେ ଏହି ସୁବିଧା ପ୍ରଦାନ କରିଛି। ସ୍ୱଳ୍ପଦୂରାଗାମୀ ଯାତ୍ରୀମାନେ ଆସନ୍ତା ଫେବୃୟାରି ମାସ ଶେଷ ଓ ମାର୍ଚ୍ଚ ପ୍ରଥମ ସପ୍ତାହ…
ଅଧିକ ଖବର ଦେଖନ୍ତୁ...

ଛାତିରେ ଯନ୍ତ୍ରଣା ହେବାରୁ ଲୀଲାବତୀ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଶିବସେନା ସାଂସଦ ସଞ୍ଜୟ ରାଉତ

ମୁମ୍ବାଇ: ଛାତିରେ ଯନ୍ତ୍ରଣା ହେବାରୁ ଶିବସେନା ସାଂସଦ ସଞ୍ଜୟ ରାଉତ ସୋମବାର ମୁମ୍ବାଇର ଲୀଲାବତୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସଞ୍ଜୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି। ରାଜ୍ୟରେ ଚାଲିଥିବା ଶିବସେନା ଓ ବିଜେପି…
ଅଧିକ ଖବର ଦେଖନ୍ତୁ...

ଛଅମାସ ହେବ ପ୍ରତିଦିନ ପୋଷାକ ଦୋକାନକୁ ଏହି କାରଣରୁ ଆସୁଛି ଗାଈ

କଡପା: ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାରେ ମୈଦୁକୁର କସେଓ୍ଵରେ ଗତ ଛଅମାସ ହେବ ଏକ ଗାଈର ଅଦ୍ଭୁତ ଅଭ୍ୟାସ ଚର୍ଚ୍ଚାକୁ ଆସିଛି। ଏହି ଗାଈ ପ୍ରତିଦିନ କିଛି ଘଣ୍ଟା ପାଇଁ ସ୍ଥାନୀୟ ମାକେର୍ଟସ୍ଥିତ ଏକ ପୋଷାକ ଦୋକାନକୁ ବିଶ୍ରାମ ନେବାକୁ ଆସିଥାଏ। ‘ଶ୍ରୀ ସାଇରାମ କ୍ଲଥ ସୋ’ରୁମ୍‌ ମାଲିକ ଏହି ଗାଈକୁ…
ଅଧିକ ଖବର ଦେଖନ୍ତୁ...

ବୁଲବୁଲ୍ କ୍ଷତିଗ୍ରସ୍ତ ଚାଷୀଙ୍କ ଲାଗି ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ୨୪ ତାରିଖ ସୁଦ୍ଧା ସହାୟତା ବଣ୍ଟନ ଲାଗି…

ଭୁବନେଶ୍ବର: ବାତ୍ୟା ବୁଲ୍‌ବୁଲ୍‌ରେ ରାଜ୍ୟବାସୀ କେତେ ପ୍ରଭାବିତ ହୋଇଛନ୍ତି ତାହା ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରି ଫେରିବା ପରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ଲାଗି ପ୍ୟାକେଜ ଘୋଷଣା କରିଛନ୍ତି। ସ୍ଥିତି ସମୀକ୍ଷା…
ଅଧିକ ଖବର ଦେଖନ୍ତୁ...

ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶମତେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି । ମନ୍ତ୍ରାଳୟର କେତେକ ବରିଷ୍ଠ ଅଧିକାରୀ ଏବେ କୋର୍ଟଙ୍କ ରାୟର ତର୍ଜ୍ଜମା…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଅଞ୍ଚଳରେ ଆସନ୍ତାକାଲି ଏହି ସମୟରେ ହେବ ପାୱାରକଟ, ସେସୁ ଦେଲା ଆଗୁଆ ସୂଚନା

ଭୁବନେଶ୍ୱର: ବିଦ୍ୟୁତ ତାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଆସନ୍ତା ୧୨ ତାରିଖ ଓ ୧୩ ତାରିଖ ଦୁଇ ଦିନ ପାଇଁ ପାୱାରକଟ କରାଯିବାକୁ ସେସୁ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି | ନଜର ପକାନ୍ତୁ ଆପଣଙ୍କ ଅଞ୍ଚଳରେ କେବେ ଓ କେଉଁ ସମୟରେ ହେବ ପାୱାରକଟ | ୧୨.୧୧.୨୦୧୯ କଟକର ଗ୍ରାମୀଣ ଅଂଚଳ ଅଧୀନରେ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ଵର ୟୁନିଅନ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ବାଲେଶ୍ଵର: ୟୁନିଅନ ବ୍ୟାଙ୍କର ୧୦୦ତମ ପ୍ରତିଷ୍ଠା ଦିବସ ଅବସରରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଶାଖା ଓ ରେମୁଣା ଗୁଲେଇ ଶାଖାପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ସମ୍ବାଦ ଆମ ଓଡ଼ିଶା ସହଯୋଗରେ ରେମୁଣା ଗୁଲେଇ ଶାଖା ପରିସରରେ ଅନୁଷ୍ଠିତ ହୋଇଥିଲା। ଶିବିରକୁ ବାଲେଶ୍ଵର ବ୍ଲଡ଼ବ୍ୟାଙ୍କ ଅଧିକାରୀ ଡା…
ଅଧିକ ଖବର ଦେଖନ୍ତୁ...

ସଂସଦର ଆର୍ଥିକ ସ୍ଥାୟୀ କମିଟିର ସଦସ୍ୟ ଭାବେ ମନୋନୀତ ହେଲେ ମନମୋହନ ସିଂହ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଖ୍ୟାତନାମା ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂହଙ୍କୁ ସଂସଦର ଆର୍ଥିକ ସ୍ଥାୟୀ କମିଟି (ପାର୍ଲିଆମେଣ୍ଟାରି ଷ୍ଟାଣ୍ଡିଂ କମିଟି ଅନ୍‌ ଫାଇନାନ୍ସ)ର ସଦସ୍ୟ ଭାବେ ମନୋନୀତ କରାଯାଇଛି। ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ରାଜନୀତି : ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କଲେ ଶିବସେନା ନେତା ଆଦିତ୍ୟ ଠାକରେ, ସମର୍ଥନ ନେଇ…

ମୁମ୍ବାଇ : ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୮ ଦିନ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଚଳାବସ୍ଥା ଦୂର ହୋଇନାହିଁ । ତେବେ ଶିବସେନା ନେତୃତ୍ୱରେ ସରକାର ଗଠନ ନେଇ ଆଶା ସୃଷ୍ଟି ହୋଇଛି । ମିଳିଥିବା ସର୍ବଶେଷ ସୂଚନା ମୁତାବକ କିଛି ସମୟ ପୂର୍ବରୁ ଶିବସେନା ନେତା ଆଦିତ୍ୟ ଠାକରେ ଦଳର…
ଅଧିକ ଖବର ଦେଖନ୍ତୁ...

ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ୧୪ରେ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର: ବାତ୍ୟା ବୁଲ୍‌ବୁଲ୍‌ରେ ରାଜ୍ୟବାସୀ କେତେ ପ୍ରଭାବିତ ହୋଇଛନ୍ତି ତାହା ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ସେ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବୁଲବୁଲ୍ କ୍ଷୟକ୍ଷତି ବୁଲି ଦେଖିଛନ୍ତି। ଏହାପରେ…
ଅଧିକ ଖବର ଦେଖନ୍ତୁ...