Daily Archives

November 14, 2019

ମହାରାଷ୍ଟ୍ରରେ  ସରକାର ଗଠନ ଆଶା ବଢିଲା,  ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ପାଇଁ ଶିବସେନା,କଂଗ୍ରେସ ଓ ଏନସିପି…

ମୁମ୍ବାଇ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଶେଷ ହେବାର ଆଶା ସୃଷ୍ଟି ହୋଇଛି । ଏକ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ପାଇଁ ତିନି ଦଳ ଶିବସେନା, କଂଗ୍ରେସ ଓ ଏନସିପି ରାଜି ହୋଇଥିବା ଜଣାପଡିଛି । ପ୍ରାୟ ୪୮ ଘଣ୍ଟାଧରି ବିଚାରବିମର୍ଷ ପରେ ତିନି ଦଳ ଏହି କାର୍ଯ୍ୟକ୍ରମ ଉପରେ ସହମତି ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡ଼ିଲେ ସାଧାରଣ ସଂପାଦିକା ପ୍ରିୟଙ୍କା…

ରାଞ୍ଚି/ ନୂଆଦିଲ୍ଲୀ: ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସର ଦଳୀୟ ନିର୍ବାଚନୀ ପ୍ରଚାର କରିବାକୁ ମନୋନୀତ ହୋଇଥିବା ଷ୍ଟାର ପ୍ରଚାରକମାନଙ୍କର ଏକ ତାଲିକା ଆଜି ସନ୍ଧ୍ୟାରେ ଦଳ ପକ୍ଷରୁ ପ୍ରକାଶ ପାଇଛି। ତେବେ, ଏହି ଷ୍ଟାର ପ୍ରଚାରକ ତାଲିକାରେ କଂଗ୍ରେସର ସାଧାରଣ ସଂପାଦିକା…
ଅଧିକ ଖବର ଦେଖନ୍ତୁ...

ସୁନାଝିଅ ସନା : ମନଛୁଆଁ ଚିତ୍ର ଆଙ୍କି ‘ସୁରଭି-୨୦୧୯’ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଜିତିଲେ କଟକର ଅଷ୍ଟମ…

ଭୁବନେଶ୍ୱର: ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୯’ ସମାରୋହ ନଭେମ୍ବର ୧୪ରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ୩୦ଟି ଜିଲ୍ଲାର ପ୍ରାଥମିକ ଓ ମାଧ୍ୟମିକସ୍ତରୀୟ ଶିକ୍ଷାର୍ଥୀଙ୍କ ପାଇଁ ରାଜ୍ୟସ୍ତରରେ ବକ୍ତତା, କୁଇଜ ଓ…
ଅଧିକ ଖବର ଦେଖନ୍ତୁ...

ଶିଶୁ ଦିବସରେ ମାଗଣାରେ ବୁଲିଲେ ଲୋକେ, କାଲିଠୁ ଜଣ ପିଛା ଦେବାକୁ ପଡ଼ିବ ୧୦୦ ଟଙ୍କା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ମନୋରଂଜନ କେନ୍ଦ୍ର ‘ନିକୋ ପାର୍କ’ ଗୁରୁବାର ଶିଶୁଦିବସ ଅବସରରେ ଖୋଲିଛି। ଗତ ମେ’ ୩ ତାରିଖରେ ଦେଖାଯାଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁଁ ଏହି ପାର୍କର ସୁନ୍ଦରତା ନଷ୍ଟ ହୋଇଯିବା ପରେ ପୁଣି ଥରେ ଏହାକୁ ନୂତନ ଭାବେ ନିର୍ମାଣ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ବିମାନବନ୍ଦରରୁ ୫୨ ଲକ୍ଷ ଟଙ୍କାର ସୁନା ଜବତ, କ୍ୱାଲାଲୁମ୍ପୁରରୁ ସୁନା ଆଣିଥିଲେ କେରଳର ଯାତ୍ରୀ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏୟାର କଷ୍ଟମ ବିଭାଗ ଗୁରୁବାର ଏକ କେଜିରୁ ଅଧିକ ସୁନା ଜବତ କରିଛି। ଜବତ ହୋଇଥିବା ସୁନାର ମୂଲ୍ୟ ୫୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। କ୍ୱାଲାଲୁମ୍ପୁରଠାରୁ ଭୁବନେଶ୍ୱର ଆସୁଥିବା ଜଣେ ଯାତ୍ରୀ ବେଆଇନ ଭାବେ ସୁନା ନେଇ ଆସିଥିବା…
ଅଧିକ ଖବର ଦେଖନ୍ତୁ...

ଭାରତ ପାଇଁ ସତର୍କ ଘଣ୍ଟି, ଆଫଗାନିସ୍ତାନ ଆଡକୁ ମୁହାଁଇଛି ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌

ନୂଆଦିଲ୍ଲୀ : ଅକ୍ଟୋବର ମାସରେ କୁଖ୍ୟାତ ଆତଙ୍କବାଦୀ ତଥା ଇସ୍‌ଲାମିକ୍‌ ଷ୍ଟେଟ୍‌ ମୁଖ୍ୟ ଅବୁ ବକ୍ର ଅଲ ବାଗଦାଦି ନିହତ ହେବା ପରେ ଇସ୍ଲାମିକ ଷ୍ଟେଟ ଆଫଗାନିସ୍ତାନ ଆଡକୁ ମୁହାଁଇଛି । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ଅପସାରଣ କରୁଥିବା ତାହାର ସୁଯୋଗ ନେଇ ଆଇଏସ ଏଠାକୁ ନିଜର ଘାଟି ଭାବେ…
ଅଧିକ ଖବର ଦେଖନ୍ତୁ...

ଚକୋଲେଟ ବାଣ୍ଟି ଶିଶୁଦିବସ ପାଳିଲେ ମୁଖ୍ୟମନ୍ତ୍ରୀ, ନିଜ ସ୍କୁଲର ବିକାଶ ପାଇଁ ପ୍ରାକ୍ତନ ଛାତ୍ରଛାତ୍ରୀ ଦେଇପାରିବେ…

ଭୁବନେଶ୍ୱର: ନଭେମ୍ବର ୧୪ ଶିଶୁ ଦିବସ ଅବସରରେ ଆଜି ପାଖାପାଖି ୨୦ ଜଣ ଛାତ୍ରଛାତ୍ରୀଙ୍କ ସହ ଶିଶୁ ଦିବସ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ନବୀନ ନିବାସକୁ ଆସିଥିବା ଏହି ପିଲାମାନଙ୍କୁ ନବୀନ ଚକୋଲେଟ ବାଣ୍ଟିବା ସହ ଭବିଷ୍ୟତର ଏହି ପିଢିଙ୍କ ସହ ଶିଶୁ ଦିବସ ପାଳନ କରି ଖୁସି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ବିବାହ ବାର୍ଷିକୀରେ ଦୀପିକା ପିନ୍ଧିଥିବା ଲାଲ ରଙ୍ଗର ଶାଢ଼ି ପଛର ଅଜଣା କଥା

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପଦୁକୋନ୍‌ ଓ ଅଭିନେତା ରଣବୀର ସିଂହ ଗୁରୁବାର ପ୍ରଥମ ବିବାହ ବାର୍ଷିକୀ। ଏହି ଅବସରରେ ଦୁହେଁ ବିଦେଶ ନ ଯାଇ ବା କୌଣସି ଭୋଜିର ଆୟୋଜନ ନ କରି ପରିବାର ସହ ଅତି ସାଧାରଣ ଭାବରେ ଦିନଟିକୁ ପାଳନ କରିଛନ୍ତି। ଦୁହେଁ ଆଜି ପ୍ରଥମେ ତିରୁପତିରେ ଭେଙ୍କେଟେଶ୍ୱର ମନ୍ଦିରକୁ…
ଅଧିକ ଖବର ଦେଖନ୍ତୁ...

ଅଲିଭ୍‌ ରିଡ଼ଲେଙ୍କ ସୁରକ୍ଷା: ମେ’ ୩୧ ଯାଏଁ ସମୁଦ୍ରରୁ ମାଛ ଧରିବା ମନା, ମତ୍ସଜୀବୀ ପରିବାର ମାସକୁ ପାଇବେ ୭,୫୦୦ ଟଙ୍କା

ଭୁବନେଶ୍ୱର: ଅଲିଭ୍‌ ରିଡ଼ଲେଙ୍କ ସୁରକ୍ଷା ପାଇଁ ସମୁଦ୍ରରୁ ମାଛ ଧରିବା ନେଇ କଟକଟା କରାଯାଇଛି। ମତ୍ସଜୀବୀମାନଙ୍କୁ ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଆଗାମୀ ମେ’ ୩୧ ଯାଏଁ ମାଛ ନଧରିବା ପାଇଁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀଙ୍କ…
ଅଧିକ ଖବର ଦେଖନ୍ତୁ...

ଶିଶୁ ଦିବସରେ ମାଲକାନଗିରିର ପିଲାମାନେ ପାଇଲେ ନିଆରା ଉପହାର… ପ୍ଲେ ସ୍କୁଲ ପରି ଦିଶୁଥିବା ଅଙ୍ଗନଓ୍ଵାଡି କେନ୍ଦ୍ର

ଭୁବନେଶ୍ୱର : ଆଜି ଶିଶୁ ଦିବସ ଅବସରରେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଶିଶୁମାନଙ୍କୁ ଏକ ନିଆରା ଉପହାର ମିଳିଛି । ସେମାନଙ୍କ ପାଇଁ ଏପରି ଅଙ୍ଗନଓ୍ଵାଡି କେନ୍ଦ୍ର ଖୋଲିଛି ଯେଉଁଗୁଡ଼ିକ କି ସହରରେ ଥିବା ପ୍ଲେ ସ୍କୁଲଠାରୁ କୌଣସି ଗୁଣେରେ କମ ନୁହଁନ୍ତି । ସେଠାରେ ରହିଛି ପିଲାଙ୍କ ଖେଳିବା ପାଇଁ…
ଅଧିକ ଖବର ଦେଖନ୍ତୁ...