Daily Archives

November 14, 2019

ଜେଏନୟୁରେ ବିବେକାନନ୍ଦଙ୍କର ମୂର୍ତ୍ତି କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜେଏନୟୁ କର୍ତ୍ତୃପକ୍ଷ ବର୍ଦ୍ଧିତ ହଷ୍ଟେଲ ଫିକୁ ଆଂଶିକ ଭାବେ ପ୍ରତ୍ୟାହାର କରି ନେଇଛନ୍ତି । ଏହା ସତ୍ତ୍ୱେ ବି ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଏଣିକି ସରକାରୀ କଣ୍ଟ୍ରୋଲ ଦୋକାନରେ ମିଳିବ କଣ୍ଡୋମ ଓ ସାନିଟାରୀ ପ୍ୟାଡ଼

ଆଗ୍ରା: ଉତ୍ତରପ୍ରଦେଶର ସରକାରୀ କଣ୍ଟ୍ରୋଲ ଦୋକାନରେ ଏଣିକି କଣ୍ଡୋମ ଓ ସାନିଟାରୀ ପ୍ୟାଡ଼ ମିଳିବ | ଯିଏ ଚାହିଁବେ ସେ ଏହାକୁ କିଣିପାରିବେ ବୋଲି କୁହାଯାଇଛି | ଜନସଂଖ୍ୟାରେ ବୃଦ୍ଧିକୁ ଦେଖି ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତରପ୍ରଦେଶର ଖାଦ୍ୟ ଓ ବଣ୍ଟନ ବିଭାଗ ପକ୍ଷରୁ ଏସବୁ ବିକ୍ରି କରିବାକୁ…
ଅଧିକ ଖବର ଦେଖନ୍ତୁ...

ଇନ୍ଦୋର ଟେଷ୍ଟ: ପ୍ରଥମ ଦିନ ବାଂଲାଦେଶକୁ ୧୫୦ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ଭାରତର ସ୍କୋର ୮୬/୧

ଇନ୍ଦୋର: ଭାରତୀୟ କ୍ରିକେଟ୍‌ ଟିମ୍‌ ବାଂଲାଦେଶକୁ ୧୫୦ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ନିଜର ପ୍ରଥମ ପାଳିରେ ଗୋଟିଏ ଓ୍ଵିକେଟ୍‌ ହରାଇ ୮୬ ରନ୍‌ କରିଛି। ରୋହିତ ଶର୍ମା ୧୪ଟି ବଲ୍‌ ଖେଳି ୬ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ସାମିଲ ଥିଲା। ଆବୁ ଜୟେଦଙ୍କ ବଲ ଲିଟନ ଦାସଙ୍କୁ କ୍ୟାଚ୍‌ ଦେଇ…
ଅଧିକ ଖବର ଦେଖନ୍ତୁ...

ବିଜେପି ସହ ସଂପର୍କ ନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ କହିଲେ; ‘ଇଏ ରାଜନୀତି! ଏଠି ଏତେ ଶୀଘ୍ର କିଛି ସରେ ନାହିଁ!…

ମୁମ୍ବାଇ: ବିଜେପିକୁ ବାଦ୍‌ ଦେଇ ଏନ୍‌ସିପି ଓ କଂଗ୍ରେସ ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା ଘନ ଘନ ବୈଠକ ଜାରି ରଖିଥିବା ବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ଏକ ବୟାନ ପୁଣି ବିଜେପି- ଶିବସେନା ରାଜନୀତିକୁ ଚଳଚଞ୍ଚଳ କରି ଦେଇଛି। ଆଜି ଯେତେବେଳେ ଜଣେ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର, ଖୁବଶୀଘ୍ର ଘରକୁ ଫେରିବା ସମ୍ଭାବନା

ନୂଆଦିଲ୍ଲୀ : କିମ୍ବଦନ୍ତୀ କଣ୍ଠଶିଳ୍ଵୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଓ ତାହା ଧୀରେ ଧୀରେ ସୁଧୁରୁଛି । ତାଙ୍କୁ ଖୁବ ଶୀଘ୍ର ଘରକୁ ନିଆଯିବ । ଆପଣସମସ୍ତଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ ବୋଲି ତାଙ୍କ ପରିବାରର ଜଣେ ମୁଖପାତ୍ର କହିଛନ୍ତି । ସୂଚନାଯୋଗ୍ୟ ଯେ…
ଅଧିକ ଖବର ଦେଖନ୍ତୁ...

ନିଜେ ସମୟ ଦେଇ ପାରୁ ନଥିବାରୁ ବିଧବା ମା’ ପାଇଁ ବର ଖୋଜୁଛି ପୁଅ

କୋଲକାତା: ପଶ୍ଚିମବଙ୍ଗରୁ ହୁଗୁଳି ଜିଲ୍ଲା ଫ୍ରେଞ୍ଚ କଲୋନୀର ଜଣେ ଯୁବକ ନିଜ ମା’ ପାଇଁ ଯୋଗ୍ୟ ବର ଖୋଜୁଛନ୍ତି। ଆଉ ଏଥିପାଇଁ ଯୁବକ ଜଣକ ଫେସବୁକରେ ଏକ ପୋଷ୍ଟ ବି କରିଛନ୍ତି । ଏହି ଯୁବକଙ୍କ ନାମ ଗୌରବ ଅଧିକାରୀ ବୋଲି ଜଣାପଡ଼ିଛି। ଫେସବୁକ୍‌ ପୋଷ୍ଟରେ ଗୌରବ ଲେଖିଛନ୍ତି, ତାଙ୍କ ମା’…
ଅଧିକ ଖବର ଦେଖନ୍ତୁ...

ଜେଏନୟୁ କାନ୍ଥରେ ଦେଖିବାକୁ ମିଳିଲା ଓଡ଼ିଆ ଭାଷାରେ ବିରୋଧର ସ୍ୱର !

ନୂଆଦିଲ୍ଲୀ: ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜେଏନୟୁ କର୍ତ୍ତୃପକ୍ଷ ବର୍ଦ୍ଧିତ ହଷ୍ଟେଲ ଫିକୁ ଆଂଶିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି । ଏହା ସତ୍ତ୍ୱେ ବି ଆନ୍ଦୋଳନ ଜାରି ରଖିବାକୁ ଛାତ୍ରଛାତ୍ରୀମାନେ ନିଷ୍ପତ୍ତି ନେଇଛନ୍ତି |…
ଅଧିକ ଖବର ଦେଖନ୍ତୁ...

ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଲା ପକାଇଲେ ମହିଳା

ବଲାଙ୍ଗୀର: ବଲାଙ୍ଗୀରର ମୁରସୁଣ୍ଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରାୟ ୩ ଘଣ୍ଟା ଧରି ମନ୍ଦିର ଘରେ ଗାଁ ମହିଳା ବନ୍ଦ କରି ରଖିଥିଲେ । ଏପରି କି ଯେତେବେଳ ଯାଏଁ ସେମାନେ ଦାବି କରିଥିବା ସମସ୍ୟାର ସମାଧାନ ହୋଇନାହିଁ ସେ ଯାଏଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଲା…
ଅଧିକ ଖବର ଦେଖନ୍ତୁ...

ଏବେ ବିଶ୍ୱସ୍ତରୀୟ ଦ୍ରୁତ ବୋଲର ସଂଖ୍ୟା କମ ଥିବାରୁ ଟେଷ୍ଟ ମ୍ୟାଚ୍‌ରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁ ନାହିଁ:…

ଇନ୍ଦୋର: ବିଶ୍ୱର ଲୋକପ୍ରିୟ କ୍ରିକେଟର ସଚିନ ତେନ୍ଦୁଲକର ଖେଳର ପାରଂପରିକ ପ୍ରାରୂପକୁ ନେଇ ଚିନ୍ତିତ ଦେଖାଯାଇଛନ୍ତି। ସଚିନଙ୍କୁ ଲାଗୁଛି ଯେ, ଟେଷ୍ଟ କ୍ରିକେଟକୁ ନେଇ ଯେଉଁ ଆଗ୍ରହ ଥିଲା, ତାହା ଆଉ ଆଜିକାଲି ନାହିଁ। ୭୦ ଓ ୮୦ ଦଶକରେ ସୁନିଲ ଗାଭାସ୍କର ବନାମ ଆଣ୍ଡି ରୋବଟର୍ସ, ଡେନିସ ଲିଲି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ କେଉଁ ଶୁଖୁଆର ରହିଛି ଅଧିକ ଚାହିଦା ? କେମିତି ପ୍ରସ୍ତୁତ ହୁଏ ସୁଆଦିଆ ଶୁଖୁଆ ଜାଣନ୍ତୁ

ଅସ୍ତରଙ୍ଗ(ବୋୖଦ୍ଧାୟନ ଆଚାର୍ଯ୍ୟ): ଲୁଣି ପାଣିର ସୁଆଦିଆ ଶୁଖୁଆ । ପଖାଳ ଭାତ ସହ ଏହି ଲୁଣି ଶୁଖୁଆର ରହିଛି ସ୍ୱତନ୍ତ୍ର ସମ୍ପର୍କ। ହେଲେ ଏହି ସୁଆଦ ପଛରେ ଲୁଚିରହିଛି ଶୁଖୁଆ ସହ ଜଡିତ କିଛି ଲୋକଙ୍କ ହାଡଭଙ୍ଗା ପରିଶ୍ରମ। ଅସ୍ତରଙ୍ଗର ଦେବୀ ନଦୀ ମୁହାଣରେ ଶୁଖୁଆ ପ୍ରସ୍ତୁତି ପଛର କାହାଣୀ…
ଅଧିକ ଖବର ଦେଖନ୍ତୁ...