Daily Archives

December 1, 2019

ଋଣ ନାଁରେ ୧.୪୩ କୋଟି ଟଙ୍କା ଆତ୍ମସାତ, ୨ ଭାଇଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ସିଆଇଡି କ୍ରାଇମବ୍ରାଞ୍ଚର ଅର୍ଥନୈତିକି ଅପରାଧ ଶାଖା ଋଣ ନାଁରେ ୧.୪୩ କୋଟି ଟଙ୍କା ଆତ୍ମସାତ କରିବା ମାମଲାରେ ୨ ଭାଇଙ୍କୁ ଗିରଫ କରିଥିବା ରବିବାର ଜଣାପଡ଼ିଛି। ଅଭିଯୁକ୍ତମାନେ ହେଲେ ସୁନ୍ଦରମ୍‌ ଫାଇନାନ୍‌ସ ଲିମିଟେଡର ଏକ୍‌ଜ୍ୟୁକେଟିଭ୍‌ ଶଶୀକାନ୍ତ ସାହୁ (୩୧) ଓ ତାଙ୍କର ଭାଇ…
ଅଧିକ ଖବର ଦେଖନ୍ତୁ...

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କଲେ ସୁରକ୍ଷାବଳ

ଶ୍ରୀନଗର: ଭାରତରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ସୁରକ୍ଷାବଳ ପଣ୍ଡ କରିଛନ୍ତି।ଜମ୍ମୁ-କଶ୍ମୀରର ସୋପୋରରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଆତଙ୍କବାଦୀ ଏକ ଷଡ଼ଯନ୍ତ୍ର କରିଥିଲେ। ଯାହାକୁ ସୁରକ୍ଷାବଳ ବିଫଳ କରି ଏକ ବଡ଼ ସଫଳତା ହାସଲ କରିଥିବା କୁହାଯାଉଛି। ରବିବାର ସକାଳେ ଏକ ମିଳିତ…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନା ଝିଅକୁ ତଣ୍ଟି ଚିପି ହତ୍ୟା, ଆଗ୍ରାରୁ ମିଳିଲା ମୃତ ଶରୀର

ଆଗ୍ରା: ଆଗ୍ରା ଜିଲ୍ଲାର ଏକ ଗାଁରେ ତଣ୍ଟି କଟା ହୋଇ ହତ୍ୟା କରାଯାଇଥିବା ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକା ଜଣକଙ୍କ ବାସ୍ତବ ଘର ତେଲେଙ୍ଗାନାରେ ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି। ତେବେ, କିଏ ଓ କାହିଁକି ନାବାଳିକାଙ୍କୁ ଏପରି ହତ୍ୟା କରିଛି ତାହା ଜାଣିବା…
ଅଧିକ ଖବର ଦେଖନ୍ତୁ...

ମଦ ପିଇ ହେଲମେଟ ନ ପିନ୍ଧି ଗାଡ଼ି ଚଳାଇବାରୁ ୨ ବାଇକ ଆରୋହୀ ଗିରଫ, ୨ ଘଣ୍ଟାରେ ୫୫ ହଜାର ଟଙ୍କା ଜରିମାନା ଆଦାୟ

ବାଲେଶ୍ୱର: ମଦ ପିଇ ଏବଂ ବିନା ହେଲମେଟରେ ଗାଡ଼ି ଚଳାଇ ରବିବାର ୨ ଜଣ ବାଇକ ଆରୋହୀ ଗିରଫ ହୋଇଛନ୍ତି। ବାଲେଶ୍ୱର ସହରରେ ଆଜି ଟ୍ରାଫିକ ଧରପଗଡ଼ ସମୟରେ ନିୟମ ଉଲଂଘନକାରୀଙ୍କ ଠାରୁ ୫୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଏହି ଜରିମାନା କେବଳ ୨ ଘଣ୍ଟାରେ ଆଦାୟ ହୋଇଥିଲା। ରବିବାର ସନ୍ଧ୍ୟା…
ଅଧିକ ଖବର ଦେଖନ୍ତୁ...

ଅନିଲ ୨୦ବର୍ଷ ପୂର୍ବେ ଚୋରାଇ ଥିବା ପ୍ୟାଣ୍ଟକୁ ରିୟଲିଟି ସୋ’ରେ ମାଗିଲେ ଜ୍ୟାକି ଶ୍ରଫ୍‌

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ରିୟଲିଟି ସୋ’ ‘ଡାନ୍‌ସ ପ୍ଲସ୍‌ ୫’ରେ ପ୍ରଥମ ଥର ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ୍‌ ଓ ଅନୀଲ୍‌ କପୁର ଏକାଠି ଛୋଟ ପରଦାରେ ନଜର ଆସିଥିଲେ। ସୋ’ରେ ଦୁହେଁ ସେମାନଙ୍କ ଲମ୍ବା ଅଭିନୟ କ୍ୟାରିୟର ବିଷୟରେ ଆଲୋଚନା କରିଥିଲେ। ଆଉ ଏହି ଅବସରରେ ଜ୍ୟାକି ଆକସ୍ମିକ…
ଅଧିକ ଖବର ଦେଖନ୍ତୁ...

ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ବିରାଟ କୋହଲି

ନୂଆଦିଲ୍ଲୀ: ଗତ ଗୁରୁବାର ଶମସାବାଦରେ ଏକ ହୃଦୟ ଥରାଇଦେବା ଭଳି ଘଟଣା ଘଟିଥିଲା। ଜଣେ ମହିଳା ପଶୁ ଡାକ୍ତରଙ୍କୁ ପ୍ରଥମେ ଗଣଦୁଷ୍କର୍ମ କରାଯିବା ଓ ପରେ କିରୋସିନ ଢ଼ାଳି ହତ୍ୟା କରିବା ଭଳି ବର୍ବର କାଣ୍ଡ ଘଟାଇଥିଲେ ୪ଜଣ ନର ପିଚାସ। ଦୁଷ୍କର୍ମ କରିଥିବା ଅଞ୍ଚଳଠାରୁ ୨୫କିଲୋମିଟର ଦୂରରେ…
ଅଧିକ ଖବର ଦେଖନ୍ତୁ...

ନୂତନ କଣ୍ଟ୍ରୋଲର୍‌ଜେନେରାଲ୍‌ ଅଫ୍‌ ଏକାଉଣ୍ଟସ୍‌ ଭାବେ ନିଯୁକ୍ତି ପାଇଲେ ସୋମା ରାୟ

ନୂଆଦିଲ୍ଲୀ: ଦେଶର ନୂତନ କଣ୍ଟ୍ରୋଲର୍‌ ଜେନେରାଲ୍‌ଅଫ୍‌ ଏକାଉଣ୍ଟ୍‌ସ ଭାବେ ସୋମା ରାୟଙ୍କୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ନିଯୁକ୍ତି ପ୍ରଦାନ କରିଛନ୍ତି।  ଉଲ୍ଲେଖଯୋଗ୍ୟ, ୧୯୮୬ ମସିହା ବ୍ୟାଚ୍‌ର ଇଣ୍ଡିଆନ୍‌ ସିଭିଲ୍‌ ଏକାଉଣ୍ଟ୍‌ସ ସର୍ଭିସ (ଆଇସିଏଏସ୍‌)ର ଅଧିକାରୀ ହେଉଛନ୍ତି ସୋମା ରାୟ।…
ଅଧିକ ଖବର ଦେଖନ୍ତୁ...

ପୁଲିସ ଜରିମାନା ଲଗାଇବାରୁ ବାଇକ୍‌କୁ ରୋଡରେ ଉଠାଇ କଚାଡିବା ପରେ ଭୋଭୋ ହୋଇ କାନ୍ଦିଲେ ଯୁବକ: ଭିଡିଓ ଭାଇରାଲ

ମେରଠ: ଉତ୍ତରପ୍ରଦେଶର ମରେଠରେ ଟ୍ରାଫିକ୍‌ ପୁଲିସ ଜଣେ ବାଇକ୍‌ ଚାଳକ ବିନା ହେଲମେଟରେ ଗାଡ଼ି ଚଳାଉଥିବାରୁ ଚାଲାଣ କାଟି ଦେଇଥିଲେ। କିନ୍ତୁ ଏହା ପରେ ଉକ୍ତ ବ୍ୟକ୍ତି ଜଣକ ଯାହା କରିଥିଲେ ସେ ଘଟଣା ଦେଖି ପୁଲିସ କର୍ମଚାରୀ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାଇକ୍‌ ଚାଳକଙ୍କ ଚାଲାଣ କାଟିବା ପରେ…
ଅଧିକ ଖବର ଦେଖନ୍ତୁ...

ବୁଲନ୍ଦସର ଜେଲ୍‌ରେ ରେଡିଓ ଷ୍ଟେସନ୍‌ ଖୋଲିବା ପରେ ରେଡିଓ ଜକି ପାଲଟୁଛନ୍ତି କଏଦୀ

ବୁଲନ୍ଦସର: ବୁଲନ୍ଦସର ଜେଲ୍‌ରେ ରହୁଥିବା କଏଦୀମାନଙ୍କ ପାଇଁ ଏକ ରେଡିଓ ଷ୍ଟେସନ୍‌ ଖୋଲାଯାଇଛି। ଜେଲ୍‌ ଭିତରେ ଏପରି ରେଡିଓ ଷ୍ଟେସନ୍‌ ଖୋଲିବା‌ରେ ବୁଲନ୍ଦରର ଏହି ଜେଲ୍‌ ପ୍ରଥମ। ବୁଲନ୍ଦରସରର ଜିଲ୍ଳା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ କଏଦୀମାନଙ୍କ ମନୋରଞ୍ଜନ ପାଇଁ ଏହି ରେଡିଓ…
ଅଧିକ ଖବର ଦେଖନ୍ତୁ...

୮୦ବର୍ଷ ବୟସରେ ଲୋକପ୍ରିୟ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କ ମା’ଙ୍କ ଦେହାନ୍ତ, ୨୦ଦିନ ଧରି ଡାକ୍ତରଖାନାରେ ଚାଲିଥିଲା…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କ ମା’ ବେଟ୍ଟୀ କପାଡିଆଙ୍କର ୮୦ବର୍ଷ ବୟସରେ ଦେହାନ୍ତ ହୋଇଛି। କିଛି ଦିନ ତଳେ ସେ ଡାକ୍ତରଖାନାରେ ଭର୍ତ୍ତି ହେବାର ଖବର ମିଳିଥିଲା। ଯାହା ପରେ ତାଙ୍କ ମା’ ସୁସ୍ଥ ହେଉଛନ୍ତି ବୋଲି ଜଣାଇଥିଲେ ଡିମ୍ପଲ କପାଡିଆ। ଗତ ୨୦ଦିନ ହେବ…
ଅଧିକ ଖବର ଦେଖନ୍ତୁ...