Yearly Archives

2019

ତିନି ବନ୍ଧୁଙ୍କ ହାତରେ ଭାରତୀୟ ସ୍ଥଳସେନା, ବାୟୁସେନା ଓ ନୌସେନାର ଲଗାମ୍

ନୂଆଦିଲ୍ଲୀ: ଆଜି ସ୍ଥଳସେନା ମୁଖ୍ୟ ପଦରୁ ଅବସର ନେଇଛନ୍ତି ଜେନେରାଲ ବିପିନ୍ ରାୱତ । ବିପନଙ୍କ ସ୍ଥାନରେ ସ୍ଥଳସେନା ମୁଖ୍ୟ ଭାବ‌େ ଦାୟିତ୍ବ ଗ୍ରହଣ କରିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ । ସେହିଭଳି ବର୍ତ୍ତମାନ ଆରକେଏସ ଭଦୋରିଆ ବାୟୁସେନା ମୁଖ୍ୟ ଥିବା ବେଳେ ନୌସେନା…
ଅଧିକ ଖବର ଦେଖନ୍ତୁ...

ଜେଡିୟୁ- ବିଜେପି ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ବେଳେ ନୀତିଶ କୁମାର କହିଲେ ‘ସବୁ ଠିକ୍ ଅଛି’

ପାଟନା: ୨୦୨୧ରେ ବିହାରରେ ବିଧାନସଭା ନିର୍ବାଚନ ହେବା ଆଗରୁ ଜେଡିୟୁ- ବିଜେପି ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଉଗ୍ର ରୂପ ନେଇଛି। ଏସଂପର୍କରେ ନିଜର ପ୍ରତିକ୍ରିୟାରେ ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ ଜେଡିୟୁ- ବିଜେପି ମେଣ୍ଟରେ କିଛି ବିବାଦ ନାହିଁ, ସବୁ…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷ ପାଳିବେନି ନବୀନ; ନବୀନ ନିବାସ ନ ଆସିବା ପାଇଁ ଶୁଭେଚ୍ଛୁଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବବର୍ଷ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ବିଖ୍ୟାତ ପ୍ରକାଶକ ତଥା ସମ୍ପାଦକ ସନି ମେହେଟ୍ଟାଙ୍କ ପରଲୋକ ଯୋଗୁଁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଶୋକ ପାଳନ କରୁଛନ୍ତି। ଏହି କାରଣରୁ ଆସନ୍ତାକାଲି ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ନବୀନ…
ଅଧିକ ଖବର ଦେଖନ୍ତୁ...

ମୋ ସରକାର : କାଳିଆ ଲଗାଇଲା କଳା ଟୀକା

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାବାସୀଙ୍କ ପ୍ରାଣ। କାଳିଆ ଫଟୋ ଦେଖିଲେ ହାତ ଉଠିଯାଏ। ସେ ନାଁ ଶୁଣିଲେ, ମନ ନିମିଷକ ମଧ୍ୟରେ ଶ୍ରୀକ୍ଷେତ୍ର ବୁଲିଆସେ। ନିର୍ବାଚନ ପୂର୍ବରୁ ସରକାରଙ୍କ ସାମ୍ନାରେ ପ୍ରମୁଖ ଚ୍ୟାଲେଞ୍ଜ ଥିଲା କୃଷକ ସମସ୍ୟା। ପୁରୀରୁ ମହାପ୍ରଭୁଙ୍କୁ ସମର୍ପିତ କରି…
ଅଧିକ ଖବର ଦେଖନ୍ତୁ...

ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଳାହାଣ୍ଡି: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ କିରାଣୀ ହର ପ୍ରସାଦ ଆଚାରୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ଟିମ ଏକସାଙ୍ଗେ…
ଅଧିକ ଖବର ଦେଖନ୍ତୁ...

ଅ‌‌‌ଯୋଧ୍ୟାରେ ମସ୍‌ଜିଦ ନିର୍ମାଣ ପାଇଁ ଜମି ଚିହ୍ନଟ କଲେ ୟୁପି ସରକାର

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସ୍‌ଜିଦ୍‌ ପାଇଁ ଉତ୍ତରପ୍ରଦେଶ ସରକାର ଜମି ଚିହ୍ନଟ କରିଛନ୍ତି। ସରକାର ମସ୍‌ଜିଦ୍‌ ପାଇଁ ମର୍ଜାପୁର, ସାମସୁଦିନପୁୁର ଏବଂ ଚାନ୍ଦପୁରରେ ୫ଟି ଜମି ଚିହ୍ନଟ କରିଛନ୍ତି। ସମସ୍ତ ଜମି ଅଯୋଧ୍ୟାର ‘ପଞ୍ଚୋକ୍ସି ପରିକ୍ରମା’ ବାହାରେ ରହିଛି।…
ଅଧିକ ଖବର ଦେଖନ୍ତୁ...

କିଏ ହେବେ ବିଜେପିର ପରବର୍ତ୍ତୀ ରାଜ୍ୟ ସଭାପତି, ଦୁଇ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଚାଲିଛି କସରତ

ଭୁବନେଶ୍ୱର: ବିଜେପି(ଭାରତୀୟ ଜନତା ପାର୍ଟି)ର ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ବରିଷ୍ଠ ନେତା ବିନୟ ସହସ୍ର ବୁଦ୍ଧେ ଓ ରାଷ୍ଟ୍ରୀୟ ସଂପାଦକ ଆର.ପି ସିଂହ । ଏ ଦୁଇ ନେତା ଏବେ ରାଜ୍ୟର ପ୍ରମୁଖ ବିଜେପି ନେତାଙ୍କ ସହ ଆଲୋଚନା ଜାରି ରଖିଥିବା ଜଣାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଦେଶର ନୂଆ ସେନାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ମୁୁକୁନ୍ଦ ନରଭାଣେ

ନୂଆଦିଲ୍ଲୀ: ଦେଶର ୨୮ତମ ସେନାଧ୍ୟକ୍ଷ ଭାବେ ଆଜି(ମଙ୍ଗଳବାର) ଲେପ୍ଟନାଣ୍ଟ ଜେନେରାଲ୍‌ ମନୋଜ ମୁୁକୁନ୍ଦ ନରଭାଣେ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦୀର୍ଘ ତିନି ବର୍ଷ ଧରି ସେନାମୁଖ୍ୟ ଭାବେ ଦାୟିତ୍ବ ତୁଲାଇ ଆସୁଥିବା ବିପିନ ରାୱତ ପଦରୁ ଅବସର ନେବା ପରେ ତାଙ୍କ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀଙ୍କ ପରଲୋକ

ନୂଆପଡ଼ା: ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ବାମୀଙ୍କର ଆଜି ସକାଳେ ପରଲୋକ ହୋଇଛି | ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି। ନୂଆପଡ଼ା ଜିଲ୍ଲାର ଖରିଆର ରୋଡ୍ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ସୂଚନାଯୋଗ୍ୟ, ସ୍ୱର୍ଗତ ଏ.ଭି ସ୍ୱାମୀ ୨୦୧୨ ମସିହା ଏପ୍ରିଲ ୪…
ଅଧିକ ଖବର ଦେଖନ୍ତୁ...

‘ଥ୍ୟାଙ୍କ୍‌ ୟୁ, ଧନ୍ୟବାଦ, ଜୟ ହିନ୍ଦ୍‌’ କହି ସେନାଧ୍ୟକ୍ଷ ପଦକୁ ବିଦାୟ ଦେଲେ ଜେନେରାଲ୍‌ ବିପିନ ରାୱତ

ନୂଆଦିଲ୍ଲୀ: ସେନାମୁଖ୍ୟ ଜେନେରାଲ ବିପିନ୍ ରାଓ୍ଵତ୍‌ ଆଜି (‌ମଙ୍ଗଳବାର) ନିଜ ପଦରୁ ଅବସର ଗ୍ରହଣ କରିବା ପରିପ୍ରେକ୍ଷୀରେ ଭାରତୀୟ ସେନାର ସମର୍ଥନ ଓ ସହଯୋଗ ପାଇଁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ୩ ବର୍ଷର କାର୍ଯ୍ୟକାଳ ସାରି ପଦରୁ ଅବସର ନେଉଥିବା ଜେନେରାଲ୍‌ ରାୱତ କହିଛନ୍ତି, ‘ଆଜି…
ଅଧିକ ଖବର ଦେଖନ୍ତୁ...