Daily Archives

January 14, 2020

ବେଦାନ୍ତକୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି, ନାଲକୋର ଆଲୁମିନା ରପ୍ତାନି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବ

ଭୁବନେଶ୍ୱର : ଦେଶର ପ୍ରମୁଖ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତକୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ବେଦାନ୍ତ ଏଣିକି ନାଲକୋର ଆଲୁମିନା କିଣିବା ପାଇଁ ବିଡ୍‌ ଦାଖଲ କରିପାରିବ । ସୁପ୍ରିମକୋର୍ଟର ଏକ ତିନିଜଣିଆ ବେଞ୍ଚ୍‌ ଆଜି ରାୟ ଶୁଣାଇଛନ୍ତି ଯେ ବେଦାନ୍ତ ନାଲକୋର ଆଲୁମିନା…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଦିନିକିଆ: ଭାରତକୁ ୨୫୫ ରନ୍‌ରେ ଅଟକାଇଲା ଅଷ୍ଟ୍ରେଲିଆ, ସର୍ବାଧିକ ୭୪ ରନ୍‌ ଯୋଡ଼ିଲେ ଶିଖର ଧାଓ୍ଵନ

ମୁମ୍ବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ବୋଲରମାନେ ଦମ୍‌ଦାର ବୋଲିଂ କରି ଭାରତକୁ ୨୫୫ ରନ୍‌ରେ ଅଟକାଇଛନ୍ତି। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ଖାଲିସ୍ତାନୀ ଆତଙ୍କବାଦକୁ ଆଉଥରେ ସକ୍ରିୟ କରି ଦେଶରେ ଅସ୍ଥିରତା ପାଇଁ ପାକିସ୍ତାନ ଆରମ୍ଭ କରିଛି ଜୋରଦାର ପ୍ରୟାସ:…

ନୂଆଦିଲ୍ଲୀ: ଏକ ସମୟରେ ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟିଥିବା ଖାଲିସ୍ତାନ ଆନ୍ଦୋଳନ ନାମରେ ଆରମ୍ଭ ହୋଇଥିବା ଆତଙ୍କବାଦ ଓ ଏଥିରେ ସାମିଲ ଥିବା ଖାଲିସ୍ତାନୀ ଆତଙ୍କବାଦୀମାନଙ୍କୁ ଆଉ ଥରେ ସକ୍ରିୟ କରିବା ସହ ସେମାନଙ୍କ ଜରିଆରେ ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପାକିସ୍ତାନ ଏବେ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସୈନିକମାନଙ୍କ ପରାମର୍ଶକୁ ମାନି ସରକାର ଦେଶରେ ପ୍ରତିରକ୍ଷା ମୁଖ୍ୟ ପଦବୀ ଆରମ୍ଭ କରିଛନ୍ତି : ରାଜନାଥ

ନୂଆଦିଲ୍ଲୀ : ସେବାନିବୃତ୍ତ ସେନା କର୍ମଚାରୀମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଓ ସେମାନଙ୍କ ପରାମର୍ଶକୁ ମାନି ସରକାର ଦେଶରେ ପ୍ରତିରକ୍ଷା ମୁଖ୍ୟ ବା ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ପଦବୀ ଆରମ୍ଭ କଲେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ଦେଶରେ ଗତ ଦୁଇ ଦଶନ୍ଧି ଧରି…
ଅଧିକ ଖବର ଦେଖନ୍ତୁ...

ଅନନ୍ୟାଙ୍କ ଅନନ୍ୟ ଓଏଏସ୍ ଯାତ୍ରା

ଭୁବନେଶ୍ୱର : ଜୀବନସାଥୀଙ୍କର ଭୂମିକା କ’ଣ ଥାଏ ? ଜୀବନର ପ୍ରତିଟି ପାହାଚରେ କେତେ ଗୁରୁତ୍ୱ ରଖେ ସାଥୀଙ୍କ ସାଥ ? ଦିନେ ଏହି କଥା ବି ଭାବୁଥିଲେ ଭୁବନେଶ୍ୱରର ଡ଼ାକ୍ତର ଅନନ୍ୟା ତ୍ରିପାଠୀ | ହେଲେ ଓଏଏସ(ଓଡିଶା ପ୍ରଶାସନିକ ସେବା) ପରୀକ୍ଷାରେ ୨୯ ତମ ର‍୍ୟାଙ୍କ ପାଇଥିବା ଅନନ୍ୟା ନିଜେ ଅନୁଭବ…
ଅଧିକ ଖବର ଦେଖନ୍ତୁ...

ବିନା ହେଲମେଟରେ ସ୍କୁଟି ଚଳାଉ ଥିଲେ ନାବାଳକ, ଧରିବା ପରେ ପରିବହନ ବିଭାଗ କଷିଲା ୨୬ ହଜାର ଟଙ୍କାର ଜରିମାନା

ବାରଙ୍ଗ: ପୁଣି ଜଣେ ନାବାଳକଙ୍କୁ ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ୨୬ ହଜାର ଟଙ୍କା ଜରିମାନା ହୋଇଛି। କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଜଣେ ନାବାଳକ ବିନା ଲାଇସେନ୍‌ସରେ ହେଲମେଟ୍‌ ନ ପିନ୍ଧି ସ୍କୁଟି ଚଳାଇବା ଅଭିଯୋଗରେ ଧରାପଡ଼ିବା ପରେ କଟକ ଆରଟିଓଙ୍କ ପକ୍ଷରୁ ୨୬ ହଜାର ଟଙ୍କା ଜରିମାନା…
ଅଧିକ ଖବର ଦେଖନ୍ତୁ...

ଶିକ୍ଷୟିତ୍ରୀଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରିବା ପରେ କୋଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲା ରିୟଲ୍‌ ଇଷ୍ଟେଟ୍‌…

ମୁମ୍ବାଇ: ମୁମ୍ବାଇରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ଏକ ହତ୍ୟାକାଣ୍ଡ ରଚିବା ପରେ ନିିଜେ ଏକ ଉଚ୍ଚା କୋଠା ଉପରୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଜାଣିବାକୁ ମିଳିଛି ଯେ ଜଣେ ରିୟଲ୍‌ ଇଷ୍ଟେଟ୍‌ ଏଜେଣ୍ଟ୍‌ ମୁମ୍ବାରର ଭାନ୍ଦୁପଠାରେ ଜଣେ ଶିକ୍ଷୟିତ୍ରୀଙ୍କ ମୁଣ୍ଡକୁ ହାତୁଡ଼ିରେ…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ଆରମ୍ଭରୁ ଆଜି ଯାଏ

୨୦୧୨ ମସିହାର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଦୀର୍ଘ ୭ବର୍ଷ ପରେ ଶେଷରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ମାମଲାରେ ୪ ଦୋଷୀଙ୍କୁ ଆସନ୍ତା ଜାନୁଆରି ୨୨ ତାରିଖ ସକାଳ ୭ଟାରେ ତିହାର୍‌ ଜେଲ୍‌ରେ ଫାଶୀ ଦିଆଯିବ‌ା ସୁନିଶ୍ଚିତ ହୋଇଛି । ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ବିନୟ ଓ…
ଅଧିକ ଖବର ଦେଖନ୍ତୁ...

 ମହିଳା କର୍ମଚାରୀଙ୍କୁ ଅସଦାଚାରଣ କରି କେନ୍ଦୁପତ୍ର ବିଭାଗ ରେଞ୍ଜର ଗିରଫ

ମାଲକାନଗିରି : ମହିଳା ଫରେଷ୍ଟ ଗାର୍ଡଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି କେନ୍ଦୁପତ୍ର  ବିଭାଗର ରେଞ୍ଜର ବିଜୟ କୁମାର ନାୟକ। ସୂଚନା ଅନୁସାରେ ମ‌ାଲକାନଗିରିରେ କାର୍ଯ୍ୟରତ  କେନ୍ଦୁପତ୍ର ବିଭାଗର ଇନଚାର୍ଜ ରେଞ୍ଜର ୨୦୧୯ ଡିସେମ୍ବର ୨୨ ତାରିଖରେ ‌ଜନୈକା ମହିଳା ଫରେଷ୍ଟ ଗାର୍ଡଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏସସିଓ ଦ୍ୱାରା ଘୋଷିତ ବିଶ୍ବର ଅଷ୍ଟାଶ୍ଚର୍ଯ୍ୟ ସୂଚୀରେ ସ୍ଥାନ ପାଇଲା ଭାରତର ଷ୍ଟାଚ୍ୟୁ ଅଫ ୟୁନିଟି

ନୂଆଦିଲ୍ଲୀ : ଗୁଜୁରାଟରେ ଥିବା ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ୟୁନିଟି’ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ପକ୍ଷରୁ ଜାରି ଅଷ୍ଟାଶ୍ଚର୍ଯ୍ୟ ସୂଚୀରେ  ସ୍ଥାନ ପାଇଛି । ଏ ସଂପର୍କରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଟ୍ଵିଟରରେ…
ଅଧିକ ଖବର ଦେଖନ୍ତୁ...