Daily Archives

January 14, 2020

ଫେଲ ହେଲେ ଦୁଇ ଥର ପରୀକ୍ଷା ଦେବେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷାରେ ସଂସ୍କାର ଆଣିବାକୁ ଅଣ୍ଟା ଭିଡିଛି ଗଣଶିକ୍ଷା ବିଭାଗ | ଦ୍ୱିତୀୟ ବର୍ଷ ଢାଂଚାରେ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା । ମାର୍ଚ୍ଚ ୩ରୁ ଯୁକ୍ତ୨ ଦ୍ବିତୀୟ ବର୍ଷର ଥିଓରି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ତା’ପୂର୍ବରୁ ଅର୍ଥାତ୍‌ ଫେବ୍ରୁ୍ଆରି ତୃତୀୟ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୧୬ରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବକେୟା ବିଲ୍ ପୈଠ କରି ନ ଥିବା ଗ୍ରାହକଙ୍କର ବିଦ୍ୟୁତ୍‌ ସଂଯୋଗ କଟାଯିବ:…

ଭୁବନେଶ୍ବର:  ଆସନ୍ତା ୧୬ ତାରିଖରେ ବକେୟା ବିଦ୍ୟୁତ ବିଲ୍ ପୈଠ କରି  ନଥିବା ଗ୍ରାହକଙ୍କ ଘରୁ  ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ। ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ଏହା ମଙ୍ଗଳବାର ଏହା ସ୍ପଷ୍ଟ କରିଛନ୍ତି । ଯେଉଁ ବ୍ୟାବସାୟିକ ଓ ଘରୋଇ ଉପଭୋକ୍ତାଙ୍କର  କ୍ଷମତା…
ଅଧିକ ଖବର ଦେଖନ୍ତୁ...

ସ୍ଥାୟୀ ଜମା ଉପରେ ସୁଧହାର କମାଇଲା ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌

ମୁମ୍ବାଇ : ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ଥାୟୀ ଜମା (ଫିକ୍ସଡ ଡିପୋଜିଟ୍‌) ଉପରେ ଦିଆଯାଉଥିବା ସୁଧହାରକୁ ହ୍ରାସ କରାଯାଇଛି । କେତେକ ନିର୍ଦ୍ଦିଷ୍ଟ ମିଆଦ ପାଇଁ ଥିବା ସ୍ଥାୟୀ ଜମା ଉପରେ ସୁଧହାରକୁ ୧୫…
ଅଧିକ ଖବର ଦେଖନ୍ତୁ...

ଜାନୁୟାରୀ ୨୬ରେ ଦ୍ଵିତୀୟ ଥର ପାଇଁ ମିଳିତ ପ୍ୟାରେଡ଼ର ନେତୃତ୍ୱ ନେବେ କ୍ୟାପଟେନ ତାନିଆ ସେରଗିଲ

ନୂଆଦିଲ୍ଲୀ: ଏଥର ସାଧାରଣତନ୍ତ୍ର ଦିବସରେ ରାଜପଥରେ ଦେଖିବାକୁ ମିଳିବ ମହିଳା ଶକ୍ତିର ଝଲକ | କାରଣ ଦ୍ଵିତୀୟ ଥର ପାଇଁ ଜଣେ ମହିଳା ସେନା ଅଧିକାରୀ ମିଳିତ ପ୍ୟାରେଡ଼ର ନେତୃତ୍ୱ ନେବାର ଦେଖିବାକୁ ମିଳିବ | କ୍ୟାପଟେନ ତାନିଆ ସେରଗିଲ ପ୍ରଥମ ଥର ପୁରୁଷ ଦଳର ନେତୃତ୍ୱ ନେବେ | ଗତବର୍ଷ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଦୋଷୀଙ୍କ କ୍ୟୁରେଟିଭ ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ, ୨୨ରେ ପାଇବେ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆବେଦନ କରାଯାଇଥିବା ଦୁଇଟି କ୍ୟୁରେଟିଭ ପିଟିସନର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଆଜି ତାହାକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠ ଦୁଇ ଦୋଷୀଙ୍କ ଆବେଦନକୁ ଖାରଜ କରିଦେବା ଫଳରେ ଦୋଷୀସାବ୍ୟସ୍ତ ୪ ଅପରାଧୀଙ୍କ…
ଅଧିକ ଖବର ଦେଖନ୍ତୁ...

ବ୍ୟକ୍ତିଗତ ସମ୍ପତ୍ତି ଏକ ମାନବିକ ଅଧିକାର: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ନିଜ ସମ୍ପତ୍ତି ଉପରେ ମାଲିକାନା ରହିବା ଜଣେ ବ୍ୟକ୍ତିଙ୍କ ମାନବିକ ଅଧିକାର। କୌଣସି ରାଜ୍ୟ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ସମ୍ପତ୍ତିକୁ ଅନଧିକାର ପ୍ରବେଶ କରିପାରିବେନି କି ବିନା ଆଇନଗତ ପ୍ରକ୍ରିୟାରେ ଏହାକୁ ନେଇ ପାର‌ି‌ବେନି। ବ୍ୟକ୍ତିଗତ ଜମିକୁ ହାସଲ କରି ପରେ ଏହାକୁ ନିଜର…
ଅଧିକ ଖବର ଦେଖନ୍ତୁ...

ମାଓ ଭୟରେ ପୁଣି ଗାଁ ଛାଡ଼ିଲେ ମାଲକାନଗିରି ଜିଲ୍ଲାର ଏକ ପରିବାର

ମାଲକାନଗିରି:  ମାଓ ଭୟରେ ପୁଣି ଗାଁ ଛାଡ଼ିଲେ ମାଲକାନଗିରି ଜିଲ୍ଲାର ଗୋଟିଏ ପରିବାର। ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ଟେମୁରୁପାଲି ପଞ୍ଚାୟତର କଟୁଆପଦର ଗ୍ରାମରେ ଘଟିଛି ଏଭଳି ଘଟଣା। କଟୁଆପଦରରେ ମାଓବାଦୀଙ୍କ ନିସ୍ତୁକ ମାଡ଼ ପରେ ଗାଁ ଛାଡିଛନ୍ତି ଏହି ପରିବାର । ମାଓବାଦୀମାନେ ପୁଲିସ୍…
ଅଧିକ ଖବର ଦେଖନ୍ତୁ...

ମନମୋହନ ମହାପାତ୍ରଙ୍କ ଶେଷକୃତ ସମ୍ପନ୍ନ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଗଲା ଅନ୍ତିମ ସଂସ୍କାର, ବଡ଼ ପୁଅ ଦେଲେ…

ପୁରୀ:  ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ନିର୍ଦ୍ଦେଶକ, ନିର୍ମାତା ଓ ଲେଖକ ମନମୋହନ ମହାପାତ୍ରଙ୍କର ଆଜି ଶେଷକୃତ୍ୟ ସଂପନ୍ନ ହୋଇଛି । ପୁରୀ ସ୍ୱର୍ଗଦ୍ୱାରରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି । ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ମନମୋହନ ଭୁବନେଶ୍ୱରର ଏକ…
ଅଧିକ ଖବର ଦେଖନ୍ତୁ...

ରାଜ୍‌ କପୁରଙ୍କ କନ୍ୟା ତଥା ଅମିତାଭ ବଚ୍ଚନଙ୍କ ସମୁଦୁଣୀ ଋତୁ ନନ୍ଦଙ୍କ ପରଲୋକ

ମୁମ୍ବାଇ: ଗତକାଲି ବିଳମ୍ବିତ ରାତିରେ ରାଜ୍‌ କପୁରଙ୍କର କନ୍ୟା ତଥା ଅମିତାଭ ବଚ୍ଚନଙ୍କ ସମୁଦୁଣୀ ଋତୁ ନନ୍ଦଙ୍କର ପରଲୋକ ହୋଇଛି। ଋତୁ ନନ୍ଦ ବ୍ୟବସାୟୀ ରାଜନ ନନ୍ଦଙ୍କୁ ବିବାହ କରିଥିଲେ। ତାଙ୍କ ମୃତ୍ୟୁ ପରେ ଅମିତାଭ ବଚ୍ଚନ ଟ୍ବିଟ୍‌ରରେ ଶୋକ ପ୍ରକାଶ କରି ଲେଖିଛନ୍ତି କି ‘ମୋ ସମୁଦୁଣୀ…
ଅଧିକ ଖବର ଦେଖନ୍ତୁ...

ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଲେ ଓଡ଼ିଆ ଅଧିକାରୀ ମାଇକେଲ୍ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଶୀର୍ଷ ସ୍ତରରେ ଆଉ ଜଣେ ଓଡିଆ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ବରିଷ୍ଠ ପ୍ରଶାସକ ଶକ୍ତିକାନ୍ତ ଦାସ ଦାୟିତ୍ୱ ତୁଲାଉଥିବା ବେଳେ ଏବେ ଡେପୁଟି ଗଭର୍ଣ୍ଣର ଭାବେ ଓଡ଼ିଆ ଅଧିକାରୀ ଡମାଇକେଲ ପାତ୍ରଙ୍କୁ ମିଳିଛି ନିଯୁକ୍ତି…
ଅଧିକ ଖବର ଦେଖନ୍ତୁ...