Daily Archives

January 23, 2020

ବାଂଲାଦେଶୀ ଯୁବତୀଙ୍କୁ ଭୁବନେଶ୍ୱର ଆଣିିବା ଘଟଣାରେ ତିନି ଦଲାଲଙ୍କୁ କୋର୍ଟ ଚାଲାଣ କଲା ପୁଲିସ

ଭୁବନେଶ୍ୱର: ଭୁବନେଶ୍ୱରରୁ ୬ ବାଂଲାଦେଶୀ ଯୁବତୀ ଉଦ୍ଧାର ହୋଇଥିବା ଘଟଣାରେ ରାଣୀ ମହୁମାଛି ଦିଦିର ତିନି ଦଲାଲଙ୍କୁ ଗିରଫ କରି ପୁଲିସ ପଚରାଉଚରା ଜାରି ରଖିଥିଲା। ଗୁରୁବାର ଏହି ତିନି ଦଲାଲଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ତିନି ଦଲାଲଙ୍କ ନାମ ଉତ୍ତମ ଜେନା, ରାଜୁ ଦାସ ଓ ପ୍ରଶାନ୍ତ ପରିଡ଼ା…
ଅଧିକ ଖବର ଦେଖନ୍ତୁ...

ଭାରତକୁ ଖୁସି କରିବାକୁ ଉଦ୍ୟମ : ୧.୩ ଲକ୍ଷ ଟନ ଚିନି କିଣିବାକୁ ପ୍ରସ୍ତାବ ଦେଲା ମାଲେସିଆର ରାଷ୍ଟ୍ରାୟତ୍ତ କମ୍ପାନି

ନୂଆଦିଲ୍ଲୀ : ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କ ଭାରତ ବିରୋଧୀ ମନ୍ତବ୍ୟ କାରଣରୁ ସେଠାକାର ଶିଳ୍ପଜଗତ ଏବେ ପ୍ରବଳ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ ବାହାର କରିବାକୁ ସେଠାକାର କମ୍ପାନିମାନେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ମାଲେସିଆର ରାଷ୍ଟ୍ରାୟତ୍ତ ପାମ ଅଏଲ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ନିଷ୍ପତ୍ତି : ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି

ଭୁବନେଶ୍ୱର : ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛି । ବୁଧବାରଦିନ ବସିଥିବା ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏ ସଂପର୍କିତ ଏକ ପ୍ରସ୍ତାବକୁ ମଂଜୁର କରାଯାଇଛି । ନୂତନ ନିଯୁକ୍ତି ସୁପାରିସ ନେଇ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ୪୫୦ ଥର ଉଠବସ କରାଇବା ମହଙ୍ଗା ପଡ଼ିଲା; ଗିରଫ ହେଲେ ଶିକ୍ଷୟିତ୍ରୀ

ଥାଣେ: ଘରକୁ ଦିଆ ଯାଇଥିବା ପାଠ (ହୋମ୍‌ ଓ୍ଵାର୍କ) ସଂପାଦନ କରିବାରେ ବିଫଳ ହୋଇଥିବା ୮ ବର୍ଷ ବୟସ୍କା ଜନୈକା ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ଦଣ୍ଡବିଧାନ ସ୍ୱରୂପ ୪୫୦ ଥର ବସଉଠ କରାଇବା ଘଟଣା ଜନୈକା ଶିକ୍ଷୟିତ୍ରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣାରେ ଗୁରୁତର ହୋଇ ପଡ଼ିଥିବା…
ଅଧିକ ଖବର ଦେଖନ୍ତୁ...

ଆଖି ପିଛୁଳାକେ ଭୁଶୁଡ଼ି ପଡ଼ି ମାଟିରେ ମିଶିଲା ପାଣିଟାଙ୍କି : ଭିଡିଓ ଦେଖନ୍ତୁ

କୋଲକତା:: ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ପାଣିଟାଙ୍କି ଆଖି ପିଛୁଳାକେ ଭୁଶୁଡ଼ି ପଡ଼ି ମାଟିରେ ମିଶି ଯାଇଥିଲା। ସୋସିଆଲ୍‌ ମିଡିଆରେ ଏହି ପାଣିଟାଙ୍କି ଭୁଶୁଡ଼ିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ବାଙ୍କୁରା ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଯାନ୍ତ୍ରିକ ତ୍ରୁଟି ପାଇଁ ଜାତୀୟ ରାଜପଥରେ ଜରୁରୀକାଳୀନ ଅବତରଣ କଲା ବିମାନ

ଗାଜିଆବାଦ: ବିମାନରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି, କିନ୍ତୁ ପାଖରେ ନଥିଲା ବିମାନବନ୍ଦର | ଅନ୍ୟ ଉପାୟ ନ ପାଇଁ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଜାତୀୟ ରାଜପଥ ଉପରେ ବିମାନ ଅବତରଣ କରାଇଲେ ପାଇଲଟ | ଉତ୍ତରପ୍ରଦେଶର ଗାଜିଆବାଦରେ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି | ଗାଜିଆବାଦର…
ଅଧିକ ଖବର ଦେଖନ୍ତୁ...

ପୁଣି ଫସିଲେ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌; ୨୧ ଲକ୍ଷ ଠକିଥିବା ନେଇ ପୁଲିସ୍‌ରେ ଆଗତ ହେଲା ଅଭିଯୋଗ

ମୁମ୍ବାଇ/ ହାଇଦ୍ରାବଦ: ବିଭିନ୍ନ ସମୟରେ ମ୍ୟାଚ ଫିକ୍ସିଂ ଠାରୁ ଆରମ୍ଭ କରି ପ୍ରେମ ପର୍ଯ୍ୟନ୍ତ ଅନେକ ଘଟଣାରେ ବିବାଦୀୟ ହୋଇ ପଡ଼ିଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ୨୧ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ଦୋଷୀମାନଙ୍କୁ ମୃତ୍ୟୁ ପରୱାନା ଜାରି କରିଥିବା ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଜଣ ଦୋଷୀଙ୍କୁ ମୃତ୍ୟୁ ପରୱାନା ଜାରି କରିଥିବା ବିଚାରପତି ସତୀଶ କୁମାର ଆରୋରାଙ୍କ ବଦଳି କରାଯାଇଛି। ସେ ପଟିଆଲା ହାଉସ୍ କୋର୍ଟ‌ରେ ଅତିରିକ୍ତ ସେସନ୍ ଜଜ୍ ଭାବେ ଦାୟିତ୍ବ ତୁଲାଉଥିବା ବେଳେ ଏବେ ତାଙ୍କର ବଦଳି ସୁପ୍ରିମକୋର୍ଟକୁ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ଧାନ ବୋଝେଇ ଟ୍ରକ ଉପରେ ୫୮ହଜାର ଟଙ୍କାର ଜରିମାନା

ଭଦ୍ରକ: ଧାନ ବୋଝେଇ ଗାଡିକୁ ୫୮ ହଜାର ଟଙ୍କା ଜରିମାନା । ଭଦ୍ରକରେ ଧାନ ବୋଝେଇ ଟ୍ରକକୁ ୫୮ ହଜାର ୪୦ ଟଙ୍କା ଜରିମାନ‌ା ପଡିଛି । ଓଭର ଲୋଡିଂ, ଗାଡିର ପରମିଟ ଓ ଲାଇସେନ୍ସ ନ ଥିବାରୁ ଏହି ଜରିମାନା କରିଛି ଭଦ୍ରକ ପରିବହନ ବିଭାଗ । ସୂଚନା ମୁତାବକ, ତିହିଡ଼ି ଅଞ୍ଚଳରୁ ଏକ ଧାନ ବୋଝେଇ…
ଅଧିକ ଖବର ଦେଖନ୍ତୁ...

୧ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଯାତ୍ରୀଙ୍କୁ ୬୩ ହଜାର ଟଙ୍କାର କ୍ଷତିପୂରଣ ଦେବ ଆଇଆରସିଟିସି

ନୂଆଦିଲ୍ଲୀ: ଭାରତରେ ଚାଲୁଥିବା ଟ୍ରେନ ବେଳେବେଳେ ବିଳମ୍ବରେ ଗନ୍ତବ୍ୟ ସ୍ଥଳରେ ପହଂଚିବା କଥା ଆପଣ ଜାଣିଥିବେ | ବେଳେବେଳେ ଟ୍ରେନ ଗୋଟିଏ ଗୋଟିଏ ଦିନ ମଧ୍ୟ ବିଳମ୍ବରେ ଚାଲିଥାଏ | ଏହି ସମସ୍ୟାରୁ ମୁକୁଳିବା ପାଇଁ ଆଇଆରସିଟିସି(ଇଣ୍ଡିଆନ ରେଲୱେ କ୍ୟାଟେରିଙ୍ଗ ଓ ଟୁରିଜିମ କର୍ପୋରେସନ) ଟଙ୍କା…
ଅଧିକ ଖବର ଦେଖନ୍ତୁ...