Daily Archives

January 26, 2020

ଭାରତରେ ଥିଲେ ନୋବେଲ ପୁରସ୍କାର ପାଇପାରିନଥାନ୍ତି : ଅଭିଜିତ ବାନାର୍ଜୀ

ଜୟପୁର : ଭାରତରେ ଥିଲେ ନୋବେଲ ପୁରସ୍କାର ପାଇପାରିନଥାନ୍ତେ ବୋଲି କହିଛନ୍ତି ୨୦୧୯ରେ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଜିତିଥିବା ଅଭିଜିତ ବାନାର୍ଜୀ । ସେ କହିଛନ୍ତି ଯେ ବିଶ୍ୱସ୍ତରୀୟ ସଫଳତା ପାଇବା ଜଣେ ବ୍ୟକ୍ତି ପକ୍ଷରେ ସମ୍ଭବ ନୁହେଁ, ଏଥିପାଇଁ ଏକ ବ୍ୟବସ୍ଥା ଆବଶ୍ୟକ । ଜୟପୁର…
ଅଧିକ ଖବର ଦେଖନ୍ତୁ...

ସ୍ୱାଭିମାନ ଅଞ୍ଚଳରେ ଉଠିଲା ମାଓ ବିରୋଧୀ ସ୍ୱର, ୩ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ମାଓ ବିରୋଧୀ ସ୍ୱର ଉଠିଛି। ଗାଁ ଲୋକଙ୍କର ପଥରମାଡ଼ରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି। ଘଟଣା ପରେ ମାଓବାଦୀମାନେ ପ୍ରତିଶୋଧପରାୟଣ ହୋଇଛନ୍ତି। ହନ୍ତାଳଗୁଡ଼ା-ଯୋଡ଼ାଆମ୍ବ ଅଞ୍ଚଳରେ ସରକାରୀ କାମକୁ ବିରୋଧ କରିବା ପାଇଁ ମାଓବାଦୀମାନେ ଗାମବାସୀଙ୍କୁ ଉସୁକାଇବାରୁ…
ଅଧିକ ଖବର ଦେଖନ୍ତୁ...

ସାଧାରଣତନ୍ତ୍ର ଦିବସରେ ପୁଣି ଜମ୍ମୁ-କଶ୍ମୀରରେ ବନ୍ଦ ହେଲା ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା

ଶ୍ରୀନଗର: ସାଧାରଣତନ୍ତ୍ର ଦିବସରେ ଜମ୍ମୁ-କଶ୍ମୀରରେ ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ  ଏପଟେ ରବିବାର ଜମ୍ମୁ-କଶ୍ମୀରରୁ ଫୋନ୍‌ ଓ ଏସ୍‌ଏମ୍‌ଏସ୍‌ ସେବାକୁ ପୂରାପୂରି ବନ୍ଦ କରି ଦିଆଯାଇଛି। ସଂପୃକ୍ତ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ମାଓ ଉପଦ୍ରବ: ମାଲକାନଗିରିରେ ୧୦ରୁ ଅଧିକ ଘରେ ନିଆଁ ଲଗାଇଲେ ମାଓବାଦୀ, ନିୟମଗିରିରେ ଗୁଳି ବିନିମୟ

ମାଲକାନଗିରି: ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ରବିବାର ମାଓ ଉପଦ୍ରବ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ୧୦ରୁ ଅଧିକ ଘରେ ନିଆଁ ଲଗାଇ ଦେଇଛନ୍ତି। ସେହିପରି ମାଓବାଦୀମାନେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ସୀମାରେ ଥିବା ନିୟମଗିରିରେ ଡିଭିଏଫ୍‌ ଯବାନଙ୍କ ସହ ଗୁଳି…
ଅଧିକ ଖବର ଦେଖନ୍ତୁ...

ଗୃହବନ୍ଦୀଥିବା କଶ୍ମୀର ନେତାମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ : ଆମେରିକା କୂଟନୀତିଜ୍ଞ

ଓ୍ଵାସିଂଟନ : ବିଗତ ୬ ମାସ ହେଲା ଗୃହବନ୍ଦୀଥିବା କଶ୍ମୀରର ରାଜନେତାମାନଙ୍କୁ ମୁକ୍ତ କରିବାକୁ ଆମେରିକା ଦାବି କରିଛି । ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞ ଆଲିସ େଓ୍ଵଲସ କହିଛନ୍ତି ଯେ ବିନା କୌଣସି ଚାର୍ଜସିଟରେ ଗତ ୬ ମାସ ହେଲା ବନ୍ଦୀ ଥିବା ଜମ୍ମୁ ଓ କଶ୍ମୀରର ରାଜନେତାମାନଙ୍କୁ ତୁରନ୍ତ…
ଅଧିକ ଖବର ଦେଖନ୍ତୁ...

ରୋଗ ବ୍ୟାପିବା ପରେ ବୁଦ୍ଧି ପଶିଲା, ଚୀନରେ ବନ୍ୟଜନ୍ତୁ ବ୍ୟବସାୟ ନିଷିଦ୍ଧ

ବେଜିଂ : ଚୀନ ଲୋକମାନଙ୍କର ଅଜବ ଖାଦ୍ୟ  ନିଶାକୁ ନେଇ ସବୁବେଳେ ବିଶ୍ୱରେ ଚର୍ଚ୍ଚା ରହିଆସିଛି । ବାଘ, ସାପ, ମୂଷା, ବାଦୁଡ଼ି, କୁକୁର, ଅସରପା, ଝିଟିପିଟି ଆଦି ପଶୁପକ୍ଷୀଙ୍କ ମାଂସ ଚୀନରେ ଲୋକମାନେ ଖାଆନ୍ତି । କିନ୍ତୁ ଚୀନ ଲୋକମାନଙ୍କ ଏହି ନିଶା ଯୋଗୁଁ ହିଁ କୋରୋନାଭାଇରସ ପରି ମାରାତ୍ମକ…
ଅଧିକ ଖବର ଦେଖନ୍ତୁ...

ଅକଲାଣ୍ଡରେ ପୁଣି ଚମକିଲେ ଲୋକେଶ-ଶ୍ରେୟସ୍‌, ୨ୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟ୍‌ରେ ହରାଇଲା ଭାରତ

ଅକଲାଣ୍ଡ: ଆୟୋଜକ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍‌ରେ ଲୋକେଶ ରାହୁଲ (ଅପରାଜିତ ୫୭ ରନ୍‌, ୫୦ ବଲ, ୩ ଚୌକା, ୨ ଛକା) ଓ ଶ୍ରେୟସ୍‌ ଆୟର (୪୪ ରନ୍‌, ୩୩ ବଲ, ୧ ଚୌକା, ୩ ଛକା) ପୁଣି ଥରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଉଭୟ ଯୁବ…
ଅଧିକ ଖବର ଦେଖନ୍ତୁ...

କୋରୋନା ଭାଇରସ୍‌: ବିପଦପୂର୍ଣ୍ଣ ସହର ଉହ୍ବାନରୁ ନିଜ ଦେଶର ନାଗରିକଙ୍କୁ ସ୍ବଦେଶ ଫେରାଇବାକୁ ବିମାନ ଯୋଗାଡ଼ କଲା…

ୱାଶିଂଟନ: କୋରୋନା ଭାଇରସ୍‌ର ଅନ୍ତୁଡ଼ିଶାଳ କୁହାଯାଉଥିବା ଚୀନର ଉହ୍ବାନ ସହରକୁ ସମସ୍ତ ଯୋଗାଯୋଗର ପଥ ବନ୍ଦ କରି ଦିଆଯାଇଛି। ଚୀନ ସରକାର ଏହି  କଟକଣା ଲଗାଇବା ପରେ ସେଠାରେ ଥିବା ବିଦେଶୀମାନଙ୍କୁ ଚିନ୍ତା ଘାରିଛି। ଗତକାଲି ଭାରତ ସରକାରେ ଉହ୍ବାନ ରେ ରହୁଥିବା ଭାରତୀୟମାନଙ୍କୁ ସ୍ବଦେଶ…
ଅଧିକ ଖବର ଦେଖନ୍ତୁ...

ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ କଙ୍ଗନା ରାଣାୱତ୍

ନୂଆଦିଲ୍ଲୀ: ଗତକ‌ାଲି ୭୧ ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ସରକାର ପଦ୍ମ ପୁରସ୍କାର ଘୋଷଣା କରିଥିଲେ। ମୋଟ ୧୪୧ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିବା ବେଳେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ନେଇ…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ଦୋଷୀଙ୍କ ପୂର୍ବରୁ ଫାଶୀ ପାଇଥିଲେ ଏହି ସବୁ ଅପରାଧୀ; କିଏ ଅନ୍ତିମ ଇଚ୍ଛାରେ ଚା’ ମାଗିଥିଲା ତ କିଏ…

ନୂଆଦିଲ୍ଳୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫେବ୍ରୁଆରି ୧ ତାରିଖ ସକାଳ ୬ଟାରେ ଫାଶୀ ଦିଆଯିବାକୁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି। ପୂର୍ବରୁ ସେମାନଙ୍କୁୁ ଫାଶୀ ଦେବା ପାଇଁ ଅନ୍ୟ ଏକ ତାରିଖ ଧାର୍ଯ୍ୟ କରାଯାଇଥିଲେ ସେହି ତାରିଖରେ ଫାଶୀ…
ଅଧିକ ଖବର ଦେଖନ୍ତୁ...