Daily Archives

January 27, 2020

ନାଗରିକତା ଆଇନ ବିରୋଧୀ ଆନ୍ଦୋଳନ ପାଇଁ ୧୨୦ କୋଟି ଖର୍ଚ୍ଚ କରିଛି ପିଏଫଆଇ : ଇଡି

ନୂଆଦିଲ୍ଲୀ : ଭାରତରେ ଚାଲିଥିବା ନାଗରିକତା ଆଇନ ବିରୋଧୀ ହିଂସାକାଣ୍ଡ ଓ ଆନ୍ଦୋଳନ ପଛରେ ଏକ ସାଂଘାତିକ ଷଡ଼ଯନ୍ତ୍ର ଥିବା ଜାଣିବାକୁ ପାଇଛି ଏନଫୋର୍ସମେଣ୍ଟ ଡାଇେରେକ୍ଟରେଟ (ଇଡି) । ଏହି ହିଂସାତ୍ମକ ଆନ୍ଦୋଳନ ବେଶ ଯୋଜନାବଦ୍ଧ ଭାବରେ କରାଯାଇଥିଲା ଓ ଏଥିପାଇଁ କେରଳର ମୁସଲିମ ସଂଗଠନ ପପୁଲାର…
ଅଧିକ ଖବର ଦେଖନ୍ତୁ...

‘ଦିଲ୍ଲୀରେ ସରକାର ଆସିଲେ ଲଗାଇବୁ ୬୦ଟି ଧୂଆଁ ମୁକ୍ତ ଟାୱାର’

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବୃୟାରୀ ୮ରେ ମତଦାନ ହେବ | ଏହି ମତଦାନ ପୂର୍ବରୁ ସବୁ ପ୍ରମୁଖ ରାଜନୈତିକ ଦଳ ପ୍ରତିଶୃତି ଦେବାରେ ଲାଗିପଡିଛନ୍ତି | ବିଜେପିର ନେତା ତଥା ଦିଲ୍ଲୀ ଅଧ୍ୟକ୍ଷ ମନୋଜ ତିୱାରୀ ମଧ୍ୟ ବଡ଼ ପ୍ରତିଶୃତି ଦେଇଛନ୍ତି | ସେ ବାୟୁ ପ୍ରଦୂଷଣକୁ ନେଇ ଆମ…
ଅଧିକ ଖବର ଦେଖନ୍ତୁ...

ପୁଣି ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ବେଦି ଉପରୁ ଅପହରଣ; ଧର୍ମାନ୍ତରୀକରଣ ପରେ ମୁସଲମାନଙ୍କ ସହ ବିବାହ କରାଇଲେ

ସିନ୍ଧ (ପାକିସ୍ତାନ): ପାକିସ୍ତାନରେ ପୁଣି ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ ବେଦି ଉପରୁ ବଳପୂର୍ବକ  ଅପହରଣ କରି ନିଆଯିବା ସହ ତାଙ୍କର ଧର୍ମାନ୍ତରୀକରଣ କରାଇ ତାଙ୍କୁ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରାଇ ଦିଆଯାଇଥିବା ଜାଣିବାକୁ ମିଳିଛି। ଅପରପକ୍ଷରେ ଏ ଘଟଣାରେ ପାକିସ୍ତାନ ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...

୪ ମାସରେ ଦେଢ଼କୋଟି ଟଙ୍କାର ବ୍ରାଉନ୍ ସୁଗର ଜବତ; ୫୬ ମାମଲାରେ ୧୦୫ ଗିରଫ

ଭୁବନେଶ୍ୱର: ଗତଚାରି ମାସ ମଧ୍ୟରେ ଦେଢ଼କୋଟି ଟଙ୍କାର ବ୍ରାଉନ୍ ସୁଗର (ଧଳା ଜହର) ଜବତ ହୋଇଥିବା ପୁଲିସ କମିସନ୍‌ର ସୁଧାଂଶୁ ଷଡ଼ଙ୍ଗୀ ସୋମବାର ସୂଚନା ଦେଇଛନ୍ତି। ଏହି ଚାରି ମାସ ମଧ୍ୟରେ ୧୩୦୨ଗ୍ରାମର ଧଳା ଜହରକୁ କମିସନ୍‌ରେଟ୍‌ ପୁଲିସ ଜବତ କରିଛି। ବ୍ରାଉନ୍ ସୁଗର କାରବାରକୁ ରୋକିବା ସହିତ…
ଅଧିକ ଖବର ଦେଖନ୍ତୁ...

ଉହାନ୍ ସହରରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଏୟାର୍‌ ଇଣ୍ଡିଆର ବୋଇଂ ୭୪୭ ବିମାନ ପ୍ରସ୍ତୁତ, ସରକାରଙ୍କ ସବୁଜ…

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଅନ୍ତୁଡ଼ିଶାଳ କୁହାଯାଉଥିବା ଚୀନର ଉହାନ୍  ସହରରେ ଫସି ରହିିଛନ୍ତି ଶହ ଶହ ଭାରତୀୟ। ସେମାନଙ୍କୁ ସେଠାରୁ ମୁକୁଳାଇ ସ୍ବଦେଶକୁ ଫେରାଇ ଆଣିବା ପାଇଁ ପୂର୍ବରୁ ଭାରତ ସରକାର ଚୀନକୁ ଅନୁରୋଧ କରି ସାରିଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଉହାନରେ ରହିଥିବା…
ଅଧିକ ଖବର ଦେଖନ୍ତୁ...

୯୦ଫୁଟ ଉଚ୍ଚରୁ ତଳକୁ ପଡ଼ିବା ପରେ ବି ମହିଳା କିପରି ଛିଡ଼ା ହୋଇ ଚାଲିବାକୁ ଲାଗିଲେ ଦେଖନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ମହିଳା ୯୦ଫୁଟ ଉଚ୍ଚରୁ ତଳକୁ ପଡ଼ିବାର ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ଜଣେ ମହିଳା ଆକସ୍ମିକ ଭାବେ ୯୦ଫୁଟ ଉଚ୍ଚରୁ ତଳକୁ ପଡ଼ି ଯାଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି, ଏହି ମହିଳା ଜଣକ ଏତେ ଉଚ୍ଚରୁ ପଡ଼ିବା ପରେ ବି ସଙ୍ଗେସଙ୍ଗେ…
ଅଧିକ ଖବର ଦେଖନ୍ତୁ...

୮୩ ଯାତ୍ରୀଙ୍କୁ ନେଇ ଯାଉଥିବା ଆଫଗାନିସ୍ତାନର ବିମାନ ଦୁର୍ଘଟଣାଗ୍ରସ୍ତ, ମୃତାହତଙ୍କ ସଂଖ୍ୟା ଅସ୍ପଷ୍ଟ

ନୂଆଦିଲ୍ଲୀ: ସୋମବାର ଆଫଗାନିସ୍ତାନରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଦୁର୍ଘଟଣା ସମୟରେ ବିମାନ ଭିତରେ ୮୩ଜଣ ଯାତ୍ରୀ ଥିଲେ। ଆଫଗାନିସ୍ତାନର ଏୟାରଲାଇନ୍ ଏରିୟାନା ଦ୍ବାରା ପରିଚାଳିତ ଏହି  ବିମାନ ଦେଶର କେନ୍ଦ୍ରୀୟ ଗଜନୀ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌ ସଂକ୍ରମଣ: କେମିତି ଜାଣିବେ, କିପରି ଏହାଠାରୁ ଦୂରେଇ ରହିବେ

କରୋନା ଭାଇରସ୍‌ ଆକ୍ରାନ୍ତମାନଙ୍କଠାରେ ସାମାନ୍ୟରୁ ସାଙ୍ଘାତିକ ନିଶ୍ୱାସପ୍ରାଶ୍ୱାସଜନିତ ଅସୁବିଧା ଦେଖାଦିଏ। ଏହାଛଡ଼ା ଏହି ସବୁ ଲକ୍ଷଣ ପ୍ରତି ମଧ୍ୟ ସତର୍କ ରହିବା ଜରୁରୀ: ଜ୍ୱର, କାଶ, ଧଇଁ କେରୋନାଭାଇରସ୍‌ରୁ ବଞ୍ଚିବାର ସବୁଠୁ ଭଲ ଉପାୟ ହେଲା, ଏହା ସଂସ୍ପର୍ଶ ନ…
ଅଧିକ ଖବର ଦେଖନ୍ତୁ...

କିଏ ଡ଼ାକେ ଜୋକର, କିଏ କହେ ନାଟୁଆ ! ଲୋକଙ୍କ ଓଠର ଧାରେ ହସ ପାଇଁ ଭୁଲିଯାଆନ୍ତି ସବୁ ଦୁଃଖକଷ୍ଟ

ଭୁବନେଶ୍ୱର/ବରଗଡ଼: ସନ୍ଧ୍ୟା ଆସେ, ସିଏ ସଜେଇ ହୁଅନ୍ତି | ଆଖିରେ କଜଳ, ଓଠରେ ନାଲି ରଙ୍ଗ ଓ ନାକ ତଳେ କୁନି ନିଶ | ମୁଣ୍ଡରେ ନାଲି ଟୋପି ଓ ମୁଁହରେ କୌତୁକିଆ ଭଙ୍ଗୀ ଦେଖାଇ ସେ ସମସ୍ତଙ୍କୁ ହସାନ୍ତି | କିଛି ଦେଖିକି ତାଙ୍କୁ ହସନ୍ତି, କିଛି ତାଙ୍କ ସହ ସେଲ୍ଫି ଉଠାନ୍ତି, କିଏ ପୁଣି କମେଣ୍ଟ…
ଅଧିକ ଖବର ଦେଖନ୍ତୁ...

୧୩୦ ଯାତ୍ରୀ ଥିବା ବିମାନ ସହର ମଝିରେ ରାଜରାସ୍ତା ଉପରେ ଅବତରଣ କଲା; ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନେଇ…

ମାସ୍‌ହାରା (ଇରାନ୍‌): କାସ୍ପିଆନ ଏୟାର ଲାଇନ୍‌ର ଏକ ଯାତ୍ରୀବାହୀ ବିମାନ ଇରାନ୍‌ର ମାସ୍‌ହାରା ସହର ମଝିରେ ଏକ ଜନଗହଳିପୂର୍ଣ୍ଣ ରାଜରାସ୍ତା ଉପରେ ଜରୁରିକାଳୀନ ଅବତରଣ କରିବା ଘଟଣାକୁ କେନ୍ଦ୍ରକରି ଆଜି ବିଶ୍ୱବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ବିମାନରେ ୧୩୦ ଜଣ ଯାତ୍ରୀ ଥିଲେ।…
ଅଧିକ ଖବର ଦେଖନ୍ତୁ...