Daily Archives

February 25, 2020

ସାହିତ୍ୟ ଅକାଦେମି ପୁରସ୍କାର ଗ୍ରହଣ କଲେ ଡକ୍ଟର ତରୁଣକାନ୍ତି ମିଶ୍ର ଓ କାଳୀଚରଣ ହେମ୍ବ୍ରମ

ନୂଆଦିଲ୍ଲୀ: ଗଳ୍ପ ସଙ୍କଳନ ‘ଭାସ୍ବତୀ’ ପାଇଁ  ଓଡ଼ିଆ ଭାଷା ଲାଗି ୨୦୧୯ର କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ବିଶିଷ୍ଟ ଗାଳ୍ପିକ ଡକ୍ଟର ତରୁଣକାନ୍ତି ମିଶ୍ରଙ୍କୁ ପ୍ରଦାନ କରାଯାଇଛି। ଏଥିସହ ସାନ୍ତାଳୀ ଭାଷା ଲାଗି ସାହିତ୍ୟ ଅକାଦେମି ପୁରସ୍କାର ପାଇଛନ୍ତି ଓଡ଼ିଶାର ବିଶିଷ୍ଟ ସାନ୍ତାଳୀ ଲେଖକ…
ଅଧିକ ଖବର ଦେଖନ୍ତୁ...

କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କଥା କହିଲେ ଟ୍ରମ୍ପ, ପରେ ଏପରି କିଛି କହିନାହାନ୍ତି ବୋଲି ମନ୍ତବ୍ୟ ଦେଲେ

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ନେଇ ସବୁଆଡ଼େ ଚର୍ଚ୍ଚା ହେଉଛି । ପ୍ରଥମେ ସେ ମଧ୍ୟସ୍ଥତା କଥା କହିଥିଲେ ମଧ୍ୟ ପରେ ଏହାକୁ ଅସ୍ପୀକାର କରିଥିଲେ । ଆଜି ନିଜର ଭାରତ ଗସ୍ତର ୨ୟ ଦିନରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କୁ କଶ୍ମୀର…
ଅଧିକ ଖବର ଦେଖନ୍ତୁ...

ଆଡମିଟ୍‌ କାର୍ଡ ଆଣିବାକୁ ଭୁଲି ଯାଇଥିଲେ ଛାତ୍ରୀ: ପୁଲିସକର୍ମଚାରୀଙ୍କ ଏଭଳି ସାହାଯ୍ୟ ଯୋଗୁଁ ଦେଇ ପାରିଲେ ବୋର୍ଡ…

କୋଲକାତା: ମାଟ୍ରିକ୍‌ ପରୀକ୍ଷା ଫେବ୍ରୁଆରି ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଶେଷ ହେବ। ଏହି କ୍ରମରେ ଗତ ସୋମବାର (ଫେବ୍ରୁଆରି ୨୪) କୋଲକାତାର ଜଣେ ଛାତ୍ରୀ  ପୁଲିସକର୍ମଚାରୀଙ୍କ ପାଇଁ ବୋର୍ଡ ପରୀକ୍ଷା ଦେଇ ପାରିଥିବା ଜଣାପଡ଼ିଛି। କୋଲକାତା ପୁଲିସ ସୂତ୍ରରୁ ପ୍ରକାଶ, ଜଣେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଅନୁପଙ୍କୁ ପୁଣି ଦିନିକିଆ ରିମାଣ୍ଡରେ ନେଲା ପୁଲିସ, ନାର୍କୋ ଟେଷ୍ଟ ପାଇଁ କାଲି ହେବ ଶୁଣାଣି

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ମା’-ଝିଅ (କଳ୍ପନା ଦାଶ ଓ ବବ୍‌ଲି) ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ଛତିଶଗଡ଼ ରାଜ୍ୟର ଚକ୍ରଧରନଗର ପୁଲିସ ପୁଣି ଥରେ ଦିନିକିଆ ରିମାଣ୍ଡରେ ନେଇଛି। ଅନୁପଙ୍କୁ ଦ୍ୱିତୀୟ ଥର ୩ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ ରାୟଗଡ଼ ସିଜେଏମ୍‌ କୋର୍ଟରେ…
ଅଧିକ ଖବର ଦେଖନ୍ତୁ...

କଇଁଛଙ୍କ ସୁରକ୍ଷାରେ ସମର୍ପିତ ବିଚି ଭାଇ, ୫୦ ଲକ୍ଷ କଇଁଛ ଛୁଆଙ୍କୁ ସମୁଦ୍ରରେ ଛାଡ଼ିଲେଣି

ଭୁବନେଶ୍ବର ( ମୋନାଲିସା ଧଳ) : କୁହାଯାଏ, ପରିବେଶ ସୁରକ୍ଷା, ଜୀବନ ରକ୍ଷା। ମାତ୍ର ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜକୁ ନେଇ ଏତେ ବ୍ୟସ୍ତ ଯେ ତା’ପାଇଁ ପରିବେଶ ପ୍ରତି ଚିନ୍ତା କରିବାକୁ ସମୟ ନାହିଁ। ଯାହା ଫଳରେ ଆମେ ପରିବେଶକୁ ବିଭିନ୍ନ ଉପାୟରେ ପ୍ରଦୂଷିତ କରୁଥିଲେ ମଧ୍ୟ ତା’ର…
ଅଧିକ ଖବର ଦେଖନ୍ତୁ...

ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ପାରିବାରିକ କଳହକୁ ନେଇ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କୁଆଁସ ଗ୍ରାମର ଜଣେ ଯୁବକ ପଦ୍ମନ ମଲ୍ଲିକ (୩୬) ନିଜ ଘରେ ବେକରେ ରଶିି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଭିଜିଟ୍ରର ବୁକ୍‌ରେ ମେଲାନିଆ ଲେଖିଥିବା ମନ୍ତବ୍ୟକୁ ସାଇତି ରଖାଯିବ

ନୂଆଦିଲ୍ଲୀ: ପ୍ରଥମ ଥର ଭାରତଗସ୍ତରେ ଆସିଥିବା ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଙ୍ଗଳବାର ଦିଲ୍ଲୀର ୨ଟି ସ୍କୁଲକୁ  ଗସ୍ତ କରିଥିଲେ। ପ୍ରଥମେ ସେ ନାନକପୁରାରେ ଥିବା ଏକ ସରକାରୀ ସ୍କୁଲକୁ ଯାଇ ପହଞ୍ଚିଥିଲେ। ସେଠାରେ ପିଲାମାନେ ତାଙ୍କ ମଥାରେ ଚନ୍ଦନ ଲଗାଇ ତାଙ୍କର ଆରତୀ କରି ସ୍ୱାଗତ…
ଅଧିକ ଖବର ଦେଖନ୍ତୁ...

କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନକୁ ସହାୟତା କରିବାକୁ ପ୍ରସ୍ତୁତ : ଟ୍ରମ୍ପ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଦୃଢମନା ବ୍ୟକ୍ତି, ସେ ଆତଙ୍କବାଦକୁ ଭଲଭାବରେ ଦମନ କରିବେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ନିଜର ଭାରତ ଗସ୍ତର ଦ୍ବିତୀୟ  ଦିନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ କଶ୍ମୀର ସମସ୍ୟା ଭାରତ ଓ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହିଂସା : ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ଶତାଧିକ ଆହତ ହେବା ପରେ ୧ ମାସ ପାଇଁ ୧୪୪ ଧାରା ଜାରି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥକ ଓ ବିରୋଧୀ ମଧ୍ୟରେ ହିଂସା ଯୋଗୁଁ  ଉତ୍ତର-ପୂର୍ବ ଦିଲ୍ଲୀରେ ପରିସ୍ଥିତି ଏବେ ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଅଞ୍ଚଳରେ ମଙ୍ଗଳବାର ମଧ୍ୟ ହିଂତ୍ସାତ୍ମକ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସୋମବାର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହିଂସାରେ ସହିଦ ହୋଇଥିବା ରତନଲାଲ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ଭଳି ନିଶ ରଖିବାକୁ ପସନ୍ଦ କରୁଥିଲେ

ନୂଆଦିଲ୍ଲୀ : ସୋମବାରଦିନ ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ଦଙ୍ଗାବେଳେ  ଦିଲ୍ଲୀ ପୁଲିସର ହେଡ କନେଷ୍ଟବଳ ରତନ ଲାଲ ସହିଦ ହୋଇଥିଲେ। ଦିଲ୍ଲୀ ପୁଲିସରେ ଥିବା ତାଙ୍କ ବନ୍ଧୁମାନେ ମଧ୍ୟ ଏଥିପାଇଁ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ସହ କାମ…
ଅଧିକ ଖବର ଦେଖନ୍ତୁ...