Daily Archives

May 1, 2020

ମେ ମାସ ହିଁ କୋଭିଡ୍-୧୯ ପାଇଁ ଗୁରୁତ୍ବପୂର୍ଣ୍ଣ

ନୂଆଦିଲ୍ଲୀ: ଆସନ୍ତା ୩ ତାରିଖରେ ଲକ୍‌ଡାଉନ୍ ଅବଧି ସରିବାକୁ ଥିବା ବେଳେ ଆଗାମୀ ମେ ମାସ ହିଁ ମହାମାରୀ କୋଭିଡ୍–୧୯ ସହ ଲଢେ଼ଇର ପ୍ରକୃତ ଫଳାଫଳ ଆଣିଦେବ। ଏହି ଅବସରରେ ଦେଶରେ ଚିହ୍ନଟ ହୋଇଥିବା ସଂକ୍ରମଣପ୍ରବଣ ଅ‌ଳଗୁଡି଼କର ପରିଚାଳନା ପ୍ରତି ସରକାର କଠୋର ଆଭିମୁଖ୍ୟ ପୋଷଣ କରିବା ସହ…
ଅଧିକ ଖବର ଦେଖନ୍ତୁ...

ଜନସଚେତନତା ପାଇଁ  ‘କରୋନାଭାଇରସ୍ ପାଳଭୂତ’ ଠିଆ କରାଇଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଜନସଚେତନତା ନିମନ୍ତେ ଦିଲ୍ଲୀ ପୁଲିସ ସହରର ଚାନ୍ଦ୍‌ନୀ ମହଲ ଅଞ୍ଚଳ ସମେତ କେତେକ ସ୍ଥାନରେ ‘କରୋନାଭାଇରସ୍ ପାଳଭୂତ’ ଠିଆ କରାଇଛି। କଳା ଚଷମା ଏବଂ ମାସ୍କ୍‌ ପିନ୍ଧିଥିବା ଏହି ପାଳଭୂତ ଦେହରେ ଲେଖା ଅଛି ‘ଘରେ ରୁହନ୍ତୁ’। ଏ ସଂକ୍ରାନ୍ତରେ ଦିଲ୍ଲୀ କେନ୍ଦ୍ରୀୟ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଯାଜପୁରରେ ପୁଣି ଦୁଇ ପଜିଟିଭ୍ ଚିହ୍ନଟ, ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରେ ପୁଣି ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଦୁଇ ପଜିଟିଭ୍ ଯାଜପୁରର ଜିଲ୍ଲାର ବୋଲି ବି ସୂଚନା ମିଳିଛି। ତେବେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ କଣ୍ଟେନମେଣ୍ଟ ଅଞ୍ଚଳର ବୋଲି…
ଅଧିକ ଖବର ଦେଖନ୍ତୁ...

କେରଳରେ କୋଭିଡ୍‌-୧୯ ପଜିଟିଭ୍ ବ୍ୟକ୍ତିକୁ ନେଗେଟିଭ୍ ବୋଲି ଦାବି କରୁଛି ତାମିଲନାଡୁ

ତିରୁବନନ୍ତପୁରମ୍/କନ୍ୟାକୁମାରୀ: କରେଳରେ କୋଭିଡ୍-୧୯ ପଜିଟିଭ୍ ବାହାରିଥିବା ଜଣେ ବ୍ୟକ୍ତିଙ୍କୁ ତାମିଲନାଡୁ ନେଗେଟିଭ୍ କହିବା ଯୋଗୁଁ ବଡ଼ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। କନ୍ୟାକୁମାରୀର ସମ୍ପୃକ୍ତ ୬୮ ବର୍ଷିୟ ବ୍ୟକ୍ତିଜଣକ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା କଥା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ପୁଣି ଦୁଇ ପଜିଟିଭ୍ ଚିହ୍ନଟ, ଉଭୟ ବଲାଙ୍ଗୀର ଜିଲ୍ଲାର ଯୁବକ

ଭୁବନେଶ୍ବର: ରାଜ୍ୟରେ ପୁଣି ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଦୁଇ ପଜିଟିଭ୍ ବଲାଙ୍ଗୀର ଜିଲ୍ଲାର ଯୁବକ ବୋଲି ବି ସୂଚନା ମିଳିଛି। ଦୁଇ ପଜିଟିଭ୍ ବଲାଙ୍ଗୀର ଜିଲ୍ଲାର ଲେଖାରିଆ ଗାଁର ବୋଲି…
ଅଧିକ ଖବର ଦେଖନ୍ତୁ...

କୋଭିଡ୍-୧୯ ଲକ୍‌ଡାଉନ୍ ଯୋଗୁଁ ତେଲେଙ୍ଗାନାରେ ଅଟକି ଯାଇଥିବା ପ୍ରବାସୀ ଶ୍ରମଜୀବୀଙ୍କୁ ନେଇ ଝାଡ଼ଖଣ୍ଡ ଯାତ୍ରା କଲା…

ନୂଆଦିଲ୍ଲୀ: କୋଭିଡ୍-୧୯ ଲକ୍‌ଡାଉନ୍ ଯୋଗୁଁ ତେଲେଙ୍ଗାନାରେ ଅଟକି ଯାଇଥିବା ପ୍ରବାସୀ ଶ୍ରମଜୀବୀଙ୍କୁ ଝାଡ଼ଖଣ୍ଡ ନେବା ପାଇଁ ଶୁକ୍ରବାର ଦିନ ରେଳ ମନ୍ତ୍ରାଳୟ ପ୍ରଥମ କରି ସ୍ବତନ୍ତ୍ର ରେଳ ନିୟୋଜିତ କରିଛି। ରେଲ୍‌ୱେ ପ୍ରୋଟେକ୍‌ସନ୍ ଫୋର୍ସର ମହାନିର୍ଦେଶକ ଅରୁଣ କୁମାର ଗଣମାଧ୍ୟମକୁ…
ଅଧିକ ଖବର ଦେଖନ୍ତୁ...

ଚା’ ତିଆରି କରିବା ବେଳେ ଫାଟିଲା ଗ୍ୟାସ୍ ଟାଙ୍କି, ୨ ମହିଳା ଗୁରୁତର

ଭବାନୀପାଟଣା: ଗ୍ୟାସ୍ ଟାଙ୍କି ଫାଟି ୨ ମହିଳା ଗୁରୁତର ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା କାଦୋପଡା ଗାଁରେ ଏଭଳି ଅଘଟଣ ଘଟିଛି। ଚା’ ତିଆରି କରିବା ବେଳେ ଗ୍ୟାସ ଟାଙ୍କି ଫାଟିଥିବା କୁହାଯାଉଛି। ଏଥିରେ ଗୁରୁତର ରେବତୀ ମେହେର ଓ ପୂର୍ଣ୍ଣମୀ…
ଅଧିକ ଖବର ଦେଖନ୍ତୁ...

ମେ ୨୭ ପୂର୍ବରୁ ମହାରାଷ୍ଟ୍ର ବିଧାନ ପରିଷଦ୍‌ ଭ‌ୋଟ୍ କରାଇବାକୁ ନିର୍ବାଚନ କମିସନ୍‌ଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ମେ ୨୭ ତାରିଖ ପୂର୍ବରୁ ମହାରାଷ୍ଟ୍ର ବିଧାନ ପରିଷଦ୍‌ର ଭୋଟ୍ କରାଇବାକୁ ଶୁକ୍ରବାର ଦିନ ଭାରତର ନିର୍ବାଚନ କମିସନ୍ ସ୍ଥିର କରିଛନ୍ତି। ରାଜ୍ୟରେ ରାଜନୈତିକ ଅସ୍ଥିରତାର ଅବସାନ ଘଟାଇବାକୁ ନଅଟି ଆସନର ବିଧାନ ପରିଷଦ୍‌ର ନିର୍ବାଚନ କରାଇବାକୁ ମହାରାଷ୍ଟ୍ରର ରାଜ୍ୟପାଳ ବିଏସ୍…
ଅଧିକ ଖବର ଦେଖନ୍ତୁ...

ଶହେ କିଲୋମିଟର ଚାଲି ଚାଲି ନୂଆପଡ଼ା ରେଳ ଷ୍ଟେସନରେ ପହଞ୍ଚିଲେ ୭ ମାସର ଗର୍ଭବତୀ

ନୂଆପଡ଼ା: ମାରାତ୍ମକ କରୋନାଭାଇରସ୍ ବିରୋଧରେ ଲଢେଇ ଲାଗି ଜାରି ରହିଛି। ଏବେକାର ତାଲାବନ୍ଦ ସମୟରେ ନୂଆପଡ଼ାରେ ଆଜି ସାମ୍ନାକୁ ଆସିଛି ଏକ ବିଶେଷ ଦୃଶ୍ୟ। ଆଜି ସକାଳେ ଜଣେ ୭ ମାସର ଗର୍ଭବତୀ ମହିଳା ଶହେ କିଲୋମିଟର ଚାଲି ଚାଲି ନୂଆପଡ଼ା ରେଳ ଷ୍ଟେସନରେ ପହଞ୍ଚିଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ସ୍ବାସ୍ଥ୍ୟ ମନ୍ତ୍ରାଳୟର ଚୂଡ଼ାନ୍ତ ତାଲିକା: ଓଡ଼ିଶାର ୩ ଜିଲ୍ଲା ରେଡ୍, ୬ ଜିଲ୍ଲା ଅରେଞ୍ଜ୍‌ ଓ ୨୧…

ନୂଆଦିଲ୍ଲୀ: ମେ ୩ ତାରିଖରେ ପରିବର୍ଦ୍ଧିତ ଲକ୍‌ଡାଉନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ର ତାଲିକା ଚୂଡ଼ାନ୍ତ କରିଛି। ସମ୍ପୃକ୍ତ ଅଞ୍ଚଳର କରୋନାଭାଇରସ୍ ପରିସ୍ଥିତିକୁ ଆଧାର କରି ଏଥିରେ ରାଜ୍ୟ ଓ ଜିଲ୍ଲାମାନଙ୍କୁ ବିଭିନ୍ନ ରେଡ୍,…
ଅଧିକ ଖବର ଦେଖନ୍ତୁ...